Lamentations 5:6
ଆମ୍ଭମାନେେ ଖାଦ୍ୟ ରେ ତୃପ୍ତ ହବୋ ନିମନ୍ତେ, ମିଶରୀଯ ଓ ଅଶୂରୀଯମାନଙ୍କ ସହିତ ଚୁକ୍ତିବଦ୍ଧ ହାଇେଅଛୁ।
Lamentations 5:6 in Other Translations
King James Version (KJV)
We have given the hand to the Egyptians, and to the Assyrians, to be satisfied with bread.
American Standard Version (ASV)
We have given the hand to the Egyptians, And to the Assyrians, to be satisfied with bread.
Bible in Basic English (BBE)
We have given our hands to the Egyptians and to the Assyrians so that we might have enough bread.
Darby English Bible (DBY)
We have given the hand to Egypt, [and] to Asshur, to be satisfied with bread.
World English Bible (WEB)
We have given the hand to the Egyptians, To the Assyrians, to be satisfied with bread.
Young's Literal Translation (YLT)
`To' Egypt we have given a hand, `To' Asshur, to be satisfied with bread.
| We have given | מִצְרַ֙יִם֙ | miṣrayim | meets-RA-YEEM |
| the hand | נָתַ֣נּוּ | nātannû | na-TA-noo |
| Egyptians, the to | יָ֔ד | yād | yahd |
| Assyrians, the to and | אַשּׁ֖וּר | ʾaššûr | AH-shoor |
| to be satisfied | לִשְׂבֹּ֥עַֽ | liśbōʿa | lees-BOH-ah |
| with bread. | לָֽחֶם׃ | lāḥem | LA-hem |
Cross Reference
ହୋଶେୟ 12:1
ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।
ହୋଶେୟ 9:3
ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।
ହୋଶେୟ 7:11
ତେଣୁ ଇଫ୍ରଯିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ୟାଇଛି। ତା'ର ଲୋକମାନେ ମିଶରକୁ ସାହାୟ୍ଯ ଭିକ୍ଷା କଲେ ଓ ଅଶୂରକୁ ସାହାୟ୍ଯ ପାଇଁ ଗଲେ।
ହୋଶେୟ 5:13
ଇଫ୍ରଯିମ ତା'ର ପୀଡିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। ସମାନେେ ସହେି ମହାରାଜାଙ୍କୁ ସମାନଙ୍କେର ସମସ୍ଯା ଜଣାଇଲେ। କିନ୍ତୁ ରାଜା ସମାନଙ୍କେୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସମାନଙ୍କେର କ୍ଷତଗୁଡିକୁ ଆରୋଗ୍ୟ କରିପାରିବେ ନାହିଁ।
ଯିହିଜିକଲ 17:18
କିନ୍ତୁ ସେ ରକ୍ଷା ପାଇବ ନାହିଁ। କାରଣ ସେ ଚୁକ୍ତି ଭଙ୍ଗ କରି ଶପଥ ତୁଚ୍ଛ କରିଅଛି। ସେ ଏସବୁ କରିଅଛି ଏବଂ ଦଣ୍ଡରୁ ପଳାଇ ୟାଇପାରିବ ନାହିଁ।
ଯିରିମିୟ 50:15
ବାବିଲର ଚତୁର୍ଦ୍ଦିଗ ରେ ବିଜଯର ସିଂହନାଦ କର, ସେ ନିଜକୁ ସମର୍ପଣ କରିଅଛି। ତାହାର ସମସ୍ତ ଗଡ଼ ପତିତ ହାଇେଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହାଇେଅଛି। କାରଣ ଏହା ସଦାପ୍ରଭୁଙ୍କ ଦ୍ବାରା ଦଯେ ପ୍ରତିଶାଧେ। ତାହାଠାରୁ ପ୍ରତି ଶାଧେ ନିଅ। ସେ ଯେପରି କରିଅଛି, ତାହା ପ୍ରତି ସହେିପରି କର।
ଯିରିମିୟ 44:12
ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶ ରେ ପ୍ରବାସ କରିବା ପାଇଁ ସଠାେକୁ ୟିବା ଲାଗି ଆଗ୍ରହୀ ହାଇେଅଛନ୍ତି, ଆମ୍ଭେ ସମାନଙ୍କେୁ ଧରିବା। ସମାନେେ ସମସ୍ତେ ଲୁପ୍ତ ହବେେ, ମିଶର ଦେଶ ରେ ପତିତ ହବେେ। ଖଡ୍ଗ ଓ ଦୁର୍ଭିକ୍ଷ ରେ ସମାନେେ ଲୁପ୍ତ ହବେେ। କ୍ଷୁଦ୍ର ଓ ମହାନ୍ ସମସ୍ତେ ଖଡ୍ଗ ଓ ଦୁର୍ଭିକ୍ଷ ରେ ମରିବେ। ଆଉ ସମାନେେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖ ରେ ଅଭିଶାପ, ବିସ୍ମଯ, ଶାପ ଓ ନିନ୍ଦାର ପାତ୍ର ହବେେ।
ଯିରିମିୟ 2:36
ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।
ଯିରିମିୟ 2:18
ଆଉ ଏବେ ଶୀହାରରେ ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ ?
