ଲୂକଲିଖିତ ସୁସମାଚାର 1:71 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 1 ଲୂକଲିଖିତ ସୁସମାଚାର 1:71

Luke 1:71
ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତୃମାନଙ୍କଠାରୁ ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦଇେଥିଲେ।

Luke 1:70Luke 1Luke 1:72

Luke 1:71 in Other Translations

King James Version (KJV)
That we should be saved from our enemies, and from the hand of all that hate us;

American Standard Version (ASV)
Salvation from our enemies, and from the hand of all that hate us;

Bible in Basic English (BBE)
Salvation from those who are against us, and from the hands of those who have hate for us;

Darby English Bible (DBY)
deliverance from our enemies and out of the hand of all who hate us;

World English Bible (WEB)
Salvation from our enemies, and from the hand of all who hate us;

Young's Literal Translation (YLT)
Salvation from our enemies, And out of the hand of all hating us,

That
we
should
be
saved
σωτηρίανsōtēriansoh-tay-REE-an
from
ἐξexayks
our
ἐχθρῶνechthrōnake-THRONE
enemies,
ἡμῶνhēmōnay-MONE
and
καὶkaikay
from
ἐκekake
the
hand
χειρὸςcheiroshee-ROSE
of
all
πάντωνpantōnPAHN-tone

τῶνtōntone
that
hate
μισούντωνmisountōnmee-SOON-tone
us;
ἡμᾶςhēmasay-MAHS

Cross Reference

ଗୀତସଂହିତା 106:10
ପରମେଶ୍ବର ଆମ୍ଭର ପୂର୍ବପୁରୁଷମାନଙ୍କୁ ସମାନଙ୍କେର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ !ସମାନଙ୍କେର ଶତ୍ରୁମାନଙ୍କ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।

ଯୋହନଙ୍କ ପ୍ରଥମ ପତ୍ର 3:8
ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ବଂସ କରିବା ପାଇଁ ପରମେଶ୍ବରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।

ଯିଖରିୟ 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

ସିଫନିୟ 3:15
କାହିଁକି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ। ସେ ତୁମ୍ଭର ଶତୃମାନଙ୍କୁ ବିନାଶ କଲେ। ଇଶ୍ରାୟେଲର ରାଜା, ସ୍ବଯଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭେ ମନ୍ଦ ବିଷଯ ପାଇଁ ଆଉ ଭୟଭୀତ ହବେ ନାହିଁ।

ଯିହିଜିକଲ 38:8
ଅନକେ ଦିନ ପ ରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବଦନେ କରାୟିବ। ପରବର୍ତ୍ତୀ ବର୍ଷମାନଙ୍କ ରେ ୟୁଦ୍ଧରୁ ପୂର୍ବାବସ୍ଥାକୁ ଫରେୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପ ରେ ଏକତ୍ରୀତ ହାଇେଛନ୍ତି। ଯେଉଁମାନେ ଅତୀତ ରେ ବାରମ୍ବାର ବିଧ୍ବସ୍ତ ହାଇେଥିଲେ କିନ୍ତୁ ଦେଶଗୁଡ଼ିକରୁ ସମାନଙ୍କେୁ ଅଣାୟାଇଛି ଏବଂ ସମାନେେ ସମସ୍ତେ ସଠାେ ରେ ନିରାପଦ ରେ ବାସ କରୁଛନ୍ତି।

ଯିହିଜିକଲ 34:28
ପୁଣି ସମାନେେ ଅନ୍ୟ ଦେଶୀଯମାନଙ୍କ ଦ୍ବାରା ଲୁଟିତ ହବେେ ନାହିଁ କିମ୍ବା ପୃଥିବୀସ୍ଥ ପଶୁମାନେ ସମାନଙ୍କେୁ ଗ୍ରାସ କରିବେ ନାହିଁ। କିନ୍ତୁ ସମାନେେ ନିରାପଦ ରେ ବାସ କରିବେ ଓ କହେି ସମାନଙ୍କେୁ ଭୟ ଦଖାଇବେେ ନାହିଁ।

