ଲୂକଲିଖିତ ସୁସମାଚାର 22
1 ଖମୀରଶୂନ୍ଯ ରୋଟୀ ପର୍ବ, ଯାହାକୁ ନିସ୍ତାର ପର୍ବ ମଧ୍ଯ କୁହାୟାଏ, ତାହାର ସମୟ ନିକଟ ହାଇେ ଆସୁଥିଲା।
2 ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ଉପାୟ ଖାଜେୁଥିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ।
3 ଯୀଶୁଙ୍କର ବାରଜଣ ପ୍ ରରେିତଙ୍କ ମଧିଅରେ ଜଣକର ନାମ ଥିଲା ଈଷ୍କରିଯୋଥ ୟିହୂଦା। ଶୟତାନ ୟିହୂଦାଙ୍କ ଶରୀର ମଧିଅରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା।
4 ୟିହୂଦା ଯାଇ ପ୍ରଧାନ ଯାଜକ ଓ ମନ୍ଦିରର ସନୋପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସମାନଙ୍କେ ହାତ ରେ ସମର୍ପଣ କରିବା ପାଇଁ ୟିହୂଦା ସମାନଙ୍କେ ସହିତ ଏକ ମନ୍ତ୍ରଣା କଲା।
5 ଏଥି ରେ ଯାଜକମାନେ ଖୁସି ହାଇଗେଲେ। ଯୀଶୁଙ୍କୁ ସମାନଙ୍କେ ହାତ ରେ ଦଇେ ଦେଲେ ସମାନେେ ୟିହୂଦାକୁ ଅର୍ଥ ଦବୋପାଇଁ ପ୍ରତିଶ୍ରୁତି ଦେଲେ।
6 ୟିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତ ରେ ଧ ରଇେ ଦବୋପାଇଁ ଗୋଟିଏ ସୁଯୋଗର ଅପେକ୍ଷା ରେ ରହିଲା। ୟିହୂଦା ଚାହୁଁଥିଲା ଯେ, ଯେତବେେଳେ କୌଣସି ଲୋକ ଉପସ୍ଥିତ ନଥିବେ, ସେ ସତେିକି ବେଳେ ଏ କାମ କରିବ।
7 ଖମୀର ହୀନ ରୋଟୀ ପର୍ବର ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାର ପର୍ବର ମଷେଶାବକମାନଙ୍କୁ ବଳି ଦିଅନ୍ତି।
8 ଯୀଶୁ ପିତର ଓ ଯୋହନଙ୍କୁ କହିଲେ, ତୁମ୍ଭମାନେେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତି କର।
9 ପିତର ଓ ଯୋହନ ଯୀଶୁଙ୍କୁ ପଚାରିଲେ, ଏ ଖାଦ୍ୟ କେଉଁ ସ୍ଥାନ ରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଚାହୁଁଛନ୍ତି?
10 ଶୁଣ! ତୁମ୍ଭମାନେେ ନଗର ଭିତରକୁ ୟିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନଇେ ଯାଉଥିବାର ଦେଖିବ। ତୁମ୍ଭମାନେେ ତା ପେଛ ପେଛ ୟିବ। ସେ ଗୋଟିଏ ଘର ଭିତରକୁ ୟିବ। ତୁମ୍ଭମାନେେ ତା' ସହିତ ୟିବ।
11 ତୁମ୍ଭମାନେେ ଘରମାଲିକଙ୍କୁ ପଚାରିବ, 'ଗୁରୁ ପଚାରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ଯମାନେ ନିସ୍ତାର ପର୍ବର ଖାଦ୍ୟ ଯେଉଁ ଠା ରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦଖାଇେ ଦିଅ।'
12 ତା'ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ ବଖରା ଦଖାଇେ ଦବେେ। ଏ ବଖରାଟି ରେ ତୁମ୍ଭମାନେେ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତ କରିବ।
13 ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯଭେଳି କହିଥିଲେ, ସବୁ ଘଟଣା ସହେିଭଳି ଘଟିଲା। ସମାନେେ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
14 ସମାନେେ ନିସ୍ତାର ପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ ରରେିତମାନେ ଖାଇ ବସିଲେ।
15 ଯୀଶୁ ସମାନଙ୍କେୁ କହିଲେ, ମୁଁ ମାେ ମୃତ୍ଯୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାର ପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା
16 ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ବରଙ୍କ ରାଜ୍ଯ ରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହବୋ ପର୍ୟ୍ଯନ୍ତ ମୁଁ କବେେ ହେଲେ ନିସ୍ତାର ପର୍ବର ଖାଦ୍ୟ ଆଉ ଖାଇବି ନାହିଁ।
17 ତା'ପରେ ଯୀଶୁ ଗୋଟିଏ ପାତ୍ର ରେ ଅଙ୍ଗୁର ରସ ନେଲେ। ଏଥିପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ କହିଲେ ଏହି ପାତ୍ର ନିଅ, ଏଥି ରେ ଥିବା ଅଙ୍ଗୁର ରସ ସମସ୍ତଙ୍କୁ ଦିଅ।
