ମଲାଖୀ 1:7 in Oriya

ଓଡିଆ ଓଡିଆ ବାଇବେଲ ମଲାଖୀ ମଲାଖୀ 1 ମଲାଖୀ 1:7

Malachi 1:7
ସଦାପ୍ରଭୁ କହିଲେ, ତୁମ୍ଭମାନେେ ଆମ୍ଭର ୟଜ୍ଞବଦେୀ ଉପ ରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।

Malachi 1:6Malachi 1Malachi 1:8

Malachi 1:7 in Other Translations

King James Version (KJV)
Ye offer polluted bread upon mine altar; and ye say, Wherein have we polluted thee? In that ye say, The table of the LORD is contemptible.

American Standard Version (ASV)
Ye offer polluted bread upon mine altar. And ye say, Wherein have we polluted thee? In that ye say, The table of Jehovah is contemptible.

Bible in Basic English (BBE)
You put unclean bread on my altar. And you say, How have we made it unclean? By your saying, The table of the Lord is of no value.

Darby English Bible (DBY)
Ye offer polluted bread upon mine altar; and ye say, Wherein have we polluted thee? In that ye say, The table of Jehovah is contemptible.

World English Bible (WEB)
You offer polluted bread on my altar. You say, 'How have we polluted you?' In that you say, 'Yahweh's table contemptible.'

Young's Literal Translation (YLT)
Ye are bringing nigh on Mine altar polluted bread, And ye have said: `In what have we polluted Thee?' In your saying: `The table of Jehovah -- it `is' despicable,'

Ye
offer
מַגִּישִׁ֤יםmaggîšîmma-ɡee-SHEEM
polluted
עַֽלʿalal
bread
מִזְבְּחִי֙mizbĕḥiymeez-beh-HEE
upon
לֶ֣חֶםleḥemLEH-hem
altar;
mine
מְגֹאָ֔לmĕgōʾālmeh-ɡoh-AL
and
ye
say,
וַאֲמַרְתֶּ֖םwaʾămartemva-uh-mahr-TEM
Wherein
בַּמֶּ֣הbammeba-MEH
polluted
we
have
גֵֽאַלְנ֑וּךָgēʾalnûkāɡay-al-NOO-ha
thee?
In
that
ye
say,
בֶּאֱמָרְכֶ֕םbeʾĕmorkembeh-ay-more-HEM
table
The
שֻׁלְחַ֥ןšulḥanshool-HAHN
of
the
Lord
יְהוָ֖הyĕhwâyeh-VA
is
contemptible.
נִבְזֶ֥הnibzeneev-ZEH
הֽוּא׃hûʾhoo

Cross Reference

ମଲାଖୀ 1:12
ମାତ୍ର, ତୁମ୍ଭମାନେେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭମାନେେ କହୁଛ ସଦାପ୍ରଭୁଙ୍କର ୟଜ୍ଞବଦେୀ ଅପବିତ୍ର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:27
ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:21
ତୁମ୍ଭମାନେେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ଯ ପିଇ ପାରିବ ନାହିଁ। ସହେିପରି ପ୍ରଭୁଙ୍କ ମଜେ ଓ ଶୟତାନର ମଜେ ଉଭୟର ଅଂଶୀଦାର ହାଇେ ବସି ପାରିବ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:21
କାରଣ ତୁମ୍ଭମାନେେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କହେି କହେି ୟଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷ ରେ ଅନ୍ୟମାନେ ଅତ୍ଯଧିକ ଖାଇପିଇ ମାତାଲ ହାଇେ ଯାନ୍ତି।

ମଲାଖୀ 1:8
ତୁମ୍ଭମାନେେ ୟଜ୍ଞବଦେୀ ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ'ଣ ଭୂଲ୍ ନୁହେଁ? ତୁମ୍ଭମାନେେ ଯେଉଁ େଛାଟ ଓ ରୋଗୀ ପଶୁଗୁଡିକୁ ଉତ୍ସର୍ଗ କରୁଛ ତାହା ମଧ୍ଯ ଭୁଲ୍ ନୁହେଁ କି? ତୁମ୍ଭମାନେେ ଯଦି ସହେି ଭଟେି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ'ଣ ସନ୍ତୁଷ୍ଟ ହବେେ? ନା, ସେ କବେେ ହେଲେ ସେ ଭଟେି ଗ୍ରହଣ କରିବେ ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି ସବୁ କହିଥିଲେ।

