ବିଚାରକର୍ତାମାନଙ୍କ ବିବରଣ 6

1 ପକ୍ସ୍ଟଣିଥରେ ଇଶ୍ରାୟେଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବଚେନା କଲେ। ତେଣୁ ସଦାପ୍ରଭୁ ସାତବର୍ଷ ପାଇଁ ମିଦିଯନୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।

2 ମିଦିଯନୀଯମାନେ ବହକ୍ସ୍ଟ ପରାକ୍ରମଶାଳୀ ହେଲେ ଏବଂ ସମାନେେ ଇଶ୍ରାୟେଲର ଲୋକମାନଙ୍କର ବିରୋଧି ହାଇଗେଲେ। ଯେଉଁଥି ପାଇଁ ଇଶ୍ରାୟେଲ ସନ୍ତାନଗଣ ପର୍ବତ ଫାଟକରେ ଗକ୍ସ୍ଟମ୍ଫା ରେ ଓ ନିରାପଦ ସ୍ଥାନମାନଙ୍କ ରେ ଲକ୍ସ୍ଟଚି ରହିଲେ।

3 ସମାନେେ ଏହିପରି କଲେ, କାରଣ ମିଦିଯନୀଯ ଓ ଅମାଲକେୀଯ ଓ ପୂର୍ବ ଦେଶିଯ ଗୋଷ୍ଠୀମାନେ ସର୍ବଦା ଆସି ସମାନଙ୍କେର ଫସଲ ନଷ୍ଟ କରି ଦେଉଥିଲେ।

4 ସମାନେେ ଛାଉଣୀ ସ୍ଥାପନ କରି ଘାସା ପର୍ୟ୍ଯନ୍ତ ଭୂମିଜାତ ଶସ୍ଯାଦି ବିନାଶ କରନ୍ତି। ଇଶ୍ରାୟେଲର ଲୋକମାନଙ୍କର ଖାଇବା ପାଇଁ କିଛି ଛାଡିଲେ ନାହିଁ। ଏପରିକି ସମାନେେ ମଷେ, ଗୋରୁ କିମ୍ବା ଗଧ କିଛି ଛାଡିଲେ ନାହିଁ।

5 ସମାନେେ ପଙ୍ଗପାଳର ଦଳପରି ସମାନଙ୍କେର ତମ୍ବୁ ଓ ପଶକ୍ସ୍ଟଗକ୍ସ୍ଟଡିକ ସହିତ ଅଧିକ ସଂଖ୍ଯା ରେ ଆସିଲେ। ସମାନେେ ଓ ସମାନଙ୍କେର ଓଟଗକ୍ସ୍ଟଡିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ।

6 ଇଶ୍ରାୟେଲ ସନ୍ତାନଗଣ ବହକ୍ସ୍ଟତ ଗରିବ ହାଇଗେଲେ। କାରଣ ଏହି ମିଦିଯନୀଯମାନଙ୍କ ପାଇଁ। ତେଣୁ ଇଶ୍ରାୟେଲ ସନ୍ତାନଗଣ ସାହାର୍ୟ୍ଯ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

7 ମିଦିଯନୀଯ ଲୋକମାନେ ସମାନଙ୍କେୁ ଏତେ କଷ୍ଟ ଦେଲେ ଯେ, ଇଶ୍ରାୟେଲ ଲୋକମାନେ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କୁ ଡାକିଲେ।

8 ତେଣୁ ସଦାପ୍ରଭୁ ଏକ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ପ୍ ରରଣେ କଲେ। ସହେି ଭବିଷ୍ଯଦ୍ବକ୍ତା ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲି ଓ ଦାସତ୍ବରକ୍ସ୍ଟ ମୁ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲି।

9 ମୁ ତୁମ୍ଭକୁ ଶକ୍ତିଶାଳୀ ମିଶରୀଯମାନଙ୍କଠାରକ୍ସ୍ଟ ଉଦ୍ଧାର କଲି। ମୁ ତୁମ୍ଭମାନଙ୍କୁ ସହେିମାନଙ୍କଠାରକ୍ସ୍ଟ ରକ୍ଷା କଲି। ଯେଉଁମାନେ ତୁମ୍ଭକୁ କିଣାନ ରେ ଉପଦ୍ରବ କଲେ। ମୁ ସମାନଙ୍କେୁ ସମାନଙ୍କେର ଦେଶରକ୍ସ୍ଟ ଘଉଡାଇ ଦଲେି ଓ ସହେି ଦେଶ ତୁମ୍ଭକୁ ଦଲେି।'

10 ମୁ ତୁମ୍ଭମାନଙ୍କୁ କହିଲି, 'ମୁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଇମାରେୀୟଙ୍କ ଦବେତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶ ରେ ତୁମ୍ଭମାନେେ ବାସ କରୁଛ। ମାତ୍ର ତୁମ୍ଭମାନେେ ମାରେ କଥା ଶକ୍ସ୍ଟଣିଲ ନାହିଁ।

11 ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।

12 ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗ ରେ ଦର୍ଶନ ଦେଲେ ଓ କହିଲେ, ହେ ମହାବିକ୍ରମଶାଳି ଲୋକ ସଦାପ୍ରଭୁ ତକ୍ସ୍ଟମ୍ଭ ସଙ୍ଗେ ଅଛନ୍ତି।

13 ଏହାପରେ ଗିଦ୍ଦିଯୋନ୍ ତାଙ୍କୁ କହିଲେ, ହେ ପ୍ରଭକ୍ସ୍ଟ, ମୁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି। ତବେେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରକ୍ସ୍ଟ ଉଦ୍ଧାର କରି ନାହାଁନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗ ରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ୟ୍ଯକଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ଯାଗ କରି ଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିଯନୀଯର ହସ୍ତ ରେ ସମର୍ପଣ କର ଅଛନ୍ତି।