18 ମୁଁ ତୁମ୍ଭମାନଙ୍କୁ କହୁଛି ପରମେଶ୍ବରଙ୍କ ରାଜ୍ଯ ନ ଆସିବା ପର୍ୟ୍ଯନ୍ତ ମୁଁ ପୁନର୍ବାର ଦ୍ରାକ୍ଷାରସ ପାନ କରିବି ନାହିଁ।
19 ତାପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ ରରେିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, ଏହି ରୋଟୀ ମାରେଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମାେତେ ମନେ ରଖିବା ପାଇଁ ଏହା କର।
20 ସହେିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ବର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମାରେରକ୍ତ ରେ ଏହି ଚୁକ୍ତି ଆରମ୍ଭ ହୁଏ।
21 ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମାେ ପ୍ରତି ବିଶ୍ବାସଘାତକତା କରିବ। ତାର ହାତ ମାେ ହାତ ପାଖ ରେ ଏହି ଟବେୁଲ ଉପରେ ଅଛି।
22 ପରମେଶ୍ବର ଯେପରି ନିରୂପଣ କରିଛନ୍ତି, ମନୁଷ୍ଯପୁତ୍ର ସହେି ଅନୁସାରେ ମୃତ୍ଯୁ ଭୋଗ କରିବେ। କିନ୍ତୁ ମନୁଷ୍ଯ ପୁତ୍ରଙ୍କୁ ଯେଉଁ ଲୋକ ହତ ହବୋପାଇଁ ଶତୃ ହାତ ରେ ଦଇଦେବ, ତା' ପକ୍ଷ ରେ ଏହା ବହୁତ ଖରାପ ହବେ।
23 ତା'ପରେ ପ୍ ରରେିତମାନେ ପରସ୍ପର ପଚରା ଉଚରା ହେଲେ, ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?
24 ସମାନଙ୍କେ ମଧିଅରେ ସବୁଠାରୁ କିଏ ଶ୍ ରେଷ୍ଠ ପ୍ ରରେିତମାନେ ସହେି ବିଷୟ ରେ ପରସ୍ପର ମଧିଅରେ ବାଦାନୁବାଦ କରିବାକୁ ଲାଗିଲେ।
25 କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ଏହି ସଂସାରର ଦେଶଗୁଡିକର ରାଜାମାନେ ସମାନଙ୍କେ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସମାନେେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ଯାତ ହୁଅନ୍ତି।
26 କିନ୍ତୁ ତୁମ୍ଭମାନେେ ସମାନଙ୍କେ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧିଅରେ ଯେଉଁ ଲୋକ ସବୁଠାରୁ ବଡ, ସେ ସବୁଠାରୁ େଛାଟ ହବୋ ଉଚିତ୍। ନେତା ସବେକ ଭଳି ହବୋ ଉଚିତ୍।
27 ସବୁଠାରୁ ଶ୍ ରେଷ୍ଠ ଲୋକ କିଏ? ଟବେୁଲ ପାଖ ରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭମାନେେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧିଅରେ ମୁଁ ଜଣେ ସବେକ ଭଳି ରହିଛି।
28 ଅନକେ ବାଧାବିଘ୍ନ ଭିତର ଦଇେ ତୁମ୍ଭମାନେେ ମାେ ସହିତ ରହିଛ।
29 ମାରେ ପରମପିତା ମାେତେ ଗୋଟିଏ ରାଜ୍ଯ ଦଇେଛନ୍ତି। ମାେ ସହିତ ତୁମ୍ଭମାନେେ ମଧ୍ଯ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି।
30 ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।
31 କୃଷକ ତା'ର ଗହମକୁ ଚାଲୁଣୀ ରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମାନେ! ହେ ଶିମାନେ,
32 ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ବାସ ଲୋପ ନ ହେଉ। ତୁମ୍ଭମାନେେ ମାେପାଖକୁ ଫରେି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ବାସ ରେ ଦୃଢ ହବୋ ପାଇଁ ସାହାୟ୍ଯ କର।
33 କିନ୍ତୁ ପିତର ଯୀଶୁଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ୟିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।
34 ଯୀଶୁ କିନ୍ତୁ କହିଲେ, ପିତର, ଆସନ୍ତା କାଲି ସକାଳେ କୁକୁଡା ଡାକିବା ପୂର୍ବରୁ ତୁମ୍ଭେ କହିବ ଯେ, ତୁମ୍ଭେ ମାେତେ ଜାଣିନାହଁ। ଏକଥା ତୁମ୍ଭେ ତିନିଥର କହିବ।
35 ତା'ପରେ ଯୀଶୁ ପ୍ ରରେିତମାନଙ୍କୁ କହିଲେ, ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦବୋପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ୟୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟି ରେ ଅଭାବ ଥିଲା କି?
