ଲୂକଲିଖିତ ସୁସମାଚାର 1:19 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 1 ଲୂକଲିଖିତ ସୁସମାଚାର 1:19

Luke 1:19
ସ୍ବର୍ଗଦୂତ ଉତ୍ତର ଦେଲେ, ମୁଁ ଗାବ୍ରୀଯଲେ। ମୁଁ ପରମେଶ୍ବରଙ୍କ ସାମନା ରେ ଠିଆ ହାଇେଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଚାର ଦବୋକୁ ପରମେଶ୍ବର ମାେତେ ପଠାଇଛନ୍ତି।

Luke 1:18Luke 1Luke 1:20

Luke 1:19 in Other Translations

King James Version (KJV)
And the angel answering said unto him, I am Gabriel, that stand in the presence of God; and am sent to speak unto thee, and to shew thee these glad tidings.

American Standard Version (ASV)
And the angel answering said unto him, I am Gabriel, that stand in the presence of God; and I was sent to speak unto thee, and to bring thee these good tidings.

Bible in Basic English (BBE)
And the angel, answering, said, I am Gabriel, whose place is before God; I have been sent to say these words to you and to give you this good news.

Darby English Bible (DBY)
And the angel answering, said to him, *I* am Gabriel, who stand before God, and I have been sent to speak to thee, and to bring these glad tidings to thee;

World English Bible (WEB)
The angel answered him, "I am Gabriel, who stands in the presence of God. I was sent to speak to you, and to bring you this good news.

Young's Literal Translation (YLT)
And the messenger answering said to him, `I am Gabriel, who have been standing near before God, and I was sent to speak unto thee, and to proclaim these good news to thee,

And
καὶkaikay
the
ἀποκριθεὶςapokritheisah-poh-kree-THEES
angel
hooh
answering
ἄγγελοςangelosANG-gay-lose
said
εἶπενeipenEE-pane
unto
him,
αὐτῷautōaf-TOH
I
Ἐγώegōay-GOH
am
εἰμιeimiee-mee
Gabriel,
Γαβριὴλgabriēlga-vree-ALE
that
hooh
stand
παρεστηκὼςparestēkōspa-ray-stay-KOSE
in
the
presence
ἐνώπιονenōpionane-OH-pee-one

of
τοῦtoutoo
God;
θεοῦtheouthay-OO
and
καὶkaikay
am
sent
ἀπεστάληνapestalēnah-pay-STA-lane
to
speak
λαλῆσαιlalēsaila-LAY-say
unto
πρὸςprosprose
thee,
σὲsesay
and
καὶkaikay
to
shew
thee
glad
εὐαγγελίσασθαίeuangelisasthaiave-ang-gay-LEE-sa-STHAY
these
σοιsoisoo
tidings.
ταῦτα·tautaTAF-ta

Cross Reference

ଦାନିଏଲ 8:16
ପୁଣି ଉଲଯ ନଦୀ ମଧ୍ଯରୁ ମୁଁ ଏକ ମନୁଷ୍ଯର ସ୍ବର ଶୁଣିଲି। ସେ ଡାକି କହିଲା, ହେ ଗାବ୍ରିଯଲେ, ଏହି ମନୁଷ୍ଯକୁ ଦର୍ଶନର ତାତ୍ପର୍ୟ୍ଯ ବୁଝାଇ ଦିଅ।

ମାଥିଉଲିଖିତ ସୁସମାଚାର 18:10
ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।

ଲୂକଲିଖିତ ସୁସମାଚାର 1:26
ଏଲୀଶାବେଥଙ୍କର ଗର୍ଭର ଷଷ୍ଠମାସ ଚାଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତ ରେ ବାସ କରୁଥିବା ଜଣେ କୁମାରୀକନ୍ଯା ପାଖକୁ ପରମେଶ୍ବର ଦୂତ ଗାବ୍ରୀଯଲଙ୍କେୁ ପଠାଇଲେ।

ଦାନିଏଲ 9:21
ଯେତବେେଳେ ମୁଁ ପ୍ରାର୍ଥନା କରୁଥିଲି, ମାରେ ପ୍ରଥମ ଦର୍ଶନ ରେ ଗାବ୍ରିଯଲେ ଯାହାକୁ ମୁଁ ମାେ ନିକଟକୁ ଉଡିକି ଆସିବାର ଦେଖିଲି। ସେ ସନ୍ଧ୍ଯା ବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମାେତେ ସ୍ପର୍ଶ କଲେ।

ଲୂକଲିଖିତ ସୁସମାଚାର 2:10
ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:14
ପୁତ୍ର ପ୍ରଭୁ ଯୀଶୁ ପରମେଶ୍ବରଙ୍କ ସହିତ ରହିବା ପାଇଁ ସ୍ବର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାୟାଜକ।