ଲୂକଲିଖିତ ସୁସମାଚାର 7

1 ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣଇବୋକୁ ଚାହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଚାଲିଗଲେ।

2 ସେ ସମୟରେ କଫର୍ନାହୂମ ରେ ଜଣେ ଶତ ସନୋପତି ଥିଲେ। ତାହାଙ୍କର ଗୋଟିଏ ଚାକର ଏତେ ବମାରେ ଥିଲା ଯେ ସେ ପ୍ରାୟ ମରିୟିବା ଅବସ୍ଥା ରେ ଥିଲା। ଶତ ସନୋପତି ଚାକରଟିକୁ ଖୁବ୍ ଭଲ ପାଉଥିଲେ।

3 ଶତ ସନୋପତି ଜଣକ ଯୀଶୁଙ୍କ ବିଷୟ ରେ ଶୁଣି ତାହାଙ୍କ ପାଖକୁ କେତକେ ପ୍ରାଚୀନ ଯିହୂଦୀନେତାଙ୍କୁ ପଠାଇଲେ। ସେ ଚାହୁଁଥିଲେ ଯେ ଲୋକେ ଯାଇ ଯୀଶୁଙ୍କ ଆସିବାକୁ ଅନୁରୋଧ କରନ୍ତୁ ଓ ଯୀଶୁ ଆସି ଚାକରଟିର ଜୀବନ ରକ୍ଷା କରିଦିଅନ୍ତୁ।

4 ସହେି ପ୍ରାଚୀନ ନେତାମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ଯୀଶୁଙ୍କୁ ଅନୁନୟ ପୂର୍ବକ ଅନୁ ରୋଧ କରି କହିଲେ, ଶତ ସନୋପତି ଜଣକ ଆପଣଙ୍କ ସାହାୟ୍ଯ ପାଇବାକୁ ଯୋଗ୍ଯ।

5 ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।

6 ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।

7 କବଳେ ସଇେଥିପାଇଁ ମୁଁ ନିଜେ ଆପଣଙ୍କ ପାଖକୁ ୟିବାକୁ ନିଜକୁ ଯୋଗ୍ଯ ମନେ କରି ନ ଥିଲି। ଆପଣ କବଳେ ଆଦେଶ ଦିଅନ୍ତୁ ଓ ମାରେ ଚାକରଟି ଭଲ ହାଇଯେିବ।

8 ମୁଁ ଆପଣଙ୍କର ଅଧିକାର ବିଷୟ ରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧିନ ରେ କାମ କରୁଛି ଏବଂ ମାେ ଅଧିନ ରେ ମଧ୍ଯ କେତକେ ସୈନ୍ଯ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ଯକୁ କ ହେ, 'ଯାଅ' ତବେେ ସେ ଚାଲିଯାଏ। ମୁଁ ଯଦି ଆଉ ଜଣକୁ କ ହେ ଆସ ତବେେ ସେ ଗ୍ଭଲିଆ ସେ। ମୁଁ ଯଦି ମାେ ଚାକରକୁ କୁ ହେ, 'ଏହା କର', ତବେେ ସେ ତାହା କରେ।

9 ଯୀଶୁ ଏହା ଶୁଣିସାରି ବଡ ଆଶ୍ଚର୍ୟ୍ଯ ହାଇଗେଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡକୁ ବୁଲି ପଡି କହିଲସେ ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ବାସ ମାେତେ ଇଶ୍ରାୟେଲ ରେ ମଧ୍ଯ ମିଳିନାହିଁ।

10 ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସମାନେେ ଘରକୁ ଫରେିୟିବା ପରେ ଦେଖିଲେ ଯେ ଚାକରଟି ସୁସ୍ଥ ହାଇେ ଯାଇଛି।

11 ତା'ପର ଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ଯମାନେ ଓ ବହୁ ସଂଖ୍ଯା ରେ ଅନ୍ୟ ଲୋକମାନେ ଯାଉଥିଲେ।

12 ଯୀଶୁ ଯେତବେେଳେ ନଗରଦ୍ବାର ନିକଟରେ ପହନ୍ଚିଲେ ସେତବେେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା' ବିଧବା ମାଆର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସଠାେରେ ତା ମାଆ ସହିତ ମଧ୍ଯ ନଗରର ବହୁ ସଂଖ୍ଯକ ଲୋକ ଥିଲେ।