36 ଯୀଶୁ ସମାନଙ୍କେୁ କହିଲେ, କିନ୍ତୁ ଏବେ ଯଦି ତୁମ୍ଭମାନଙ୍କ ପାଖ ରେ ଟଙ୍କା କି ଥଳି ଥାଏ, ତବେେ ତାହା ନିଜ ସାଙ୍ଗ ରେ ନିଅ। ଯଦି ତୁମ୍ଭମାନଙ୍କର ଖଣ୍ଡାଟିଏ ନଥାଏ, ତବେେ ତୁମ୍ଭମାନେେ ନିଜର କୋଟ ମଧ୍ଯ ବିକିଦଇେ ଖଣ୍ଡା କିଣ।
37 ଶାସ୍ତ୍ର କ ହେ:
38 ଶିଷ୍ଯମାନେ କହିଲେ, ଦେଖନ୍ତୁ ପ୍ରଭୁ ଏଠା ରେ ଦୁଇଟି ଖଣ୍ଡା ଅଛି, ଯୀଶୁ କହିଲେ, ଦୁଇଟି ଖଣ୍ଡା ୟଥେଷ୍ଟ।
39 ଯୀଶୁ ଯୀରୂଶାଲମ ନଗର ଛାଡି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ସହିତ ଗଲେ।
40 ସଠାେରେ ପହଞ୍ଚି ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ଯେପରି ପରୀକ୍ଷା ରେ ନ ପଡ ଏଥିପାଇଁ ପ୍ରାର୍ଥନା କର।
41 ତା'ପରେ ଯୀଶୁ ସମାନଙ୍କେଠାରୁ ପ୍ରାୟ ପଚାଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡି ବସି ପଡି ପାର୍ଥନା କଲେ,
42 ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତବେେ ଦୁଃଖ 'ଯାତନାର ଏହି ପାନ ପାତ୍ର' ମାେ ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମାେ ଇଚ୍ଛା ରେ ନୁହେଁ।
43 ତା'ପରେ ସ୍ବର୍ଗରୁ ଜଣେ ଦୂତ ଆସି ଦଖାଦେେଲେ। ସହେି ସ୍ବର୍ଗଦୁତଙ୍କୁ ଯୀଶୁଙ୍କୁ ସାହାୟ୍ଯ କରିବା ପାଇଁ ପଠାଯାଇଥିଲା।
44 ଯୀଶୁ ମର୍ମାନ୍ତକ ପୀଡା ରେ ବୁଡି ରହି ଆହୁରି ଦୃଢ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁ ରେ ପଡିଲା।
45 ଯୀଶୁ ପ୍ରାର୍ଥନା କରିସାରି ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସମାନେେ ସମସ୍ତେ ଶାଇେ ପଡିଥିଲେ, ସମାନଙ୍କେ ଦୁଃଖ ସମାନଙ୍କେୁ ବହୁତ କ୍ଲାନ୍ତ କରି ପକାଇଥିଲା।
46 ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ଶାଇେ ପଡିଛ? ଉଠ ଓ ପରୀକ୍ଷା ରେ ନ ପଡିବାକୁ ତଥା ଶକ୍ତିଲାଭ ପାଇଁ ପାର୍ଥନା କର।
47 ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସଠାେକୁ ଆସିଲେ। ବାରଜଣ ପ୍ ରରେିତଙ୍କ ମଧ୍ଯରୁ ଜଣେ ପ୍ ରରେିତ ସହେି ଲୋକମାନଙ୍କ ଦଳର ନତେୃତ୍ବ ନଇେଥିଲା। ସେ ଥିଲା ୟିହୂଦା। ଯୀଶୁଙ୍କୁ ଚୁମ୍ବନ ଦବୋ ପାଇଁ ୟିହୂଦା ଯୀଶୁଙ୍କ ପାଖକୁ ଆସିଲା।
48 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ୟିହୂଦା, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦବୋପାଇଁ ବଂଧୁତାର ଚୁମ୍ବନକୁ ବ୍ଯବହାର କରୁଛ?
