ଯିରିମିୟଙ୍କ ବିଳାପ 3:7 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟଙ୍କ ବିଳାପ ଯିରିମିୟଙ୍କ ବିଳାପ 3 ଯିରିମିୟଙ୍କ ବିଳାପ 3:7

Lamentations 3:7
ସଦାପ୍ରଭୁ ମାେତେ ଭାରି ଶୃଙ୍ଖଳ ରେ ବାନ୍ଧି ଭିତ ରେ ଅବରୁଦ୍ଧ କରିଅଛନ୍ତି, ଫଳ ରେ ମୁଁ ବାହାରି ୟାଇପାରିବି ନାହିଁ।

Lamentations 3:6Lamentations 3Lamentations 3:8

Lamentations 3:7 in Other Translations

King James Version (KJV)
He hath hedged me about, that I cannot get out: he hath made my chain heavy.

American Standard Version (ASV)
He hath walled me about, that I cannot go forth; he hath made my chain heavy.

Bible in Basic English (BBE)
He has put a wall round me, so that I am not able to go out; he has made great the weight of my chain.

Darby English Bible (DBY)
He hath hedged me about that I cannot get out: he hath made my chain heavy.

World English Bible (WEB)
He has walled me about, that I can't go forth; he has made my chain heavy.

Young's Literal Translation (YLT)
He hath hedged me about, and I go not out, He hath made heavy my fetter.

He
hath
hedged
גָּדַ֧רgādarɡa-DAHR
me
about,
בַּעֲדִ֛יbaʿădîba-uh-DEE
that
I
cannot
וְלֹ֥אwĕlōʾveh-LOH
out:
get
אֵצֵ֖אʾēṣēʾay-TSAY
he
hath
made
my
chain
הִכְבִּ֥ידhikbîdheek-BEED
heavy.
נְחָשְׁתִּֽי׃nĕḥoštîneh-hohsh-TEE

Cross Reference

ଆୟୁବ ପୁସ୍ତକ 19:8
ପରମେଶ୍ବର ମାରେ ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମାରେ ବାଟକୁ ଅନ୍ଧକାର ରେ ବୁଡ଼ାଇ ରଖିଛନ୍ତି।

ଆୟୁବ ପୁସ୍ତକ 3:23
କିନ୍ତୁ ପରମେଶ୍ବର ସମାନଙ୍କେର ଭବିଷ୍ଯତକୁ ଗୋପନ ରଖନ୍ତି ଏବଂ ସହେିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।

ଯିରିମିୟ 38:6
ଏଣୁ ସମାନେେ ଯିରିମିୟଙ୍କୁ ନଇେ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲିଯ ରାଜପୁତ୍ରର କୂପ ରେ ପକାଇ ଦେଲେ। ସମାନେେ ରଜ୍ଜୁ ରେ ଯିରିମିୟଙ୍କୁ କୂପ ମଧ୍ଯକୁ ଓହ୍ଲାଇ ଦେଲେ। ପୁଣି ସହେି କୂପ ରେ ଜଳ ନ ଥିଲା, କବଳେ ପଙ୍କ ଥିଲା। ଯିରିମିୟ ସହେି ପଙ୍କ ରେ ନିମଗ୍ନ ହେଲେ।

ଗୀତସଂହିତା 88:8
ମାରେ ବନ୍ଧୁମାନେ ମାେତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସମାନେେ ମାଠାରୁେ ଦୂରଇେ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ୟାଇପାରିବି ନାହିଁ।

ହୋଶେୟ 2:6
ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ବାରା ଅବ ରୋଧ କରିବା। ତା'ର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳ ରେ ସେ ଆଉ ପଥ ପାଇବ ନାହିଁ।

ଦାନିଏଲ 9:12
ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସମାନଙ୍କେ ବିରୁଦ୍ଧ ରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ୟିରୁଶାଲମ ପରି ଦୁଃଖ ଭୋଗ କରିନାହିଁ।

ଯିରିମିୟଙ୍କ ବିଳାପ 5:5
ଆମ୍ଭମାନଙ୍କ ସ୍କନ୍ଧ ରେ ବଳପୂର୍ବକ ୟୁଆଳି ରଖା ୟାଇଛି। ଆମ୍ଭମାନେେ କ୍ଲାନ୍ତ ହାଇେଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।

ଯିରିମିୟଙ୍କ ବିଳାପ 3:9
ସେ ପଥରଦ୍ବାରା ମାରେ ପଥ ଅବରୋଧ କରିଅଛନ୍ତି ଓ ମାରେ ପଥକୁ ଜଟିଳ କରିଅଛନ୍ତି।

ଯିରିମିୟଙ୍କ ବିଳାପ 1:14
ମାରେ ପାପରୂପୀ ୟୁଆଳି ସଦାପ୍ରଭୁଙ୍କ ହସ୍ତ ରେ ବନ୍ଧା ୟାଇଅଛି। ସଦାପ୍ରଭୁଙ୍କ ସହେି ୟୁଆଳି ମାେ ସ୍କନ୍ଧ ଉପରକୁ ଆସିଅଛି, ସେ ମାେତେ ସମ୍ପୁର୍ଣ୍ଣ ଦୁର୍ବଳ କରିଦଇେଛନ୍ତି। ଯେଉଁମାନଙ୍କ ବିରୁଦ୍ଧ ରେ ମୁଁ ଠିଆ ହାଇପୋରିବି ନାହିଁ, ସମାନଙ୍କେ ହସ୍ତ ରେ ସଦାପ୍ରଭୁ ମାେତେ ସମର୍ପଣ କରିଛନ୍ତି।

ଯିରିମିୟ 40:4
ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ବୁକ୍ତ କଲି। ଯଦି ତୁମ୍ଭେ ମାେ ସହିତ ବାବିଲ ୟିବାକୁ ଇଚ୍ଛା କରୁଛ, ତବେେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନବେି। ଯଦି ତୁମ୍ଭେ ମାେ ସହିତ ୟିବାକୁ ଇଚ୍ଛା ନ କରୁଛ, ତବେେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେ କୌଣସି ସ୍ଥାନକୁ ୟିବାକୁ ଭଲ ମନେ କରୁଛ, ସଠାେକୁ ୟାଅ।