Luke 22:67
ସମାନେେ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତବେେ ତାହା ଆମ୍ଭକୁ କୁହ।
Luke 22:67 in Other Translations
King James Version (KJV)
Art thou the Christ? tell us. And he said unto them, If I tell you, ye will not believe:
American Standard Version (ASV)
If thou art the Christ, tell us. But he said unto them, If I tell you, ye will not believe:
Bible in Basic English (BBE)
If you are the Christ, say so. But he said, If I say so you will not have belief;
Darby English Bible (DBY)
If *thou* art the Christ, tell us. And he said to them, If I tell you, ye will not at all believe;
World English Bible (WEB)
"If you are the Christ, tell us." But he said to them, "If I tell you, you won't believe,
Young's Literal Translation (YLT)
saying, `If thou be the Christ, tell us.' And he said to them, `If I may tell you, ye will not believe;
| Εἰ | ei | ee | |
| Art | σὺ | sy | syoo |
| thou | εἶ | ei | ee |
| the | ὁ | ho | oh |
| Christ? | Χριστός | christos | hree-STOSE |
| tell | εἰπὲ | eipe | ee-PAY |
| us. | ἡμῖν | hēmin | ay-MEEN |
| And | εἶπεν | eipen | EE-pane |
| he said | δὲ | de | thay |
| them, unto | αὐτοῖς | autois | af-TOOS |
| If I | Ἐὰν | ean | ay-AN |
| tell | ὑμῖν | hymin | yoo-MEEN |
| you, | εἴπω | eipō | EE-poh |
will ye | οὐ | ou | oo |
| not | μὴ | mē | may |
| believe: | πιστεύσητε· | pisteusēte | pee-STAYF-say-tay |
Cross Reference
ମାଥିଉଲିଖିତ ସୁସମାଚାର 11:3
ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଯେଉଁ ବ୍ଯକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସହେି ବ୍ଯକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?
ମାଥିଉଲିଖିତ ସୁସମାଚାର 26:63
ଯୀଶୁ କିନ୍ତୁ ଚୁପ୍ ରହିଲେ।
ମାର୍କଲିଖିତ ସୁସମାଚାର 14:61
କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲନୋହିଁ।
ଲୂକଲିଖିତ ସୁସମାଚାର 16:31
କିନ୍ତୁ ଅବ୍ରହାମ ତାହାକୁ କହିଲେ, 'ନା, ଯଦି ତୁମ୍ଭ ଭାଇମାନେ ମାଶାେ ଓ ଭବିଷ୍ଯଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତବେେ ସମାନେେ ମୃତ୍ଯୁରୁ ଫରେି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ଯ ଶୁଣିବେ ନାହିଁ।'
ଯୋହନଲିଖିତ ସୁସମାଚାର 5:39
ତୁମ୍ଭମାନେେ ଯତ୍ନ ସହକା ରେ ଧର୍ମ ଶାସ୍ତ୍ରଗୁଡିକ ଅଧ୍ଯୟନ କରୁଛ। କାରଣ ତୁମ୍ଭମାନେେ ବିଶ୍ବାସ କର ଯେ, ସହେି ଧର୍ମଶାସ୍ତ୍ର ଦ୍ବାରା ହିଁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବ। ସହେି ଧର୍ମଶାସ୍ତ୍ରଗୁଡିକ ମାେ ବିଷୟ ରେ କହନ୍ତି।
ଯୋହନଲିଖିତ ସୁସମାଚାର 8:43
ମୁଁ ଯାହା ସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁନାହଁ। ଏହାର କାରଣ ହେଲା ତୁମ୍ଭେ ମାେ ଉପଦେଶ ଗ୍ରହଣ କରି ପାରୁ ନାହଁ।
ଯୋହନଲିଖିତ ସୁସମାଚାର 9:27
ସେ ଲୋକ କହିଲା, ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମାେ କଥା ଶୁଣୁନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଚାହୁଁଛ? ତୁମ୍ଭେ ମଧ୍ଯ କ'ଣ ତାହାଙ୍କର ଶିଷ୍ଯ ହବୋ ପାଇଁ ଚାହୁଁଛ?
ଯୋହନଲିଖିତ ସୁସମାଚାର 10:24
ଯିହୂଦୀମାନେ ଯୀଶୁଙ୍କ ଚାରିପାଖେ ଘରେିଗଲେ। ସମାନେେ ପଚାରିଲେ, ତୁମ୍ଭେ କେତେ ସମୟ ପର୍ୟ୍ଯନ୍ତ ନିଜ ବିଷୟ ରେ ଆମ୍ଭକୁ ସନ୍ଦହେ ରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ ତବେେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।
ଯୋହନଲିଖିତ ସୁସମାଚାର 12:37
ଯୀଶୁ ବହୁତ ଗୁଡିଏ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ବେ ତାହାଙ୍କୁ ବିଶ୍ବାସ କଲେ ନାହିଁ।