Joshua 4:24
ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମକ୍ସ୍ଟଦାଯ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।
Joshua 4:24 in Other Translations
King James Version (KJV)
That all the people of the earth might know the hand of the LORD, that it is mighty: that ye might fear the LORD your God for ever.
American Standard Version (ASV)
that all the peoples of the earth may know the hand of Jehovah, that it is mighty; that ye may fear Jehovah your God for ever.
Bible in Basic English (BBE)
So that all the peoples of the earth may see that the hand of the Lord is strong; and that they may go in fear of the Lord your God for ever.
Darby English Bible (DBY)
that all peoples of the earth might know the hand of Jehovah, that it is mighty; that ye might fear Jehovah your God continually.
Webster's Bible (WBT)
That all the people of the earth might know the hand of the LORD that it is mighty: that ye might fear the LORD your God for ever.
World English Bible (WEB)
that all the peoples of the earth may know the hand of Yahweh, that it is mighty; that you may fear Yahweh your God forever.
Young's Literal Translation (YLT)
so that all the people of the land do know the hand of Jehovah that it `is' strong, so that ye have reverenced Jehovah your God all the days.'
| That | לְ֠מַעַן | lĕmaʿan | LEH-ma-an |
| all | דַּ֜עַת | daʿat | DA-at |
| the people | כָּל | kāl | kahl |
| of the earth | עַמֵּ֤י | ʿammê | ah-MAY |
| know might | הָאָ֙רֶץ֙ | hāʾāreṣ | ha-AH-RETS |
| אֶת | ʾet | et | |
| the hand | יַ֣ד | yad | yahd |
| of the Lord, | יְהוָ֔ה | yĕhwâ | yeh-VA |
| that | כִּ֥י | kî | kee |
| it | חֲזָקָ֖ה | ḥăzāqâ | huh-za-KA |
| is mighty: | הִ֑יא | hîʾ | hee |
| that | לְמַ֧עַן | lĕmaʿan | leh-MA-an |
| ye might fear | יְרָאתֶ֛ם | yĕrāʾtem | yeh-ra-TEM |
| אֶת | ʾet | et | |
| the Lord | יְהוָ֥ה | yĕhwâ | yeh-VA |
| your God | אֱלֹֽהֵיכֶ֖ם | ʾĕlōhêkem | ay-loh-hay-HEM |
| for ever. | כָּל | kāl | kahl |
| הַיָּמִֽים׃ | hayyāmîm | ha-ya-MEEM |
Cross Reference
ଗୀତସଂହିତା 89:13
ତୁମ୍ଭେ ପରାକ୍ରାନ୍ତ। ତୁମ୍ଭର ଶକ୍ତି ମହାନ୍। ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
ଯାତ୍ରା ପୁସ୍ତକ 14:31
ସହେିଦିନ ଇଶ୍ରାୟେଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସହେି ମହାନ୍ ଶକ୍ତି ଯେତବେେଳେ ସେ ମିଶରୀଯମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସମାନେେ ସଦାପ୍ରଭୁ ଓ ତାଙ୍କର ଦସେ ମାଶାଙ୍କେଠା ରେ ବିଶ୍ବାସ ରଖିଲେ।
ଯାତ୍ରା ପୁସ୍ତକ 15:16