49 ଯୀଶୁଙ୍କର ଶିଷ୍ଯମାନେ ମଧ୍ଯ ସଠାେରେ ଠିଆ ହାଇେଥିଲେ। ଯାହା ଘଟୁଥିଲା, ସମାନେେ ସେ ସବୁ ଦେଖୁଥିଲେ, ସମାନେେ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭେ କ'ଣ ଆମ୍ଭର ଖଣ୍ଡାର ପ୍ରଯୋଗ କରିବୁ?
50 ଏବଂ ଜଣେ ଶିଷ୍ଯ ଖଣ୍ଡା ବ୍ଯବହାର କଲା। ମହାୟାଜକଙ୍କର ଚାକରର ଡାହାଣ କାନଟି ସେ କାଟି ପକାଇଲା।
51 ଯୀଶୁ କହିଲେ, ବନ୍ଦ କର! ତାପରେ ଯୀଶୁ ସହେି ଚାକରଟିର କାନ ଛୁଇଁ ସୁସ୍ଥ କରି ଦେଲେ।
52 ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥି ରେ ପ୍ରଧାନ ଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ଯମାନେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ?
53 ମନ୍ଦିର ରେ ମୁଁ ପ୍ରେତ୍ୟକକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭମାନେେ ମାେତେ ସଠାେରେ ବନ୍ଦୀ କରିନବୋକୁ କାହିଁକି ଚେଷ୍ଟା କଲନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତବେେଳେ ଅନ୍ଧକାର ରାଜତ୍ବ କରିଥାଏ।
54 ସମାନେେ ଯୀଶୁଙ୍କ ବନ୍ଦୀ କରି ମହାୟାଜକଙ୍କ ଘର ଭିତରକୁ ନଇଗେଲେ। ପିତର ସମାନଙ୍କେ ପେଛପେଛ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନଥିଲେ।
55 ସୈନ୍ଯମାନେ ଅଗଣା ମଝି ରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ଯ ସମାନଙ୍କେ ସହିତ ବସିଲେ।
56 ଜଣେ ଦାସୀ ପିତରଙ୍କୁ ସଠାେରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅ ରେ ଦେଖିପାରିଲା। କନ୍ଯାଦାସୀଟି ମନ ଧ୍ଯାନ ଦଇେ ପିତରଙ୍କ ମୁହଁକୁ ଚାହିଁଲା। ତା'ପରେ ସେ କହିଲା, ଏ ଲୋକ ମଧ୍ଯ ତାହାଙ୍କ ସହିତ ଥିଲା।
57 କିନ୍ତୁ ପିତର ଏକଥା ଅସ୍ବୀକାର କଲେ। ସେ କହିଲେ, ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।
58 ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ଯରୁ ତୁମ୍ଭେ ମଧ୍ଯ ଜଣେ।
59 ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ ଭାବରେ କହିଲା, ଏହା ସତ୍ଯ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ। ସହେି ଲୋକ କହିଲା ଯେ ସେ ଏ ବିଷୟ ରେ ସମ୍ପୂର୍ଣ୍ଣ ନିଃସନ୍ଦହେ।
60 କିନ୍ତୁ ପିତର କହିଲେ, ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।
61 ତାପରେ ପ୍ରଭୁ ବୁଲିପଡି ପିତରଙ୍କୁ ଏକ ଲୟ ରେ ଚାହିଁଲେ। ପିତରଙ୍କର ମନେ ପଡିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, ସକଳେେ କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣି ନାହଁ ବୋଲି ତିନିଥର କହିବ।
62 ତା'ପରେ ପିତର ବାହାରକୁ ବାହାରିଯାଇ ବ୍ଯାକୁଳ ଭାବରେ କାନ୍ଦିବାକୁ ଲାଗିଲେ।
63 କେତକେ ଲୋକ ଯୀଶୁଙ୍କୁ ଜଗିଥିଲେ। ସମାନେେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସମାନଙ୍କେୁ ଦେଖି ନପାରନ୍ତି, ଏଥିପାଇଁ ସମାନେେ ତାହାଙ୍କ ମୁହଁ ଘୋଡାଇ ଦେଲେ।
64 ସମାନେେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସମାନେେ ତାହାଙ୍କୁ ପଚାରିଲେ, ତୁମ୍ଭେ ପରା ଭବିଷ୍ଯଦ୍ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା?
