Luke 3:8
ତୁମ୍ଭମାନେେ ପ୍ରକୃତ ରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ହବେ। ଗର୍ବ କରି କୁହନାହିଁ ଯେ 'ଅବ୍ରାହାମ ଆମ୍ଭମାନଙ୍କର ପିତା।' ମୁଁ ତୁମ୍ଭମାନଙ୍କୁ କହୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରନ୍ତି।
Luke 3:8 in Other Translations
King James Version (KJV)
Bring forth therefore fruits worthy of repentance, and begin not to say within yourselves, We have Abraham to our father: for I say unto you, That God is able of these stones to raise up children unto Abraham.
American Standard Version (ASV)
Bring forth therefore fruits worthy of repentance, and begin not to say within yourselves, We have Abraham to our father: for I say unto you, that God is able of these stones to raise up children unto Abraham.
Bible in Basic English (BBE)
Make clear by your acts that your hearts have been changed; and do not say to yourselves, We have Abraham for our father: for I say to you that God is able from these stones to make children of Abraham.
Darby English Bible (DBY)
Produce therefore fruits worthy of repentance; and begin not to say in yourselves, We have Abraham for [our] father, for I say unto you that God is able of these stones to raise up children to Abraham.
World English Bible (WEB)
Bring forth therefore fruits worthy of repentance, and don't begin to say among yourselves, 'We have Abraham for our father;' for I tell you that God is able to raise up children to Abraham from these stones!
Young's Literal Translation (YLT)
make, therefore, fruits worthy of the reformation, and begin not to say within yourselves, We have a father -- Abraham; for I say to you, that God is able out of these stones to raise children to Abraham;
| Bring forth | ποιήσατε | poiēsate | poo-A-sa-tay |
| therefore | οὖν | oun | oon |
| fruits | καρποὺς | karpous | kahr-POOS |
| worthy | ἀξίους | axious | ah-KSEE-oos |
| τῆς | tēs | tase | |
| of repentance, | μετανοίας | metanoias | may-ta-NOO-as |
| and | καὶ | kai | kay |
| begin | μὴ | mē | may |
| not | ἄρξησθε | arxēsthe | AR-ksay-sthay |
| to say | λέγειν | legein | LAY-geen |
| within | ἐν | en | ane |
| yourselves, | ἑαυτοῖς | heautois | ay-af-TOOS |
| We have | Πατέρα | patera | pa-TAY-ra |
| ἔχομεν | echomen | A-hoh-mane | |
| Abraham | τὸν | ton | tone |
| father: our to | Ἀβραάμ | abraam | ah-vra-AM |
| for | λέγω | legō | LAY-goh |
| I say | γὰρ | gar | gahr |
| you, unto | ὑμῖν | hymin | yoo-MEEN |
| That | ὅτι | hoti | OH-tee |
| δύναται | dynatai | THYOO-na-tay | |
| God | ὁ | ho | oh |
| is able | θεὸς | theos | thay-OSE |
| of | ἐκ | ek | ake |
| these | τῶν | tōn | tone |
| λίθων | lithōn | LEE-thone | |
| stones | τούτων | toutōn | TOO-tone |
| up raise to | ἐγεῖραι | egeirai | ay-GEE-ray |
| children | τέκνα | tekna | TAY-kna |
| τῷ | tō | toh | |
| unto Abraham. | Ἀβραάμ | abraam | ah-vra-AM |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 26:20
ମୁଁ ପ୍ରଥମେ ଦମ୍ମସକେ ନଗର ରେ, ପରେ ୟିରୂଶାଲମ ରେ ସମଗ୍ର ୟିହୂଦା ଓ ଅଣଯିହୂଦୀ ଦେଶମାନଙ୍କ ରେ ମଧ୍ଯ ପ୍ରଚ଼ାର କଲି। ମୁଁ ସମାନଙ୍କେୁ ଅନୁତାପ କରି ପରମେଶ୍ବରଙ୍କ ପାଖକୁ ଫରେିବା ପାଇଁ କହିଲି। ସମାନଙ୍କେ ହୃଦୟ ପରିବର୍ତ୍ତନ ପାଇଁ ଉଚ଼ିତ କାର୍ୟ୍ଯ କରିବା ପାଇଁ ମଧ୍ଯ କହିଲି।
ଯୋହନଲିଖିତ ସୁସମାଚାର 8:33
ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କବେେ ହେଲେ କ୍ରୀତଦାସ ହାଇେ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହବେୁ?
