ଲେବୀୟ ପୁସ୍ତକ 24
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2 ତୁମ୍ଭେ ଇଶ୍ରାଯଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସମାନେେ ପ୍ରତିଦିନ ପ୍ରଦୀପ ଜ୍ବଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପଷୋ ୟାଇଥିବା ଜୀତ ତୈଳ ଆଣିବେ।
3 ହାରୋଣ ସମାଗମ ତମ୍ବୁ ମଧିଅରେ ନିଯମ ସିନ୍ଦୁକ ବିଚ୍ଛଦବେସ୍ତ୍ର ବାହା ରେ ସନ୍ଧ୍ଯା ଠାରୁ ପ୍ରଭାତ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ସମ୍ମୁଖ ରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା।
4 ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୂଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ସର୍ବଦା ଜଳାଇ ରଖିବ।
5 ଆଉ ତୁମ୍ଭେ ସରୁ ମଇଦା ନଇେ ତହିଁରେ ବାର ଗୋଟି ପିଠା ପ୍ରସ୍ତୁତ କରିବ, ପ୍ରେତ୍ୟକକ ପିଠା ଏକ ଐଫାର ଦୁଇ ଦଶମାଂଶ ହବେ।
6 ସୁବର୍ଣ୍ଣ ମଜେ ଉପରେ ପ୍ରତି ଧାଡି ରେ ଛଅ ଛଅ କରି ଦୁଇ ଧାଡି ରେ ସହେିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ରଖିବ।
7 ଆଉ ରୋଟୀ ପରିବର୍ତେ ସ୍ମରଣାର୍ଥକ ନବୈେଦ୍ଯରୂପେ ପ୍ରତି ଧାଡିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦବେ।
8 ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖ ରେ ରୋଟୀ ସବୁ ସମୟ ପାଇଁ ରଖିବ। ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ଏହା ଅନନ୍ତକାଳୀନ ବିଧି ହବୋ ଉଚିତ୍।
9 ସହେି ରୋଟୀ ହାରୋଣ ଓ ତାଙ୍କର ପୁତ୍ର ଗଣଙ୍କର ହବେ। ଆଉ ସମାନେେ ସହେି ରୋଟୀକୁ ଏକ ପବିତ୍ରସ୍ଥାନ ରେ ଭକ୍ଷଣ କରିବା ଉଚିତ୍। କାରଣ ସଗେୁଡିକ ସଦାପ୍ରଭୁଙ୍କ ନବୈେଦ୍ଯର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସମାନଙ୍କେର ଅଂଶ ହବେ।
10 ଅନନ୍ତର ଜଣେ ମିଶରୀଯ ପୁରୁଷର ଔରସ ରେ ଇଶ୍ରାୟେଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇଶ୍ରୀଯଲେ ପୁତ୍ର, ଇଶ୍ରାୟେଲୀୟମାନଙ୍କ ଛାଉଣୀ ଭିତରକୁ ଗଲା। ସେ ଛାଉଣୀ ରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା।
11 ସହେି ଇଶ୍ରାୟେଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦାକରି ଅଭିଶାପ ଦଲୋ। ତେଣୁ ଲୋକମାନେ ତାହାକୁ ମାଶାଙ୍କେ ନିକଟକୁ ଆଣିଲେ। ସହେି ଇଶ୍ରାୟେଲୀୟ ସ୍ତ୍ରୀ ନାମ ଶଲମେୀତ୍ ଓ ସେ ଦାନ ବଂଶୀଯ ଦିବ୍ରୀର କନ୍ଯା ଥିଲା।
12 ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ୟ୍ଯନ୍ତ ତାକୁ ବନ୍ଦୀ କରି ରଖିଲେ।
13 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
14 ସଦାପ୍ରଭୁଙ୍କୁ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣ, ପୁଣି ଯେଉଁମାନେ ତା'ର କଥା ଶୁଣିଲେ, ସମାନେେ ସମସ୍ତେ ଅଭିଶାପ ଦଇେଥିବା ବ୍ଯକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା'ପରେ ଲୋକମାନେ ତାକୁ ପଥର ମାରି ହତ୍ଯା କରନ୍ତୁ।
15 ଆଉ ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ ଯେ କହେି ଆପଣା ପରମେଶ୍ବରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ।
16 ଯେ କହେି ଆପଣା ସଦାପ୍ରଭୁଙ୍କ ନାମ ରେ ନିନ୍ଦା କରେ ସେ ଅବଶ୍ଯ ହତ ହବେ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ବଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହବେ।
17 ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ଯା କରେ ସେ ନିଶ୍ଚଯ ହତ ହବେ।
18 ୟିଏ କହେି କୌଣସି ପଶୁକୁ ହତ୍ଯା କରେ ସେ ମାରିଥିବା ପଶୁର ପ୍ରାଣ ଫରୋଇ ଆଣି ତା'ର କ୍ଷତିପୂରଣ ଦବେ।
19 ଯଦି କୌଣସି ବ୍ଯକ୍ତି ନିଜ ପ୍ରତିବେଶୀକୁ ଆଘାତ କରେ, ତବେେ ସମପରିମାଣର ଆଘାତ ସହେି ଲୋକକୁ ଦିଆୟିବ।
20 କ୍ଷତ ବଦଳ ରେ କ୍ଷତ, ତକ୍ଷୁ ବଦଳ ରେ ଚକ୍ଷୁ, ଦାନ୍ତ ବଦଳ ରେ ଦାନ୍ତ, ମନୁଷ୍ଯ ଶରୀର ରେ ୟିଏ ଯେଉଁପରି ଆଘାତ କରିଅଛି ତାହାପ୍ରତି ସହେି ପ୍ରକାର ଆଘାତ କରାୟିବ।
21 ଜଣେ ଯଦି ପଶୁ ବଧ କରେ, ତବେେ ସେ ତାହାର ପରିଶାଧେ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ଯା କରେ, ତବେେ ସେ ହତ ହବେ।
22 ବିଦେଶୀ ହେଉ କି ସ୍ବଦେଶୀ ହେଉ, ସମାନଙ୍କେ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ଯବସ୍ଥା ହବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
