ବିଚାରକର୍ତାମାନଙ୍କ ବିବରଣ 4

1 ଏହୂଦଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପରମେଶ୍ବରଙ୍କ ଦୃଷ୍ଟି ରେ ମନ୍ଦ କାର୍ୟ୍ଯମାନ ପକ୍ସ୍ଟନର୍ବାର କଲେ।

2 ତେଣୁ ସଦାପ୍ରଭୁ ହାତ୍ସୋର ରେ ରାଜତ୍ବକାରୀ କିଣାନୀଯ ରାଜା ୟାବୀନର ହସ୍ତ ରେ ଇଶ୍ରାୟେଲ ସନ୍ତାନଗଣକକ୍ସ୍ଟ ପରାସ୍ତ କରାଇଲେ। ୟାବିନ୍ର ହାରୋଶୋତ୍ ରେ ରାଜତ୍ବ କରୁଥିଲେ। ଅନ୍ୟ ଦେଶୀଯମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା'ର ସନୋପତି ଥିଲା।

3 ସୀଷରା 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇଶ୍ରାୟେଲର ଲୋକମାନେ ପ୍ରତି କୋଡିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ଯାଗ୍ଭର କଲେ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେ ସାହାୟ୍ଯ କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

4 ସହେି ସମୟରେ ଦାବୋରା ନାମକ ଜଣେ ଭବିଷ୍ଯତ୍ବକ୍ତି ଥିଲେ। ସେ ଲପ୍ପୀଦୋତର ସ୍ତ୍ରା ଥିଲେ। ସେ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଚାରପତି ହେଲେ।

5 ଦିନେ, ଦବୋରା ଏକ ଖଜର୍କ୍ସ୍ଟରୀ ଗଛ ତଳେ ବସିଥିଲେ। ଇଶ୍ରାୟେଲର ଲୋକମାନେ ଗୋଟିଏ ମୀମାଂସ ପାଇଁ ତାଙ୍କ ନିକଟକକ୍ସ୍ଟ, ସୀଷରା ସମ୍ବନ୍ଧ ରେ ଆସିଲେ। ସହେି ଖଜର୍କ୍ସ୍ଟରୀ ଗଛଟି ରାମା ଓ ବୈଥେଲ୍ ମଧ୍ଯ ଇଫ୍ରଯିମ ପର୍ବତମଯ ଦେଶ ରେ ଅବସ୍ଥିତ ଥିଲା।

6 ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।

7 ମୁ ୟାବୀନର ସନୋପତି ସୀଷରାକକ୍ସ୍ଟ ଆଗଇେ ନବେି, ତା'ର ରଥକକ୍ସ୍ଟ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖ ରେ ତୁମ୍ଭକୁ ଓ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି।'

8 ଏହାପରେ ବରାକ୍ ଦବୋରାଙ୍କକ୍ସ୍ଟ କହିଲେ, ମୁ ଏପରି ୟାଇ କରିବି ଯଦି ତୁମ୍ଭେ ମାେ ସହିତ ୟିବ। ଯଦି ତୁମ୍ଭେ ମାେ ସହିତ ନ ୟିବ ତବେେ ମୁ ୟିବି ନାହିଁ।

9 ତେଣୁ ସେ କହିଲେ, ମୁ ତକ୍ସ୍ଟମ୍ଭ ସହିତ ୟିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡକକ୍ସ୍ଟ ୟିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀ ଲୋକ ଦ୍ବାରା ସୀଷରୀକକ୍ସ୍ଟ ପରାସ୍ତ କରିବେ।

10 ବାରକ୍ କଦେେଶ ସହରର ସବୂଲୂନ୍ ପରିବାରବର୍ଗ ଓ ନଲ୍ଗାଲିର ଲୋକମାନଙ୍କୁ ଏକତ୍ରୀତ କରିଥିଲେ। ଅତଯବ, ସେ 10,000 ସୈନ୍ଯ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।