65 ଲୋକମାନେ ଯୀଶୁଙ୍କୁ ଅନକେ କଦର୍ୟ୍ଯ କଥା କହିବାକୁ ଲାଗିଲେ।
66 ତା'ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସମାନେେ ଯୀଶୁଙ୍କୁ ସମାନଙ୍କେର ସର୍ବୋଚ୍ଚ ନ୍ଯାଯାଳୟକୁ ନଇଗେଲେ।
67 ସମାନେେ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତବେେ ତାହା ଆମ୍ଭକୁ କୁହ।
68 ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଚା ରେ, ତବେେ ତୁମ୍ଭମାନେେ ତା'ର ଉତ୍ତର ଦବନୋହିଁ।
69 କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ଯପୁତ୍ର ପରମେଶ୍ବରଙ୍କ ସିଂହାସନ ରେ ଡାହାଣ ପଟେ ବସିବେ।
70 ସମାନେେ ସମସ୍ତେ କହିଲେ, ତବେେ କ'ଣ ତୁମ୍ଭେ ପରମେଶ୍ବରଙ୍କ ପୁତ୍ର? ଯୀଶୁ ସମାନଙ୍କେୁ କହିଲେ, ହଁ, ତୁମ୍ଭେ ଯାହା କହିଛ. ତାହା ଠିକ୍।
71 ସମାନେେ କହିଲେ, ତବେେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ'ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁହଁରୁ ଏହା ଶୁଣିଲୁ।
1 Now the feast of unleavened bread drew nigh, which is called the Passover.
2 And the chief priests and scribes sought how they might kill him; for they feared the people.
3 Then entered Satan into Judas surnamed Iscariot, being of the number of the twelve.
4 And he went his way, and communed with the chief priests and captains, how he might betray him unto them.
5 And they were glad, and covenanted to give him money.
6 And he promised, and sought opportunity to betray him unto them in the absence of the multitude.
7 Then came the day of unleavened bread, when the passover must be killed.
8 And he sent Peter and John, saying, Go and prepare us the passover, that we may eat.
9 And they said unto him, Where wilt thou that we prepare?
10 And he said unto them, Behold, when ye are entered into the city, there shall a man meet you, bearing a pitcher of water; follow him into the house where he entereth in.
11 And ye shall say unto the goodman of the house, The Master saith unto thee, Where is the guestchamber, where I shall eat the passover with my disciples?
12 And he shall shew you a large upper room furnished: there make ready.
13 And they went, and found as he had said unto them: and they made ready the passover.
14 And when the hour was come, he sat down, and the twelve apostles with him.
15 And he said unto them, With desire I have desired to eat this passover with you before I suffer:
16 For I say unto you, I will not any more eat thereof, until it be fulfilled in the kingdom of God.
17 And he took the cup, and gave thanks, and said, Take this, and divide it among yourselves:
18 For I say unto you, I will not drink of the fruit of the vine, until the kingdom of God shall come.
19 And he took bread, and gave thanks, and brake it, and gave unto them, saying, This is my body which is given for you: this do in remembrance of me.
20 Likewise also the cup after supper, saying, This cup is the new testament in my blood, which is shed for you.
21 But, behold, the hand of him that betrayeth me is with me on the table.
22 And truly the Son of man goeth, as it was determined: but woe unto that man by whom he is betrayed!
23 And they began to inquire among themselves, which of them it was that should do this thing.
24 And there was also a strife among them, which of them should be accounted the greatest.
25 And he said unto them, The kings of the Gentiles exercise lordship over them; and they that exercise authority upon them are called benefactors.
