ଯିରିମିୟଙ୍କ ବିଳାପ 5:8 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟଙ୍କ ବିଳାପ ଯିରିମିୟଙ୍କ ବିଳାପ 5 ଯିରିମିୟଙ୍କ ବିଳାପ 5:8

Lamentations 5:8
ଦାସମାନେ ଆମ୍ଭମାନଙ୍କର ଶାସକ ହାଇେଛନ୍ତି। ସମାନଙ୍କେ ହସ୍ତରୁ ଉଦ୍ଧାର କରିବାକୁ କହେି ନାହିଁ।

Lamentations 5:7Lamentations 5Lamentations 5:9

Lamentations 5:8 in Other Translations

King James Version (KJV)
Servants have ruled over us: there is none that doth deliver us out of their hand.

American Standard Version (ASV)
Servants rule over us: There is none to deliver us out of their hand.

Bible in Basic English (BBE)
Servants are ruling over us, and there is no one to make us free from their hands.

Darby English Bible (DBY)
Bondmen rule over us: there is no deliverer out of their hand.

World English Bible (WEB)
Servants rule over us: There is none to deliver us out of their hand.

Young's Literal Translation (YLT)
Servants have ruled over us, A deliverer there is none from their hand.

Servants
עֲבָדִים֙ʿăbādîmuh-va-DEEM
have
ruled
over
מָ֣שְׁלוּmāšĕlûMA-sheh-loo
us:
there
is
none
בָ֔נוּbānûVA-noo
deliver
doth
that
פֹּרֵ֖קpōrēqpoh-RAKE
us
out
of
their
hand.
אֵ֥יןʾênane
מִיָּדָֽם׃miyyādāmmee-ya-DAHM

Cross Reference

ଯିଖରିୟ 11:6
ସଦାପ୍ରଭୁ ଏହିକଥା କହିଲେ, ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦଖାଇବୋ ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ତାଙ୍କର ପ୍ରତିବେଶୀ ଓ ତାଙ୍କ ରାଜାଙ୍କ ହସ୍ତ ରେ ହସ୍ତାନ୍ତର କରିବା। ସମାନେେ ତାଙ୍କର ଦେଶକୁ ଧ୍ବଂସ କରିବେ। ଆମ୍ଭେ ସମାନଙ୍କେୁ ସମାନଙ୍କେ ଶକ୍ତିରୁ ରକ୍ଷା କରିବା ନାହିଁ।

ନିହିମିୟା 5:15
ମାତ୍ର ମାରେ ପୂର୍ବାବର୍ତ୍ତୀ ଦଶାେଧ୍ଯକ୍ଷମାନଙ୍କ ବ୍ଯଯଭାର ଲୋକମାନଙ୍କୁ ବହିବାକୁ ପଡିଲା। ଆଉ ସମାନେେ ଗ୍ଭଳିଶ ଶକେଲ ରେ ୗପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କବଳେ ତାହା ନୁହେଁ, ସମାନଙ୍କେ ଦାସମାନେ ଲୋକମାନଙ୍କ ଉପରେ କତ୍ତୁର୍ତ୍ବ କଲେ। ମାତ୍ର ପରମେଶ୍ବରଙ୍କ ପ୍ରତି ଭୟ ସକାଶୁ ମୁଁ ସପରେି କଲିନାହିଁ।

ହିତୋପଦେଶ 30:22
ଦାସର ଭାର ଯେତବେେଳେ ସେ ରାଜତ୍ବ କରେ, ମୂର୍ଖର ଭାର ଯେତବେେଳେ ସେ ଆହାର ରେ ପରିତୃପ୍ତ।

ଗୀତସଂହିତା 7:2
ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ।

ହୋଶେୟ 2:10
ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦବୋ। ତା'ର ଉଲଗ୍ନ ଶରୀର ତା'ର ପ୍ ରମେିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତା'କୁ କହେି ରକ୍ଷା କରିପାରିବେ ନାହିଁ।

ଯିଶାଇୟ 43:13
ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ବର ହାଇେ ରହିବୁ। ଆମ୍ଭେ ଯାହା କରିବୁ କହେି ତାହା ଅନ୍ୟଥା କରିପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କହେି ହେଲେ ଅନ୍ୟଜଣକୁ ରକ୍ଷା କରିପାରିବ ନାହିଁ।

ଗୀତସଂହିତା 50:22
ହେ ଲୋକମାନେ ତୁମ୍ଭେ ପରମେଶ୍ବରଙ୍କୁ ଭୁଲି ୟାଇଛ। ତଣେୁ ତୁମ୍ଭମାନେେ ଭଲଭାବେ ବୁଝିବା ଉଚିତ୍ ୟେ ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦବେି। ୟଦି ତାହା ଘଟେ ତବେେ ତୁମ୍ଭକୁ କୌଣସି ବ୍ଯକ୍ତି ଉଦ୍ଧାର କରିପାରିବେ ନାହିଁ।

ଆୟୁବ ପୁସ୍ତକ 10:7
ତୁମ୍ଭେ ତ ଜାଣ ମୁଁ ନିର୍ଦ୍ ଦୋଷ। କିନ୍ତୁ ତୁମ୍ଭ ହାତରୁ ମାେତେ କହେି ଉଦ୍ଧାର କରିପାରିବେ ନାହିଁ।

ଆୟୁବ ପୁସ୍ତକ 5:4
ତା'ର ସନ୍ତାନମାନଙ୍କୁ ସାହାୟ୍ଯ କରିବାକୁ କହେି ନ ଥିଲେ। ସମାନଙ୍କେୁ ଦରବାର ରେ କହେି ପକ୍ଷସମର୍ଥନ କଲନୋହିଁ।

ନିହିମିୟା 2:19
କନ୍ତୁ ହୋରୋଣୀଯ ସନ୍ବଲ୍ଲଟ୍ ଓ ଅେମ୍ମାନୀୟ ଟୋବିୟ ଓ ଆରବୀଯ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସମାନେେ କହିଲେ, ତୁମ୍ଭମାନେେ କ'ଣ ଏ କି କାର୍ୟ୍ଯ କରୁଅଛ? ତୁମ୍ଭମାନେେ କ'ଣ ରାଜଦ୍ରୋହ କରୁଛ?

ଦିତୀୟ ବିବରଣ 28:43
ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବା ବିଦେଶୀମାନେ ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ଶକ୍ତିଶାଳୀ ହବେେ। ତୁମ୍ଭମାନେେ ଯେଉଁ ଶକ୍ତିର ଅଧିକାରୀ ହାଇେଥିବ, ତାହା ଲୋପ ପାଇବ।

ଆଦି ପୁସ୍ତକ 9:25
ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।