11 ବର୍ତ୍ତମାନ ହବରେ ନାମକ ଜଣେ ଲୋକ କନେୀଯରକ୍ସ୍ଟ ଥିଲେ। ସେ ଅନ୍ୟ କନେୀଯଙ୍କକ୍ସ୍ଟ ପରିତ୍ଯାଗ କଲେ। ସମାନେେ ହୋବରର ବଂଶଧରଗଣ ଯେ କି ମାଶାରେ ଶ୍ବଶୂର ଥିଲେ। ହବରେ, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କଦେେଶ ପାଖ ରେ ତାଙ୍କର ତମ୍ବୁ ଆଲୋନ୍ ବୃକ୍ଷ ଦ୍ବାରା ସ୍ଥାପନ କଲେ।

12 କହେି ଜଣେ ସୀଷରାକକ୍ସ୍ଟ କହିଲେ, ଯେ ବାରକ୍ ଅବିନଯମର ପକ୍ସ୍ଟତ୍ର ତାବୋର ପର୍ବତ ଉପରକକ୍ସ୍ଟ ଗଲେ।

13 ତେଣୁ ସୀଷରା ନିଜର 900 ରଥଗକ୍ସ୍ଟଡିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋତ୍ଠାରକ୍ସ୍ଟ କୀଶୋନ୍ ନଦୀ ପର୍ୟ୍ଯନ୍ତ ଅଗ୍ରସର ହେଲେ।

14 ଏହାପରେ ଦବୋରା ବାରକକକ୍ସ୍ଟ କହିଲେ, ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହବେେ ସୀଷରାକକ୍ସ୍ଟ ପରାସ୍ତ କରିବା ପାଇଁ ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ଆଗେ ଆଗେ ଗଲେ। ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କକ୍ସ୍ଟ ତାବୋର ପର୍ବତର ପ୍ରଦେଶକକ୍ସ୍ଟ ଆଣିଲେ।

15 ଯେପରି ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରକକ୍ସ୍ଟ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକକ୍ସ୍ଟ ଓ ତାଙ୍କର ସୈନ୍ଯମାନଙ୍କ ପ୍ରତି ଦ୍ବନ୍ଦ ହେଲେ। ସମାନେେ ସ୍ଥିର କରିପାରିଲେ ନାହିଁ କ'ଣ କରିବେ। ତେଣୁ ବରାକ୍ ଏବଂ ତାଙ୍କର ସୈନ୍ଯମାନେ ସୀଷରର ୈସନ୍ଯମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷର ରଥରକ୍ସ୍ଟ ଓହ୍ଲାଇ ପଡିଲେ ଏବଂ ଦୌଡି ପଳାଯନ କଲେ।

16 ବାରକ୍ ସୀଷର୍ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶଯମ ପର୍ୟ୍ଯନ୍ତ ସମସ୍ତ ସମାନଙ୍କେୁ ପେଛ ପେଛ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ଯ ଖଣ୍ତା ଦ୍ବାରା ହଣା ହାଇେ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ।

17 କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।

18 ୟାଯେଲ୍ ଦେଖିଲେ ସୀଷରା ତାଙ୍କ ଆଡକକ୍ସ୍ଟ ଦୌଡି ଆସକ୍ସ୍ଟଛନ୍ତି। ତେଣୁ ସେ ବାହାରକକ୍ସ୍ଟ ଆସି ତାଙ୍କୁ ଦଖାେ କଲେ। ଯାୟେଲ ସୀଷରାକକ୍ସ୍ଟ କହିଲେ, ମହାଶୟ, ମାରେ ତମ୍ବୁକକ୍ସ୍ଟ ଆସନ୍ତକ୍ସ୍ଟ, ଭୟ କରନ୍ତକ୍ସ୍ଟ ନାହିଁ। ତେଣୁ ସେ ତମ୍ବୁ ଭିତରକକ୍ସ୍ଟ ୟିବା ମାତ୍ ରେ ତାଙ୍କୁ ୟାଯେଲ୍ ଏକ କମ୍ବଳ ଘୋଡାଇ ଦେଲେ।

19 ଶଷେ ରେ ୟାଯଲକେକ୍ସ୍ଟ କହିଲେ, ମୁ ଭାରି ତକ୍ସ୍ଟଷାର୍ତ୍ତ, ମାେତେ କିଛି ପାଣି ପିଇବାକକ୍ସ୍ଟ ଦିଅ।ୟାଯଲେ ତାଙ୍କୁ ଏକ ଚମଡା ବୋତଲ ରେ କିଛି କ୍ଷୀର ପିଇବାକକ୍ସ୍ଟ ଦେଲେ ଓ ତା'ପରେ ତାକକ୍ସ୍ଟ କମ୍ବଳ ଘୋଡାଇ ଦେଲେ।