ଯିହିଜିକଲ 41:22
ୟଜ୍ଞବଦେୀ କାଷ୍ଠ ନିର୍ମିତ ତିନିହାତ ଉଚ୍ଚ ଥିଲା ଓ ତାହାର ର୍ଦୈଘ୍ଯ ଦୁଇହାତ ଥିଲା। ଆଉ ତାହାର କଣସବୁ ତହିଁର ର୍ଦୈଘ୍ଯ। ତହିଁର ଚାରିପାଖ କାଷ୍ଠମଯ ଥିଲା। ପୁଣି ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମଜେ ଏହି।

ପ୍ରଥମ ଶାମୁୟେଲ 2:15
କିନ୍ତୁ ଯାଜକଗଣ ଯେପରି ବ୍ଯବହାର କରିବା ଉଚିତ୍, ଏଲିର ପକ୍ସ୍ଟତ୍ରଗଣ ସପରେି ବ୍ଯବହାର କଲେ ନାହିଁ। ଏପରିକି ସହେି ମାଂସର ମଦେ ୟଜ୍ଞବଦେୀ ରେ ଦଗ୍ଧ ହବୋ ପୂର୍ବରକ୍ସ୍ଟ, ସମାନଙ୍କେର ସବେକମାନେ ସହେି ବଳିଦାନ ଉତ୍ସର୍ଗ କରୁଥିବା ବ୍ଯକ୍ତି ପାଖକକ୍ସ୍ଟ ଗଲେ ଏବଂ କହିଲେ, ପୋଡି଼ବା ପାଇଁ ଯାଜକମାନଙ୍କୁ କିଛି ମାଂସ ଦିଅ। ଯାଜକମାନେ ତକ୍ସ୍ଟମ୍ଭଠାରକ୍ସ୍ଟ ରନ୍ଧା ମାଂସ ଗ୍ରହଣ କରିବେ ନାହିଁ। କବଳେ କଞ୍ଚାମାଂସ ଗ୍ରହଣ କରିବେ।

ଦିତୀୟ ବିବରଣ 15:21
ଯଦି ସହେି ପଶକ୍ସ୍ଟଠା ରେ କୌଣସି ଖକ୍ସ୍ଟଣ ଥାଏ, ଯଥା ସେ ଯଦି େଛାଟା, କଣା କିମ୍ବା ସେ କୌଣସି ମନ୍ଦ ଖକ୍ସ୍ଟଣ ୟକ୍ସ୍ଟକ୍ତ ଥାଏ ତବେେ ତୁମ୍ଭେ ତାକକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିପାରିବ ନାହିଁ।

ଲେବୀୟ ପୁସ୍ତକ 21:6
ସମାନେେ ନିଶ୍ଚଯ ସମାନଙ୍କେର ପରମେଶ୍ବରଙ୍କ ପାଇଁ ପବିତ୍ର ହବେେ। ସମାନେେ ସମାନଙ୍କେର ପରମେଶ୍ବରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସମାନେେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ବରଙ୍କ ଖାଦ୍ୟ ସମାନେେ ଦିଅନ୍ତି। ତେଣୁ ସମାନେେ ନିଶ୍ଚଯ ପବିତ୍ର ହବୋ ଉଚିତ୍।

ଲେବୀୟ ପୁସ୍ତକ 2:11
ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେ କୌଣସି ଶସ୍ଯ-ନବୈେଦ୍ଯ ଆଣିବ, ତାହା ତାଡିଶୂନ୍ଯ ହବୋ ଉଚିତ୍। ତୁମ୍ବମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ତାଡି କି ମଧୁ କବେେ ଦଗ୍ଧ କରିବା ଉଚିତ୍ ନୁହେଁ।