14 ତା'ପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଅନାଇଲେ ଏବଂ କହିଲେ, ତୁମ୍ଭର ନିଜର ଶକ୍ତିକକ୍ସ୍ଟ ବ୍ଯବହାର କର। ୟାଅ ଏବଂ ମିଦିଯନ ହସ୍ତରକ୍ସ୍ଟ ଇଶ୍ରାୟେଲର ଲୋକମାନଙ୍କୁ ରକ୍ଷା କର। ମୁ ତୁମ୍ଭମାନଙ୍କୁ ଏହି ଅଭିୟାନ ରେ ପଠାଉଛି।

15 କିନ୍ତୁ ଗିଦ୍ଦିୟୋନ ତାଙ୍କୁ କହିଲେ, ହେ ମାରେ ସଦାପ୍ରଭୁ, ମୁ କିପରି ଇଶ୍ରାୟେଲକକ୍ସ୍ଟ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧିଅରେ ମାରେ ପରିବାର ସବୁଠାରକ୍ସ୍ଟ ଦୁର୍ବଳ ଏବଂ ମାରେପରିବାର ମଧିଅରେ ମୁ ସବୁଠାରକ୍ସ୍ଟ ସାନ।

16 ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଉତ୍ତର ଦେଲେ, ମୁ ତକ୍ସ୍ଟମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିଯନୀଯମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣଙ୍କ ସହିତ ୟକ୍ସ୍ଟଦ୍ଧ କରୁଛ।

17 ଏହିପରେ ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଯଦି ତୁମ୍ଭେ ମାେ' ପ୍ରତି ସନ୍ତକ୍ସ୍ଟଷ୍ଟ, ତବେେ ମାେତେ ପ୍ରମାଣ ଦିଅ ଯେ ଏହା ପ୍ରକୃତ ରେ ତୁମ୍ଭେ ମାେ ସହିତ କଥାବାର୍ତ୍ତା ହେଉଛନ୍ତି।

18 ମୁ ପ୍ରାର୍ଥନା କରୁଛି ଯେ, ମୁ ଆପଣାର ନବୈେଦ୍ଯ ଆଣି ଆପଣଙ୍କ ସମ୍ମକ୍ସ୍ଟଖ ରେ ନରଖିବା ପର୍ୟ୍ଯନ୍ତ ଏହି ସ୍ଥାନରକ୍ସ୍ଟ ପ୍ରସ୍ଥାନ କରିବ ନାହିଁ।

19 ତେଣୁ ଗିଦ୍ଦିୟୋନ ଭିତରକକ୍ସ୍ଟ ୟାଇ ଏକ ଛାଗବତ୍ସକକ୍ସ୍ଟ ରାନ୍ଧିଲା। ଏକ କୋଡିଏ ପାଉଣ୍ତ ମଇଦାର ତାଡୀଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲେ, ଗିଦ୍ଦିୟୋନ ମାଂସକକ୍ସ୍ଟ ଗୋଟିଏ ଝକ୍ସ୍ଟଡି ରେ ଓ ଝୋଳକକ୍ସ୍ଟ ଅନ୍ୟ ପାତ୍ର ରେ ରଖିଲେ, ଏହିଗକ୍ସ୍ଟଡିକ ଆଣି ଆଲୋନ୍ ବୃକ୍ଷ ନିକଟରେ ରଖିଥିଲେ।

20 ପରମେଶ୍ବରଙ୍କର ଦୂତ ଗିଦ୍ଦିୟୋନକକ୍ସ୍ଟ କହିଲେ, ଏହି ତାଡିଶୂନ୍ଯ ପିଠାସବୁ ଏହି ମାଂସ ନଇେ ସହେି ପଥର ଉପରେ ରଖ ଓ ତା' ଉପରେ ଝୋଳ ଢାଳ। ତାଙ୍କୁ ଯେପରି କରିବାକୁ କକ୍ସ୍ଟହାଗଲା, ସେ ସହେିପରି କଲେ।

21 ଏହାପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତ ରେ ଥିବା ୟଷ୍ଟିର ଅଗ୍ର ବଢାଇ ସହେି ମାଂସ ଓ ତାଡିଶୂନ୍ଯ ରୋଟୀକକ୍ସ୍ଟ ସ୍ପର୍ଶ କଲେ। ଏହାପରେ ପଥରରକ୍ସ୍ଟ ଅଗ୍ନି ବାହାରିଲା ଏବଂ ତା ଉପରେ ଥିବା ମାଂସ ଓ ପିଠା ସଂପୂର୍ଣ୍ଣ ପୋଡି଼ଗଲା। ତା'ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ଯ ହାଇଗେଲେ।

22 ଏହାପରେ ଗିଦ୍ଦିୟୋନ ହୃଦଯଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦ୍ଦିୟୋନ ଚିତ୍କାର କଲେ, ହେ ସର୍ବଶକ୍ତିମାନ ପରମେଶ୍ବର, ମାରେପ୍ରଭକ୍ସ୍ଟ, ମୁ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ ମକ୍ସ୍ଟହାଁ ମକ୍ସ୍ଟହିଁ ଦେଖିଛି!

23 କିନ୍ତୁ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ଶାନ୍ତ ହକ୍ସ୍ଟଅ! ଭୟ ନ କର! ତୁମ୍ଭର ମୃତକ୍ସ୍ଟ୍ଯ ହବେ ନାହିଁ!