20 ତା'ପରେ ସୀଷରା ଯାୟେଲକକ୍ସ୍ଟ କହିଲା, ୟାଅ, ତମ୍ବୁର ପ୍ରଦେଶ ଦ୍ବାର ରେ ଠିଆ ହକ୍ସ୍ଟଅ। ଯଦି କହେି ଲୋକ ଆସି ତୁମ୍ଭକୁ ପଗ୍ଭରନ୍ତି, 'ଭିତ ରେ କହେି ଅଛନ୍ତି କି?' ତୁମ୍ଭେ, କହିବା ଉଚିତ୍, 'ନାଁ ଭିତ ରେ କହେି ନାହାଁନ୍ତି।'

21 କିନ୍ତୁ ଯାୟେଲ୍ ତମ୍ବୁର ଏକ ଖକ୍ସ୍ଟଣ୍ଟି ଓ ଏକ ହାତକ୍ସ୍ଟଡି ପାଇଲେ। ସୀଷରା କ୍ଲାନ୍ତ ରେ ଶାଇେ ଥିବା ସମୟରେ ଯାୟେଲ ଖକ୍ସ୍ଟଣ୍ଟିଟିକକ୍ସ୍ଟ ତା'ର ମକ୍ସ୍ଟଣ୍ତ ରେ ଦଇେ ହାତକ୍ସ୍ଟଡି ରେ ଆଘାତ କରନ୍ତେ ଖକ୍ସ୍ଟଣ୍ଟିଟି ସୀଷରାର ମକ୍ସ୍ଟଣ୍ତ ରେ ଫକ୍ସ୍ଟଟି ମାଟି ରେ ପଶିଗଲା! ଏହିପରି ଭାବରେ ସୀଷରା ମୃତକ୍ସ୍ଟ୍ଯ ବରଣ କଲା।

22 ଠିକ୍ ଏହାପରେ ବାରକ୍ ସୀଷରାକକ୍ସ୍ଟ ଖାଜେି ଖାଜେି ତମ୍ବୁ ନିକଟରେ ପହଁଞ୍ଚିଲା। ଯାୟେଲ ତମ୍ବୁରକ୍ସ୍ଟ ବାହାରକକ୍ସ୍ଟ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, ଭିତରକକ୍ସ୍ଟ ଆସନ୍ତକ୍ସ୍ଟ, ମୁ ତୁମ୍ଭକୁ ଦଖାଇବେି ତୁମ୍ଭେ ଯେଉଁ ଲୋକକୁ ଖାଜେକ୍ସ୍ଟଅଛା ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକକ୍ସ୍ଟ ପ୍ରବେଶ କଲା! ସଠାେରେ ସେ ତମ୍ବୁ ଖକ୍ସ୍ଟଣ୍ଟ ମକ୍ସ୍ଟଣ୍ତ ରେ ପଶି ମୃତକ୍ସ୍ଟ୍ଯବରଣ କରିଥିବା ସୀଷରାର ମୃତ ଶରୀର ପଡିଥିବାର ସେ ପାଇଲା।

23 ସହେିଦିନ, ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ଆଗ ରେ କିଣାନୀଯ ରାଜା ୟାବୀନକକ୍ସ୍ଟ ପରାସ୍ତ କଲେ।

24 ଦିନକକ୍ସ୍ଟ ଦିନ ଇଶ୍ରାୟେଲର ଲୋକମାନେ ଅଧିକ ପରାକ୍ରମରକ୍ସ୍ଟ ପରାକ୍ରମଶାଳୀ ହେଲେ, ସମାନେେ କିଣାନୀଯ ରାଜା ୟାବିନୀକକ୍ସ୍ଟ ପରାସ୍ତ କଲେ ଏବଂ ଶଷେ ରେ ହତ୍ଯା କଲେ।

1 And the children of Israel again did evil in the sight of the Lord, when Ehud was dead.

2 And the Lord sold them into the hand of Jabin king of Canaan, that reigned in Hazor; the captain of whose host was Sisera, which dwelt in Harosheth of the Gentiles.

3 And the children of Israel cried unto the Lord: for he had nine hundred chariots of iron; and twenty years he mightily oppressed the children of Israel.

4 And Deborah, a prophetess, the wife of Lapidoth, she judged Israel at that time.

5 And she dwelt under the palm tree of Deborah between Ramah and Beth-el in mount Ephraim: and the children of Israel came up to her for judgment.

6 And she sent and called Barak the son of Abinoam out of Kedesh-naphtali, and said unto him, Hath not the Lord God of Israel commanded, saying, Go and draw toward mount Tabor, and take with thee ten thousand men of the children of Naphtali and of the children of Zebulun?

7 And I will draw unto thee to the river Kishon Sisera, the captain of Jabin’s army, with his chariots and his multitude; and I will deliver him into thine hand.

8 And Barak said unto her, If thou wilt go with me, then I will go: but if thou wilt not go with me, then I will not go.

9 And she said, I will surely go with thee: notwithstanding the journey that thou takest shall not be for thine honour; for the Lord shall sell Sisera into the hand of a woman. And Deborah arose, and went with Barak to Kedesh.

10 And Barak called Zebulun and Naphtali to Kedesh; and he went up with ten thousand men at his feet: and Deborah went up with him.

11 Now Heber the Kenite, which was of the children of Hobab the father in law of Moses, had severed himself from the Kenites, and pitched his tent unto the plain of Zaanaim, which is by Kedesh.

12 And they shewed Sisera that Barak the son of Abinoam was gone up to mount Tabor.

13 And Sisera gathered together all his chariots, even nine hundred chariots of iron, and all the people that were with him, from Harosheth of the Gentiles unto the river of Kishon.

14 And Deborah said unto Barak, Up; for this is the day in which the Lord hath delivered Sisera into thine hand: is not the Lord gone out before thee? So Barak went down from mount Tabor, and ten thousand men after him.

15 And the Lord discomfited Sisera, and all his chariots, and all his host, with the edge of the sword before Barak; so that Sisera lighted down off his chariot, and fled away on his feet.

16 But Barak pursued after the chariots, and after the host, unto Harosheth of the Gentiles: and all the host of Sisera fell upon the edge of the sword; and there was not a man left.

17 Howbeit Sisera fled away on his feet to the tent of Jael the wife of Heber the Kenite: for there was peace between Jabin the king of Hazor and the house of Heber the Kenite.

18 And Jael went out to meet Sisera, and said unto him, Turn in, my lord, turn in to me; fear not. And when he had turned in unto her into the tent, she covered him with a mantle.

19 And he said unto her, Give me, I pray thee, a little water to drink; for I am thirsty. And she opened a bottle of milk, and gave him drink, and covered him.

20 Again he said unto her, Stand in the door of the tent, and it shall be, when any man doth come and inquire of thee, and say, Is there any man here? that thou shalt say, No.

21 Then Jael Heber’s wife took a nail of the tent, and took an hammer in her hand, and went softly unto him, and smote the nail into his temples, and fastened it into the ground: for he was fast asleep and weary. So he died.

22 And, behold, as Barak pursued Sisera, Jael came out to meet him, and said unto him, Come, and I will shew thee the man whom thou seekest. And when he came into her tent, behold, Sisera lay dead, and the nail was in his temples.

23 So God subdued on that day Jabin the king of Canaan before the children of Israel.

24 And the hand of the children of Israel prospered, and prevailed against Jabin the king of Canaan, until they had destroyed Jabin king of Canaan.

Mark 3 in Tamil and English

1 ಆತನು ತಿರಿಗಿ ಸಭಾಮಂದಿರದಲ್ಲಿ ಪ್ರವೇಶಿಸಿದಾಗ ಅಲ್ಲಿ ಕೈ ಬತ್ತಿದವನಾದ ಒಬ್ಬ ಮನುಷ್ಯನಿದ್ದನು.
And he entered again into the synagogue; and there was a man there which had a withered hand.

2 ಅವರು ಆತನ ಮೇಲೆ ತಪ್ಪು ಹೊರಿಸಬೇಕೆಂದು ಸಬ್ಬತ್‌ ದಿನದಲ್ಲಿ ಆತನು ಅವನನ್ನು ಸ್ವಸ್ಥ ಮಾಡುವನೇನೋ ಎಂದು ಕಾಯು ತ್ತಿದ್ದರು.
And they watched him, whether he would heal him on the sabbath day; that they might accuse him.

3 ಆತನು ಕೈಬತ್ತಿದ ಮನುಷ್ಯನಿಗೆ--ಎದ್ದು ನಿಂತುಕೋ ಎಂದು ಹೇಳಿದನು.
And he saith unto the man which had the withered hand, Stand forth.

4 ಆತನು ಅವರಿಗೆ --ಸಬ್ಬತ್‌ ದಿವಸಗಳಲ್ಲಿ ಒಳ್ಳೇದನ್ನು ಮಾಡುವದು ನ್ಯಾಯವೋ ಇಲ್ಲವೆ ಕೆಟ್ಟದ್ದನ್ನು ಮಾಡುವದು ನ್ಯಾಯವೋ? ಪ್ರಾಣವನ್ನು ಉಳಿಸುವದೋ ಇಲ್ಲವೆ ಕೊಲ್ಲುವದೋ ಎಂದು ಕೇಳಿದನು; ಆದರೆ ಅವರು ಸುಮ್ಮನಿದ್ದರು.
And he saith unto them, Is it lawful to do good on the sabbath days, or to do evil? to save life, or to kill? But they held their peace.

5 ಆಗ ಆತನು ಅವರ ಹೃದಯಗಳ ಕಾಠಿಣ್ಯತೆಗಾಗಿ ದುಃಖಪಟ್ಟು ಸುತ್ತಲೂ ಕೋಪದಿಂದ ಅವರನ್ನು ನೋಡಿ ಆ ಮನುಷ್ಯನಿಗೆ--ನಿನ್ನ ಕೈಚಾಚು ಎಂದು ಹೇಳಿದನು. ಅವನು ಚಾಚಿದಾಗ ಅವನ ಕೈಗುಣವಾಗಿ ಮತ್ತೊಂದರ ಹಾಗಾಯಿತು.
And when he had looked round about on them with anger, being grieved for the hardness of their hearts, he saith unto the man, Stretch forth thine hand. And he stretched it out: and his hand was restored whole as the other.

6 ಫರಿಸಾ ಯರು ಹೊರಟುಹೋಗಿ ಕೂಡಲೆ ತಾವು ಆತನನ್ನು ಹೇಗೆ ಕೊಲ್ಲಬೇಕೆಂದು ಆತನಿಗೆ ವಿರೋಧ ವಾಗಿ ಹೆರೋದ್ಯರೊಂದಿಗೆ ಆಲೋಚನೆ ಮಾಡಿಕೊಂಡರು.
And the Pharisees went forth, and straightway took counsel with the Herodians against him, how they might destroy him.

7 ಆದರೆ ಯೇಸು ತನ್ನ ಶಿಷ್ಯರೊಂದಿಗೆ ಸಮುದ್ರದ ಕಡೆಗೆ ಹಿಂದಿರುಗಿದನು; ಆಗ ಗಲಿಲಾಯದಿಂದಲೂ ಯೂದಾಯದಿಂದಲೂ
But Jesus withdrew himself with his disciples to the sea: and a great multitude from Galilee followed him, and from Judaea,

8 ಯೆರೂಸಲೇಮಿನಿಂದಲೂ ಇದೂಮಾಯದಿಂದಲೂ ಯೊರ್ದನಿನ ಆಚೆಯಿಂ ದಲೂ ಜನರು ದೊಡ್ಡ ಸಮೂಹವಾಗಿ ಆತನನ್ನು ಹಿಂಬಾಲಿಸಿದರು. ಆತನು ಮಾಡಿದ ಮಹತ್ಕಾರ್ಯ ಗಳನ್ನು ಕೇಳಿ ತೂರ್‌ ಸೀದೋನ್‌ ಸುತ್ತಲಿನ ಜನರು ದೊಡ್ಡ ಸಮೂಹವಾಗಿ ಆತನ ಬಳಿಗೆ ಬಂದರು.
And from Jerusalem, and from Idumaea, and from beyond Jordan; and they about Tyre and Sidon, a great multitude, when they had heard what great things he did, came unto him.

9 ಸಮೂಹವು ತನ್ನನ್ನು ನೂಕದಂತೆ ತನಗೋಸ್ಕರ ಒಂದು ಚಿಕ್ಕ ದೋಣಿಯು ಸಿದ್ಧವಿರ ಬೇಕೆಂದು ಆತನು ತನ್ನ ಶಿಷ್ಯರಿಗೆ ಹೇಳಿದನು.
And he spake to his disciples, that a small ship should wait on him because of the multitude, lest they should throng him.

10 ಯಾಕಂದರೆ ಆತನು ಅನೇಕರನ್ನು ಸ್ವಸ್ಥಮಾಡಿದ್ದರಿಂದ ರೋಗಪೀಡಿತರಾಗಿದ್ದವರೆಲ್ಲರು ಆತನನ್ನು ಮುಟ್ಟಬೇ ಕೆಂದು ಆತನ ಮೇಲೆ ಬೀಳುತ್ತಿದ್ದರು.
For he had healed many; insomuch that they pressed upon him for to touch him, as many as had plagues.

11 ಅಶುದ್ಧಾತ್ಮಗಳು ಆತನನ್ನು ಕಂಡಾಗ ಆತನ ಮುಂದೆ ಬಿದ್ದು--ನೀನು ದೇವಕುಮಾರನು ಎಂದು ಕೂಗಿ ಹೇಳಿದವು.
And unclean spirits, when they saw him, fell down before him, and cried, saying, Thou art the Son of God.

12 ಆದರೆ ಆತನು ತನ್ನನ್ನು ಯಾರಿಗೂ ತಿಳಿಯಪಡಿಸಬಾರದೆಂದು ಅವರಿಗೆ ನೇರವಾಗಿ ಆಜ್ಞಾಪಿಸಿದನು.
And he straitly charged them that they should not make him known.

13 ತರುವಾಯ ಆತನು ಬೆಟ್ಟದ ಮೇಲೆ ಹೋಗಿ ತನಗೆ ಬೇಕಾದವರನ್ನು ಕರೆಯಲು ಅವರು ಆತನ ಬಳಿಗೆ ಬಂದರು.
And he goeth up into a mountain, and calleth unto him whom he would: and they came unto him.

14 ಆತನು ಹನ್ನೆರಡು ಮಂದಿಯನ್ನು ತನ್ನೊಂದಿಗೆ ಇರುವದಕ್ಕೂ (ಸುವಾರ್ತೆ) ಸಾರುವದ ಕ್ಕಾಗಿ ತಾನು ಅವರನ್ನು ಕಳುಹಿಸುವದಕ್ಕೂ
And he ordained twelve, that they should be with him, and that he might send them forth to preach,

15 ವ್ಯಾಧಿ ಗಳನ್ನು ಸ್ವಸ್ಥಮಾಡುವದಕ್ಕೂ ದೆವ್ವಗಳನ್ನು ಬಿಡಿಸು ವದಕ್ಕೂ ನೇಮಿಸಿ ಅವರಿಗೆ ಅಧಿಕಾರ ಕೊಟ್ಟನು.
And to have power to heal sicknesses, and to cast out devils:

16 ಆತನು ಸೀಮೋನನಿಗೆ ಪೇತ್ರನೆಂದು ಹೆಸರಿಟ್ಟನು.
And Simon he surnamed Peter;

17 ಮತ್ತು ಜೆಬೆದಾಯನ ಮಗನಾದ ಯಾಕೋಬ ನಿಗೂ ಯಾಕೋಬನ ಸಹೋದರನಾದ ಯೋಹಾನ ನಿಗೂ ಬೊವನೆರ್ಗೆಸ್‌ ಎಂದು ಹೆಸರಿಟ್ಟನು ಅಂದರೆ ಗುಡುಗಿನ ಪುತ್ರರು ಎಂದರ್ಥ.
And James the son of Zebedee, and John the brother of James; and he surnamed them Boanerges, which is, The sons of thunder:

18 ಮತ್ತು ಅಂದ್ರೆಯ, ಫಿಲಿಪ್ಪ, ಬಾರ್ತೂಲೊಮಾಯ, ಮತ್ತಾಯ, ತೋಮ, ಅಲ್ಫಾಯನ ಮಗನಾದ ಯಾಕೋಬ, ತದ್ದಾಯ, ಕಾನಾನ್ಯನಾದ ಸೀಮೋನ,
And Andrew, and Philip, and Bartholomew, and Matthew, and Thomas, and James the son of Alphaeus, and Thaddaeus, and Simon the Canaanite,

19 ಆತನನ್ನು ಹಿಡು ಕೊಡಲಿಕ್ಕಿದ್ದ ಯೂದ ಇಸ್ಕರಿ ಯೋತ್‌ ಎಂಬವರೇ. ಮತ್ತು ಅವರು ಒಂದು ಮನೆಯೊಳಕ್ಕೆ ಹೋದರು.
And Judas Iscariot, which also betrayed him: and they went into an house.

20 ಜನಸಮೂಹವು ಅಲ್ಲಿ ತಿರಿಗಿ ಕೂಡಿಬಂದದ್ದ ರಿಂದ ಅವರು ರೊಟ್ಟಿ ತಿನ್ನುವದಕ್ಕೂ ಆಗದೆ ಹೋಯಿತು.
And the multitude cometh together again, so that they could not so much as eat bread.

21 ಆತನ ಸ್ನೇಹಿತರು ಇದನ್ನು ಕೇಳಿ ದಾಗ ಆತನನ್ನು ಹಿಡಿಯುವದಕ್ಕಾಗಿ ಹೊರಟರು. ಯಾಕಂದರೆ ಅವರು--ಈತನಿಗೆ ಹುಚ್ಚು ಹಿಡಿದದೆ ಎಂದು ಅಂದರು.
And when his friends heard of it, they went out to lay hold on him: for they said, He is beside himself.

22 ಇದಲ್ಲದೆ ಯೆರೂಸಲೇಮಿ ನಿಂದ ಬಂದ ಶಾಸ್ತ್ರಿಗಳು--ಇವನನ್ನು ಬೆಲ್ಜೆಬೂಲನು ಹಿಡಿದಿದ್ದಾನೆ ಮತ್ತು ಇವನು ದೆವ್ವಗಳ ಅಧಿಪತಿಯಿಂದ ದೆವ್ವಗಳನ್ನು ಬಿಡಿಸುತ್ತಾನೆ ಅಂದರು.
And the scribes which came down from Jerusalem said, He hath Beelzebub, and by the prince of the devils casteth he out devils.

23 ಆತನು ಅವರನ್ನು ತನ್ನ ಹತ್ತಿರಕ್ಕೆ ಕರೆದು ಸಾಮ್ಯಗಳಲ್ಲಿ ಅವರಿಗೆ--ಸೈತಾನನು ಸೈತಾನನನ್ನು ಹೊರಗೆ ಹಾಕು ವದು ಹೇಗೆ?
And he called them unto him, and said unto them in parables, How can Satan cast out Satan?

24 ಒಂದು ರಾಜ್ಯವು ತನ್ನಲ್ಲಿಯೇ ವಿಭಾಗಿಸಲ್ಪಟ್ಟರೆ ಆ ರಾಜ್ಯವು ನಿಲ್ಲಲಾರದು.
And if a kingdom be divided against itself, that kingdom cannot stand.

25 ಇದ ಲ್ಲದೆ ಒಂದು ಮನೆಯು ತನ್ನಲ್ಲಿಯೇ ವಿಭಾಗಿಸಲ್ಪಟ್ಟರೆ ಆ ಮನೆಯು ನಿಲ್ಲಲಾರದು.
And if a house be divided against itself, that house cannot stand.

26 ಸೈತಾನನು ತನಗೆ ತಾನೇ ವಿರೋಧವಾಗಿ ಎದ್ದು ವಿಭಾಗಿಸಲ್ಪಟ್ಟರೆ ಅವನು ನಿಲ್ಲಲಾರದೆ ಅಂತ್ಯಗೊಳ್ಳುವನು.
And if Satan rise up against himself, and be divided, he cannot stand, but hath an end.

27 ಇದಲ್ಲದೆ ಒಬ್ಬ ಮನುಷ್ಯನು ಮೊದಲು ಬಲಿಷ್ಠನನ್ನು ಕಟ್ಟದ ಹೊರತು ಅವನ ಮನೆಯೊಳಕ್ಕೆ ಪ್ರವೇಶಿಸಿ ಅವನ ಸೊತ್ತನ್ನು ಸುಲುಕೊಳ್ಳಲಾರನು; ಕಟ್ಟಿದ ಮೇಲೆ ಅವನ ಮನೆಯನ್ನು ಸುಲುಕೊಳ್ಳುವನು ಅಂದನು.
No man can enter into a strong man’s house, and spoil his goods, except he will first bind the strong man; and then he will spoil his house.

28 ನಾನು ನಿಮಗೆ ನಿಜವಾಗಿ ಹೇಳುತ್ತೇನೆ--ಎಲ್ಲಾ ಪಾಪಗಳೂ ದೇವದೂಷಣೆಗಳೂ ಮನುಷ್ಯ ಪುತ್ರರಿಗೆ ಕ್ಷಮಿಸಲ್ಪ ಡುವವು;
Verily I say unto you, All sins shall be forgiven unto the sons of men, and blasphemies wherewith soever they shall blaspheme:

29 ಆದರೆ ಯಾವನು ಪವಿತ್ರಾತ್ಮನಿಗೆ ವಿರೋಧವಾಗಿ ದೂಷಣೆ ಮಾಡುವನೋ ಅವನಿಗೆ ಎಂದಿಗೂ ಕ್ಷಮಾಪಣೆ ಇಲ್ಲ; ಆದರೆ ಅವನು ನಿತ್ಯವಾದ ದಂಡನೆಯ ಅಪಾಯಕ್ಕೆ ಒಳಗಾಗುವನು ಅಂದನು.
But he that shall blaspheme against the Holy Ghost hath never forgiveness, but is in danger of eternal damnation:

30 ಯಾಕಂದರೆ ಅವರು--ಇವನಿಗೆ ಅಶುದ್ಧಾತ್ಮವಿದೆ ಎಂದು ಹೇಳಿದರು.
Because they said, He hath an unclean spirit.

31 ತರುವಾಯ ಆತನ ಸಹೋದರರೂ ತಾಯಿಯೂ ಅಲ್ಲಿಗೆ ಬಂದು ಹೊರಗೆ ನಿಂತುಕೊಂಡು ಆತನನ್ನು ಕರೇಕಳುಹಿಸಿದರು.
There came then his brethren and his mother, and, standing without, sent unto him, calling him.

32 ಜನಸಮೂಹವು ಆತನ ಸುತ್ತಲೂ ಕೂತುಕೊಂಡು ಆತನಿಗೆ--ಇಗೋ, ಹೊರಗೆ ನಿನ್ನ ತಾಯಿಯೂ ನಿನ್ನ ಸಹೋದರರೂ ನಿನ್ನನ್ನು ಹುಡುಕುತ್ತಿದ್ದಾರೆ ಎಂದು ಹೇಳಿದರು.
And the multitude sat about him, and they said unto him, Behold, thy mother and thy brethren without seek for thee.

33 ಆತನು ಪ್ರತ್ಯುತ್ತರವಾಗಿ ಅವರಿಗೆ--ನನ್ನ ತಾಯಿ ಇಲ್ಲವೆ ನನ್ನ ಸಹೋದರರು ಯಾರು ಎಂದು ಹೇಳಿ
And he answered them, saying, Who is my mother, or my brethren?

34 ತನ್ನ ಸುತ್ತಲೂ ಕೂತಿದ್ದವರನ್ನು ನೋಡಿ--ಇಗೋ, ನನ್ನ ತಾಯಿ ಮತ್ತು ನನ್ನ ಸಹೋದರರು!
And he looked round about on them which sat about him, and said, Behold my mother and my brethren!

35 ಯಾಕಂದರೆ ಯಾವನು ದೇವರ ಚಿತ್ತದಂತೆ ಮಾಡುವನೋ ಅವನೇ ನನ್ನ ಸಹೋದರನೂ ನನ್ನ ಸಹೋದರಿಯೂ ನನ್ನ ತಾಯಿಯೂ ಆಗಿದ್ದಾರೆ ಅಂದನು.
For whosoever shall do the will of God, the same is my brother, and my sister, and mother.