ଲୂକଲିଖିତ ସୁସମାଚାର 3
1 ତିବିରିଅ କାଇସରଙ୍କ ରାଜ୍ବତର ପନ୍ଦରତମ ବର୍ଷ ସମୟର କଥା।
2 ହାନାନ ଓ କଯାଫା ମହାୟାଜକ ଥିଲେ। ସହେି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ବରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ।
3 ଯୋହନ ୟର୍ଦ୍ଦନ ନଦୀର ଚାରିପାଖଯାକ ସବୁଅଞ୍ଚଳ ରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଚାର କଲେ ଯେ ସମାନେେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସମାନଙ୍କେର ପାପଗୁଡିକୁ କ୍ଷମା କରି ଦିଆୟିବ।
4 ଏହା ଭବିଷ୍ଯଦ୍ବକ୍ତା ଯାଶାୟଙ୍କ ବାକ୍ଯ ସମ୍ବଳିତ ପୁସ୍ତକରେ ଲଖାେଥିବା କଥା ଥିଲା। ସେଥି ରେ ଲଖାେଥିଲା:
5 ପ୍ରେତ୍ୟକକ ଉପତ୍ୟକା ପୁର୍ଣ୍ଣ କରି ଦିଆୟିବ। ପ୍ରେତ୍ୟକକ ପର୍ବତ ଓ ପାହାଡ ସମତଳ ହାଇଯେିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆୟିବ ଓ ଖାଲଢିପ ରାସ୍ତା ସବୁ ସମତଳ କରି ଦିଆୟିବ।
6 ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପରିତ୍ରାଣ ବିଷୟ ରେ ଜାଣିବେ।'ୟିଶାଇୟ 40:3-5
7 ଯୋହନଙ୍କ ନିକଟକୁ ବାପ୍ତିଜିତ ହବୋ ପାଇଁ ଲୋକମାନେ ଆସିଲେ। ଯୋହନ ସମାନଙ୍କେୁ କହିଲେ, ତୁମ୍ଭମାନେେ ବିଷଧର ସାପ ଭଳି। ପରମେଶ୍ବରଙ୍କ ଆସୁଥିବା ମହା କୋରଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚତାଇେ ଦଲୋ?
8 ତୁମ୍ଭମାନେେ ପ୍ରକୃତ ରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ହବେ। ଗର୍ବ କରି କୁହନାହିଁ ଯେ 'ଅବ୍ରାହାମ ଆମ୍ଭମାନଙ୍କର ପିତା।' ମୁଁ ତୁମ୍ଭମାନଙ୍କୁ କହୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରନ୍ତି।
9 ଗଛ ମୂଳ ରେ କୁରାଢି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦଇପୋରୁନାହିଁ, ସହେି ପ୍ରେତ୍ୟକକ ଗଛକୁ କାଟିଦିଆୟିବ ଏବଂ ନିଆଁ ରେ ଫିଙ୍ଗି ଦିଆୟିବ।
10 ଲୋକମାନେ ତାହାଙ୍କୁ ପଚାରିଲେ, ତବେେ ଆମ୍ଭମାନେେ କ'ଣ କରିବୁ?
11 ଯୋହନ ସମାନଙ୍କେୁ ଉତ୍ତର ଦେଲେ, ଯଦି ତୁମ୍ଭ ପାଖ ରେ ଦୁଇଟି କୁର୍ତ୍ତା ଅଛି ତବେେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖ ରେ ଖାଦ୍ୟ ଅଛି ତବେେ ତାହାକୁ ମଧ୍ଯ ବାଣ୍ଟିଦିଅ।
12 କେତକେ କର ଆଦାୟକାରୀ ବାପ୍ତିଜିତ ହବୋ ପାଇଁ ଆସିଲେ। ସମାନେେ ଯୋହନଙ୍କୁ ପଚାରିଲେ, ହେ ଗୁରୁ! ଆମ୍ଭମାନେେ କ'ଣ କରିବୁ?