23 ତା'ପରେ ମାଶାେ ଇଶ୍ରାୟେଲ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବାରୁ ସମାନେେ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇଶ୍ରାୟେଲ ସନ୍ତାନଗଣ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
1 And the Lord spake unto Moses, saying,
2 Command the children of Israel, that they bring unto thee pure oil olive beaten for the light, to cause the lamps to burn continually.
3 Without the vail of the testimony, in the tabernacle of the congregation, shall Aaron order it from the evening unto the morning before the Lord continually: it shall be a statute for ever in your generations.
4 He shall order the lamps upon the pure candlestick before the Lord continually.
5 And thou shalt take fine flour, and bake twelve cakes thereof: two tenth deals shall be in one cake.
6 And thou shalt set them in two rows, six on a row, upon the pure table before the Lord.
7 And thou shalt put pure frankincense upon each row, that it may be on the bread for a memorial, even an offering made by fire unto the Lord.
8 Every sabbath he shall set it in order before the Lord continually, being taken from the children of Israel by an everlasting covenant.
9 And it shall be Aaron’s and his sons’; and they shall eat it in the holy place: for it is most holy unto him of the offerings of the Lord made by fire by a perpetual statute.
10 And the son of an Israelitish woman, whose father was an Egyptian, went out among the children of Israel: and this son of the Israelitish woman and a man of Israel strove together in the camp;
11 And the Israelitish woman’s son blasphemed the name of the Lord, and cursed. And they brought him unto Moses: (and his mother’s name was Shelomith, the daughter of Dibri, of the tribe of Dan:)
12 And they put him in ward, that the mind of the Lord might be shewed them.
13 And the Lord spake unto Moses, saying,
14 Bring forth him that hath cursed without the camp; and let all that heard him lay their hands upon his head, and let all the congregation stone him.
15 And thou shalt speak unto the children of Israel, saying, Whosoever curseth his God shall bear his sin.
16 And he that blasphemeth the name of the Lord, he shall surely be put to death, and all the congregation shall certainly stone him: as well the stranger, as he that is born in the land, when he blasphemeth the name of the Lord, shall be put to death.
17 And he that killeth any man shall surely be put to death.
18 And he that killeth a beast shall make it good; beast for beast.
19 And if a man cause a blemish in his neighbour; as he hath done, so shall it be done to him;
20 Breach for breach, eye for eye, tooth for tooth: as he hath caused a blemish in a man, so shall it be done to him again.
21 And he that killeth a beast, he shall restore it: and he that killeth a man, he shall be put to death.
22 Ye shall have one manner of law, as well for the stranger, as for one of your own country: for I am the Lord your God.
23 And Moses spake to the children of Israel, that they should bring forth him that had cursed out of the camp, and stone him with stones. And the children of Israel did as the Lord commanded Moses.