13 ସହେି ବିଧବାକୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ସେ ତାକୁ କହିଲେ, କାନ୍ଦ ନାହିଁ।

14 ଯୀଶୁ କୋକଇେ ପାଖକୁ ଯାଇ ତାହା ଛୁଇଁଲେ। କୋକଇେ କାନ୍ଧଇେ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, ୟୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।

15 ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା' ମାଆ ହାତ ରେ ଦଇେ ଦେଲେ।

16 ସବୁଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରମେଶ୍ବରଙ୍କ ମହିମା ଗାନ କଲେ। ସମାନେେ କହିଲେ, ଜଣେ ମହାନ ଭବିଷ୍ଯଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା ଆହୁରି ମଧ୍ଯ ସମାନେେ କହିଲେ, ପରମେଶ୍ବର ନିଜ ଲୋକଙ୍କୁ ସାହାୟ୍ଯ କରିବା ପାଇଁ ଆସି ଯାଇଛନ୍ତି।

17 ଯୀଶୁଙ୍କ ବିଷୟ ରେ ଏହି ଖବର ୟିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳ ରେ ପ୍ରଚାରିତ ହାଇଗେଲା।

18 ଯୋହନଙ୍କ ଶିଷ୍ଯମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ଯଙ୍କୁ ଡକାଇଲେ।

19 ଯୋହନ ସମାନଙ୍କେୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଚାରି ପଠାଇଲେ: ଯାହାଙ୍କର ଆସିବାର ଥିଲା, ଆପଣ କ'ଣ ସହେି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷା ରେ ରହିବୁ?

20 ସେ ଲୋକମାନେ ଯୀଶୁଙ୍କ ପାଖ ରେ ପହନ୍ଚିଲେ। ସମାନେେ ଯୀଶୁଙ୍କୁ ପଚାରିଲେ, ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଚାରିବାକୁ ପଠାଇଲେ: 'ଯାହାଙ୍କର ଆସିବାର ଥିଲା, ଆପଣ କ'ଣ ସହେି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷା ରେ ରହିବୁ?'

21 ସହେି ସମୟରେ ଯୀଶୁ ଅନକେ ଲୋକଙ୍କୁ ସମାନଙ୍କେ ରୋଗରୁ ସୁସ୍ଥ, ବଦନୋ ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନକେ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ।

22 ତା'ପରେ ଯୀଶୁ ଯୋହନଙ୍କ ସହେି ଶିଷ୍ଯମାନଙ୍କୁ କହିଲେ, ଯାଅ ଓ ଏଠା ରେ ତୁମ୍ଭେ ଯାହା ସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, େଛାଟମାନେ ଚାଲି ପାରୁଛନ୍ତି, କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି, ବଧି ରେଲାକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ଶୁଣଇେ ଦିଆଯାଉଛି।

23 ଯେଉଁ ଲୋକ ମାେତେ ଗ୍ରହଣ କରିବ, ସେ ଧନ୍ଯ।

24 ଯୋହନଙ୍କ ଶିଷ୍ଯମାନେ ଚାଲିୟିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିବାକୁ ଆରମ୍ଭ କଲେ: ତୁମ୍ଭମାନେେ ମରୁଭୂମିରେ କ'ଣ ଦେଖିବାକୁ ଯାଇଥିଲ? କ'ଣ ପବନ ରେ ଦୋହଲୁଥିବା ନଳଗଛ?

25 ତା'ନ ହେଲେ, ତୁମ୍ଭେ କ'ଣ ଦେଖିବାକୁ ସଠାେକୁ ଯାଇଥିଲ? କ'ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମାଦେପ୍ରମାଦେ ରେ ଜୀବନ କଟାନ୍ତି, ସମାନେେ ତ ରାଜାଙ୍କ ପ୍ରାସାଦ ମାନଙ୍କ ରେ ଥାଆନ୍ତି।

26 ତବେେ ତୁମ୍ଭମାନେେ କ'ଣ ଦେଖିବାପାଇଁ ବାହାରି ଯାଇଥିଲ? କ'ଣ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ଯଦ୍ବକ୍ତାଙ୍କଠାରୁ ମଧ୍ଯ ମହାନ୍ ଅଟନ୍ତି।

27 ଯୋହନଙ୍କ ବିଷୟ ରେ ଏହା ଲଖାେଅଛି:

