ଲୂକଲିଖିତ ସୁସମାଚାର 11:16 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 11 ଲୂକଲିଖିତ ସୁସମାଚାର 11:16

Luke 11:16
ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ସମାନେେ ଯୀଶୁଙ୍କୁ ସ୍ବର୍ଗର କୌଣସି ଚିହ୍ନ ଦଖାଇବୋକୁ କହିଲେ।

Luke 11:15Luke 11Luke 11:17

Luke 11:16 in Other Translations

King James Version (KJV)
And others, tempting him, sought of him a sign from heaven.

American Standard Version (ASV)
And others, trying `him', sought of him a sign from heaven.

Bible in Basic English (BBE)
And others, testing him, were looking for a sign from heaven from him.

Darby English Bible (DBY)
And others tempting [him] sought from him a sign out of heaven.

World English Bible (WEB)
Others, testing him, sought from him a sign from heaven.

Young's Literal Translation (YLT)
and others, tempting, a sign out of heaven from him were asking.

And
ἕτεροιheteroiAY-tay-roo
others,
δὲdethay
tempting
πειράζοντεςpeirazontespee-RA-zone-tase
him,
sought
σημεῖονsēmeionsay-MEE-one
of
παρ'parpahr
him
αὐτοῦautouaf-TOO
a
sign
ἐζήτουνezētounay-ZAY-toon
from
ἐξexayks
heaven.
οὐρανοῦouranouoo-ra-NOO

Cross Reference

ମାଥିଉଲିଖିତ ସୁସମାଚାର 12:38
ତା'ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତକେ ଯୀଶୁଙ୍କୁ କହିଲେ, ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯଟିଏ ଦଖାେଅ।

ମାଥିଉଲିଖିତ ସୁସମାଚାର 16:1
ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋକୁ କହିଲେ, କାରଣ ଯୀଶୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ ଫଳ ରେ ପ୍ରମାଣିତ ହାଇେ ପାରିବ ଯେ ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି।

ମାର୍କଲିଖିତ ସୁସମାଚାର 8:11
ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଚାରିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କୁ, ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ୟ୍ଯ-କର୍ମ କରିବାକୁ କହିଲେ।

ଯୋହନଲିଖିତ ସୁସମାଚାର 6:30
ତେଣୁ ଲୋକମାନେ ପଚାରିଲେ, ତୁମ୍ଭକୁ ଯେ ପରମେଶ୍ବର ପଠାଇଛନ୍ତି, ଏକଥା ତୁମ୍ଭେ କେଉଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦ୍ବାରା ପ୍ରମାଣ କରି ଦଖାଇବେ? ତୁମ୍ଭେ ଯଦି କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଆମ୍ଭକୁ କରି ଦଖାଇବେ, ତବେେ ଆମ୍ଭେ ତୁମ୍ଭକୁ ବିଶ୍ବାସ କରିବୁ। ତୁମ୍ଭେ କ'ଣ କରିବ?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:22
ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ୟ୍ଯ କର୍ମ ଦେଖିବାକୁ ଚାହାଁନ୍ତି, ଓ ଗ୍ରୀକ୍ମାନେ ଜ୍ଞାନ ଚାହାଁନ୍ତି।