24 ତେଣୁ ଗିଦ୍ଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ସେ ସହେି ସ୍ଥାନର ନାମ ଦେଲେ, ସଦାପ୍ରଭୁ ମଙ୍ଗଳ ସ୍ବରୂପ। ସହେି ୟଜ୍ଞବଦେୀ ଏବେ ବି ଆଫ୍ରା ରେ ଅଛି। ଯେଉଁଠା ରେ ଅବୀଯେଷ୍ରୀଯମାନେ ବାସ କରୁଥିଲେ, ଆଫ୍ର ହେଉଛି ସହେି ସ୍ଥାନ।

25 ସହେିଦିନ ରାତ୍ରି ରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ପିତାଙ୍କର ଏକ ଷଣ୍ତ, ଯାହାକକ୍ସ୍ଟ ସାତବର୍ଷ ହାଇେଛି ତାକକ୍ସ୍ଟ ନିଅ। ତକ୍ସ୍ଟମ୍ଭ ପିତାଙ୍କର ବାଲ୍ ଦବେତା ନିମନ୍ତେ ଥିବା ୟଜ୍ଞବଦେୀ ଭାଙ୍ଗି ପକାଅ। ସହେି ବଦେୀ ନିକଟରେ ଥିବା ଆଶରୋର ମୃର୍ତ୍ତିକକ୍ସ୍ଟ କାଟି ପକାଅ।

26 ଏହାପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ୟଜ୍ଞବଦେୀ ନିର୍ମାଣ କର। ଏହି ୟଜ୍ଞବଦେୀକକ୍ସ୍ଟ ଉଚ୍ଚାସ୍ଥାନ ରେ ନିର୍ମାଣ କର। ସହେି ଷଣ୍ତଟିକକ୍ସ୍ଟ ହୋମବଳୀରୂପେ ସହେି ୟଜ୍ଞବଦେୀ ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହାମବେଳି ଦଗ୍ଧ କରିବା ପାଇଁ ସହେି ୟଜ୍ଞବଦେୀ ନିକଟରେ ଥିବା ଆଶରୋ ସ୍ତମ୍ବର କାଠକକ୍ସ୍ଟ ବ୍ଯବହାର କର।

27 ତେଣୁ ଗିଦ୍ଦିୟୋନ ତାଙ୍କର ସବେକଙ୍କ ମଧ୍ଯରକ୍ସ୍ଟ ଦଶଜଣଙ୍କକ୍ସ୍ଟ ନେଲେ, ଏବଂ ସଦାପ୍ରଭୁ ଯେପରି କରିବାକୁ କହିଥିଲେ, ସହେିପରି କଲେ। କିନ୍ତୁ ଗିଦ୍ଦିୟୋନ ତାଙ୍କର ପରିବାର ଓ ସହର ଲୋକମାନଙ୍କ ଭୟ ରେ ଏହି କାର୍ୟ୍ଯ ଦିନ ରେ ନ କରି ରାତ୍ରି ସମୟରେ କଲେ।

28 ତା'ର ପରଦିନ ପ୍ରଭାତ ରେ ସହର ଲୋକମାନେ ଦେଖିଲେ ବାଲ ଦବେତାଙ୍କ ପାଇଁ ହାଇେଥିବା ୟଜ୍ଞବଦେୀ ସଐୂର୍ଣ୍ଣ ଭାବରେ ଧ୍ବଂସ ହାଇେ ୟାଇଛି। ଏବଂ ସମାନେେ ଦେଖିଲେ ଆଶରୋ ସ୍ତମ୍ଭ ମଧ୍ଯ କଟାୟାଇଛି। ଏବଂ ସମାନେେ ମଧ୍ଯ ନିରୀକ୍ଷଣ କଲେ ଯେ, ବୋହିନବୋ ନିର୍ମିତ ୟଜ୍ଞବଦେୀ ଉପରେ ଏକ ଷଣ୍ତ ଉତ୍ସର୍ଗ କରାୟାଇଥିଲା।

29 ସହରର ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ। କିଏ ଏହା କରିଛି? ସମସ୍ତେ ଖାଜେିବ ଓ ତଦନ୍ତ ନବୋ ପରେ,

30 ତେଣୁ ସହରର ସମସ୍ତ ଲୋକ ୟୋଯାଶ ନିକଟକକ୍ସ୍ଟ ଗଲେ ଏବଂ ତାକକ୍ସ୍ଟ କହିଲେ। ତୋର ପକ୍ସ୍ଟଅକକ୍ସ୍ଟ ବାହାର କର, ସେ ବାଲ- ଦବେତାର ୟଜ୍ଞବଦେୀକକ୍ସ୍ଟ ଧ୍ବଂସ କରିଛି ଏବଂ ଆଶରେ ସ୍ତମ୍ଭକକ୍ସ୍ଟ କାଟି ପକାଇଛି ଯାହାକି ୟଜ୍ଞବଦେୀ ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପକ୍ସ୍ଟଅ ନିଶ୍ଚିତ ମରିବ।

31 ଏହାପରେ ୟୋଯାଶ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଘରେି ରହିଥିବା ଲୋକମାନଙ୍କୁ କହିଲେ, ତୁମ୍ଭମାନେେ କ'ଣ ବାଲ୍କକ୍ସ୍ଟ ପ୍ରତିରକ୍ଷା କରିବ? ତୁମ୍ଭେ ତାଙ୍କୁ ରକ୍ଷା କରିବ କି? ୟିଏ ବାଲ୍ ସକାେଶ ୟକ୍ସ୍ଟକ୍ତି କଲ, ସକାଳେ ତାକକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବ। ଯଦି ବାଲ୍ ଦବେତା ଅଟେ, ସେ ନିଜେ ତାଙ୍କର ପ୍ରତିରକ୍ଷା କରୁ, ୟିଏ ତା'ର ୟଜ୍ଞବଦେୀ ଭାଙ୍ଗି ଅଛି।