ଯିଶାଇୟ 57:9
ତୁମ୍ଭେ ତୈଳ ନଇେ ରାଜା ନିକଟକୁ ୟାଇଅଛ ଓ ନିଜର ସୁଗନ୍ଧି ଦ୍ରବ୍ଯ ବୃଦ୍ଧି କରିଅଛ। ତୁମ୍ଭେ ଦୂର ଦେଶକୁ ନିଜର ଦୂତଗଣଙ୍କୁ ପଠାଇଅଛ ଓ ନିଜକୁ ପାତାଳ ପର୍ୟ୍ଯନ୍ତ ମୃତ୍ଯୁର ସ୍ଥାନ ହତଗର୍ବ କରିଛ।
ଯିଶାଇୟ 31:1
ମିଶରକୁ ସାହାୟ୍ଯ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସମାନେେ ଅଶ୍ବମାନଙ୍କ ଉପ ରେ ନିର୍ଭର କରନ୍ତି। ସମାନେେ ଆଶା କରନ୍ତି ଅଶ୍ବଗଣ ସମାନଙ୍କେୁ ରକ୍ଷା କରିବେ। ଆଉ ମଧ୍ଯ ସମାନେେ ଭାବନ୍ତି ଅତ୍ଯଧିକ ରଥ ଓ ବହୁ ବଳବାନ ଅଶ୍ବାରୋହୀ ସୈନ୍ଯ ଥିବାରୁ ସମାନେେ ସୁରକ୍ଷିତ। ସମାନେେ ଇଶ୍ରାୟେଲର ପବିତ୍ରତା ପ୍ରତି ବିଶ୍ବାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ବଷେଣ କରନ୍ତି ନାହିଁ। ତେଣୁ ସମାନେେ ସନ୍ତାପର ପାତ୍ର।
ଯିଶାଇୟ 30:1
ସଦାପ୍ରଭୁ କହିଲେ, ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସମାନେେ ମନ୍ତ୍ରଣା କରନ୍ତି ମାତ୍ର ସାହାୟ୍ଯ ଚାହାଁନ୍ତି ନାହିଁ। ସମାନେେ ପାପ ଉପ ରେ ପାପ କରି ଚାଲନ୍ତି ମାତ୍ର ମାରେ ଆତ୍ମା ଦ୍ବାରା ନୁହେଁ। ତେଣୁ ସମାନେେ ସନ୍ତାପର ପାତ୍ର।
ଦିତୀୟ ରାଜାବଳୀ 10:15
ଏହାପରେ ଯହେୂ ସଠାରୁେ ପ୍ରସ୍ଥାନ କଲା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହାନୋଦବଙ୍କୁ ଭଟେିଲେ। ସେ ଯିହାନୋଦବଙ୍କୁ ସ୍ବାଗତ କରି ପଚାରିଲେ, ତୁମ୍ଭେ ମାରେ ବିଶ୍ବସ୍ତ ବନ୍ଧୁ କି? ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ବସ୍ତ?
ଆଦି ପୁସ୍ତକ 24:2
ଅବ୍ରହାମଙ୍କର ପୁରୁଣା ଚାକର ଅବ୍ରହାମଙ୍କର ପ୍ରେତ୍ୟକକ ଦ୍ରବ୍ଯର ଦାଯିତ୍ବ ରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, ମାରେ ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।