26 But ye shall not be so: but he that is greatest among you, let him be as the younger; and he that is chief, as he that doth serve.
27 For whether is greater, he that sitteth at meat, or he that serveth? is not he that sitteth at meat? but I am among you as he that serveth.
28 Ye are they which have continued with me in my temptations.
29 And I appoint unto you a kingdom, as my Father hath appointed unto me;
30 That ye may eat and drink at my table in my kingdom, and sit on thrones judging the twelve tribes of Israel.
31 And the Lord said, Simon, Simon, behold, Satan hath desired to have you, that he may sift you as wheat:
32 But I have prayed for thee, that thy faith fail not: and when thou art converted, strengthen thy brethren.
33 And he said unto him, Lord, I am ready to go with thee, both into prison, and to death.
34 And he said, I tell thee, Peter, the cock shall not crow this day, before that thou shalt thrice deny that thou knowest me.
35 And he said unto them, When I sent you without purse, and scrip, and shoes, lacked ye any thing? And they said, Nothing.
36 Then said he unto them, But now, he that hath a purse, let him take it, and likewise his scrip: and he that hath no sword, let him sell his garment, and buy one.
37 For I say unto you, that this that is written must yet be accomplished in me, And he was reckoned among the transgressors: for the things concerning me have an end.
38 And they said, Lord, behold, here are two swords. And he said unto them, It is enough.
39 And he came out, and went, as he was wont, to the mount of Olives; and his disciples also followed him.
40 And when he was at the place, he said unto them, Pray that ye enter not into temptation.
41 And he was withdrawn from them about a stone’s cast, and kneeled down, and prayed,
42 Saying, Father, if thou be willing, remove this cup from me: nevertheless not my will, but thine, be done.
43 And there appeared an angel unto him from heaven, strengthening him.
44 And being in an agony he prayed more earnestly: and his sweat was as it were great drops of blood falling down to the ground.
45 And when he rose up from prayer, and was come to his disciples, he found them sleeping for sorrow,
46 And said unto them, Why sleep ye? rise and pray, lest ye enter into temptation.
47 And while he yet spake, behold a multitude, and he that was called Judas, one of the twelve, went before them, and drew near unto Jesus to kiss him.
48 But Jesus said unto him, Judas, betrayest thou the Son of man with a kiss?
49 When they which were about him saw what would follow, they said unto him, Lord, shall we smite with the sword?
50 And one of them smote the servant of the high priest, and cut off his right ear.
51 And Jesus answered and said, Suffer ye thus far. And he touched his ear, and healed him.
52 Then Jesus said unto the chief priests, and captains of the temple, and the elders, which were come to him, Be ye come out, as against a thief, with swords and staves?
53 When I was daily with you in the temple, ye stretched forth no hands against me: but this is your hour, and the power of darkness.
54 Then took they him, and led him, and brought him into the high priest’s house. And Peter followed afar off.
55 And when they had kindled a fire in the midst of the hall, and were set down together, Peter sat down among them.
56 But a certain maid beheld him as he sat by the fire, and earnestly looked upon him, and said, This man was also with him.
57 And he denied him, saying, Woman, I know him not.
58 And after a little while another saw him, and said, Thou art also of them. And Peter said, Man, I am not.
59 And about the space of one hour after another confidently affirmed, saying, Of a truth this fellow also was with him: for he is a Galilaean.
60 And Peter said, Man, I know not what thou sayest. And immediately, while he yet spake, the cock crew.
61 And the Lord turned, and looked upon Peter. And Peter remembered the word of the Lord, how he had said unto him, Before the cock crow, thou shalt deny me thrice.
62 And Peter went out, and wept bitterly.
63 And the men that held Jesus mocked him, and smote him.
64 And when they had blindfolded him, they struck him on the face, and asked him, saying, Prophesy, who is it that smote thee?
