Luke 10

fullscreen17 ଯେତବେେଳେ ବାସ୍ତରି ଜଣ ସମାନଙ୍କେ ଭ୍ରମଣରୁ ଫରେି ଆସିଲେ, ସମାନେେ ବହୁତ ଖୁସି ଥିଲେ। ସମାନେେ କହିଲେ, ପ୍ରଭୁ, ଆମ୍ଭମାନେେ ଯେତବେେଳେ ଆପଣଙ୍କ ନାମ ନଇେ ଆଜ୍ଞା ଦଲେୁ, ସେତବେେଳେ ଏପରିକି ଭୂତମାନେ ମଧ୍ଯ ଆମ୍ଭମାନଙ୍କ କଥା ମାନିଲେ।

fullscreen18 ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି।

fullscreen19 ଶୁଣ! ସାପ ଓ କଙ୍କଡାବିଛାମାନଙ୍କୁ ପାଦତଳେ ଦଳି ଦବୋକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦଇେଛି। ମୁଁ ତୁମ୍ଭମାନଙ୍କ ଶତୃ ପାଖ ରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦଇେଛି। ତୁମ୍ଭମାନଙ୍କର କହେି କିଛି କ୍ଷତି କରି ପାରିବ ନାହିଁ।

fullscreen20 ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମନୁଛନ୍ତି। ତୁମ୍ଭମାନେେ ଖୁସି ହୁଅ। କାହିଁକି? ତୁମ୍ଭମାନଙ୍କ ପାଖ ରେ ଏ ଶକ୍ତି ଥିବା ଯୋଗୁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ବର୍ଗ ରେ ଲଖାେ ହାଇେଥିବା ୟୋଗୁ ଖୁସି ହୁଅ।

fullscreen21 ତ'ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ଯନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, ହେ ପରମପିତା! ହେ ସ୍ବର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଂଶସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚଇେ ରଖିଥିଲେ ମଧ୍ଯ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦଖାଇେଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତ ରେ କରିବାକୁ ଚାହୁଁଥିଲ ବୋଲି ତୁମ୍ଭେ ଏହା କଲ।

fullscreen22 ମାରେ ପରମପିତା ମାେତେ ସବୁକିଛି ଦଇେଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ଯତୀତ ଅନ୍ୟ କହେି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡା କହେି ଜାଣନ୍ତି ନାହିଁ। କବଳେ ସହେିମାନେ ପରମପିତାଙ୍କ ବିଷୟ ରେ ଜାଣିପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ବଯଂ ବାଛିବେ।

fullscreen23 ତା'ପରେ ଯୀଶୁ ଶିଷ୍ଯମାନଙ୍କ ଆଡକୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସଠାେରେ କବଳେ ତାହାଙ୍କ ଶିଷ୍ଯମାନେ ରହିଥିଲେ। ଯୀଶୁ କହିଲେ, ତୁମ୍ଭମାନେେ ଧନ୍ଯ, ଯେ ହତେୁ ତୁମ୍ଭମାନେେ ଏହିସବୁ ବିଷୟ ଦେଖିଲ।

fullscreen24 ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭମାନେେ ଏବେ ଯାହା ଦେଖୁଛ, ତାହା ଦେଖିବା ପାଇଁ ଅନକେ ଭବିଷ୍ଯଦ୍ବକ୍ତା ଓ ରାଜା ଚାହିଁଥିଲେ। କିନ୍ତୁ ସମାନେେ ଏସବୁ ଦେଖି ପରିନଥିଲେ। ତୁମ୍ଭମାନେେ ଏବେ ଯା ହେ ଶୁଣୁଛ, ତାହା ଶୁଣିବା ପାଇଁ ଅନକେ ଭବିଷ୍ଯଦ୍ବକ୍ତା ଓ ରାଜା ଚାହିଁଥିଲେ। କିନ୍ତୁ ସମାନେେ ଏସବୁ ଶୁଣି ପାରନଥିଲେ।

17 And the seventy returned again with joy, saying, Lord, even the devils are subject unto us through thy name.

18 And he said unto them, I beheld Satan as lightning fall from heaven.

19 Behold, I give unto you power to tread on serpents and scorpions, and over all the power of the enemy: and nothing shall by any means hurt you.

20 Notwithstanding in this rejoice not, that the spirits are subject unto you; but rather rejoice, because your names are written in heaven.

21 In that hour Jesus rejoiced in spirit, and said, I thank thee, O Father, Lord of heaven and earth, that thou hast hid these things from the wise and prudent, and hast revealed them unto babes: even so, Father; for so it seemed good in thy sight.

22 All things are delivered to me of my Father: and no man knoweth who the Son is, but the Father; and who the Father is, but the Son, and he to whom the Son will reveal him.

23 And he turned him unto his disciples, and said privately, Blessed are the eyes which see the things that ye see:

24 For I tell you, that many prophets and kings have desired to see those things which ye see, and have not seen them; and to hear those things which ye hear, and have not heard them.

Luke 10 in Tamil and English

17 ଯେତବେେଳେ ବାସ୍ତରି ଜଣ ସମାନଙ୍କେ ଭ୍ରମଣରୁ ଫରେି ଆସିଲେ, ସମାନେେ ବହୁତ ଖୁସି ଥିଲେ। ସମାନେେ କହିଲେ, ପ୍ରଭୁ, ଆମ୍ଭମାନେେ ଯେତବେେଳେ ଆପଣଙ୍କ ନାମ ନଇେ ଆଜ୍ଞା ଦଲେୁ, ସେତବେେଳେ ଏପରିକି ଭୂତମାନେ ମଧ୍ଯ ଆମ୍ଭମାନଙ୍କ କଥା ମାନିଲେ।
And the seventy returned again with joy, saying, Lord, even the devils are subject unto us through thy name.

18 ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି।
And he said unto them, I beheld Satan as lightning fall from heaven.

19 ଶୁଣ! ସାପ ଓ କଙ୍କଡାବିଛାମାନଙ୍କୁ ପାଦତଳେ ଦଳି ଦବୋକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦଇେଛି। ମୁଁ ତୁମ୍ଭମାନଙ୍କ ଶତୃ ପାଖ ରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦଇେଛି। ତୁମ୍ଭମାନଙ୍କର କହେି କିଛି କ୍ଷତି କରି ପାରିବ ନାହିଁ।
Behold, I give unto you power to tread on serpents and scorpions, and over all the power of the enemy: and nothing shall by any means hurt you.

20 ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମନୁଛନ୍ତି। ତୁମ୍ଭମାନେେ ଖୁସି ହୁଅ। କାହିଁକି? ତୁମ୍ଭମାନଙ୍କ ପାଖ ରେ ଏ ଶକ୍ତି ଥିବା ଯୋଗୁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ବର୍ଗ ରେ ଲଖାେ ହାଇେଥିବା ୟୋଗୁ ଖୁସି ହୁଅ।
Notwithstanding in this rejoice not, that the spirits are subject unto you; but rather rejoice, because your names are written in heaven.

21 ତ'ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ଯନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, ହେ ପରମପିତା! ହେ ସ୍ବର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଂଶସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚଇେ ରଖିଥିଲେ ମଧ୍ଯ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦଖାଇେଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତ ରେ କରିବାକୁ ଚାହୁଁଥିଲ ବୋଲି ତୁମ୍ଭେ ଏହା କଲ।
In that hour Jesus rejoiced in spirit, and said, I thank thee, O Father, Lord of heaven and earth, that thou hast hid these things from the wise and prudent, and hast revealed them unto babes: even so, Father; for so it seemed good in thy sight.

22 ମାରେ ପରମପିତା ମାେତେ ସବୁକିଛି ଦଇେଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ଯତୀତ ଅନ୍ୟ କହେି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡା କହେି ଜାଣନ୍ତି ନାହିଁ। କବଳେ ସହେିମାନେ ପରମପିତାଙ୍କ ବିଷୟ ରେ ଜାଣିପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ବଯଂ ବାଛିବେ।
All things are delivered to me of my Father: and no man knoweth who the Son is, but the Father; and who the Father is, but the Son, and he to whom the Son will reveal him.

23 ତା'ପରେ ଯୀଶୁ ଶିଷ୍ଯମାନଙ୍କ ଆଡକୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସଠାେରେ କବଳେ ତାହାଙ୍କ ଶିଷ୍ଯମାନେ ରହିଥିଲେ। ଯୀଶୁ କହିଲେ, ତୁମ୍ଭମାନେେ ଧନ୍ଯ, ଯେ ହତେୁ ତୁମ୍ଭମାନେେ ଏହିସବୁ ବିଷୟ ଦେଖିଲ।
And he turned him unto his disciples, and said privately, Blessed are the eyes which see the things that ye see:

24 ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭମାନେେ ଏବେ ଯାହା ଦେଖୁଛ, ତାହା ଦେଖିବା ପାଇଁ ଅନକେ ଭବିଷ୍ଯଦ୍ବକ୍ତା ଓ ରାଜା ଚାହିଁଥିଲେ। କିନ୍ତୁ ସମାନେେ ଏସବୁ ଦେଖି ପରିନଥିଲେ। ତୁମ୍ଭମାନେେ ଏବେ ଯା ହେ ଶୁଣୁଛ, ତାହା ଶୁଣିବା ପାଇଁ ଅନକେ ଭବିଷ୍ଯଦ୍ବକ୍ତା ଓ ରାଜା ଚାହିଁଥିଲେ। କିନ୍ତୁ ସମାନେେ ଏସବୁ ଶୁଣି ପାରନଥିଲେ।
For I tell you, that many prophets and kings have desired to see those things which ye see, and have not seen them; and to hear those things which ye hear, and have not heard them.