32 ୟୋଯାଶ କହିଲେ, ଯଦି ଗିଦ୍ଦିୟୋନ ତା'ର ୟଜ୍ଞବଦେି ଭାଙ୍ଗିଛି ତବେେ, ବାଲ୍ ତାକକ୍ସ୍ଟ ନ୍ଯାଯାଳଯକକ୍ସ୍ଟ ନଇଯାେଉ। ତେଣୁ ସହେିଦିନ ୟୋଯାଶ ଗିଦ୍ଦିୟୋନର ଏକ ନୂତନ ନାମ, ୟିରକ୍ସ୍ଟଦ୍ଦାଲ୍ ରଖିଲେ।

33 ମିଦିଯନୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ନିଜକକ୍ସ୍ଟ ଏକତ୍ରୀତ କରାଇଲେ। ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସହେି ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ୟିଷ୍ରିଯଲରେ ତଳ ଭୂମିରେ ଛାଉଣୀ ସ୍ଥାପନ କଲା।

34 ଯେ ହତେକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଗିଦ୍ଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲା, ଅବୀଯେଷ୍ରୀଯର ଲୋକମାନେ ନିବିଡ ଭାବରେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।

35 ଗିଦ୍ଦିୟୋନ ମନଃଶି ପରିବାରବର୍ଗର ଲୋକମାନଙ୍କ ପାଖକକ୍ସ୍ଟ ଦୂତ ପଠାଇଲେ। ସହେି ଦୂତମାନେ ସମାନଙ୍କେୁ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହବୋକକ୍ସ୍ଟ କହିଲେ। ଆଶରେ, ସବୂଲୂନ ଏବଂ ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ନିକଟକକ୍ସ୍ଟ ସହେି ବାର୍ତ୍ତା ପଠାଗଲା। ତେଣୁ ସହେିସବୁ ପରିବାରବର୍ଗମାନେ ମଧ୍ଯ ଗିଦ୍ଦିୟୋନ ଓ ତାଙ୍କର ଲୋକମାନଙ୍କ ସହିତ ଯୋଗ ଦବୋକକ୍ସ୍ଟ ଗଲେ।

36 ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଆପଣ କହିଥିଲେ, ଆପଣଙ୍କ ବାକ୍ଯାନକ୍ସ୍ଟସା ରେ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ। ଏହାର ସତ୍ଯତା ଦଖାେଅ।

37 ମୁ ଖଳା ରେ ମଷଚେମଡା ପକାଇବି ଯଦି ଖଳା ରେ ପଡିଥିବା ଚମଡା ଉପରେ କବଳେ କାକର ପଡିବ ଏ ଭୂମି ଶକ୍ସ୍ଟଷ୍କ ରହିବ। ତବେେ ମୁ ଜାଣିବି ଆପଣ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ରକ୍ଷା କରୁଛନ୍ତି,। ଆପଣଙ୍କର ବାକ୍ଯାନକ୍ସ୍ଟସା ରେ।

38 ଏବଂ ତାହା ଠିକ୍ ସହେିପରି ହିଁ ଘଟିଥିଲା। ଗିଦ୍ଦିଯୋନୀଯ ତା'ପରଦିନ ପ୍ରଭାତ ରେ ଉଠି ସହେି ଚମଡାକକ୍ସ୍ଟ ଏକତ୍ର ଚିପକ୍ସ୍ଟଡନ୍ତେ ଲୋମରକ୍ସ୍ଟ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।

39 ଏହାପରେ ଗିଦ୍ଦିୟୋନ ପରମେଶଓରଙ୍କୁ କହିଲେ, ମାେ ଉପରେ କୋରଧିତ ହକ୍ସ୍ଟଅ ନାହିଁ। ମାେତେ କବଳେ ଆଉ ଗୋଟିଏ କଥା ପଗ୍ଭରିବାକକ୍ସ୍ଟ ଅନକ୍ସ୍ଟମତି ଦିଅ। ଏହି ଚମଡାଦ୍ବାରା ମାେତେ ତୁମ୍ଭକୁ ପରୀକ୍ଷା କରିବାକୁ ଦିଅ। ଚମଡାଟି ଶକ୍ସ୍ଟଖିଯାଉ ଏବଂ ତା'ର ଗ୍ଭରିପାଖ ରେ ଥିବା ଭୂମି କାକର ରେ ଓଦା ଦେଉ।

40 ସହେିଦିନ ରାତ୍ରି ରେ ପରମେଶଓରଙ୍କୁ ଠିକ୍ ସହେିପରି କଲେ, ଚମଡାଟି ଶକ୍ସ୍ଟଷ୍କ ହାଇଗେଲା କିନ୍ତୁ ଭୂମିର ଚତକ୍ସ୍ଟଃପାଶର୍‌ବସ୍ଥ କାକର ଦ୍ବାରା ଓଦା ରହିଲା।

1 And the children of Israel did evil in the sight of the Lord: and the Lord delivered them into the hand of Midian seven years.

2 And the hand of Midian prevailed against Israel: and because of the Midianites the children of Israel made them the dens which are in the mountains, and caves, and strong holds.

3 And so it was, when Israel had sown, that the Midianites came up, and the Amalekites, and the children of the east, even they came up against them;

4 And they encamped against them, and destroyed the increase of the earth, till thou come unto Gaza, and left no sustenance for Israel, neither sheep, nor ox, nor ass.

5 For they came up with their cattle and their tents, and they came as grasshoppers for multitude; for both they and their camels were without number: and they entered into the land to destroy it.