28 ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ଯରୁ ଜାତ ସମସ୍ତଙ୍କ ମଧିଅରେ ଯୋହନଙ୍କଠାରୁ ଅଧିକ ମହାନ୍ କହେି ନାହିଁ। ତଥାପି ପରମେଶ୍ବରଙ୍କ ରାଜ୍ଯର ଯେଉଁ ଲୋକ ସବୁଠାରୁ େଛାଟ, ସେ ମଧ୍ଯ ଯୋହନଙ୍କଠାରୁ ମହାନ।

29 ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ବୀକାର କଲେ ଯେ, ପରମେଶ୍ବରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କର ଆଦାୟକାରୀମାନେ ମଧ୍ଯ ଏଥି ରେ ଏକମତ ହାଇଗେଲେ। ସମାନେେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ବାରା ବାପ୍ତିଜିତ ହାଇେଥିଲେ,

30 କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସମାନଙ୍କେ ପାଇଁ ପରମେଶ୍ବରଙ୍କ ଦତ୍ତ ଯୋଜନାକୁ ଅସ୍ବୀକାର କଲେ ଓ ଯୋହନଙ୍କ ଦ୍ବାରା ବାପ୍ତିସ୍ମା ଗ୍ରହଣ କଲେ ନାହିଁ।

31 ତବେେ ମୁଁ ପୁଣି ଏହି ୟୁଗର ଲୋକମାନଙ୍କ ବିଷୟ ରେ କ'ଣ କହିବି? ମୁଁ କାହା ସହିତ ସମାନଙ୍କେୁ ତୁଳନା କରିବି? ସମାନେେ କାହା ଭଳି ହବେ?

32 ସମାନେେ ବଜାର ରେ, ବସିଥିବା ସହେି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:

33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉନଥିଲେ କିମ୍ବା ଦ୍ରାକ୍ଷାରସ ପିଉନଥିଲେ। ଆଉ ତୁମ୍ଭମାନେେ କହୁଛ ଯେ, 'ତାହାଙ୍କ ଦହେ ରେ ଭୂତ ପ୍ରବେଶ କରିଛି।'

34 ପୁଣି ମନୁଷ୍ଯପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭମାନେେ କହୁଛ, ' ଦେଖ, ଏ ଲୋକ ଜଣେ ପଟେୁ ଓ ଗୋଟିଏ ମଦୁଆ। କର ଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।'

35 କିନ୍ତୁ ଆପଣା କାର୍ୟ୍ଯ ଦ୍ବାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହାଇେଥାଏ।'

36 ଫାରୁଶୀମାନଙ୍କ ମଧ୍ଯରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସହେି ଫାରୁଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।

37 ସହେି ସମୟରେ ସହେି ନଗର ରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣିପାରିଲା ଯେ ଯୀଶୁ ଫାରୁଶୀଙ୍କ ଘ ରେ ଖାଉଛନ୍ତି। ତେଣୁ ସହେି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ର ରେ କିଛି ଅତର ଆଣିଲା।

38 ସେ ଯୀଶୁଙ୍କ ପଛଆଡେ ଗୋଡ ପାଖ ରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହ ରେ ଧୋଇ ଦଲୋ। ନିଜ ମୁଣ୍ଡର ବାଳ ରେ ଯୀଶୁଙ୍କ ପାଦ ପୋଛି ଦଲୋ। ତାହାଙ୍କ ପାଦ ରେ ବହୁବାର ଚୁମ୍ବନ ଦଲୋ ଓ ପାଦ ଉପରେ ଅତର ଢାଳି ଦଲୋ।

39 ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।

40 ଯୀଶୁ ଫାରୁଶୀଙ୍କୁ କହିଲେ, ଶିମାନେ, ମାରେ ତୁମ୍ଭକୁ କିଛି କହିବାର ଅଛି।

41 ଯୀଶୁ କହିଲେ, କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନଇେଥିଲେ। ଜଣେ ପାଞ୍ଚଶହରୂପା ଟଙ୍କା କରଜ ନଇେଥିଲା ଓ ଆଉ ଜଣେ ପଚାଶଟି ରୂପା ଟଙ୍କା ନଇେଥିଲା।

42 ସମାନଙ୍କେ ପାଖ ରେ ଟଙ୍କା ନଥିବାରୁ ସମାନେେ ଋଣ ପରିଶାଧେ କରି ପାରୁନଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରି ଦେଲେ। ତବେେ ଏ ଦୁଇଜଣଙ୍କ ମଧିଅରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?

43 ଶିମାନେ ଉତ୍ତର ଦେଲେ, ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡି ଦେଲେ, ସହେି ଲୋକକୁ ଅଧିକା ଭଲ ପାଇବ।

44 ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡକୁ ବୁଲିପଡି ଶିମାନଙ୍କେୁ କହିଲେ, ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମାେତେ ଗୋଡ ଧୋଇବାକୁ ପାଣି ସୁଦ୍ଧା ଦଲେ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମାରେ ପାଦକୁ ଲୁହ ରେ ଧୋଇ ଦଲୋ। ଏବଂ ତା ବାଳ ରେ ପୋଛି ଦଲୋ।

45 ତୁମ୍ଭେ ମାେତେ ଚୁମ୍ବନ ଦଲେ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ୟ୍ଯନ୍ତ ସେ ମାରେ ପାଦ ରେ ଚୁମ୍ବନ ଦବୋ ବନ୍ଦ କରିନାହିଁ।

46 ତୁମ୍ଭେ ମାେ ମୁଣ୍ଡ ରେ ତଲେ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମାେ ପାଦ ରେ ଅତର ଲଗାଇଲା।

47 ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା'ର ଆନକେ ପାପ କ୍ଷମା କରିଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ ରମେ ଦଖାଇେଛି। ଯେଉଁ ଲୋକ କ୍ଷମା ପାଇବାପାଇଁ କମ୍ ଆବଶ୍ଯକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ ରମେ ଅନୁଭବ କରିଥାଏ।

48 ତା'ପରେ ଯୀଶୁ ସହେି ସ୍ତ୍ରୀ ଲୋକଟିକୁ କହିଲେ, ତୋର ପାପ କ୍ଷମା କରି ଦିଆଗଲା।

49 ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସମାନେେ ମନେ ମନେ ଭାବିବାକୁ ଲାଗିଲେ, ଏ ଲୋକ ନିଜକୁ କ'ଣ ଭାବୁଛି? ସେ କିପରି ପାପଗୁଡିକୁ କ୍ଷମା କରିପାରିବ?

50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ତୁମ୍ଭେ ବିଶ୍ବାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। ଶାନ୍ତି ରେ ଯାଅ।

1 Now when he had ended all his sayings in the audience of the people, he entered into Capernaum.

2 And a certain centurion’s servant, who was dear unto him, was sick, and ready to die.

3 And when he heard of Jesus, he sent unto him the elders of the Jews, beseeching him that he would come and heal his servant.

4 And when they came to Jesus, they besought him instantly, saying, That he was worthy for whom he should do this:

5 For he loveth our nation, and he hath built us a synagogue.

6 Then Jesus went with them. And when he was now not far from the house, the centurion sent friends to him, saying unto him, Lord, trouble not thyself: for I am not worthy that thou shouldest enter under my roof:

7 Wherefore neither thought I myself worthy to come unto thee: but say in a word, and my servant shall be healed.

8 For I also am a man set under authority, having under me soldiers, and I say unto one, Go, and he goeth; and to another, Come, and he cometh; and to my servant, Do this, and he doeth it.

9 When Jesus heard these things, he marvelled at him, and turned him about, and said unto the people that followed him, I say unto you, I have not found so great faith, no, not in Israel.

10 And they that were sent, returning to the house, found the servant whole that had been sick.

11 And it came to pass the day after, that he went into a city called Nain; and many of his disciples went with him, and much people.

12 Now when he came nigh to the gate of the city, behold, there was a dead man carried out, the only son of his mother, and she was a widow: and much people of the city was with her.

13 And when the Lord saw her, he had compassion on her, and said unto her, Weep not.

14 And he came and touched the bier: and they that bare him stood still. And he said, Young man, I say unto thee, Arise.

15 And he that was dead sat up, and began to speak. And he delivered him to his mother.

16 And there came a fear on all: and they glorified God, saying, That a great prophet is risen up among us; and, That God hath visited his people.

17 And this rumour of him went forth throughout all Judaea, and throughout all the region round about.

18 And the disciples of John shewed him of all these things.

19 And John calling unto him two of his disciples sent them to Jesus, saying, Art thou he that should come? or look we for another?

