ଲୂକଲିଖିତ ସୁସମାଚାର 9:51 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 9 ଲୂକଲିଖିତ ସୁସମାଚାର 9:51

Luke 9:51
ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

Luke 9:50Luke 9Luke 9:52

Luke 9:51 in Other Translations

King James Version (KJV)
And it came to pass, when the time was come that he should be received up, he stedfastly set his face to go to Jerusalem,

American Standard Version (ASV)
And it came to pass, when the days were well-nigh come that he should be received up, he stedfastly set his face to go to Jerusalem,

Bible in Basic English (BBE)
And it came about that when the days were near for him to be taken up, his face was turned to go to Jerusalem,

Darby English Bible (DBY)
And it came to pass when the days of his receiving up were fulfilled, that *he* stedfastly set his face to go to Jerusalem.

World English Bible (WEB)
It came to pass, when the days were near that he should be taken up, he intently set his face to go to Jerusalem,

Young's Literal Translation (YLT)
And it came to pass, in the completing of the days of his being taken up, that he fixed his face to go on to Jerusalem,

And
Ἐγένετοegenetoay-GAY-nay-toh
it
came
to
pass,
δὲdethay
when
ἐνenane
the
τῷtoh
time
συμπληροῦσθαιsymplērousthaisyoom-play-ROO-sthay

τὰςtastahs
was
come
ἡμέραςhēmerasay-MAY-rahs
up,
be
should
he
that
τῆςtēstase

ἀναλήψεωςanalēpseōsah-na-LAY-psay-ose
received
αὐτοῦautouaf-TOO

καὶkaikay
he
αὐτὸςautosaf-TOSE
stedfastly
set
τὸtotoh
his
πρόσωπονprosōponPROSE-oh-pone

αὐτοῦ,autouaf-TOO
face
ἐστήριξενestērixenay-STAY-ree-ksane

τοῦtoutoo
to
go
πορεύεσθαιporeuesthaipoh-RAVE-ay-sthay
to
εἰςeisees
Jerusalem,
Ἰερουσαλήμierousalēmee-ay-roo-sa-LAME

Cross Reference

ମାର୍କଲିଖିତ ସୁସମାଚାର 16:19
ପ୍ରଭୁ ଯୀଶୁ ଏହିସବୁ କଥା ପ୍ ରରେିତମାନଙ୍କୁ କହିସାରିବା ପରେ ତାହାଙ୍କୁ ସ୍ବର୍ଗକୁ ନିଆଗଲା। ସେ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ।

ଲୂକଲିଖିତ ସୁସମାଚାର 19:28
ଯୀଶୁ ଏସବୁ କହିସାରିବା ପରେ ୟିରୂଶାଲମ ଆଡକୁ ଯାତ୍ରା ଆରମ୍ଭ କଲେ।

ଲୂକଲିଖିତ ସୁସମାଚାର 18:31
ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।

ଲୂକଲିଖିତ ସୁସମାଚାର 17:11
ଯୀଶୁ ୟିରୂଶାଲମ ଯାତ୍ରା କରୁଥିଲେ। ସେ ଗାଲୀଲୀରୁ ଶମିରୋଣକୁ ଗଲେ।

ଲୂକଲିଖିତ ସୁସମାଚାର 13:22
ଯୀଶୁ ପ୍ରେତ୍ୟକକ ନଗର ଓ ଗ୍ରାମ ରେ ଉପଦେଶ ଦେଉଥିଲେ। ସେ ଯାତ୍ରା କରୁ କରୁ ୟିରୂଶାଲମ ଆଡକୁ ଯାଉଥିଲେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:20
ଏହି ଶକ୍ତି ହେଉଛି ସହେି ଶକ୍ତି, ଯେଉଁ ଶକ୍ତି ବଳ ରେ ପରମେଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଥିଲେ। ସ୍ବର୍ଗ ରାଜ୍ଯ ରେ ପରମେଶ୍ବର ଖ୍ରୀଷ୍ଟଙ୍କୁ ତାହାଙ୍କ ଡ଼ାହାଣ ପଟ ରେ ବସାଇ ଅଛନ୍ତି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:8
ପ୍ରେତ୍ୟକକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସା ରେ ସହେି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁ ହେ :

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:14
ମୁଁ ସବୁବେଳେ ଲକ୍ଷ୍ଯ ସ୍ଥଳ ରେ ପହଁଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠା ରେ ସ୍ବର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ବର ମାେତେ ଡ଼ାକିଛନ୍ତି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:16
ଏଥି ରେ ସନ୍ଦହେ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ଯ ଏହା ଯେ,

ଏବ୍ରୀମାନଙ୍କ ନିକଟକୁ ପତ୍ର 6:20
ଯୀଶୁ ଆଗରୁ ସଠାେକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମଲକୀଷଦକଙ୍କେ ଭଳି ଯୀଶୁ ଅନନ୍ତକାଳୀନ ମହାୟାଜକ ଅଟନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:2
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

ପିତରଙ୍କ ପ୍ରଥମ ପତ୍ 3:22
ଏବେ ଯୀଶୁ ସ୍ବର୍ଗକୁ ଗଲଣେି। ସେ ପରମେଶ୍ବରଙ୍କ ଡାହାଣ ରେ ବିରାଜମାନ। ସେ ସଠାେରେ ସ୍ବର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:11
ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନଇେ ନିଜ ହାତ ଗୋଡ ବାନ୍ଧି ପକାଇଲେ ଓ କହିଲେ, ପବିତ୍ର ଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, 'ତାହାଙ୍କୁ ୟିରୁଶାଲମ ରେ ଯିହୂଦୀମାନେ ଏହିପରି ବାନ୍ଧି ପକାଇବେ। ସମାନେେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତ ରେ ସମର୍ପଣ କରିବେ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 20:22
କିନ୍ତୁ ମୁଁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ବଧ୍ଯ ହାଇେ ୟିରୁଶାଲମକୁ ଯାଉଛି। ମୁଁ ଜାଣିନାହିଁ, ମାରେ ସଠାେରେ କ'ଣ ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:9
ଯୀଶୁ ପ୍ ରରେିତମାନଙ୍କୁ ଏତିକି କହିବା ପରେ ତାହାଙ୍କୁ ଆକାଶକୁ ଉେଠଇ ନିଆଗଲା। ପ୍ ରରେିତମାନେ ଦେଖୁଥିବା ସମୟରେ ଯୀଶୁ ଖଣ୍ଡେ ମେଘ ଭିତରକୁ ଚାଲିଗଲେ, ଓ ସମାନେେ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ।

ଦିତୀୟ ରାଜାବଳୀ 2:11
ଏହିପରି ସେ ଦୁ ହେଁ ଏକତ୍ର କଥାବାର୍ତ୍ତା ହାଇେ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମଯ ରଥ ଓ ଅଗ୍ନିମଯ ଅଶ୍ବମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ୍ କଲେ। ତା'ପରେ ଏଲିଯ ଘୂର୍ଣ୍ଣିବାଯୁ ରେ ସ୍ବର୍ଗାରୋହଣ କଲେ।

ଯିଶାଇୟ 50:5
ମାରେ ପ୍ରଭୁ ସଦାପ୍ରଭୁ ମାରେ କର୍ଣ୍ଣକୁ ମୁକ୍ତ କରିଛନ୍ତି ; ପୁଣି ମୁଁ ତାଙ୍କର ବିରୁଦ୍ଧାଚାରୀ ହାଇେ ନାହିଁ କିମ୍ବା ପଛକୁ ଫରେି ନାହିଁ।

ଲୂକଲିଖିତ ସୁସମାଚାର 12:50
ମାେତେ 'ଅନ୍ୟପ୍ରକାରର ବାପ୍ତିସ୍ମ' ଦ୍ବାରା ବାପ୍ତିଜିତ ହବୋକୁ ପଡିବ। ଏହା ନ ହବୋ ପର୍ୟ୍ଯନ୍ତ ମୁଁ ପୀଡା ଅନୁଭବ କରୁଛି।