6 And Israel was greatly impoverished because of the Midianites; and the children of Israel cried unto the Lord.

7 And it came to pass, when the children of Israel cried unto the Lord because of the Midianites,

8 That the Lord sent a prophet unto the children of Israel, which said unto them, Thus saith the Lord God of Israel, I brought you up from Egypt, and brought you forth out of the house of bondage;

9 And I delivered you out of the hand of the Egyptians, and out of the hand of all that oppressed you, and drave them out from before you, and gave you their land;

10 And I said unto you, I am the Lord your God; fear not the gods of the Amorites, in whose land ye dwell: but ye have not obeyed my voice.

11 And there came an angel of the Lord, and sat under an oak which was in Ophrah, that pertained unto Joash the Abi-ezrite: and his son Gideon threshed wheat by the winepress, to hide it from the Midianites.

12 And the angel of the Lord appeared unto him, and said unto him, The Lord is with thee, thou mighty man of valour.

13 And Gideon said unto him, Oh my Lord, if the Lord be with us, why then is all this befallen us? and where be all his miracles which our fathers told us of, saying, Did not the Lord bring us up from Egypt? but now the Lord hath forsaken us, and delivered us into the hands of the Midianites.

14 And the Lord looked upon him, and said, Go in this thy might, and thou shalt save Israel from the hand of the Midianites: have not I sent thee?

15 And he said unto him, Oh my Lord, wherewith shall I save Israel? behold, my family is poor in Manasseh, and I am the least in my father’s house.

16 And the Lord said unto him, Surely I will be with thee, and thou shalt smite the Midianites as one man.

17 And he said unto him, If now I have found grace in thy sight, then shew me a sign that thou talkest with me.

18 Depart not hence, I pray thee, until I come unto thee, and bring forth my present, and set it before thee. And he said, I will tarry until thou come again.

19 And Gideon went in, and made ready a kid, and unleavened cakes of an ephah of flour: the flesh he put in a basket, and he put the broth in a pot, and brought it out unto him under the oak, and presented it.

20 And the angel of God said unto him, Take the flesh and the unleavened cakes, and lay them upon this rock, and pour out the broth. And he did so.

21 Then the angel of the Lord put forth the end of the staff that was in his hand, and touched the flesh and the unleavened cakes; and there rose up fire out of the rock, and consumed the flesh and the unleavened cakes. Then the angel of the Lord departed out of his sight.

22 And when Gideon perceived that he was an angel of the Lord, Gideon said, Alas, O Lord God! for because I have seen an angel of the Lord face to face.

23 And the Lord said unto him, Peace be unto thee; fear not: thou shalt not die.

24 Then Gideon built an altar there unto the Lord, and called it Jehovah-shalom: unto this day it is yet in Ophrah of the Abi-ezrites.

25 And it came to pass the same night, that the Lord said unto him, Take thy father’s young bullock, even the second bullock of seven years old, and throw down the altar of Baal that thy father hath, and cut down the grove that is by it:

26 And build an altar unto the Lord thy God upon the top of this rock, in the ordered place, and take the second bullock, and offer a burnt sacrifice with the wood of the grove which thou shalt cut down.

27 Then Gideon took ten men of his servants, and did as the Lord had said unto him: and so it was, because he feared his father’s household, and the men of the city, that he could not do it by day, that he did it by night.

28 And when the men of the city arose early in the morning, behold, the altar of Baal was cast down, and the grove was cut down that was by it, and the second bullock was offered upon the altar that was built.

29 And they said one to another, Who hath done this thing? And when they inquired and asked, they said, Gideon the son of Joash hath done this thing.

30 Then the men of the city said unto Joash, Bring out thy son, that he may die: because he hath cast down the altar of Baal, and because he hath cut down the grove that was by it.

31 And Joash said unto all that stood against him, Will ye plead for Baal? will ye save him? he that will plead for him, let him be put to death whilst it is yet morning: if he be a god, let him plead for himself, because one hath cast down his altar.

32 Therefore on that day he called him Jerubbaal, saying, Let Baal plead against him, because he hath thrown down his altar.

33 Then all the Midianites and the Amalekites and the children of the east were gathered together, and went over, and pitched in the valley of Jezreel.

34 But the Spirit of the Lord came upon Gideon, and he blew a trumpet; and Abiezer was gathered after him.

35 And he sent messengers throughout all Manasseh; who also was gathered after him: and he sent messengers unto Asher, and unto Zebulun, and unto Naphtali; and they came up to meet them.

36 And Gideon said unto God, If thou wilt save Israel by mine hand, as thou hast said,

37 Behold, I will put a fleece of wool in the floor; and if the dew be on the fleece only, and it be dry upon all the earth beside, then shall I know that thou wilt save Israel by mine hand, as thou hast said.

38 And it was so: for he rose up early on the morrow, and thrust the fleece together, and wringed the dew out of the fleece, a bowl full of water.

39 And Gideon said unto God, Let not thine anger be hot against me, and I will speak but this once: let me prove, I pray thee, but this once with the fleece; let it now be dry only upon the fleece, and upon all the ground let there be dew.

40 And God did so that night: for it was dry upon the fleece only, and there was dew on all the ground.

Mark 3 in Tamil and English

1 ಆತನು ತಿರಿಗಿ ಸಭಾಮಂದಿರದಲ್ಲಿ ಪ್ರವೇಶಿಸಿದಾಗ ಅಲ್ಲಿ ಕೈ ಬತ್ತಿದವನಾದ ಒಬ್ಬ ಮನುಷ್ಯನಿದ್ದನು.
And he entered again into the synagogue; and there was a man there which had a withered hand.