Leviticus 24 in Tamil and English
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
And the Lord spake unto Moses, saying,
2 ତୁମ୍ଭେ ଇଶ୍ରାଯଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସମାନେେ ପ୍ରତିଦିନ ପ୍ରଦୀପ ଜ୍ବଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପଷୋ ୟାଇଥିବା ଜୀତ ତୈଳ ଆଣିବେ।
Command the children of Israel, that they bring unto thee pure oil olive beaten for the light, to cause the lamps to burn continually.
3 ହାରୋଣ ସମାଗମ ତମ୍ବୁ ମଧିଅରେ ନିଯମ ସିନ୍ଦୁକ ବିଚ୍ଛଦବେସ୍ତ୍ର ବାହା ରେ ସନ୍ଧ୍ଯା ଠାରୁ ପ୍ରଭାତ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ସମ୍ମୁଖ ରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା।
Without the vail of the testimony, in the tabernacle of the congregation, shall Aaron order it from the evening unto the morning before the Lord continually: it shall be a statute for ever in your generations.
4 ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୂଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ସର୍ବଦା ଜଳାଇ ରଖିବ।
He shall order the lamps upon the pure candlestick before the Lord continually.
5 ଆଉ ତୁମ୍ଭେ ସରୁ ମଇଦା ନଇେ ତହିଁରେ ବାର ଗୋଟି ପିଠା ପ୍ରସ୍ତୁତ କରିବ, ପ୍ରେତ୍ୟକକ ପିଠା ଏକ ଐଫାର ଦୁଇ ଦଶମାଂଶ ହବେ।
And thou shalt take fine flour, and bake twelve cakes thereof: two tenth deals shall be in one cake.
6 ସୁବର୍ଣ୍ଣ ମଜେ ଉପରେ ପ୍ରତି ଧାଡି ରେ ଛଅ ଛଅ କରି ଦୁଇ ଧାଡି ରେ ସହେିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ରଖିବ।
And thou shalt set them in two rows, six on a row, upon the pure table before the Lord.
7 ଆଉ ରୋଟୀ ପରିବର୍ତେ ସ୍ମରଣାର୍ଥକ ନବୈେଦ୍ଯରୂପେ ପ୍ରତି ଧାଡିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦବେ।
And thou shalt put pure frankincense upon each row, that it may be on the bread for a memorial, even an offering made by fire unto the Lord.
8 ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖ ରେ ରୋଟୀ ସବୁ ସମୟ ପାଇଁ ରଖିବ। ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ଏହା ଅନନ୍ତକାଳୀନ ବିଧି ହବୋ ଉଚିତ୍।
Every sabbath he shall set it in order before the Lord continually, being taken from the children of Israel by an everlasting covenant.
9 ସହେି ରୋଟୀ ହାରୋଣ ଓ ତାଙ୍କର ପୁତ୍ର ଗଣଙ୍କର ହବେ। ଆଉ ସମାନେେ ସହେି ରୋଟୀକୁ ଏକ ପବିତ୍ରସ୍ଥାନ ରେ ଭକ୍ଷଣ କରିବା ଉଚିତ୍। କାରଣ ସଗେୁଡିକ ସଦାପ୍ରଭୁଙ୍କ ନବୈେଦ୍ଯର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସମାନଙ୍କେର ଅଂଶ ହବେ।
And it shall be Aaron’s and his sons’; and they shall eat it in the holy place: for it is most holy unto him of the offerings of the Lord made by fire by a perpetual statute.
10 ଅନନ୍ତର ଜଣେ ମିଶରୀଯ ପୁରୁଷର ଔରସ ରେ ଇଶ୍ରାୟେଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇଶ୍ରୀଯଲେ ପୁତ୍ର, ଇଶ୍ରାୟେଲୀୟମାନଙ୍କ ଛାଉଣୀ ଭିତରକୁ ଗଲା। ସେ ଛାଉଣୀ ରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା।
And the son of an Israelitish woman, whose father was an Egyptian, went out among the children of Israel: and this son of the Israelitish woman and a man of Israel strove together in the camp;
11 ସହେି ଇଶ୍ରାୟେଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦାକରି ଅଭିଶାପ ଦଲୋ। ତେଣୁ ଲୋକମାନେ ତାହାକୁ ମାଶାଙ୍କେ ନିକଟକୁ ଆଣିଲେ। ସହେି ଇଶ୍ରାୟେଲୀୟ ସ୍ତ୍ରୀ ନାମ ଶଲମେୀତ୍ ଓ ସେ ଦାନ ବଂଶୀଯ ଦିବ୍ରୀର କନ୍ଯା ଥିଲା।
And the Israelitish woman’s son blasphemed the name of the Lord, and cursed. And they brought him unto Moses: (and his mother’s name was Shelomith, the daughter of Dibri, of the tribe of Dan:)
12 ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ୟ୍ଯନ୍ତ ତାକୁ ବନ୍ଦୀ କରି ରଖିଲେ।
And they put him in ward, that the mind of the Lord might be shewed them.