20 When the men were come unto him, they said, John Baptist hath sent us unto thee, saying, Art thou he that should come? or look we for another?

21 And in that same hour he cured many of their infirmities and plagues, and of evil spirits; and unto many that were blind he gave sight.

22 Then Jesus answering said unto them, Go your way, and tell John what things ye have seen and heard; how that the blind see, the lame walk, the lepers are cleansed, the deaf hear, the dead are raised, to the poor the gospel is preached.

23 And blessed is he, whosoever shall not be offended in me.

24 And when the messengers of John were departed, he began to speak unto the people concerning John, What went ye out into the wilderness for to see? A reed shaken with the wind?

25 But what went ye out for to see? A man clothed in soft raiment? Behold, they which are gorgeously apparelled, and live delicately, are in kings’ courts.

26 But what went ye out for to see? A prophet? Yea, I say unto you, and much more than a prophet.

27 This is he, of whom it is written, Behold, I send my messenger before thy face, which shall prepare thy way before thee.

28 For I say unto you, Among those that are born of women there is not a greater prophet than John the Baptist: but he that is least in the kingdom of God is greater than he.

29 And all the people that heard him, and the publicans, justified God, being baptized with the baptism of John.

30 But the Pharisees and lawyers rejected the counsel of God against themselves, being not baptized of him.

31 And the Lord said, Whereunto then shall I liken the men of this generation? and to what are they like?

32 They are like unto children sitting in the marketplace, and calling one to another, and saying, We have piped unto you, and ye have not danced; we have mourned to you, and ye have not wept.

33 For John the Baptist came neither eating bread nor drinking wine; and ye say, He hath a devil.

34 The Son of man is come eating and drinking; and ye say, Behold a gluttonous man, and a winebibber, a friend of publicans and sinners!

35 But wisdom is justified of all her children.

36 And one of the Pharisees desired him that he would eat with him. And he went into the Pharisee’s house, and sat down to meat.

37 And, behold, a woman in the city, which was a sinner, when she knew that Jesus sat at meat in the Pharisee’s house, brought an alabaster box of ointment,

38 And stood at his feet behind him weeping, and began to wash his feet with tears, and did wipe them with the hairs of her head, and kissed his feet, and anointed them with the ointment.

39 Now when the Pharisee which had bidden him saw it, he spake within himself, saying, This man, if he were a prophet, would have known who and what manner of woman this is that toucheth him: for she is a sinner.

40 And Jesus answering said unto him, Simon, I have somewhat to say unto thee. And he saith, Master, say on.

41 There was a certain creditor which had two debtors: the one owed five hundred pence, and the other fifty.

42 And when they had nothing to pay, he frankly forgave them both. Tell me therefore, which of them will love him most?

43 Simon answered and said, I suppose that he, to whom he forgave most. And he said unto him, Thou hast rightly judged.

44 And he turned to the woman, and said unto Simon, Seest thou this woman? I entered into thine house, thou gavest me no water for my feet: but she hath washed my feet with tears, and wiped them with the hairs of her head.

45 Thou gavest me no kiss: but this woman since the time I came in hath not ceased to kiss my feet.

46 My head with oil thou didst not anoint: but this woman hath anointed my feet with ointment.

47 Wherefore I say unto thee, Her sins, which are many, are forgiven; for she loved much: but to whom little is forgiven, the same loveth little.

48 And he said unto her, Thy sins are forgiven.

49 And they that sat at meat with him began to say within themselves, Who is this that forgiveth sins also?

50 And he said to the woman, Thy faith hath saved thee; go in peace.

1 Then Solomon assembled the elders of Israel, and all the heads of the tribes, the chief of the fathers of the children of Israel, unto king Solomon in Jerusalem, that they might bring up the ark of the covenant of the Lord out of the city of David, which is Zion.

2 And all the men of Israel assembled themselves unto king Solomon at the feast in the month Ethanim, which is the seventh month.

3 And all the elders of Israel came, and the priests took up the ark.

4 And they brought up the ark of the Lord, and the tabernacle of the congregation, and all the holy vessels that were in the tabernacle, even those did the priests and the Levites bring up.

5 And king Solomon, and all the congregation of Israel, that were assembled unto him, were with him before the ark, sacrificing sheep and oxen, that could not be told nor numbered for multitude.

6 And the priests brought in the ark of the covenant of the Lord unto his place, into the oracle of the house, to the most holy place, even under the wings of the cherubims.

7 For the cherubims spread forth their two wings over the place of the ark, and the cherubims covered the ark and the staves thereof above.

8 And they drew out the staves, that the ends of the staves were seen out in the holy place before the oracle, and they were not seen without: and there they are unto this day.

9 There was nothing in the ark save the two tables of stone, which Moses put there at Horeb, when the Lord made a covenant with the children of Israel, when they came out of the land of Egypt.

10 And it came to pass, when the priests were come out of the holy place, that the cloud filled the house of the Lord,

11 So that the priests could not stand to minister because of the cloud: for the glory of the Lord had filled the house of the Lord.

12 Then spake Solomon, The Lord said that he would dwell in the thick darkness.

13 I have surely built thee an house to dwell in, a settled place for thee to abide in for ever.

14 And the king turned his face about, and blessed all the congregation of Israel: (and all the congregation of Israel stood;)

15 And he said, Blessed be the Lord God of Israel, which spake with his mouth unto David my father, and hath with his hand fulfilled it, saying,

16 Since the day that I brought forth my people Israel out of Egypt, I chose no city out of all the tribes of Israel to build an house, that my name might be therein; but I chose David to be over my people Israel.

17 And it was in the heart of David my father to build an house for the name of the Lord God of Israel.

18 And the Lord said unto David my father, Whereas it was in thine heart to build an house unto my name, thou didst well that it was in thine heart.

19 Nevertheless thou shalt not build the house; but thy son that shall come forth out of thy loins, he shall build the house unto my name.

20 And the Lord hath performed his word that he spake, and I am risen up in the room of David my father, and sit on the throne of Israel, as the Lord promised, and have built an house for the name of the Lord God of Israel.

21 And I have set there a place for the ark, wherein is the covenant of the Lord, which he made with our fathers, when he brought them out of the land of Egypt.

22 And Solomon stood before the altar of the Lord in the presence of all the congregation of Israel, and spread forth his hands toward heaven:

23 And he said, Lord God of Israel, there is no God like thee, in heaven above, or on earth beneath, who keepest covenant and mercy with thy servants that walk before thee with all their heart:

24 Who hast kept with thy servant David my father that thou promisedst him: thou spakest also with thy mouth, and hast fulfilled it with thine hand, as it is this day.

25 Therefore now, Lord God of Israel, keep with thy servant David my father that thou promisedst him, saying, There shall not fail thee a man in my sight to sit on the throne of Israel; so that thy children take heed to their way, that they walk before me as thou hast walked before me.

26 And now, O God of Israel, let thy word, I pray thee, be verified, which thou spakest unto thy servant David my father.

27 But will God indeed dwell on the earth? behold, the heaven and heaven of heavens cannot contain thee; how much less this house that I have builded?

28 Yet have thou respect unto the prayer of thy servant, and to his supplication, O Lord my God, to hearken unto the cry and to the prayer, which thy servant prayeth before thee to day:

29 That thine eyes may be open toward this house night and day, even toward the place of which thou hast said, My name shall be there: that thou mayest hearken unto the prayer which thy servant shall make toward this place.

30 And hearken thou to the supplication of thy servant, and of thy people Israel, when they shall pray toward this place: and hear thou in heaven thy dwelling place: and when thou hearest, forgive.

31 If any man trespass against his neighbour, and an oath be laid upon him to cause him to swear, and the oath come before thine altar in this house:

32 Then hear thou in heaven, and do, and judge thy servants, condemning the wicked, to bring his way upon his head; and justifying the righteous, to give him according to his righteousness.

33 When thy people Israel be smitten down before the enemy, because they have sinned against thee, and shall turn again to thee, and confess thy name, and pray, and make supplication unto thee in this house:

34 Then hear thou in heaven, and forgive the sin of thy people Israel, and bring them again unto the land which thou gavest unto their fathers.

35 When heaven is shut up, and there is no rain, because they have sinned against thee; if they pray toward this place, and confess thy name, and turn from their sin, when thou afflictest them:

36 Then hear thou in heaven, and forgive the sin of thy servants, and of thy people Israel, that thou teach them the good way wherein they should walk, and give rain upon thy land, which thou hast given to thy people for an inheritance.

