ଲେବୀୟ ପୁସ୍ତକ 18:16 in Oriya

ଓଡିଆ ଓଡିଆ ବାଇବେଲ ଲେବୀୟ ପୁସ୍ତକ ଲେବୀୟ ପୁସ୍ତକ 18 ଲେବୀୟ ପୁସ୍ତକ 18:16

Leviticus 18:16
ତୁମ୍ଭେ ତୁମ୍ଭର ଭାତୃବଧୂ ସହିତ ୟୌନ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ଭାଇଙ୍କର ସ୍ତ୍ରୀ ଅଟେ। ତାହା ତୁମ୍ଭର ଭାଇ ପ୍ରତି ଅସମ୍ମାନ ହବେ।

Leviticus 18:15Leviticus 18Leviticus 18:17

Leviticus 18:16 in Other Translations

King James Version (KJV)
Thou shalt not uncover the nakedness of thy brother's wife: it is thy brother's nakedness.

American Standard Version (ASV)
Thou shalt not uncover the nakedness of thy brother's wife: it is thy brother's nakedness.

Bible in Basic English (BBE)
You may not have sex relations with your brother's wife, for she is your brother's.

Darby English Bible (DBY)
The nakedness of thy brother's wife shalt thou not uncover: it is thy brother's nakedness.

Webster's Bible (WBT)
Thou shalt not uncover the nakedness of thy brother's wife: it is thy brother's nakedness.

World English Bible (WEB)
"'You shall not uncover the nakedness of your brother's wife: it is your brother's nakedness.

Young's Literal Translation (YLT)
`The nakedness of thy brother's wife thou dost not uncover; it `is' thy brother's nakedness.

Thou
shalt
not
עֶרְוַ֥תʿerwater-VAHT
uncover
אֵֽשֶׁתʾēšetA-shet
the
nakedness
אָחִ֖יךָʾāḥîkāah-HEE-ha
brother's
thy
of
לֹ֣אlōʾloh
wife:
תְגַלֵּ֑הtĕgallēteh-ɡa-LAY
it
עֶרְוַ֥תʿerwater-VAHT
is
thy
brother's
אָחִ֖יךָʾāḥîkāah-HEE-ha
nakedness.
הִֽוא׃hiwheev

Cross Reference

ଲେବୀୟ ପୁସ୍ତକ 20:21
ଯଦି କହେି ଭାତୃବଧୂକୁ ବିବାହ କରେ, ଏହା ଗୋଟିଏ ଅଶୁଦ୍ଧ କାର୍ୟ୍ଯ ଅଟେ, ସେ ତାଙ୍କର ଭାଇଙ୍କୁ ଅସମ୍ମାନ କରିଥାଏ। ସହେି ସ୍ତ୍ରୀ ତା'ର ଭାଇର ଅଟେ। ସମାନଙ୍କେର ସନ୍ତାନ ଜନ୍ମ ହବେ ନାହିଁ।

ଦିତୀୟ ବିବରଣ 25:5
ଯଦି ଦକ୍ସ୍ଟଇଭାଇ ଏକତ୍ର ବାସ କରୁଥାନ୍ତି, ଯଦି ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ମ ରେ ଓ ତାହାର ସନ୍ତାନ ନ ଥାଏ, ତବେେ ସହେି ମୃତ ଲୋକର ସ୍ତ୍ରୀ ବାହାରର କୌଣସି ଲୋକକୁ ବିବାହ କରିବ ନାହିଁ। ତା'ର ଅନ୍ୟ ଭାଇଜଣକ ତାକକ୍ସ୍ଟ ବିବାହ କରି ରହିବ ଓ ତାହା ସହିତ ସହବାସ କରିବ।

ମାଥିଉଲିଖିତ ସୁସମାଚାର 22:24
ସମାନେେ କହିଲେ, ହେ ଗୁରୁ, ମାଶାେ ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନଥାଇ ମରିଯାଏ, ତବେେ ତାର ଭାଇ ତାର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସମାନେେ ସନ୍ତାନ ଜନ୍ମ କରିବେ।

ମାର୍କଲିଖିତ ସୁସମାଚାର 12:19
ସମାନେେ କହିଲେ, ଗୁରୁ, ମାଶାେ ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନଥାଇ ମରି ଯାଏ, ତବେେ ତା'ର ଭାଇର ସହେି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା' ହେଲେ ସହେି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରିପାରିବ।

ମାଥିଉଲିଖିତ ସୁସମାଚାର 14:3
ଏହି ସମୟ ପୂର୍ବରୁ େ ହରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳି ରେ ବାନ୍ଧି କାରାଗାର ରେ ନିକ୍ଷପେ କରିଥିଲେ। ସେ େ ହରୋଦିଆଙ୍କ ଅନୁ ରୋଧକ୍ରମେ ଏକଥା କରିଥିଲେ। ହରେୋଦିଆ ହରେୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ।

ମାର୍କଲିଖିତ ସୁସମାଚାର 6:17
ନିଜେ େ ହରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ଯମାନଙ୍କୁ ଆଦେଶ ଦଇେଥିଲେ। ଯୋହନଙ୍କୁ କାରାଗାର ରେ ରଖାଯାଇଥିଲା। େ ହରୋଦ ତାହାଙ୍କ ସ୍ତ୍ରୀ େ ହରୋଦିଆଙ୍କୁ ଖୁସି କରିବା ପାଇଁ ଏହା କରିଥିଲେ। ପ୍ରଥମେ େ ହରୋଦିଆ େ ହରୋଦଙ୍କ ଭାଇ ଫିଲିପ୍ସଙ୍କ ସ୍ତ୍ରୀ ଥିଲେ। ପରେ େ ହରୋଦ ତାହାଙ୍କୁ ବିବାହ କରିଥିଲେ।

ଲୂକଲିଖିତ ସୁସମାଚାର 3:19
ସାମନ୍ତରାଜା ହରେୋଦ ନିଜ ଭାଇର ସ୍ତ୍ରୀ େ ହରୋଦିଆଙ୍କ ସହିତ ଅନୁଚିତ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତକେ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ।