ଲୂକଲିଖିତ ସୁସମାଚାର 13:30 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 13 ଲୂକଲିଖିତ ସୁସମାଚାର 13:30

Luke 13:30
କେତକେ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ୟ୍ଯଦା ସବୁଠାରୁ ନିମ୍ନ ରେ ଅଛି, ସମାନେେ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶଷେ ରେ ଥିବା କେତକେ ଲୋକ ପ୍ରଥମ ହବେେ ଓ ପ୍ରଥମ ରେ ଥିବା କେତକେ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଶଷେ ରେ ରହିବେ।'

Luke 13:29Luke 13Luke 13:31

Luke 13:30 in Other Translations

King James Version (KJV)
And, behold, there are last which shall be first, and there are first which shall be last.

American Standard Version (ASV)
And behold, there are last who shall be first, and there are first who shall be last.

Bible in Basic English (BBE)
And the last will be first, and the first will be last.

Darby English Bible (DBY)
And behold, there are last who shall be first, and there are first who shall be last.

World English Bible (WEB)
Behold, there are some who are last who will be first, and there are some who are first who will be last."

Young's Literal Translation (YLT)
and lo, there are last who shall be first, and there are first who shall be last.'

And,
καὶkaikay
behold,
ἰδού,idouee-THOO
there
are
εἰσὶνeisinees-EEN
last
ἔσχατοιeschatoiA-ska-too
which
οἳhoioo
shall
be
ἔσονταιesontaiA-sone-tay
first,
πρῶτοιprōtoiPROH-too
and
καὶkaikay
there
are
εἰσὶνeisinees-EEN
first
πρῶτοιprōtoiPROH-too
which
οἳhoioo
shall
be
ἔσονταιesontaiA-sone-tay
last.
ἔσχατοιeschatoiA-ska-too

Cross Reference

ମାଥିଉଲିଖିତ ସୁସମାଚାର 19:30
କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନ ରେ ଅଛନ୍ତି, ଭବିଷ୍ଯତ ରେ ସମାନଙ୍କେ ଭିତରୁ ବହୁତ ଲୋକ ଶଷେ ସ୍ଥାନ ରେ ରହିଯିବେ। ଏବଂ ଏବେ ଶଷେ ସ୍ଥାନ ରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ଯତ ରେ ପ୍ରଥମସ୍ଥାନ ଲାଭ କରିବେ।

ମାଥିଉଲିଖିତ ସୁସମାଚାର 20:16
ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶଷେ ରେ ଅଛନ୍ତି, ଭବିଷ୍ଯତ ରେ ସମାନେେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନ ପାଇବେ।

ମାର୍କଲିଖିତ ସୁସମାଚାର 10:31
ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନକୁ ଚାଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶଷେ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ପ୍ରଥମ ସ୍ଥାନକୁ ଚାଲିଯିବେ।

ମାଥିଉଲିଖିତ ସୁସମାଚାର 3:9
ତୁମ୍ଭମାନେେ ନିଜକୁ ଅବ୍ରାହାମ ସନ୍ତାନ ବୋଲି କହି ଦେଲେ ଯେ ୟଥେଷ୍ଟ ହାଇଗେଲା, ସେ କଥା କବେେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରିବେ।

ମାଥିଉଲିଖିତ ସୁସମାଚାର 8:11
ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।

ମାଥିଉଲିଖିତ ସୁସମାଚାର 21:28
କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'