65 And many other things blasphemously spake they against him.
66 And as soon as it was day, the elders of the people and the chief priests and the scribes came together, and led him into their council, saying,
67 Art thou the Christ? tell us. And he said unto them, If I tell you, ye will not believe:
68 And if I also ask you, ye will not answer me, nor let me go.
69 Hereafter shall the Son of man sit on the right hand of the power of God.
70 Then said they all, Art thou then the Son of God? And he said unto them, Ye say that I am.
71 And they said, What need we any further witness? for we ourselves have heard of his own mouth.
Numbers 29 in Tamil and English
1 ஏழாம் மாதம் முதல்தேதி பரிசுத்த சபைகூடும் நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது; அது உங்களுக்கு எக்காளமூதும் நாளாயிருக்கவேண்டும்.
And in the seventh month, on the first day of the month, ye shall have an holy convocation; ye shall do no servile work: it is a day of blowing the trumpets unto you.
2 அப்பொழுது நீங்கள் கர்த்தருக்குச் சுகந்த வாசனையான சர்வாங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
And ye shall offer a burnt offering for a sweet savour unto the Lord; one young bullock, one ram, and seven lambs of the first year without blemish:
3 அவைகளுக்கு அடுத்த போஜனபலியாக எண்ணெயிலே பிசைந்த மெல்லிய மாவிலே காளைக்காகப் பத்தில் மூன்று பங்கையும், ஆட்டுக்கடாவுக்காக இரண்டு பங்கையும்,
And their meat offering shall be of flour mingled with oil, three tenth deals for a bullock, and two tenth deals for a ram,
4 ஏழு ஆட்டுக்குட்டிகளில் ஒவ்வொன்றிற்காக ஒரு பங்கையும்,
And one tenth deal for one lamb, throughout the seven lambs:
5 உங்கள் பாவநிவர்த்திக்கான பலியாக ஒரு வெள்ளாட்டுக்கடாவையும் செலுத்தி,
And one kid of the goats for a sin offering, to make an atonement for you:
6 மாதப்பிறப்பின் சர்வாங்க தகனபலியையும் அதின் போஜனபலியையும் தினந்தோறும் இடும் சர்வாங்க தகன பலியையும் அதன் போஜனபலியையும், அவைகளின் முறைமைக்கேற்ற பானபலிகளையும் அன்றி, இவைகளையும் கர்த்தருக்குச் சுகந்த வாசனையான சர்வாங்க தகனபலியாகச் செலுத்தக்கடவீர்கள்.
Beside the burnt offering of the month, and his meat offering, and the daily burnt offering, and his meat offering, and their drink offerings, according unto their manner, for a sweet savour, a sacrifice made by fire unto the Lord.
7 இந்த ஏழாம் மாதம் பத்தாம் தேதி உங்களுக்குப் பரிசுத்த சபைகூடும் நாளாயிருக்கக்கடவது; அதிலே நீங்கள் யாதொரு வேலையும் செய்யாமல், உங்கள் ஆத்துமாக்களைத் தாழ்மைப்படுத்தο,
And ye shall have on the tenth day of this seventh month an holy convocation; and ye shall afflict your souls: ye shall not do any work therein:
8 ர்த்தக்க`் சுகந்த சனையான சர்வξங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
But ye shall offer a burnt offering unto the Lord for a sweet savour; one young bullock, one ram, and seven lambs of the first year; they shall be unto you without blemish:
9 அவைகளின் போஜனபலியாக எண்ணெயிலே பிசைந்த மெல்லிய மாவிலே காளைக்காகப் பத்தில் மூன்று பங்கையும், அந்த ஒரு ஆட்டுக்கடாவுக்காக இரண்டு பங்கையும்,
And their meat offering shall be of flour mingled with oil, three tenth deals to a bullock, and two tenth deals to one ram,
10 ஏழு ஆட்டுக்குட்டிகளில் ஒவ்வொன்றிற்காகப் பத்தில் ஒரு பங்கையும்,
A several tenth deal for one lamb, throughout the seven lambs:
11 பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தி, பாவநிவாரனபலியையும், நித்திய சர்வாங்க தகனபலியையும், அதின் போஜனபலியையும், அவைகளின் பானபலிகளையும் அன்றி, இவைகளையும் செலுத்தக்கடவீர்கள்.
One kid of the goats for a sin offering; beside the sin offering of atonement, and the continual burnt offering, and the meat offering of it, and their drink offerings.
12 ஏழாம் மாதம் பதினைந்தாம் தேதி உங்களுக்குப் பரிசுத்த சபைகூடும் நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது; ஏழுநாள் கர்த்தருக்குப் பண்டிகை ஆசரிக்கக்கடவீர்கள்.