37 If there be in the land famine, if there be pestilence, blasting, mildew, locust, or if there be caterpiller; if their enemy besiege them in the land of their cities; whatsoever plague, whatsoever sickness there be;

38 What prayer and supplication soever be made by any man, or by all thy people Israel, which shall know every man the plague of his own heart, and spread forth his hands toward this house:

39 Then hear thou in heaven thy dwelling place, and forgive, and do, and give to every man according to his ways, whose heart thou knowest; (for thou, even thou only, knowest the hearts of all the children of men;)

40 That they may fear thee all the days that they live in the land which thou gavest unto our fathers.

41 Moreover concerning a stranger, that is not of thy people Israel, but cometh out of a far country for thy name’s sake;

42 (For they shall hear of thy great name, and of thy strong hand, and of thy stretched out arm;) when he shall come and pray toward this house;

43 Hear thou in heaven thy dwelling place, and do according to all that the stranger calleth to thee for: that all people of the earth may know thy name, to fear thee, as do thy people Israel; and that they may know that this house, which I have builded, is called by thy name.

44 If thy people go out to battle against their enemy, whithersoever thou shalt send them, and shall pray unto the Lord toward the city which thou hast chosen, and toward the house that I have built for thy name:

45 Then hear thou in heaven their prayer and their supplication, and maintain their cause.

46 If they sin against thee, (for there is no man that sinneth not,) and thou be angry with them, and deliver them to the enemy, so that they carry them away captives unto the land of the enemy, far or near;

47 Yet if they shall bethink themselves in the land whither they were carried captives, and repent, and make supplication unto thee in the land of them that carried them captives, saying, We have sinned, and have done perversely, we have committed wickedness;

48 And so return unto thee with all their heart, and with all their soul, in the land of their enemies, which led them away captive, and pray unto thee toward their land, which thou gavest unto their fathers, the city which thou hast chosen, and the house which I have built for thy name:

49 Then hear thou their prayer and their supplication in heaven thy dwelling place, and maintain their cause,

50 And forgive thy people that have sinned against thee, and all their transgressions wherein they have transgressed against thee, and give them compassion before them who carried them captive, that they may have compassion on them:

51 For they be thy people, and thine inheritance, which thou broughtest forth out of Egypt, from the midst of the furnace of iron:

52 That thine eyes may be open unto the supplication of thy servant, and unto the supplication of thy people Israel, to hearken unto them in all that they call for unto thee.

53 For thou didst separate them from among all the people of the earth, to be thine inheritance, as thou spakest by the hand of Moses thy servant, when thou broughtest our fathers out of Egypt, O Lord God.

54 And it was so, that when Solomon had made an end of praying all this prayer and supplication unto the Lord, he arose from before the altar of the Lord, from kneeling on his knees with his hands spread up to heaven.

55 And he stood, and blessed all the congregation of Israel with a loud voice, saying,

56 Blessed be the Lord, that hath given rest unto his people Israel, according to all that he promised: there hath not failed one word of all his good promise, which he promised by the hand of Moses his servant.

57 The Lord our God be with us, as he was with our fathers: let him not leave us, nor forsake us:

58 That he may incline our hearts unto him, to walk in all his ways, and to keep his commandments, and his statutes, and his judgments, which he commanded our fathers.

59 And let these my words, wherewith I have made supplication before the Lord, be nigh unto the Lord our God day and night, that he maintain the cause of his servant, and the cause of his people Israel at all times, as the matter shall require:

60 That all the people of the earth may know that the Lord is God, and that there is none else.

61 Let your heart therefore be perfect with the Lord our God, to walk in his statutes, and to keep his commandments, as at this day.

62 And the king, and all Israel with him, offered sacrifice before the Lord.

63 And Solomon offered a sacrifice of peace offerings, which he offered unto the Lord, two and twenty thousand oxen, and an hundred and twenty thousand sheep. So the king and all the children of Israel dedicated the house of the Lord.

64 The same day did the king hallow the middle of the court that was before the house of the Lord: for there he offered burnt offerings, and meat offerings, and the fat of the peace offerings: because the brasen altar that was before the Lord was too little to receive the burnt offerings, and meat offerings, and the fat of the peace offerings.

65 And at that time Solomon held a feast, and all Israel with him, a great congregation, from the entering in of Hamath unto the river of Egypt, before the Lord our God, seven days and seven days, even fourteen days.

66 On the eighth day he sent the people away: and they blessed the king, and went unto their tents joyful and glad of heart for all the goodness that the Lord had done for David his servant, and for Israel his people.