13 ଯୋହନ ସମାନଙ୍କେୁ କହିଲେ, ତୁମ୍ଭକୁ ଯେତିକି ନବୋକୁ ଆଦେଶ ଦିଆଯାଇଛି, ତା ଠାରୁ ଅଧିକ କର ଲୋକମାନଙ୍କ ଠାରୁ ନିଅ ନାହିଁ।
14 ସୈନ୍ଯମାନେ ତାହାଙ୍କୁ ପଚାରିଲେ, ଆମ୍ଭକୁ କ'ଣ କରିବାକୁ ହବେ?
15 ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷା ରେ ଥିଲେ। ଯୋହନଙ୍କ ବିଷୟ ରେ ସମାନେେ ମନେ ମନେ ଭାବୁଥିଲେ, ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।
16 ସେତବେେଳେ ଯୋହନ ସମାନଙ୍କେୁ କହିଲେ, ମୁଁ ତ ତୁମ୍ଭମାନଙ୍କୁ ଜଳ ରେ ବାପ୍ତିଜିତ କରୁଛି, କିନ୍ତୁ ମାେ' ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ୟୋତାର ଫିତା ଫିଟାଇବାକୁ ମଧ୍ଯ ମୁଁ ଯୋଗ୍ଯ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିଜିତ କରିବେ।
17 ତାହାଙ୍କ ହାତ ରେ ଖଳା ସଫା କରିବାର କୁଲା ଅଛି। ସେଥି ରେ ସେ ଶସ୍ଯକୁ ଅଗାଡି ଠାରୁ ଅଲଗା କରି ଦବେେ। ସେ ଭଲ ଶସ୍ଯତକ ସଂଗ୍ରହ କରି ଅମାର ରେ ନଇେ ରଖିବେ। ତା'ପରେ ଅଗାଡି ଓ ଦରକାରୀ ଅନାବନା ଜିନିଷଗୁଡିକୁ ଚିରକାଳ ଜଳୁଥିବା ନିଆଁ ରେ ପୋଡି଼ ଦବେେ।
18 ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଚାରର ଉପଦେଶ ଦେଉଥିଲେ ଏବଂ ଅନକେ ପ୍ରକାର ରେ ସାହାୟ୍ଯ କରୁଥିଲେ।
19 ସାମନ୍ତରାଜା ହରେୋଦ ନିଜ ଭାଇର ସ୍ତ୍ରୀ େ ହରୋଦିଆଙ୍କ ସହିତ ଅନୁଚିତ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତକେ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ।
20 ସହେିଭଳି ହରେୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳା ରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥି ରେ ଏହି କୁକର୍ମଟି ୟୋଗ ହେଲା।
21 ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଉଥିଲେ। ତା'ପରେ ଯୀଶୁ ମଧ୍ଯ ଆସିଲେ ଓ ତାହାଙ୍କ ଦ୍ବାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବାଳେ ଆକାଶ ଖାଲିଗେଲା।
22 ପବିତ୍ର ଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦହେ ଧାରଣ କରିଥିଲେ। ଆକାଶବାଣୀ ହେଲା: ତୁମ୍ଭେ ମାରେ ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ଯନ୍ତ ସନ୍ତୁଷ୍ଟ।
23 ଯୀଶୁ ଉପଦେଶ ପ୍ରଦାନ କାର୍ୟ୍ଯ ଆରମ୍ଭ କରିବା ବଳକେୁ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହାଇେଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ୟୋ ସଫଙ୍କେ ପୁତ୍ର।
24 ଏଲୀ ମତ୍ଥାତଙ୍କର ପୁତ୍ର।
25 ୟୋ ସଫେ ମତ୍ତିଥ୍ଯାଙ୍କର ପୁତ୍ର।
26 ନଗୟ ମହଥଙ୍କ ପୁତ୍ର।
27 ୟୋଦା ଯୋହନଙ୍କ ପୁତ୍ର।
28 ନରେୀ ମଲ୍ଖୀଙ୍କ ପୁତ୍ର।
29 ଏର ଯୀଶୁଙ୍କ ପୁତ୍ର।
30 ଲବେୀଶିମିଯୋନଙ୍କ ପୁତ୍ର।
31 ଏଲିଯାକୀମ ମଲାହଙ୍କ ପୁତ୍ର।
32 ଦାଉଦ ୟିଶୟଙ୍କ ପୁତ୍ର।
33 ବହଶୋନ ଅମ୍ମୀନାଦାବଙ୍କ ପୁତ୍ର।
34 ୟିହୂଦା ଯାକୁବଙ୍କ ପୁତ୍ର।
35 ନାହାରେ ସରୂଗଙ୍କ ପୁତ୍ର।
36 ଶଲହେ କନୋନଙ୍କ ପୁତ୍ର।
37 ଲମେଖ ମଥୂଶଲହଙ୍କେ ପୁତ୍ର।
38 କନୋନ ଏନୋଶଙ୍କୁ ପୁତ୍ର।
1 Now in the fifteenth year of the reign of Tiberius Caesar, Pontius Pilate being governor of Judaea, and Herod being tetrarch of Galilee, and his brother Philip tetrarch of Ituraea and of the region of Trachonitis, and Lysanias the tetrarch of Abilene,
2 Annas and Caiaphas being the high priests, the word of God came unto John the son of Zacharias in the wilderness.
3 And he came into all the country about Jordan, preaching the baptism of repentance for the remission of sins;