ଯିହିଜିକଲ 18:27
ଦୁଷ୍ଟଲୋକ ଯେତବେେଳେ ନିଜ ଦୁଷ୍ଟତାରୁ ବିରତ ହାଇେ ନ୍ଯାଯ ଓ ଧର୍ମାଚରଣ କରେ ସେତବେେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ।
ଯିଶାଇୟ 1:16
ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।
ମାଥିଉଲିଖିତ ସୁସମାଚାର 21:43
ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ବରଙ୍କ ରାଜ୍ଯ ଛଡ଼ାଇ ନିଆୟିବ। ପରମେଶ୍ବର ତାହାଙ୍କ ରାଜ୍ଯ ରେ ଯାହା ହବୋପାଇଁ ଚ଼ାହାଁନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସମାନଙ୍କେୁ ପରମେଶ୍ବର ତାହାଙ୍କ ରାଜ୍ଯ ଦବେେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:16
ସେଥିପାଇଁ ବିଶ୍ବାସ ଦ୍ବାରା ଲୋକେ ପରମେଶ୍ବରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ଯର ଦାନ ହାଇପୋ ରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ଯ ରେ ପ୍ରତିଜ୍ଞା ଦାନ ମିଳେ ତା' ହେଲେ ଅବ୍ରାହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କବଳେ ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରାହାମ ଭଳି ବିଶ୍ବାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରାହାମ ଆମ୍ଭ ସମସ୍ତଙ୍କର ପିତା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:22
ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,
ଏବ୍ରୀମାନଙ୍କ ନିକଟକୁ ପତ୍ର 6:7
ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ଯ ଉତ୍ପନ୍ନ କରିବା ନିମନ୍ତେ ସହେି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସହେି କ୍ଷେତ୍ର ଲୋକମାନଙ୍କ ପାଇଁ ଉପ ଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ବରଙ୍କର ଆଶୀର୍ବାଦ ପାଏ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:11
ତୁମ୍ଭେ ପରମେଶ୍ବରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ଯ ରେ ଯୀଶୁଖ୍ରୀଷ୍ଟଙ୍କ ସାହାୟ୍ଯ ରେ ଅନକେ ଉତ୍ତମ କାମ କରିବ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:28
ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:10
କାରଣ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ବାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହବୋ ଆବଶ୍ଯକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ଯୁ ଆଣିଥାଏ।
ଯିଶାଇୟ 48:1
ସଦାପ୍ରଭୁ କୁହନ୍ତି, ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇଶ୍ରାୟେଲ ପରି ଖ୍ଯାତ, ଦୟାକରି ମାେ କଥା ଶୁଣ। ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କରୁଅଛ ଓ ଇଶ୍ରାୟେଲ ପରମେଶ୍ବରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭମାନେେ ଏହି କାର୍ୟ୍ଯ ସତ୍ଯ ଓ ଧାର୍ମିକତା ରେ କରୁ ନାହିଁ।'
ଯିରିମିୟ 7:4
ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କ ନାମ ରେ ମିଥ୍ଯା କହୁଥିବା ଲୋକମାନଙ୍କୁ ବିଶ୍ବାସ କର ନାହିଁ।
ମାଥିଉଲିଖିତ ସୁସମାଚାର 8:11
ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।
ଲୂକଲିଖିତ ସୁସମାଚାର 13:28
ତୁମ୍ଭମାନେେ ଅବ୍ରହାମ, ୟିସ୍ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କୁ ପରମେଶ୍ବରଙ୍କ ରାଜ୍ଯ ରେ ଦେଖିପାରିବ। କିନ୍ତୁ ତୁମ୍ଭମାନେେ ବାହା ରେ ରହିୟିବ। ସତେିକି ବେଳେ ତୁମ୍ଭମାନେେ କୋରଧ ଓ ଭୟ ରେ କାନ୍ଦିବ।
ଲୂକଲିଖିତ ସୁସମାଚାର 16:23
ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।
ଲୂକଲିଖିତ ସୁସମାଚାର 19:40
କିନ୍ତୁ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାୟିବ। ଯଦି ମାରେ ଶିଷ୍ଯମାନେ ଏସବୁ କଥା ନକୁହନ୍ତି। ତାହା ହେଲେ ଏ ପଥର ସବୁ ପାଟି କରି ତାହାସବୁ କହିବେ।
ଯୋହନଲିଖିତ ସୁସମାଚାର 8:39
ଯିହୂଦୀମାନେ କହିଲେ, ଅବ୍ରହାମ ଆମ୍ଭମାନଙ୍କର ପିତା।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:7
ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।
ଯିହୋଶୂୟ 4:3
ଏହିପରି ଭାବେ ସମାନଙ୍କେୁ ଆଦେଶ ଦିଅ: ଯେଉଁଠା ରେ ଯାଜକଗଣ ନଦୀ ମଝି ରେ ଛିଡା ହାଇେଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତକ୍ସ୍ଟମ୍ଭ ସହିତ ସହେି ବାରଟି ଶିଳାଖଣ୍ତକକ୍ସ୍ଟ ବହିନିଅ। ତୁମ୍ଭେ ଯେଉଁଠା ରେ ରାତି କଟାଇବାକକ୍ସ୍ଟ ଯୋଜନା କରିଛ, ସଗେକ୍ସ୍ଟଡିକ ସଠାେରେ ରଖ।