Leviticus 19:13 ତୁମ୍ଭମାନେେ ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରିବ ନାହିଁ ଓ ତାଙ୍କଠାରୁ ଚୋରି କରିବ ନାହିଁ। ପୁଣି ବତନଜେୀବିର ବତନେ ରାତ୍ରିଠାରୁ ସକାଳ ୟାଏ ତୁମ୍ଭ ପାଖ ରେ ରହିବ ନାହିଁ।
Leviticus 19:13 in Other Translations
King James Version (KJV) Thou shalt not defraud thy neighbor, neither rob him: the wages of him that is hired shall not abide with thee all night until the morning.
American Standard Version (ASV) Thou shalt not oppress thy neighbor, nor rob him: the wages of a hired servant shall not abide with thee all night until the morning.
Bible in Basic English (BBE) Do not be cruel to your neighbour or take what is his; do not keep back a servant's payment from him all night till the morning.
Darby English Bible (DBY) Thou shalt not oppress thy neighbour, neither rob him. The wages of the hired servant shall not abide with thee all night until the morning.
Webster's Bible (WBT) Thou shalt not defraud thy neighbor, neither rob him: the wages of him that is hired shall not abide with thee all night until the morning.
World English Bible (WEB) "'You shall not oppress your neighbor, nor rob him. The wages of a hired servant shall not remain with you all night until the morning.
Young's Literal Translation (YLT) `Thou dost not oppress thy neighbour, nor take plunder; the wages of the hireling doth not remain with thee till morning.
Read Full Chapter :
Leviticus 19
Cross Reference
ଯାକୁବଙ୍କ ପତ୍ 5:4
ଲୋକେ ତୁମ୍ଭ କ୍ଷତମାନଙ୍କେ ରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସମାନଙ୍କେର ମଜୁରୀ ଦଲେ ନାହିଁ। ସମାନେେ ତୁମ୍ଭ ବିରୁଦ୍ଧ ରେ କ୍ରନ୍ଦନ କରୁଛନ୍ତି। ସମାନେେ ତୁମ୍ଭ ପାଇଁ ଶସ୍ଯ ଆମଦାନୀ କଲେ। ଏବେ ସ୍ବର୍ଗୀୟ ସନୋବାହିନୀ ରେ ପ୍ରଭୁ ସମାନଙ୍କେ ଚିତ୍କାର ଶୁଣିଛନ୍ତି।
ଦିତୀୟ ବିବରଣ 24:14
ତୁମ୍ଭେ କଦାପି ଦକ୍ସ୍ଟଃଖି ଓ ଦରିଦ୍ର ଲୋକମାନଙ୍କର କବେେ ଉପଦ୍ରବ୍ଯ କରିବ ନାହିଁ। ସେ ଇଶ୍ରାୟେଲୀୟ ହେଉ ବା ବିଦେଶୀଯ ହେଉ।
ମଲାଖୀ 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ହିତୋପଦେଶ 20:10
ନାନା ପ୍ରକାର ମାପ ଓଜନ ରେ ଯେଉଁମାନେ ଠକନ୍ତି, ସମାନେେ ସଦାପ୍ରଭୁଙ୍କଠା ରେ ଘୃଣିତ।
ଆୟୁବ ପୁସ୍ତକ 31:39
ଜମିରୁ ପାଉଥିବା ଖାଦ୍ୟ ପାଇଁ ମୁଁ କୃଷକମାନଙ୍କୁ ସବୁବେଳେ ସମାନଙ୍କେ ପ୍ରାପ୍ଯ ଦଇେଛି। ଜମିର ୟିଏ ମାଲିକ, ତାହାଠାରୁ ଜମି ଛଡ଼ାଇ ନବୋକୁ ମୁଁ କବେେ ଚେଷ୍ଟା କରି ନାହିଁ।
ହିତୋପଦେଶ 22:22
ଦରିଦ୍ର ଲୋକଠାରୁ ଚୋରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସହେି ଦରିଦ୍ର ଲୋକମାନଙ୍କୁ ନ୍ଯାଯରୁ ବଞ୍ଚିତ କର ନାହିଁ।
ଯିରିମିୟ 22:3
ସଦାପ୍ରଭୁ କହନ୍ତି, ନ୍ଯାଯ ବିବଚେନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ଯାଯ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନ ରେ ନିର୍ଦ୍ ଦୋଷର ରକ୍ତପାତ କର ନାହିଁ।
ଯିରିମିୟ 22:13
ଯିହାୟୋକୀମ ଜଣେ ଅଧର୍ମୀ ରାଜା ଥିଲେ ୟିଏ କି ଅଧର୍ମ ରେ ଆପଣା ଗୃହ ଓ ଅନ୍ଯାଯ ରେ ଆପଣା କୋଠରୀମାନ ନିର୍ମାଣ କରେ, ୟିଏ ବିନା ମୂଲ୍ଯ ରେ ଆପଣା ପ୍ରତିବେଶୀକି ସବୋ କରାଏ ଓ ତାଙ୍କୁ କିଛି ବତନେ ଦିଏ ନାହିଁ।
ଯିହିଜିକଲ 22:29
ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ଯାଚାର କରନ୍ତି ଓ ଚୋରି କରନ୍ତି, ସମାନେେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସମାନେେ ବିଦେଶୀମାନଙ୍କୁ ସମାନଙ୍କେ ମଧିଅରେ ବସବାସ କରୁଥିବା ନ୍ଯାଯରୁ ବଞ୍ଚିତ କରି ଅତ୍ଯାଚାର କରନ୍ତି।
ମାର୍କଲିଖିତ ସୁସମାଚାର 10:19
କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡିକ ଜାଣିଛ: ହତ୍ଯା କର ନାହିଁ, ବ୍ଯଭିଗ୍ଭର କର ନାହିଁ, ଚୋରି କର ନାହିଁ, ମିଥ୍ଯା ସାକ୍ଷ୍ଯ ଦିଅ ନାହିଁ, ଠକ ନାହିଁ, ଆପଣା ବାପା ମାଆଙ୍କୁ ଆଦର କର।
ଯାତ୍ରା ପୁସ୍ତକ 22:8
କିନ୍ତୁ ଯଦି ଚୋର ଧରା ନପଡେ, ତବେେ ଗୃହସ୍ବାମୀ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେ ଅଛି କି ନାହିଁ, ଏହା ଜଣାୟିବା ନିମନ୍ତେ ସେ ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ।
ଯାତ୍ରା ପୁସ୍ତକ 22:24
ଏବଂ ଏଥି ରେ ଅଧିକ କୋରଧିତ ହବେି। ମୁଁ ତାକୁ ଏକ ଖଡ୍ଗ ରେ ହତ୍ଯା କରିବି। ଏହାପରେ ତୁମ୍ଭର ସ୍ତ୍ରୀ ବିଧବା ହବେ ଏବଂ ତୁମ୍ଭର ପିଲାମାନେ ଅନାଥ ହବେେ।
ଲୂକଲିଖିତ ସୁସମାଚାର 3:13
ଯୋହନ ସମାନଙ୍କେୁ କହିଲେ, ତୁମ୍ଭକୁ ଯେତିକି ନବୋକୁ ଆଦେଶ ଦିଆଯାଇଛି, ତା ଠାରୁ ଅଧିକ କର ଲୋକମାନଙ୍କ ଠାରୁ ନିଅ ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:6
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।
ଯାତ୍ରା ପୁସ୍ତକ 22:21
ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।
ଯାତ୍ରା ପୁସ୍ତକ 22:15
କିନ୍ତୁ ଯଦି ପଶୁ ନିକଟରେ ତା'ର ମୁନିବ ଥାଏ, ତବେେ ତା'ର ପଡ଼ୋଶୀକୁ କିଛି ଦବୋକୁ ନାହିଁ। କିମ୍ବା ଯଦି ତା'ର ପଡ଼ୋଶୀ ସହେି ପଶୁକୁ ବ୍ଯବହାର କରି ପଇସା ଦେଉଥାଏ, ତବେେ ତାକୁ ପଇସା ଦବୋକୁ ପଡିବ ନାହିଁ। ଯବେେ ସହେି ପଶୁଟି ମରିୟାଏ, ବ୍ଯବହାର ସମୟରେ ଯେତିକି ଅର୍ଥ ଦଇେଥିବ ତାହା ୟଥେଷ୍ଟ।
ଲେବୀୟ ପୁସ୍ତକ 6:3
କିମ୍ବା ହଜାଇଥିବା ଦ୍ରବ୍ଯ ପାଇଁ ସହେି ବିଷଯ ରେ ଅସତ୍ଯ ବ୍ଯବହାର କରେ ଓ ମିଥ୍ଯା କରି ଶପଥ କରେ, ଏହି ପ୍ରକାର ଯେ କୌଣସି କର୍ମ ରେ ମନୁଷ୍ଯ ପାପ କରେ,
ଯାତ୍ରା ପୁସ୍ତକ 22:13
ଯଦି କୌଣସି ବନ୍ଯ ଜନ୍ତୁ ତାକୁ ହତ୍ଯା କରେ, ଦବେେ ତାହା ଯଦି ସେ ପ୍ରମାଣ କରେ ତବେେ ତାକୁ ସହେି ପଶୁର ମୂଲ୍ଯ ଦବୋକୁ ପଡିବ ନାହିଁ।