4 As it is written in the book of the words of Esaias the prophet, saying, The voice of one crying in the wilderness, Prepare ye the way of the Lord, make his paths straight.
5 Every valley shall be filled, and every mountain and hill shall be brought low; and the crooked shall be made straight, and the rough ways shall be made smooth;
6 And all flesh shall see the salvation of God.
7 Then said he to the multitude that came forth to be baptized of him, O generation of vipers, who hath warned you to flee from the wrath to come?
8 Bring forth therefore fruits worthy of repentance, and begin not to say within yourselves, We have Abraham to our father: for I say unto you, That God is able of these stones to raise up children unto Abraham.
9 And now also the axe is laid unto the root of the trees: every tree therefore which bringeth not forth good fruit is hewn down, and cast into the fire.
10 And the people asked him, saying, What shall we do then?
11 He answereth and saith unto them, He that hath two coats, let him impart to him that hath none; and he that hath meat, let him do likewise.
12 Then came also publicans to be baptized, and said unto him, Master, what shall we do?
13 And he said unto them, Exact no more than that which is appointed you.
14 And the soldiers likewise demanded of him, saying, And what shall we do? And he said unto them, Do violence to no man, neither accuse any falsely; and be content with your wages.
15 And as the people were in expectation, and all men mused in their hearts of John, whether he were the Christ, or not;
16 John answered, saying unto them all, I indeed baptize you with water; but one mightier than I cometh, the latchet of whose shoes I am not worthy to unloose: he shall baptize you with the Holy Ghost and with fire:
17 Whose fan is in his hand, and he will throughly purge his floor, and will gather the wheat into his garner; but the chaff he will burn with fire unquenchable.
18 And many other things in his exhortation preached he unto the people.
19 But Herod the tetrarch, being reproved by him for Herodias his brother Philip’s wife, and for all the evils which Herod had done,
20 Added yet this above all, that he shut up John in prison.
21 Now when all the people were baptized, it came to pass, that Jesus also being baptized, and praying, the heaven was opened,
22 And the Holy Ghost descended in a bodily shape like a dove upon him, and a voice came from heaven, which said, Thou art my beloved Son; in thee I am well pleased.
23 And Jesus himself began to be about thirty years of age, being (as was supposed) the son of Joseph, which was the son of Heli,
24 Which was the son of Matthat, which was the son of Levi, which was the son of Melchi, which was the son of Janna, which was the son of Joseph,
25 Which was the son of Mattathias, which was the son of Amos, which was the son of Naum, which was the son of Esli, which was the son of Nagge,
26 Which was the son of Maath, which was the son of Mattathias, which was the son of Semei, which was the son of Joseph, which was the son of Juda,
27 Which was the son of Joanna, which was the son of Rhesa, which was the son of Zorobabel, which was the son of Salathiel, which was the son of Neri,
28 Which was the son of Melchi, which was the son of Addi, which was the son of Cosam, which was the son of Elmodam, which was the son of Er,
29 Which was the son of Jose, which was the son of Eliezer, which was the son of Jorim, which was the son of Matthat, which was the son of Levi,
30 Which was the son of Simeon, which was the son of Juda, which was the son of Joseph, which was the son of Jonan, which was the son of Eliakim,
31 Which was the son of Melea, which was the son of Menan, which was the son of Mattatha, which was the son of Nathan, which was the son of David,
32 Which was the son of Jesse, which was the son of Obed, which was the son of Booz, which was the son of Salmon, which was the son of Naasson,
33 Which was the son of Aminadab, which was the son of Aram, which was the son of Esrom, which was the son of Phares, which was the son of Juda,
34 Which was the son of Jacob, which was the son of Isaac, which was the son of Abraham, which was the son of Thara, which was the son of Nachor,
35 Which was the son of Saruch, which was the son of Ragau, which was the son of Phalec, which was the son of Heber, which was the son of Sala,
36 Which was the son of Cainan, which was the son of Arphaxad, which was the son of Sem, which was the son of Noe, which was the son of Lamech,
37 Which was the son of Mathusala, which was the son of Enoch, which was the son of Jared, which was the son of Maleleel, which was the son of Cainan,
38 Which was the son of Enos, which was the son of Seth, which was the son of Adam, which was the son of God.
1 O give thanks unto the Lord; for he is good: because his mercy endureth for ever.
2 Let Israel now say, that his mercy endureth for ever.
3 Let the house of Aaron now say, that his mercy endureth for ever.
4 Let them now that fear the Lord say, that his mercy endureth for ever.
5 I called upon the Lord in distress: the Lord answered me, and set me in a large place.
6 The Lord is on my side; I will not fear: what can man do unto me?
7 The Lord taketh my part with them that help me: therefore shall I see my desire upon them that hate me.
8 It is better to trust in the Lord than to put confidence in man.
9 It is better to trust in the Lord than to put confidence in princes.
10 All nations compassed me about: but in the name of the Lord will I destroy them.
11 They compassed me about; yea, they compassed me about: but in the name of the Lord I will destroy them.
12 They compassed me about like bees; they are quenched as the fire of thorns: for in the name of the Lord I will destroy them.
13 Thou hast thrust sore at me that I might fall: but the Lord helped me.
14 The Lord is my strength and song, and is become my salvation.
15 The voice of rejoicing and salvation is in the tabernacles of the righteous: the right hand of the Lord doeth valiantly.
16 The right hand of the Lord is exalted: the right hand of the Lord doeth valiantly.
17 I shall not die, but live, and declare the works of the Lord.
18 The Lord hath chastened me sore: but he hath not given me over unto death.
19 Open to me the gates of righteousness: I will go into them, and I will praise the Lord:
20 This gate of the Lord, into which the righteous shall enter.
21 I will praise thee: for thou hast heard me, and art become my salvation.
22 The stone which the builders refused is become the head stone of the corner.
23 This is the Lord’s doing; it is marvellous in our eyes.
24 This is the day which the Lord hath made; we will rejoice and be glad in it.
25 Save now, I beseech thee, O Lord: O Lord, I beseech thee, send now prosperity.
26 Blessed be he that cometh in the name of the Lord: we have blessed you out of the house of the Lord.
27 God is the Lord, which hath shewed us light: bind the sacrifice with cords, even unto the horns of the altar.
28 Thou art my God, and I will praise thee: thou art my God, I will exalt thee.
29 O give thanks unto the Lord; for he is good: for his mercy endureth for ever.