2 ಅವರು ಆತನ ಮೇಲೆ ತಪ್ಪು ಹೊರಿಸಬೇಕೆಂದು ಸಬ್ಬತ್‌ ದಿನದಲ್ಲಿ ಆತನು ಅವನನ್ನು ಸ್ವಸ್ಥ ಮಾಡುವನೇನೋ ಎಂದು ಕಾಯು ತ್ತಿದ್ದರು.
And they watched him, whether he would heal him on the sabbath day; that they might accuse him.

3 ಆತನು ಕೈಬತ್ತಿದ ಮನುಷ್ಯನಿಗೆ--ಎದ್ದು ನಿಂತುಕೋ ಎಂದು ಹೇಳಿದನು.
And he saith unto the man which had the withered hand, Stand forth.

4 ಆತನು ಅವರಿಗೆ --ಸಬ್ಬತ್‌ ದಿವಸಗಳಲ್ಲಿ ಒಳ್ಳೇದನ್ನು ಮಾಡುವದು ನ್ಯಾಯವೋ ಇಲ್ಲವೆ ಕೆಟ್ಟದ್ದನ್ನು ಮಾಡುವದು ನ್ಯಾಯವೋ? ಪ್ರಾಣವನ್ನು ಉಳಿಸುವದೋ ಇಲ್ಲವೆ ಕೊಲ್ಲುವದೋ ಎಂದು ಕೇಳಿದನು; ಆದರೆ ಅವರು ಸುಮ್ಮನಿದ್ದರು.
And he saith unto them, Is it lawful to do good on the sabbath days, or to do evil? to save life, or to kill? But they held their peace.

5 ಆಗ ಆತನು ಅವರ ಹೃದಯಗಳ ಕಾಠಿಣ್ಯತೆಗಾಗಿ ದುಃಖಪಟ್ಟು ಸುತ್ತಲೂ ಕೋಪದಿಂದ ಅವರನ್ನು ನೋಡಿ ಆ ಮನುಷ್ಯನಿಗೆ--ನಿನ್ನ ಕೈಚಾಚು ಎಂದು ಹೇಳಿದನು. ಅವನು ಚಾಚಿದಾಗ ಅವನ ಕೈಗುಣವಾಗಿ ಮತ್ತೊಂದರ ಹಾಗಾಯಿತು.
And when he had looked round about on them with anger, being grieved for the hardness of their hearts, he saith unto the man, Stretch forth thine hand. And he stretched it out: and his hand was restored whole as the other.

6 ಫರಿಸಾ ಯರು ಹೊರಟುಹೋಗಿ ಕೂಡಲೆ ತಾವು ಆತನನ್ನು ಹೇಗೆ ಕೊಲ್ಲಬೇಕೆಂದು ಆತನಿಗೆ ವಿರೋಧ ವಾಗಿ ಹೆರೋದ್ಯರೊಂದಿಗೆ ಆಲೋಚನೆ ಮಾಡಿಕೊಂಡರು.
And the Pharisees went forth, and straightway took counsel with the Herodians against him, how they might destroy him.

7 ಆದರೆ ಯೇಸು ತನ್ನ ಶಿಷ್ಯರೊಂದಿಗೆ ಸಮುದ್ರದ ಕಡೆಗೆ ಹಿಂದಿರುಗಿದನು; ಆಗ ಗಲಿಲಾಯದಿಂದಲೂ ಯೂದಾಯದಿಂದಲೂ
But Jesus withdrew himself with his disciples to the sea: and a great multitude from Galilee followed him, and from Judaea,

8 ಯೆರೂಸಲೇಮಿನಿಂದಲೂ ಇದೂಮಾಯದಿಂದಲೂ ಯೊರ್ದನಿನ ಆಚೆಯಿಂ ದಲೂ ಜನರು ದೊಡ್ಡ ಸಮೂಹವಾಗಿ ಆತನನ್ನು ಹಿಂಬಾಲಿಸಿದರು. ಆತನು ಮಾಡಿದ ಮಹತ್ಕಾರ್ಯ ಗಳನ್ನು ಕೇಳಿ ತೂರ್‌ ಸೀದೋನ್‌ ಸುತ್ತಲಿನ ಜನರು ದೊಡ್ಡ ಸಮೂಹವಾಗಿ ಆತನ ಬಳಿಗೆ ಬಂದರು.
And from Jerusalem, and from Idumaea, and from beyond Jordan; and they about Tyre and Sidon, a great multitude, when they had heard what great things he did, came unto him.

9 ಸಮೂಹವು ತನ್ನನ್ನು ನೂಕದಂತೆ ತನಗೋಸ್ಕರ ಒಂದು ಚಿಕ್ಕ ದೋಣಿಯು ಸಿದ್ಧವಿರ ಬೇಕೆಂದು ಆತನು ತನ್ನ ಶಿಷ್ಯರಿಗೆ ಹೇಳಿದನು.
And he spake to his disciples, that a small ship should wait on him because of the multitude, lest they should throng him.

10 ಯಾಕಂದರೆ ಆತನು ಅನೇಕರನ್ನು ಸ್ವಸ್ಥಮಾಡಿದ್ದರಿಂದ ರೋಗಪೀಡಿತರಾಗಿದ್ದವರೆಲ್ಲರು ಆತನನ್ನು ಮುಟ್ಟಬೇ ಕೆಂದು ಆತನ ಮೇಲೆ ಬೀಳುತ್ತಿದ್ದರು.
For he had healed many; insomuch that they pressed upon him for to touch him, as many as had plagues.

