Index
Full Screen ?
 

ଲୂକଲିଖିତ ସୁସମାଚାର 23:38

Luke 23:38 ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 23

ଲୂକଲିଖିତ ସୁସମାଚାର 23:38
କୃଶ ରେ ଉପରି ଭାଗ ରେ ଲଖାେ ଯାଇଥିଲା: ଏ ଯିହୂଦୀ ମାନଙ୍କର ରାଜା।

And
ἦνēnane
a
superscription
δὲdethay
also
καὶkaikay
was
ἐπιγραφὴepigraphēay-pee-gra-FAY
written
γεγραμμένηgegrammenēgay-grahm-MAY-nay
over
ἐπ'epape
him
αὐτῷautōaf-TOH
in
letters
γράμμασινgrammasinGRAHM-ma-seen
Greek,
of
Ἑλληνικοῖς,hellēnikoisale-lane-ee-KOOS
and
καὶkaikay
Latin,
Ῥωμαικοῖςrhōmaikoisroh-may-KOOS
and
καὶkaikay
Hebrew,
Ἑβραικοῖς,hebraikoisay-vray-KOOS
THIS
ΟὗτόςhoutosOO-TOSE
IS
ἐστινestinay-steen
THE
hooh
KING
βασιλεὺςbasileusva-see-LAYFS
OF
THE
τῶνtōntone
JEWS.
Ἰουδαίωνioudaiōnee-oo-THAY-one

Cross Reference

ମାଥିଉଲିଖିତ ସୁସମାଚାର 27:37
ସୈନ୍ଯମାନେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥି ରେ ଲଖାେ ଥିଲା, ଏ ଯିହୂଦୀମାନଙ୍କର ରାଜା ଯୀଶୁ।

ମାର୍କଲିଖିତ ସୁସମାଚାର 15:26
ଯୀଶୁଙ୍କ ବିରୁଦ୍ଧ ରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲଖାେ ଯାଇଥିଲା ଏ ଯିହୂଦୀମାନଙ୍କର ରାଜା।

ମାର୍କଲିଖିତ ସୁସମାଚାର 15:32
ଯଦି ପ୍ରକୃତ ରେ ସେ ଖ୍ରୀଷ୍ଟ, ଇସ୍ରାଯଲରେ ରାଜା, ତବେେ ବର୍ତ୍ତମାନ ସେ କୃଶ ଉପରୁ ତଳକୁ ଓହ୍ଲଇେ ଆସୁ। ନିଜକୁ ରକ୍ଷା କରୁ। ତା ହେଲେ ଆମ୍ଭମାନେେ ତାହା ଦେଖିବା ଓ ତାକୁ ବିଶ୍ବାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖ ରେ କୃଶ-ବିଦ୍ଧ କରାଯାଉଥିଲା, ସମାନେ ମଧ୍ଯ ଯୀଶୁଙ୍କ ଅପମାନିତ କଲେ।

ମାଥିଉଲିଖିତ ସୁସମାଚାର 27:11
ଏହି ସମୟରେ ଯୀଶୁ ରାଜ୍ଯପାଳ ପୀଲାତ ଆଗ ରେ ଠିଆ ହେଲେ। ରାଜ୍ଯପାଳ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

ମାର୍କଲିଖିତ ସୁସମାଚାର 15:18
ତା'ପରେ ସମାନେେ ତାହାଙ୍କୁ ସ୍ବାଗତ କରି ଥଟ୍ଟା ରେ କହିଲେ, ହେ ୟିହୁଦୀମାନଙ୍କର ରାଜା, କହି ପ୍ରଣାମ କଲେ।

ଲୂକଲିଖିତ ସୁସମାଚାର 23:3
ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

ଯୋହନଲିଖିତ ସୁସମାଚାର 19:3
ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, ହେ! ଯିହୂଦୀମାନଙ୍କ ରାଜା। ସମାନେେ ଯୀଶୁଙ୍କୁ ଚାପୁଡା ମାରିଲେ।

ଯୋହନଲିଖିତ ସୁସମାଚାର 19:19
ପୀଲାତ ଗୋଟିଏ ସଙ୍କତେ ଲେଖି ଯୀଶୁଙ୍କ କୃଶ ରେ ଟଙ୍ଗଇେଲେ। ସେଥି ରେ ଲଖାେଥିଲା, ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।

Chords Index for Keyboard Guitar