ବିଚାରକର୍ତାମାନଙ୍କ ବିବରଣ 21:14
ସହେି ସମୟରେ ବିନ୍ଯାମୀନୀଯ ଲୋକମାନେ ଫରେି ଆସିଲେ। ଇଶ୍ରାୟେଲର ଲୋକମାନେ ଯେଉଁମାନଙ୍କୁ ସମାନେେ ଜୀବିତ ରଖିଥିଲେ, ସମାନଙ୍କେୁ ୟାବେଶ ଗିଲିଯଦର ସ୍ତ୍ରୀ ଲୋକମାନଙ୍କୁ ବିବାହ କରିବା ପାଇଁ ଅନକ୍ସ୍ଟମତି ଦେଲେ। କିନ୍ତୁ ବିନ୍ଯାମୀନର ସମସ୍ତ ଲୋକମାନଙ୍କ ପାଇଁ ୟଥେଷ୍ଟ ସ୍ତ୍ରୀ ଲୋକ ନ ଥିଲେ।
And Benjamin | וַיָּ֤שָׁב | wayyāšob | va-YA-shove |
came again | בִּנְיָמִן֙ | binyāmin | been-ya-MEEN |
at that | בָּעֵ֣ת | bāʿēt | ba-ATE |
time; | הַהִ֔יא | hahîʾ | ha-HEE |
gave they and | וַיִּתְּנ֤וּ | wayyittĕnû | va-yee-teh-NOO |
them wives | לָהֶם֙ | lāhem | la-HEM |
which | הַנָּשִׁ֔ים | hannāšîm | ha-na-SHEEM |
alive saved had they | אֲשֶׁ֣ר | ʾăšer | uh-SHER |
of the women | חִיּ֔וּ | ḥiyyû | HEE-yoo |
of Jabesh-gilead: | מִנְּשֵׁ֖י | minnĕšê | mee-neh-SHAY |
יָבֵ֣שׁ | yābēš | ya-VAYSH | |
and yet so | גִּלְעָ֑ד | gilʿād | ɡeel-AD |
they sufficed | וְלֹֽא | wĕlōʾ | veh-LOH |
them not. | מָצְא֥וּ | moṣʾû | mohts-OO |
לָהֶ֖ם | lāhem | la-HEM | |
כֵּֽן׃ | kēn | kane |
Cross Reference
ବିଚାରକର୍ତାମାନଙ୍କ ବିବରଣ 20:47
କିନ୍ତୁ 600 ସୈନିକ ବିନ୍ଯାମୀନୀଯଙ୍କର ମରକ୍ସ୍ଟଭୂମିକକ୍ସ୍ଟ ଦୌଡି ପଳାଯନ କଲେ। ସମାନେେ ରିମ୍ମୋନ୍ ଶୈଳ ନିକଟକକ୍ସ୍ଟ ପଳାଇ ସଠାେରେ ଗ୍ଭରିମାସ ଧରି ରହିଲେ।
ବିଚାରକର୍ତାମାନଙ୍କ ବିବରଣ 21:12
ସହେି 12,000 ସୈନ୍ଯମାନେ ଏପରି 400 ୟକ୍ସ୍ଟବତୀଙ୍କକ୍ସ୍ଟ ଦେଖିଲେ ଯେଉଁମାନଙ୍କର କୌଣସି ପୁରୁଷଙ୍କ ସହିତ ଶାରିରୀକ ସଐର୍କ ନ ଥିଲା। ସହେି ସୈନ୍ଯମାନେ ୟାବେଶ ଗିଲିଯଦରକ୍ସ୍ଟ ସହେି ସ୍ତ୍ରୀ ଲୋକମାନଙ୍କୁ ଶୀଲୋ ନିକଟର ଛାଉଣୀକକ୍ସ୍ଟ ନଇେ ଆସିଲେ। ଯାହାକି କିଣାନ ଦେଶ ରେ ଥିଲା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:2
କିନ୍ତୁ ୟୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରେତ୍ୟକକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସହେିଭଳି ପ୍ରେତ୍ୟକକ ସ୍ତ୍ରୀର ନିଜ ସ୍ବାମୀ ଥିବା ଉଚିତ୍।