Leviticus 19:32
ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସମାନେେ ତୁମ୍ଭ ପାଖକୁ ଆସିଲେ ଛିଡା ହାଇୟୋଅ, ଛିଡା ହାଇେ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ଯ ସଦାପ୍ରଭୁ ଅଟେ।
Leviticus 19:32 in Other Translations
King James Version (KJV)
Thou shalt rise up before the hoary head, and honor the face of the old man, and fear thy God: I am the LORD.
American Standard Version (ASV)
Thou shalt rise up before the hoary head, and honor the face of the old man, and thou shalt fear thy God: I am Jehovah.
Bible in Basic English (BBE)
Get up from your seats before the white-haired, and give honour to the old, and let the fear of your God be before you: I am the Lord.
Darby English Bible (DBY)
Before the hoary head thou shalt rise up, and shalt honour the face of an old man; and thou shalt fear thy God: I am Jehovah.
Webster's Bible (WBT)
Thou shalt rise up before the hoary head, and honor the face of the old man, and fear thy God: I am the LORD.
World English Bible (WEB)
You shall rise up before the gray head, and honor the face of an old man, and you shall fear your God. I am Yahweh.
Young's Literal Translation (YLT)
`At the presence of grey hairs thou dost rise up, and thou hast honoured the presence of an old man, and hast been afraid of thy God; I `am' Jehovah.
| Thou shalt rise up | מִפְּנֵ֤י | mippĕnê | mee-peh-NAY |
| before | שֵׂיבָה֙ | śêbāh | say-VA |
| head, hoary the | תָּק֔וּם | tāqûm | ta-KOOM |
| and honour | וְהָֽדַרְתָּ֖ | wĕhādartā | veh-ha-dahr-TA |
| the face | פְּנֵ֣י | pĕnê | peh-NAY |
| man, old the of | זָקֵ֑ן | zāqēn | za-KANE |
| and fear | וְיָרֵ֥אתָ | wĕyārēʾtā | veh-ya-RAY-ta |
| God: thy | מֵּֽאֱלֹהֶ֖יךָ | mēʾĕlōhêkā | may-ay-loh-HAY-ha |
| I | אֲנִ֥י | ʾănî | uh-NEE |
| am the Lord. | יְהוָֽה׃ | yĕhwâ | yeh-VA |
Cross Reference
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:1
ତୁମ୍ଭେ ଜଣେ ବୟସ୍କ ଲୋକ ସହିତ ରାଗ ରେ କଥାବାର୍ତ୍ତା କର ନାହିଁ। ନିଜ ପିତା ବୋଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର।
ଯିରିମିୟଙ୍କ ବିଳାପ 5:12
ସମାନେେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ। ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:7
ସମାଜ ରେ ଯାହାଙ୍କର ଯାହା ପ୍ରାପ୍ଯ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦବୋ କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦଇେ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସମାନଙ୍କେୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦବୋ କଥା ସମାନଙ୍କେୁ ସମ୍ମାନ ଦିଅ।
ହିତୋପଦେଶ 20:29
ୟୁବକମାନଙ୍କ ବଳ ସମାନଙ୍କେର ଭୂଷଣ। ବୃଦ୍ଧମାନଙ୍କର ପକ୍ବ କେଶ ସମାନଙ୍କେର ଶାେଭା।
ହିତୋପଦେଶ 16:31
ପାଚିଲା କେଶ ଶାେଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।
ଆୟୁବ ପୁସ୍ତକ 32:6
ତା'ପରେ ଇଲୀହୁ କହିବାକୁ ଆରମ୍ଭ କଲା। ସେ କହିଲା,
ଆୟୁବ ପୁସ୍ତକ 32:4
ଇଲୀହୁ ସଠାେରେ ସବୁଠାରୁ ସାନ ଥିଲା। ସେ ମଧ୍ଯ ସବୁ କଥା ଶୁଣିସାରିବା ପର୍ୟ୍ଯନ୍ତ ଅପେକ୍ଷା କରିଥିଲା। ତା'ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ।
ପ୍ରଥମ ରାଜାବଳୀ 2:19
ତେଣୁ ବତ୍ଶବୋ ଅଦୋନିଯ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭଟେିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନ ରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ବାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାଶର୍ବ ରେ ବସିଲେ।
ଲେବୀୟ ପୁସ୍ତକ 19:14
ତୁମ୍ଭେ ବଧିରକୁ ଅଭିଶାପ ଦବନୋହିଁ ଓ ଅନ୍ଧ ଆଗ ରେ ଝୁଣ୍ଟିବାର ବସ୍ତ୍ର ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ବରଙ୍କର ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।
ପିତରଙ୍କ ପ୍ରଥମ ପତ୍ 2:17
ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।
ଯିଶାଇୟ 3:5
ଜଣେ ଅନ୍ୟ ଜଣଙ୍କ ଦ୍ବାରା ଓ ପ୍ରେତ୍ୟକକ ବ୍ଯକ୍ତି ଅନ୍ୟ ପ୍ରତିବାସୀ ଦ୍ବାରା ଆପଣା ପ୍ରତିବାସୀ ଦୁଃଖ କରିବେ। ବଳିଷ୍ଠ ବ୍ଯକ୍ତି, ବଯୋଜେଷ୍ଠ ବ୍ଯକ୍ତିଙ୍କୁ ଯତ୍ନ ନବେେ ନାହିଁ। ସାଧାରଣ ବ୍ଯକ୍ତି ମହତ ଲୋକମାନଙ୍କୁ ସମ୍ମାନ ଜଣାଇବେ ନାହିଁ।