11 ಅಶುದ್ಧಾತ್ಮಗಳು ಆತನನ್ನು ಕಂಡಾಗ ಆತನ ಮುಂದೆ ಬಿದ್ದು--ನೀನು ದೇವಕುಮಾರನು ಎಂದು ಕೂಗಿ ಹೇಳಿದವು.
And unclean spirits, when they saw him, fell down before him, and cried, saying, Thou art the Son of God.

12 ಆದರೆ ಆತನು ತನ್ನನ್ನು ಯಾರಿಗೂ ತಿಳಿಯಪಡಿಸಬಾರದೆಂದು ಅವರಿಗೆ ನೇರವಾಗಿ ಆಜ್ಞಾಪಿಸಿದನು.
And he straitly charged them that they should not make him known.

13 ತರುವಾಯ ಆತನು ಬೆಟ್ಟದ ಮೇಲೆ ಹೋಗಿ ತನಗೆ ಬೇಕಾದವರನ್ನು ಕರೆಯಲು ಅವರು ಆತನ ಬಳಿಗೆ ಬಂದರು.
And he goeth up into a mountain, and calleth unto him whom he would: and they came unto him.

14 ಆತನು ಹನ್ನೆರಡು ಮಂದಿಯನ್ನು ತನ್ನೊಂದಿಗೆ ಇರುವದಕ್ಕೂ (ಸುವಾರ್ತೆ) ಸಾರುವದ ಕ್ಕಾಗಿ ತಾನು ಅವರನ್ನು ಕಳುಹಿಸುವದಕ್ಕೂ
And he ordained twelve, that they should be with him, and that he might send them forth to preach,

15 ವ್ಯಾಧಿ ಗಳನ್ನು ಸ್ವಸ್ಥಮಾಡುವದಕ್ಕೂ ದೆವ್ವಗಳನ್ನು ಬಿಡಿಸು ವದಕ್ಕೂ ನೇಮಿಸಿ ಅವರಿಗೆ ಅಧಿಕಾರ ಕೊಟ್ಟನು.
And to have power to heal sicknesses, and to cast out devils:

16 ಆತನು ಸೀಮೋನನಿಗೆ ಪೇತ್ರನೆಂದು ಹೆಸರಿಟ್ಟನು.
And Simon he surnamed Peter;

17 ಮತ್ತು ಜೆಬೆದಾಯನ ಮಗನಾದ ಯಾಕೋಬ ನಿಗೂ ಯಾಕೋಬನ ಸಹೋದರನಾದ ಯೋಹಾನ ನಿಗೂ ಬೊವನೆರ್ಗೆಸ್‌ ಎಂದು ಹೆಸರಿಟ್ಟನು ಅಂದರೆ ಗುಡುಗಿನ ಪುತ್ರರು ಎಂದರ್ಥ.
And James the son of Zebedee, and John the brother of James; and he surnamed them Boanerges, which is, The sons of thunder:

18 ಮತ್ತು ಅಂದ್ರೆಯ, ಫಿಲಿಪ್ಪ, ಬಾರ್ತೂಲೊಮಾಯ, ಮತ್ತಾಯ, ತೋಮ, ಅಲ್ಫಾಯನ ಮಗನಾದ ಯಾಕೋಬ, ತದ್ದಾಯ, ಕಾನಾನ್ಯನಾದ ಸೀಮೋನ,
And Andrew, and Philip, and Bartholomew, and Matthew, and Thomas, and James the son of Alphaeus, and Thaddaeus, and Simon the Canaanite,

19 ಆತನನ್ನು ಹಿಡು ಕೊಡಲಿಕ್ಕಿದ್ದ ಯೂದ ಇಸ್ಕರಿ ಯೋತ್‌ ಎಂಬವರೇ. ಮತ್ತು ಅವರು ಒಂದು ಮನೆಯೊಳಕ್ಕೆ ಹೋದರು.
And Judas Iscariot, which also betrayed him: and they went into an house.

20 ಜನಸಮೂಹವು ಅಲ್ಲಿ ತಿರಿಗಿ ಕೂಡಿಬಂದದ್ದ ರಿಂದ ಅವರು ರೊಟ್ಟಿ ತಿನ್ನುವದಕ್ಕೂ ಆಗದೆ ಹೋಯಿತು.
And the multitude cometh together again, so that they could not so much as eat bread.

21 ಆತನ ಸ್ನೇಹಿತರು ಇದನ್ನು ಕೇಳಿ ದಾಗ ಆತನನ್ನು ಹಿಡಿಯುವದಕ್ಕಾಗಿ ಹೊರಟರು. ಯಾಕಂದರೆ ಅವರು--ಈತನಿಗೆ ಹುಚ್ಚು ಹಿಡಿದದೆ ಎಂದು ಅಂದರು.
And when his friends heard of it, they went out to lay hold on him: for they said, He is beside himself.

22 ಇದಲ್ಲದೆ ಯೆರೂಸಲೇಮಿ ನಿಂದ ಬಂದ ಶಾಸ್ತ್ರಿಗಳು--ಇವನನ್ನು ಬೆಲ್ಜೆಬೂಲನು ಹಿಡಿದಿದ್ದಾನೆ ಮತ್ತು ಇವನು ದೆವ್ವಗಳ ಅಧಿಪತಿಯಿಂದ ದೆವ್ವಗಳನ್ನು ಬಿಡಿಸುತ್ತಾನೆ ಅಂದರು.
And the scribes which came down from Jerusalem said, He hath Beelzebub, and by the prince of the devils casteth he out devils.

23 ಆತನು ಅವರನ್ನು ತನ್ನ ಹತ್ತಿರಕ್ಕೆ ಕರೆದು ಸಾಮ್ಯಗಳಲ್ಲಿ ಅವರಿಗೆ--ಸೈತಾನನು ಸೈತಾನನನ್ನು ಹೊರಗೆ ಹಾಕು ವದು ಹೇಗೆ?
And he called them unto him, and said unto them in parables, How can Satan cast out Satan?

