ଲୂକଲିଖିତ ସୁସମାଚାର 23:4 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 23 ଲୂକଲିଖିତ ସୁସମାଚାର 23:4

Luke 23:4
ପୀଲାତ ପ୍ରଧାନ ଯାଜକ ଏବଂ ଲୋକମାନଙ୍କୁ କହିଲେ, ଏ ଲୋକର ମୁଁ କିଛି ଭୁଲ ଦେଖି ପାରୁନାହିଁ,

Luke 23:3Luke 23Luke 23:5

Luke 23:4 in Other Translations

King James Version (KJV)
Then said Pilate to the chief priests and to the people, I find no fault in this man.

American Standard Version (ASV)
And Pilate said unto the chief priests and the multitudes, I find no fault in this man.

Bible in Basic English (BBE)
And Pilate said to the chief priests and the people, In my opinion this man has done no wrong.

Darby English Bible (DBY)
And Pilate said to the chief priests and the crowds, I find no guilt in this man.

World English Bible (WEB)
Pilate said to the chief priests and the multitudes, "I find no basis for a charge against this man."

Young's Literal Translation (YLT)
And Pilate said unto the chief priests, and the multitude, `I find no fault in this man;'

Then
hooh
said
δὲdethay

Πιλᾶτοςpilatospee-LA-tose
Pilate
εἶπενeipenEE-pane
to
πρὸςprosprose
the
τοὺςtoustoos
chief
priests
ἀρχιερεῖςarchiereisar-hee-ay-REES
and
καὶkaikay
the
to
τοὺςtoustoos
people,
ὄχλουςochlousOH-hloos
I
find
Οὐδὲνoudenoo-THANE
no
εὑρίσκωheuriskōave-REE-skoh
fault
αἴτιονaitionA-tee-one
in
ἐνenane
this
τῷtoh

ἀνθρώπῳanthrōpōan-THROH-poh
man.
τούτῳtoutōTOO-toh

Cross Reference

ଯୋହନଲିଖିତ ସୁସମାଚାର 18:38
ପୀଲାତ କହିଲେ, ସତ୍ଯ କ'ଣ? ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, ଏହି ଲୋକ ବିରୁଦ୍ଧ ରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ।

ପିତରଙ୍କ ପ୍ରଥମ ପତ୍ 2:22
ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9

ଲୂକଲିଖିତ ସୁସମାଚାର 23:22
ତୃତୀୟ ଥର ପାଇଁ ପୀଲାତ ସମାନଙ୍କେୁ କହିଲେ, କାହିଁକି, ସେ କ'ଣ ଭୁଲ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ଯୁଦଣ୍ଡ ଦବୋପାଇଁ ମୁଁ କୌଣସି କାରଣ ଦେଖି ପାରୁନାହିଁ। ତେଣୁ ତାହାଙ୍କୁ ସାମାନ୍ଯ ଦଣ୍ଡ ଦବୋ ପରେ ମୁଁ ତାହାଙ୍କୁ ଛାଡି ଦବେି।

ମାର୍କଲିଖିତ ସୁସମାଚାର 15:14
ପୀଲାତ ପଚାରିଲେ, କାହିଁକି? ସେ ଏଭଳି କ'ଣ ଅପରାଧ କରିଛନ୍ତି?

ପିତରଙ୍କ ପ୍ରଥମ ପତ୍ 3:18
ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,

ପିତରଙ୍କ ପ୍ରଥମ ପତ୍ 1:19
ବରଂ ନିର୍ଦ୍ ଦୋଷ ପବିତ୍ର ମଷେଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ଯ ରକ୍ତ ଦ୍ବାରା ତୁମ୍ଭେ କିଣା ହାଇେଅଛ।

ଏବ୍ରୀମାନଙ୍କ ନିକଟକୁ ପତ୍ର 7:26
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।

ଯୋହନଲିଖିତ ସୁସମାଚାର 19:4
ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦବୋକୁ ଚା ହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧ ରେ କୌଣସି ଅଭିଯୋଗ ପାଉ ନାହିଁ।

ଲୂକଲିଖିତ ସୁସମାଚାର 23:14
ପୀଲାତ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯୀଶୁଙ୍କୁ ମାେ ପାଖକୁ ଆଣିଛ। ତୁମ୍ଭମାମେେ କହୁଛ ଯେ ସେ ଲୋକଙ୍କ ମଧିଅରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତି ରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କ ଠା ରେ ମୁଁ କୌଣସି ଭୁଲ ଦେଖିପାରିଲି ନାହିଁ। ତୁମ୍ଭମାନେେ ଯାହା କହୁଛ, ଯୀଶୁ ସେଥି ରେ ଦୋଷୀ ନୁହଁନ୍ତି।

ମାଥିଉଲିଖିତ ସୁସମାଚାର 27:23
ପୀଲାତ ପଚ଼ାରିଲେ, କାହିଁକି? ସେ କ'ଣ ଅପରାଧ କରିଛନ୍ତି? କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, ତାହାଙ୍କୁ କୃଶ ରେ ଚ଼ଢ଼ଇେ ଦିଆଯାଉ।

ମାଥିଉଲିଖିତ ସୁସମାଚାର 27:19
ପୀଲାତ ବିଚାରମଞ୍ଚ ରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: ଏହି ଧର୍ମିକ ଲୋକଟିର କିଛି ହେଲେ କ୍ଷତି କରନାହିଁ। ମୁଁ ତାହାଙ୍କ ବିଷୟ ରେ କାଲି ରାତି ରେ ଗୋଟିଏ ସ୍ବପ୍ନ ଦେଖିଛି। ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହାଇପେଡ଼ିଛି।