And on the fifteenth day of the seventh month ye shall have an holy convocation; ye shall do no servile work, and ye shall keep a feast unto the Lord seven days:
13 நீங்கள் கர்த்தருக்குச் சுகந்த வாசனையுள்ள சர்வாங்க தகனபலியாக பதின்மூன்று காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And ye shall offer a burnt offering, a sacrifice made by fire, of a sweet savour unto the Lord; thirteen young bullocks, two rams, and fourteen lambs of the first year; they shall be without blemish:
14 அவைகளின் போஜனபலியாக எண்ணெயிலே பிசைந்த மெல்லிய மாவிலே அந்தப் பதின்மூன்று காளைகளில் ஒவ்வொன்றிற்காகப் பத்தில் மூன்று பங்கையும், அந்த இரண்டு ஆட்டுக்கடாக்களில் ஒவ்வொன்றிற்காக இரண்டு பங்கையும்,
And their meat offering shall be of flour mingled with oil, three tenth deals unto every bullock of the thirteen bullocks, two tenth deals to each ram of the two rams,
15 பதினான்கு ஆட்டுக்குட்டிகளின் ஒவ்வொன்றிற்காக ஒரு பங்கையும்.
And a several tenth deal to each lamb of the fourteen lambs:
16 நித்திய தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, his meat offering, and his drink offering.
17 இரண்டாம் நாளிலே பன்னிரண்டு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the second day ye shall offer twelve young bullocks, two rams, fourteen lambs of the first year without spot:
18 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத் தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
19 நித்திய சர்வாங்க தகனபலியையும், அதின் போஜனபலியையும், அவைகளின் பானபலிகளையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, and the meat offering thereof, and their drink offerings.
20 மூன்றாம் நாளிலே பதினொரு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the third day eleven bullocks, two rams, fourteen lambs of the first year without blemish;
21 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
22 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
23 நான்காம் நாளிலே பத்துக் காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the fourth day ten bullocks, two rams, and fourteen lambs of the first year without blemish:
24 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
Their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
25 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, his meat offering, and his drink offering.
26 ஐந்தாம் நாளிலே ஒன்பது காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the fifth day nine bullocks, two rams, and fourteen lambs of the first year without spot:
27 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
28 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
29 ஆறாம் நாளிலே எட்டுக் காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the sixth day eight bullocks, two rams, and fourteen lambs of the first year without blemish:
30 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
31 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலிகளையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, his meat offering, and his drink offering.
32 ஏழாம் நாளிலே ஏழு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the seventh day seven bullocks, two rams, and fourteen lambs of the first year without blemish:
33 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
34 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, his meat offering, and his drink offering.
35 எட்டாம் நாள் உங்களுக்கு விசேஷித்த ஆசரிப்பு நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது.
On the eighth day ye shall have a solemn assembly: ye shall do no servile work therein:
36 அப்பொழுது நீங்கள் கர்த்தருக்குச் சுகந்த வாசனையுள்ள தகனமான சர்வாங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
But ye shall offer a burnt offering, a sacrifice made by fire, of a sweet savour unto the Lord: one bullock, one ram, seven lambs of the first year without blemish:
37 காளையும் ஆட்டுக்கடாவும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
Their meat offering and their drink offerings for the bullock, for the ram, and for the lambs, shall be according to their number, after the manner:
38 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
39 உங்கள் பொருத்தனைகளையும், உங்கள் உற்சாகபலிகளையும், உங்கள் சர்வாங்க தகனபலிகளையும், உங்கள் போஜனபலிகளையும், உங்கள் பானபலிகளையும், உங்கள் சமாதானபலிகளையும் அன்றி, நீங்கள் உங்கள் பண்டிகைகளிலே கர்த்தருக்குச் செலுத்தவேண்டியவைகள் இவைகளே என்று சொல் என்றார்.
These things ye shall do unto the Lord in your set feasts, beside your vows, and your freewill offerings, for your burnt offerings, and for your meat offerings, and for your drink offerings, and for your peace offerings.
40 கர்த்தர் மோசேக்குக் கட்டளையிட்டபடியெல்லாம் மோசே இஸ்ரவேல் புத்திரருக்குச் சொன்னான்.
And Moses told the children of Israel according to all that the Lord commanded Moses.