ଲୂକଲିଖିତ ସୁସମାଚାର 11:32
ବିଚାର ହବୋ ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଠିଆ ହାଇେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସମାନେେ ୟୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ମହାନ୍ ଅଟେ।
The men | ἄνδρες | andres | AN-thrase |
of Nineve | Νινευῒ | nineui | nee-nave-EE |
shall rise up | ἀναστήσονται | anastēsontai | ah-na-STAY-sone-tay |
in | ἐν | en | ane |
the | τῇ | tē | tay |
judgment | κρίσει | krisei | KREE-see |
with | μετὰ | meta | may-TA |
this | τῆς | tēs | tase |
γενεᾶς | geneas | gay-nay-AS | |
generation, | ταύτης | tautēs | TAF-tase |
and | καὶ | kai | kay |
shall condemn | κατακρινοῦσιν | katakrinousin | ka-ta-kree-NOO-seen |
it: | αὐτήν· | autēn | af-TANE |
for | ὅτι | hoti | OH-tee |
they repented | μετενόησαν | metenoēsan | may-tay-NOH-ay-sahn |
at | εἰς | eis | ees |
the | τὸ | to | toh |
preaching | κήρυγμα | kērygma | KAY-ryoog-ma |
of Jonas; | Ἰωνᾶ | iōna | ee-oh-NA |
and, | καὶ | kai | kay |
behold, | ἰδού, | idou | ee-THOO |
a greater | πλεῖον | pleion | PLEE-one |
than Jonas | Ἰωνᾶ | iōna | ee-oh-NA |
is here. | ὧδε | hōde | OH-thay |
Cross Reference
ଯୂନସ 1:2
ସଦାପ୍ରଭୁ କହିଲେ, ନୀନିବୀ ଗୋଟିଏ ବିରାଟ ନଗରୀ। ସଠାେ ରେ ଲୋକମାନେ ବହୁତ ମନ୍ଦକାର୍ୟ୍ଯ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସହେି ନଗରୀକୁ ୟାଅ ଏବଂ ତାହା ବିରୁଦ୍ଧ ରେ ଆମ୍ଭ ବିଚାରଧାରା ଘାଷେଣା କର।
ଯୂନସ 3:5
ନୀନିବୀର ଲୋକମାନେ ପରମେଶ୍ବରଙ୍କର ଏହି ବାର୍ତ୍ତାକୁ ବିଶ୍ବାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସମାନେେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ ସମସ୍ତ ଲୋକେ ଏହି କାର୍ୟ୍ଯ କଲେ।
ଯୂନସ 4:9
କିନ୍ତୁ ପରମେଶ୍ବର ୟୂନସକୁ କହିଲେ, ତୁମ୍ଭେ କ'ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?
ଲୂକଲିଖିତ ସୁସମାଚାର 11:31
ବିଚାର ଦିନ ରେ ଦକ୍ଷିଣର ରାଣୀ ପ୍ରକାଶିତ ହାଇେ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିବେ ଓ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ, କାରଣ ସହେି ରାଣୀ ଶଲମାନଙ୍କେ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୁରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲମାନଙ୍କେ ଅପେକ୍ଷା ମହାନ୍ ଅଟେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:26
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।