ଲୂକଲିଖିତ ସୁସମାଚାର 16:8 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 16 ଲୂକଲିଖିତ ସୁସମାଚାର 16:8

Luke 16:8
ପରେ ମାଲିକ ସହେି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲଇେ ଦେଲେ। ତାହାଙ୍କ ଭଳି, ଅନ୍ଯଲୋକମାନଙ୍କ ସହିତ ବ୍ଯବସାୟ କରିବା ରେ ଏହି ସାଂସାରିକ ଲୋକମାନେ ଆଧ୍ଯାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।

Luke 16:7Luke 16Luke 16:9

Luke 16:8 in Other Translations

King James Version (KJV)
And the lord commended the unjust steward, because he had done wisely: for the children of this world are in their generation wiser than the children of light.

American Standard Version (ASV)
And his lord commended the unrighteous steward because he had done wisely: for the sons of this world are for their own generation wiser than the sons of the light.

Bible in Basic English (BBE)
And his lord was pleased with the false servant, because he had been wise; for the sons of this world are wiser in relation to their generation than the sons of light.

Darby English Bible (DBY)
And the lord praised the unrighteous steward because he had done prudently. For the sons of this world are, for their own generation, more prudent than the sons of light.

World English Bible (WEB)
"His lord commended the dishonest manager because he had done wisely, for the children of this world are, in their own generation, wiser than the children of the light.

Young's Literal Translation (YLT)
`And the lord commended the unrighteous steward that he did prudently, because the sons of this age are more prudent than the sons of the light, in respect to their generation.

And
καὶkaikay
the
ἐπῄνεσενepēnesenape-A-nay-sane
lord
hooh
commended
κύριοςkyriosKYOO-ree-ose
the
τὸνtontone
unjust
οἰκονόμονoikonomonoo-koh-NOH-mone

τῆςtēstase
steward,
ἀδικίαςadikiasah-thee-KEE-as
because
ὅτιhotiOH-tee
he
had
done
φρονίμωςphronimōsfroh-NEE-mose
wisely:
ἐποίησεν·epoiēsenay-POO-ay-sane
for
ὅτιhotiOH-tee
the
οἱhoioo
children
υἱοὶhuioiyoo-OO
this
of
τοῦtoutoo

αἰῶνοςaiōnosay-OH-nose
world
τούτουtoutouTOO-too
are
φρονιμώτεροιphronimōteroifroh-nee-MOH-tay-roo
in
ὑπὲρhyperyoo-PARE

τοὺςtoustoos
their
υἱοὺςhuiousyoo-OOS

τοῦtoutoo
generation
φωτὸςphōtosfoh-TOSE
wiser
εἰςeisees
than
τὴνtēntane
the
γενεὰνgeneangay-nay-AN
children
τὴνtēntane
of

ἑαυτῶνheautōnay-af-TONE
light.
εἰσινeisinees-een

Cross Reference

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:5
ତୁମ୍ଭେ ସମସ୍ତେ ହେଉଛ ଆଲୋକର ସନ୍ତାନ ଓ ଦିନର ସନ୍ତାନ। ଆମ୍ଭମାନେେ ରାତ୍ରି ରେ କିମ୍ବା ଅନ୍ଧକାର ରେ ନାହୁଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:8
ଅତୀତ ରେ ତୁମ୍ଭେ ଅନ୍ଧକାର ରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠା ରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର।

ଯୋହନଲିଖିତ ସୁସମାଚାର 12:36
ତେଣୁ ତୁମ୍ଭ ପାଖ ରେ ଆଲୋକ ଥିବା ପର୍ୟ୍ଯନ୍ତ ତା'ଠା ରେ ତୁମ୍ଭେ ବିଶ୍ବାସ ରଖ। ତବେେ ତୁମ୍ଭମାନେେ ଆଲୋକର ସନ୍ତାନ ହବେ। ଯୀଶୁ ଏକଥା କରିବା ପରେ ସମାନଙ୍କେର ପାଖରୁ ଚାଲି ଗଲେ। ସେ ଏପରି ସ୍ଥାନ ରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।

ଲୂକଲିଖିତ ସୁସମାଚାର 20:34
ଯୀଶୁ ସାଦ୍ଦୂକୀମାନଙ୍କୁ କହିଲେ, ସଂସାର ରେ ଲୋକମାନେ ପରସ୍ପର ମଧିଅରେ ବିବିହ କରିଥାନ୍ତି।

ଗୀତସଂହିତା 17:14
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।

ଯୋହନଙ୍କ ପ୍ରଥମ ପତ୍ର 3:10
ତେଣୁ କେଉଁମାନେ ପରମେଶ୍ବର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭମାନେେ ଜାଣି ପାରିବ। ଯେଉଁମାନେ ସତ୍କର୍ମ କରନ୍ତି ନାହିଁ, ସମାନେେ ପରମେଶ୍ବରଙ୍କର ସନ୍ତାନ ନୁହଁନ୍ତି, ଯେ କହେି ନିଜ ଭାଇକୁ ପ୍ ରମେ କରେ ନାହିଁ, ସେ ମଧ୍ଯ ଈଶ୍ବରଙ୍କର ସନ୍ତାନ ନୁହେଁ।

ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:19
ସମାନେେ ଯେପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅଟେ। ସମାନେେ ପରମେଶ୍ବରଙ୍କୁ ସବୋ କରିବା ପରିବର୍ତେ ନିଜକୁ ଖୁସି କରିବା ପାଇଁ ବଞ୍ଚିଛନ୍ତି। ସମାନେେ ଲଜ୍ଜାଜନକ କାର୍ୟ୍ଯ କରନ୍ତି ଓ ସଗେୁଡ଼ିକ ପାଇଁ ଗର୍ବ କରନ୍ତି ଓ ସମାନେେ କବଳେ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:18
ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ୟୁଗ ଅନୁସାରେ ଜ୍ଞାନୀ ଅଟେ, ତା' ହେଲେ ତାକୁ ମୂର୍ଖ ହବୋକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହାଇପୋରିବା

ଲୂକଲିଖିତ ସୁସମାଚାର 18:6
ପ୍ରଭୁ! କହିଲେ, ଶୁଣ, ସହେି ଦୁଷ୍ଟ ବିଚାରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି।

ଲୂକଲିଖିତ ସୁସମାଚାର 16:10
େଛାଟ େଛାଟ ବିଷୟ ରେ ଯଦି ଜଣକୁ ବିଶ୍ବାସ କରାଯାଇ ପାରିବ, ତବେେ ତାକୁ ବଡ ବିଷୟ ଗୁଡିକ ପାଇଁ ମଧ୍ଯ ବିଶ୍ବାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହାଇଯୋଏ ତବେେ ସେ ଅଧିକ ଜିନିଷ ପାଇଁ ମଧ୍ଯ ଆସାଧୁ ହାଇଯେିବା

ଲୂକଲିଖିତ ସୁସମାଚାର 16:4
ତବେେ ମାେତେ କ'ଣ କରିବାକୁ ହବେ ତା ମୁଁ ଜାଣିଛି। ଯେତବେେଳେ ମୁଁ ଗୁମାସ୍ତା ଚାକିରି ହରାଇବି, ସେତବେେଳେ ଯେପରି ଲୋକେ ସମାନଙ୍କେ ଘ ରେ ମାରେ ସ୍ବାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।

ମାଥିଉଲିଖିତ ସୁସମାଚାର 17:26
ପିତର ଉତ୍ତର ଦେଲେ, ରାଜାମାନେ ଅନ୍ୟମାନଙ୍କର ସନ୍ତାନ ସନ୍ତତିଙ୍କଠାରୁ କର ଆଦାୟ କରନ୍ତି। ଯୀଶୁ ତାହାଙ୍କୁ କହିଲେ, ତାର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦବୋକୁ ପଡ଼ନୋହିଁ।

ହିତୋପଦେଶ 6:6
ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।

ଗୀତସଂହିତା 49:10
ଦେଖ !ବୁଦ୍ଧିମାନ୍ ଲୋକମାନେ ମୃତ୍ଯୁବରଣ କରନ୍ତି, ୟମେିତିକି ମୂର୍ଖ ଓ ନିର୍ ବୋଧ ଲୋକମାନେ ମୃତ୍ଯୁବରଣ କରନ୍ତି ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ୟାଆନ୍ତି।

ଦିତୀୟ ରାଜାବଳୀ 10:19
ବର୍ତ୍ତମାନ ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ, ତା'ର ସମସ୍ତ ପୂଜକଙ୍କୁ ଓ ତା'ର ସମସ୍ତ ଯାଜକମାନଙ୍କୁ ମାେ ନିକଟକୁ ଡାକ। ଦେଖ ଯେ କହେି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ଯ ରେ ମାରେ ଏକ ବଡ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚଯ ହତ୍ଯା କରାୟିବ।

ଦିତୀୟ ଶାମୁୟେଲ 13:3
ଅମ୍ମାନଙ୍କେର ଯୋନାଦବ ନାମକ ଜଣେ ଚତକ୍ସ୍ଟର ବନ୍ଧକ୍ସ୍ଟ ଥିଲା, ୟିଏକି ଶିମିଯର ପକ୍ସ୍ଟତ୍ର। ଶିମିଯ ଦାଉଦଙ୍କର ଭାଇ ଥିଲା।

ଯାତ୍ରା ପୁସ୍ତକ 1:10
ସମାନେେ ଯେପରି ବର୍ଦ୍ଧିତ ନହୁଅନ୍ତି ସେଥିପାଇଁ ଆମ୍ଭକୁ ଯୋଜନା କରିବାକୁ ପଡିବ। ଯଦି ୟୁଦ୍ଧ ହୁଏ, ଇଶ୍ରାୟେଲୀମାନେ ଆମ୍ଭର ଶତୃ ପକ୍ଷ ରେ ଯୋଗଦଇେ ପାରନ୍ତି। ତା'ପରେ ସମାନେେ ଆମ୍ଭକୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରିପାରନ୍ତି।

ଆଦି ପୁସ୍ତକ 3:1
ସଦାପ୍ରଭୁ ପରମେଶ୍ବରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧିଅରେ ସର୍ପ ସମସ୍ତଙ୍କଠାରୁ ଚ଼ତୁର ଥିଲା। ସର୍ପଟି ସ୍ତ୍ରୀ ଲୋକଟିକୁ କହିଲା, ଏହା କ'ଣ ସତ୍ଯ ଯେ ପରମେଶ୍ବର ଉଦ୍ୟାନର କୌଣସି ବୃକ୍ଷର ଫଳ ନଖାଇବା ପାଇଁ ତୁମ୍ଭଙ୍କୁ କହିଲେ?