ଲୂକଲିଖିତ ସୁସମାଚାର 19:11
ଯୀଶୁ ୟିରୂଶାଲମର ପାଖାପାଖି ଆସିଗଲେ। କେତକେ ଲୋକ ଭବିଲେ ଯେ ପରମେଶ୍ବରଙ୍କ ରାଜ୍ଯ ଶୀଘ୍ର ଆସିୟିବ।

ଲୂକଲିଖିତ ସୁସମାଚାର 24:51
ଯୀଶୁ ସମାନଙ୍କେୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ଯମାନଙ୍କ ପାଖରୁ ଅଲଗା ହାଇଗେଲେ ଓ ତାହାଙ୍କୁ ସ୍ବର୍ଗକୁ ନିଆଗଲା।

ଯୋହନଲିଖିତ ସୁସମାଚାର 6:62
ତବେେ ମନୁଷ୍ଯପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେ ସ୍ଥାନଙ୍କୁ ଫରେିଯିବେ, ଏହା ମଧ୍ଯ କ'ଣ ତୁମ୍ଭକୁ ବ୍ଯତିବ୍ଯସ୍ତ କରୁଛି?

ଯୋହନଲିଖିତ ସୁସମାଚାର 13:1
ସେତବେେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସମୟ ପ୍ରାୟ ହାଇଯୋଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡି ୟିବାର ସମୟ ଉପସ୍ଥିତ ହାଇଗେଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫରେିଯିବେ। ସେ ସବୁବେଳେ ଏହି ଜଗତ ରେ ଥିବା ତାହାଙ୍କ ନିଜର ହାଇଯୋଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସମାନଙ୍କେ ପ୍ରତି ତାହାଙ୍କର ଗଭୀର ଓ ଚୁଡାନ୍ତ ପ୍ ରମେ ଦଖାଇେଥିଲେ।

ଯୋହନଲିଖିତ ସୁସମାଚାର 16:5
ବର୍ତ୍ତମାନ ମୁଁ ମାରେ ପ୍ ରରଣକେର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ କହେି ପଚାରୁନାହଁ, ତୁମ୍ଭେ କେଉଁଆଡେ ଯାଉଛ?

ଯୋହନଲିଖିତ ସୁସମାଚାର 16:28
ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡି ପରମେଶ୍ବରଙ୍କ ପାଖକୁ ଫରେିୟିବି।

ଯୋହନଲିଖିତ ସୁସମାଚାର 17:11
ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତ ରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତ ରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସମାନଙ୍କେୁ ନିରାପଦ ରେ ରଖ। ତୁମ୍ଭ ନାମର ଶକ୍ତି ଦ୍ବାରା ସମାନଙ୍କେୁ ନିରାପଦ ରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସମାନେେ ସହେିପରି ଏକ ହାଇେ ପାରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:2
ମୁଁ ଯୀଶୁଙ୍କର ସଂମ୍ପୂର୍ଣ୍ଣ ଜୀବନ ସମ୍ପର୍କ ରେ ଆରମ୍ଭରୁ ତାହାଙ୍କୁ ସ୍ବର୍ଗକୁ ନିଆୟିବା ପର୍ୟ୍ଯନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ ରରେିତମାନଙ୍କ ସହିତ କଥାବର୍ତ୍ତା ହାଇେଥିଲେ। ପବିତ୍ରଆତ୍ମାଙ୍କ ସାହାୟ୍ଯ ରେ ଯୀଶୁ ପ୍ ରରେିତମାନେ କ'ଣ କରିବା ଉଚ଼ିତ, ସହେି କଥା କହିଲେ।

ଦିତୀୟ ରାଜାବଳୀ 2:1
ଅନନ୍ତର ସଦାପ୍ରଭୁ ଏଲିଯଙ୍କୁ ଘୂର୍ଣ୍ଣିବାଯୁ ରେ ସ୍ବର୍ଗକୁ ଘନେିୟିବାକୁ ଉଦ୍ଯତ ଥିଲେ, ଏଲିଯ ଓ ଇଲୀଶାୟ ଗିଲ୍ଗଲଠାରୁ ସମାନଙ୍କେର ରାସ୍ତା ରେ ଥିଲେ।