Index
Full Screen ?
 

ଲୂକଲିଖିତ ସୁସମାଚାର 22:65

Luke 22:65 in Tamil ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 22

ଲୂକଲିଖିତ ସୁସମାଚାର 22:65
ଲୋକମାନେ ଯୀଶୁଙ୍କୁ ଅନକେ କଦର୍ୟ୍ଯ କଥା କହିବାକୁ ଲାଗିଲେ।

And
καὶkaikay
many
ἕτεραheteraAY-tay-ra
other
things
πολλὰpollapole-LA
blasphemously
βλασφημοῦντεςblasphēmountesvla-sfay-MOON-tase
spake
they
ἔλεγονelegonA-lay-gone
against
εἰςeisees
him.
αὐτόνautonaf-TONE

Cross Reference

ମାଥିଉଲିଖିତ ସୁସମାଚାର 12:31
ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁ ସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆୟିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆୟିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧ ରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି।

ମାଥିଉଲିଖିତ ସୁସମାଚାର 27:39
ସହେି ପାଖ ଦଇେ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସମାନେେ ସମେମାନଙ୍କ ମୁଣ୍ଡ ହଲଇେ କହୁଥିଲେ,

ଲୂକଲିଖିତ ସୁସମାଚାର 12:10
ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇପା ରେ। କିନ୍ତୁ ପବିତ୍ର-ଆତ୍ମାଙ୍କ ବିରୁଦ୍ଧ ରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ

ରେରିତମାନଙ୍କ କାର୍ଯ୍ୟର ବିବରଣ 26:11
ମୁଁ ସମାନଙ୍କେୁ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ କହିବା ପାଇଁ ବାଧ୍ଯ କରିଥିଲି। ମୁଁ ସମାନଙ୍କେ ବିରୁଦ୍ଧ ରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସମାନଙ୍କେୁ ଅତ୍ଯାଚ଼ାର କରିବା ପାଇଁ ବିଦେଶୀ ନଗରଗୁଡ଼ିକୁ ମଧ୍ଯ ଯାଇଥିଲି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:13
ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।

Chords Index for Keyboard Guitar