13 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
And the Lord spake unto Moses, saying,
14 ସଦାପ୍ରଭୁଙ୍କୁ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣ, ପୁଣି ଯେଉଁମାନେ ତା'ର କଥା ଶୁଣିଲେ, ସମାନେେ ସମସ୍ତେ ଅଭିଶାପ ଦଇେଥିବା ବ୍ଯକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା'ପରେ ଲୋକମାନେ ତାକୁ ପଥର ମାରି ହତ୍ଯା କରନ୍ତୁ।
Bring forth him that hath cursed without the camp; and let all that heard him lay their hands upon his head, and let all the congregation stone him.
15 ଆଉ ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ ଯେ କହେି ଆପଣା ପରମେଶ୍ବରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ।
And thou shalt speak unto the children of Israel, saying, Whosoever curseth his God shall bear his sin.
16 ଯେ କହେି ଆପଣା ସଦାପ୍ରଭୁଙ୍କ ନାମ ରେ ନିନ୍ଦା କରେ ସେ ଅବଶ୍ଯ ହତ ହବେ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ବଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହବେ।
And he that blasphemeth the name of the Lord, he shall surely be put to death, and all the congregation shall certainly stone him: as well the stranger, as he that is born in the land, when he blasphemeth the name of the Lord, shall be put to death.
17 ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ଯା କରେ ସେ ନିଶ୍ଚଯ ହତ ହବେ।
And he that killeth any man shall surely be put to death.
18 ୟିଏ କହେି କୌଣସି ପଶୁକୁ ହତ୍ଯା କରେ ସେ ମାରିଥିବା ପଶୁର ପ୍ରାଣ ଫରୋଇ ଆଣି ତା'ର କ୍ଷତିପୂରଣ ଦବେ।
And he that killeth a beast shall make it good; beast for beast.
19 ଯଦି କୌଣସି ବ୍ଯକ୍ତି ନିଜ ପ୍ରତିବେଶୀକୁ ଆଘାତ କରେ, ତବେେ ସମପରିମାଣର ଆଘାତ ସହେି ଲୋକକୁ ଦିଆୟିବ।
And if a man cause a blemish in his neighbour; as he hath done, so shall it be done to him;
20 କ୍ଷତ ବଦଳ ରେ କ୍ଷତ, ତକ୍ଷୁ ବଦଳ ରେ ଚକ୍ଷୁ, ଦାନ୍ତ ବଦଳ ରେ ଦାନ୍ତ, ମନୁଷ୍ଯ ଶରୀର ରେ ୟିଏ ଯେଉଁପରି ଆଘାତ କରିଅଛି ତାହାପ୍ରତି ସହେି ପ୍ରକାର ଆଘାତ କରାୟିବ।
Breach for breach, eye for eye, tooth for tooth: as he hath caused a blemish in a man, so shall it be done to him again.
21 ଜଣେ ଯଦି ପଶୁ ବଧ କରେ, ତବେେ ସେ ତାହାର ପରିଶାଧେ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ଯା କରେ, ତବେେ ସେ ହତ ହବେ।
And he that killeth a beast, he shall restore it: and he that killeth a man, he shall be put to death.
22 ବିଦେଶୀ ହେଉ କି ସ୍ବଦେଶୀ ହେଉ, ସମାନଙ୍କେ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ଯବସ୍ଥା ହବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
Ye shall have one manner of law, as well for the stranger, as for one of your own country: for I am the Lord your God.
23 ତା'ପରେ ମାଶାେ ଇଶ୍ରାୟେଲ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବାରୁ ସମାନେେ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇଶ୍ରାୟେଲ ସନ୍ତାନଗଣ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
And Moses spake to the children of Israel, that they should bring forth him that had cursed out of the camp, and stone him with stones. And the children of Israel did as the Lord commanded Moses.