ଯିହିଜିକଲ 34:25
ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।

ଯିହିଜିକଲ 28:26
ସମାନେେ ତାହା ମଧିଅରେ ନିରାପଦ ରେ ବାସ କରିବେ। ସମାନେେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା'ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସମାନଙ୍କେୁ ତିରସ୍କାର କଲେ, ତା'ପ ରେ ସମାନେେ ନିରାପଦ ରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସମାନଙ୍କେର ପରମେଶ୍ବର ଅଟେ ଏହା ସମାନେେ ଜାଣିବେ।

ଯିରିମିୟ 32:37
'ଆଉ ଦେଖ, ଆମ୍ଭେ ଆପଣା କୋରଧ ଓ ପ୍ରଚଣ୍ଡ କୋପ ରେ ଯେଉଁସବୁ ଦେଶ ରେ ସମାନଙ୍କେୁ ଚ୍ଛିନ୍ନଭିନ୍ନ କରିଦଇେଥିଲୁ, ସହେି ସହସ୍ର ଦେଶରୁ ପୁନର୍ବାର ସମାନଙ୍କେୁ ସଂଗ୍ରହ କରିବା। ସମାନଙ୍କେୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସମାନଙ୍କେୁ ଶାନ୍ତି ଏବଂ ନିରାପଦ ରେ ଏହି ସ୍ଥାନ ରେ ବାସ କରାଇବା।

ଯିରିମିୟ 30:9
ଆଉ ସମାନେେ ବିଦେଶୀମାନଙ୍କର ସବୋ କରିବେ ନାହିଁ। ସମାନେେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କୁ ସବୋ କରିବେ। ଆଉ ସମାନଙ୍କେ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସବୋ କରିବେ।

ଯିରିମିୟ 23:6
ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।

ଯିଶାଇୟ 54:7
ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ଯାଗ କରିଅଛୁ, ମାତ୍ର ମହାକରୁଣା ରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।

ଯିଶାଇୟ 44:24
ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢିଛନ୍ତି।ସସ ଏହା କୁହନ୍ତି, ଆମ୍ଲଭ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଲଭ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତସକହି ନାହିଁ।

ଯିଶାଇୟ 14:1
ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।

ଗୀତସଂହିତା 106:47
ହେ ସଦାପ୍ରଭୁ ପରମେଶ୍ବର ଆମ୍ଭକୁ ରକ୍ଷାକର। ଏବଂ ପରମେଶ୍ବର ଆମ୍ଭମାନଙ୍କୁ ଅନ୍ୟ ଦେଶୀଯମାନଙ୍କଠାରୁ ଫରୋଇ ଆଣ। ୟପରେିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରିପାରିବୁ ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହାଇପୋରିବୁ।

ଦିତୀୟ ବିବରଣ 33:29
ହେ ଇଶ୍ରାୟେଲୀୟ, ତୁମ୍ଭମାନେେ ଆଶୀର୍ବାଦ ୟକ୍ସ୍ଟକ୍ତ। ତୁମ୍ଭମାନଙ୍କ ସହିତ କିଏ ସମାନ ହବେେ ନାହିଁ। ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖଡ୍ଗ ସ୍ବରୂପ। ତୁମ୍ଭର ଶତୃମାନେ ତୁମ୍ଭକୁ ଦେଖିଲେ ଡରିବେ ଏବଂ ତୁମ୍ଭେ ସମାନଙ୍କେ ପବିତ୍ର ସ୍ଥାନସବୁ ଦଳନ କରିବ।

ଲୂକଲିଖିତ ସୁସମାଚାର 1:74
ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତୃଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳ ରେ ଆମ୍ଭମାନେେ ନିର୍ଭୟ ରେ ପରମେଶ୍ବରଙ୍କ ସବୋ କରିପାରିବୁ।