24 ಒಂದು ರಾಜ್ಯವು ತನ್ನಲ್ಲಿಯೇ ವಿಭಾಗಿಸಲ್ಪಟ್ಟರೆ ಆ ರಾಜ್ಯವು ನಿಲ್ಲಲಾರದು.
And if a kingdom be divided against itself, that kingdom cannot stand.

25 ಇದ ಲ್ಲದೆ ಒಂದು ಮನೆಯು ತನ್ನಲ್ಲಿಯೇ ವಿಭಾಗಿಸಲ್ಪಟ್ಟರೆ ಆ ಮನೆಯು ನಿಲ್ಲಲಾರದು.
And if a house be divided against itself, that house cannot stand.

26 ಸೈತಾನನು ತನಗೆ ತಾನೇ ವಿರೋಧವಾಗಿ ಎದ್ದು ವಿಭಾಗಿಸಲ್ಪಟ್ಟರೆ ಅವನು ನಿಲ್ಲಲಾರದೆ ಅಂತ್ಯಗೊಳ್ಳುವನು.
And if Satan rise up against himself, and be divided, he cannot stand, but hath an end.

27 ಇದಲ್ಲದೆ ಒಬ್ಬ ಮನುಷ್ಯನು ಮೊದಲು ಬಲಿಷ್ಠನನ್ನು ಕಟ್ಟದ ಹೊರತು ಅವನ ಮನೆಯೊಳಕ್ಕೆ ಪ್ರವೇಶಿಸಿ ಅವನ ಸೊತ್ತನ್ನು ಸುಲುಕೊಳ್ಳಲಾರನು; ಕಟ್ಟಿದ ಮೇಲೆ ಅವನ ಮನೆಯನ್ನು ಸುಲುಕೊಳ್ಳುವನು ಅಂದನು.
No man can enter into a strong man’s house, and spoil his goods, except he will first bind the strong man; and then he will spoil his house.

28 ನಾನು ನಿಮಗೆ ನಿಜವಾಗಿ ಹೇಳುತ್ತೇನೆ--ಎಲ್ಲಾ ಪಾಪಗಳೂ ದೇವದೂಷಣೆಗಳೂ ಮನುಷ್ಯ ಪುತ್ರರಿಗೆ ಕ್ಷಮಿಸಲ್ಪ ಡುವವು;
Verily I say unto you, All sins shall be forgiven unto the sons of men, and blasphemies wherewith soever they shall blaspheme:

29 ಆದರೆ ಯಾವನು ಪವಿತ್ರಾತ್ಮನಿಗೆ ವಿರೋಧವಾಗಿ ದೂಷಣೆ ಮಾಡುವನೋ ಅವನಿಗೆ ಎಂದಿಗೂ ಕ್ಷಮಾಪಣೆ ಇಲ್ಲ; ಆದರೆ ಅವನು ನಿತ್ಯವಾದ ದಂಡನೆಯ ಅಪಾಯಕ್ಕೆ ಒಳಗಾಗುವನು ಅಂದನು.
But he that shall blaspheme against the Holy Ghost hath never forgiveness, but is in danger of eternal damnation:

30 ಯಾಕಂದರೆ ಅವರು--ಇವನಿಗೆ ಅಶುದ್ಧಾತ್ಮವಿದೆ ಎಂದು ಹೇಳಿದರು.
Because they said, He hath an unclean spirit.

31 ತರುವಾಯ ಆತನ ಸಹೋದರರೂ ತಾಯಿಯೂ ಅಲ್ಲಿಗೆ ಬಂದು ಹೊರಗೆ ನಿಂತುಕೊಂಡು ಆತನನ್ನು ಕರೇಕಳುಹಿಸಿದರು.
There came then his brethren and his mother, and, standing without, sent unto him, calling him.

32 ಜನಸಮೂಹವು ಆತನ ಸುತ್ತಲೂ ಕೂತುಕೊಂಡು ಆತನಿಗೆ--ಇಗೋ, ಹೊರಗೆ ನಿನ್ನ ತಾಯಿಯೂ ನಿನ್ನ ಸಹೋದರರೂ ನಿನ್ನನ್ನು ಹುಡುಕುತ್ತಿದ್ದಾರೆ ಎಂದು ಹೇಳಿದರು.
And the multitude sat about him, and they said unto him, Behold, thy mother and thy brethren without seek for thee.

33 ಆತನು ಪ್ರತ್ಯುತ್ತರವಾಗಿ ಅವರಿಗೆ--ನನ್ನ ತಾಯಿ ಇಲ್ಲವೆ ನನ್ನ ಸಹೋದರರು ಯಾರು ಎಂದು ಹೇಳಿ
And he answered them, saying, Who is my mother, or my brethren?

34 ತನ್ನ ಸುತ್ತಲೂ ಕೂತಿದ್ದವರನ್ನು ನೋಡಿ--ಇಗೋ, ನನ್ನ ತಾಯಿ ಮತ್ತು ನನ್ನ ಸಹೋದರರು!
And he looked round about on them which sat about him, and said, Behold my mother and my brethren!

35 ಯಾಕಂದರೆ ಯಾವನು ದೇವರ ಚಿತ್ತದಂತೆ ಮಾಡುವನೋ ಅವನೇ ನನ್ನ ಸಹೋದರನೂ ನನ್ನ ಸಹೋದರಿಯೂ ನನ್ನ ತಾಯಿಯೂ ಆಗಿದ್ದಾರೆ ಅಂದನು.
For whosoever shall do the will of God, the same is my brother, and my sister, and mother.