ଲୂକଲିଖିତ ସୁସମାଚାର 23:36 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 23 ଲୂକଲିଖିତ ସୁସମାଚାର 23:36

Luke 23:36
ଏପରିକି ସୈନ୍ଯମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସମାନେେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ।

Luke 23:35Luke 23Luke 23:37

Luke 23:36 in Other Translations

King James Version (KJV)
And the soldiers also mocked him, coming to him, and offering him vinegar,

American Standard Version (ASV)
And the soldiers also mocked him, coming to him, offering him vinegar,

Bible in Basic English (BBE)
And the men of the army made sport of him, coming to him and giving him bitter wine,

Darby English Bible (DBY)
And the soldiers also made game of him, coming up offering him vinegar,

World English Bible (WEB)
The soldiers also mocked him, coming to him and offering him vinegar,

Young's Literal Translation (YLT)
And mocking him also were the soldiers, coming near and offering vinegar to him,

And
ἐνέπαιζονenepaizonane-A-pay-zone
the
δὲdethay
soldiers
αὐτῷautōaf-TOH
also
καὶkaikay
mocked
οἱhoioo
him,
στρατιῶταιstratiōtaistra-tee-OH-tay
to
coming
προσερχόμενοιproserchomenoiprose-are-HOH-may-noo
him,
καὶkaikay
and
ὄξοςoxosOH-ksose
offering
him
προσφέροντεςprospherontesprose-FAY-rone-tase
vinegar,
αὐτῷautōaf-TOH

Cross Reference

ମାଥିଉଲିଖିତ ସୁସମାଚାର 27:48
ସହେିକ୍ଷଣି ସହେି ଲୋକମାନଙ୍କ ମଧ୍ଯରୁ ଜଣେ ଦୌଡ଼ିଯାଇ ସ୍ପଞ୍ଜଟିଏ ନଇେ ଆସିଲା। ତାକୁ ଅସ୍ଲରସ ରେ ବୁଡ଼ାଇ ଗୋଟିଏ ବାଡ଼ି ରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦଲୋ।

ଗୀତସଂହିତା 69:21
ସମାନେେ ମାେତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଲରସ ଦେଲେ।

ମାର୍କଲିଖିତ ସୁସମାଚାର 15:36
ସଠାରୁେ ଜଣେ ଲୋକ ଦୌଡିଯାଇ ଅମ୍ଳରସ ରେ ଭିଜାଇଥିବା ଗୋଟିଏ ସ୍ପଞ୍ଜ ଆଣିଲା। ସ୍ପଞ୍ଜକୁ ଗୋଟିଏ ବାଡି ରେ ବାନ୍ଧିଲା। ଯୀଶୁ ସ୍ପଞ୍ଜରୁ ଅମ୍ଳରସ ପିଇବେ ବୋଲି ସେ ବାଡିର ସ୍ପଞ୍ଜ ବନ୍ଧା ହାଇେଥିବା ପାଖଟି ତାହାଙ୍କ ଆଡକୁ ବଢାଇଲା। ଲୋକଟି କହିଲା, ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କୃଶ ଉପରୁ ତଳକୁ ନବୋକୁ ଆସୁଛନ୍ତି କି ନାହିଁ, ଦେଖିବା।

ମାଥିଉଲିଖିତ ସୁସମାଚାର 27:29
ସମାନେେ କଣ୍ଟାଡ଼ାଳ ରେ ଗୋଟିଏ ମୁକୁଟ ତିଆରି କଲେ ଓ ସହେି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡ ରେ ପିନ୍ଧାଇ ଦେଲେ। ତାହାଙ୍କର ଡ଼ାହାଣ ହାତ ରେ ବାଡ଼ିଟି ଧ ରଇେ ଦେଲେ। ତା'ପରେ ତାହାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ି ତାହାଙ୍କୁ ଥଟ୍ଟା କଲେ। ସମାନେେ କହିଲେ, ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।

ମାଥିଉଲିଖିତ ସୁସମାଚାର 27:34
ସମାନେେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଚାଖିବା ପରେ ପିଇବା ପାଇଁ ମନା କଲେ।

ମାର୍କଲିଖିତ ସୁସମାଚାର 15:19
ସୈନ୍ଯମାନେ ଯୀଶୁଙ୍କ ମୁଣ୍ଡ ରେ ବାରମ୍ବାର ବତେ ରେ ଆଘାତ କଲେ। ତାହାଙ୍କ ଉପରେ ଛପେ ପକାଇଲେ। ଆଣ୍ଠୁମାଡି ବସି ତାହାଙ୍କୁ ପ୍ରଣାମ କଲେ।

ଲୂକଲିଖିତ ସୁସମାଚାର 23:11
ତା'ପରେ େ ହରୋଦ ଓ ତାହାଙ୍କ ସୈନ୍ଯମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦଇେ ସମାନେେ ଉପହାସ କଲେ। ତାପରେ େ ହରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ।

ଯୋହନଲିଖିତ ସୁସମାଚାର 19:28
ଏବେ ସମସ୍ତ କିଛି ଶଷେ ହାଇଯୋଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ଯ ହବୋ ପାଇଁ ସେ କହିଲେ, ମାେତେ ଶୋଷ କରୁଛି।