ସହେି ସମସ୍ତ ଲୋକମାନେ ଭୟଭୀତ ହବେେ। ତୁମ୍ଭ ବାହୁର ଶକ୍ତି ଦ୍ବାରା ସମାନେେ ପଥର ପରି ନିଶ୍ଚଳ ହବେେ, ଯେପର୍ୟ୍ଯନ୍ତ ତୁମ୍ଭର ଲୋକମାନେ, ଯେଉଁମାନଙ୍କୁ ତୁମ୍ଭେ ମୁକ୍ତ କଲ ଚାଲି ୟାଇନାହାନ୍ତି।
ପ୍ରଥମ ରାଜାବଳୀ 8:42
ସମାନେେ ଏହି ମନ୍ଦିରକୁ ବହୁ ଦୂରରୁ ଆସିବେ ଓ ପ୍ରାର୍ଥନା କରିବେ।
ଦିତୀୟ ରାଜାବଳୀ 19:19
ତେଣୁ ସେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ମୁଁ ବିନଯ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ବର ଅଟ, ଏହା ପୃଥିବୀସ୍ଥ ସମୁଦାଯ ରାଜ୍ଯ ଜାଣିବେ।
ପ୍ରଥମ ବଂଶାବଳୀ 29:12
ଧନ ଓ ସମ୍ମାନ ତୁମ୍ଭଠାରୁ ଆ ସେ। ତୁମ୍ଭେ ସକଳ ବିଷଯକୁ ଶାସନ କର। ତୁମ୍ଭର ହସ୍ତ ରେ ପରାକ୍ରମ ଓ ଶକ୍ତି ଅଛି । ଆଉ ତୁମ୍ଭ ହସ୍ତ ରେ ଯେ କୌଣସି ବ୍ଯକ୍ତିକୁ ମହାନ୍ ଓ ପରାକ୍ରମୀ କରାଇବାର କ୍ଷମତା ଅଛି।
ଗୀତସଂହିତା 106:8
କିନ୍ତୁ ପରମେଶ୍ବର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ। ସେ ତାଙ୍କର ମହାଶକ୍ତିର ପରିଚଯ ଦବୋ ପାଇଁ ସମାନଙ୍କେୁ ରକ୍ଷା କଲେ।
ଦିତୀୟ ବିବରଣ 6:2
ଏହା ଏପରି ଅଟେ ଯେ, ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତକ୍ସ୍ଟଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିଯମ ପାଳନ କରିବା ପାଇଁ ମୁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହବେ।
ଦାନିଏଲ 6:26
ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
ଦାନିଏଲ 4:34
ଅନନ୍ତର ସହେି ସମୟର ଶଷେ ରେ ମୁଁ ନବୂଖଦ୍ନିତ୍ସର, ସ୍ବର୍ଗଆଡେ ଉର୍ଦ୍ଧ୍ବଦୃଷ୍ଟି କଲି। ସେତବେେଳେ ମାରେ ମନ ଠିକ୍ ବାଟକୁ ଆସିଗଲା। ତା'ପ ରେ ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କର ପ୍ରଶଂସା କଲି। ସହେି ଅନନ୍ତ ଜୀବିଙ୍କୁ ଧନ୍ଯବାଦ ଜଣାଇ ସମାଦର କଲି। କାରଣ ତାଙ୍କର କତ୍ତୃର୍ତ୍ବ ଅନନ୍ତକାଳୀନ ଓ ତାଙ୍କର ରାଜ୍ଯ ପୁରୁଷାନୁକ୍ରମେ ଥାଏ।
ଦାନିଏଲ 3:26
ତା'ପ ରେ ନବୂଖଦ୍ନିତ୍ସର ପ୍ରଜ୍ବଳିତ ଅଗ୍ନିକୁଣ୍ତ ଆଡକୁ ୟାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ବରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭମାନେେ ଅଗ୍ନିକୁଣ୍ତରୁ ବାହାରି ଆସ।
ଯାତ୍ରା ପୁସ୍ତକ 20:20
ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭମାନେେ ଯମେନ୍ତ ପାପ ନକରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କର ଚକ୍ଷୁ ଗୋଚର କରିବାକୁ ସଦାପ୍ରଭୁ ଆସି ଅଛନ୍ତି।
ଦିତୀୟ ବିବରଣ 28:10
ଏହାପରେ ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ପ୍ରସିଦ୍ଦ ଅଛ ବୋଲି, ଦେଶର ସମସ୍ତ ଲୋକ ଦେଖିବେ ଓ ସମାନେେ ତକ୍ସ୍ଟମ୍ଭ ବିଷଯ ରେ ଭୟ କରିବେ।
ପ୍ରଥମ ଶାମୁୟେଲ 17:46
ଆଜି ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ସମର୍ପି ଦବେେ। ଏବଂ ମୁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛଦନେ କରିବି। ମୁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ଯଗଣର ଶରୀର ଆକାଶ ପକ୍ଷୀଗଣକକ୍ସ୍ଟ ଓ ପୃଥିବୀସ୍ଥ ବନ୍ଯପଶକ୍ସ୍ଟମାନଙ୍କୁ ଦବେି, ତହିଁରେ ଇଶ୍ରାୟେଲ ମଧିଅରେ ଏକ ପରମେଶ୍ବର ଅଛନ୍ତି ବୋଲି ସମକ୍ସ୍ଟଦାଯ ଜଗତ ଜାଣିବେ।
ଦିତୀୟ ରାଜାବଳୀ 5:15
ଏହାପରେ ନାମାନ୍ ଓ ତା'ର ସମସ୍ତ ସାଥୀ ଲୋକମାନେ ଫରେିଆସି ପରମେଶ୍ବରଙ୍କ ଲୋକ ଇଲୀଶାୟ ସମ୍ମୁଖ ରେ ଆସି ଛିଡା ହେଲେ ଓ କହିଲେ, ଦେଖନ୍ତୁ, ମୁଁ ଏବେ ବୁଝିଲ ଇଶ୍ରାୟେଲର ପରମେଶ୍ବରଙ୍କ ଛଡା ସମଗ୍ର ପୃଥିବୀ ରେ ଆଉ ପରମେଶ୍ବର କହେି ନାହାଁନ୍ତି। ତେଣୁ ମୁଁ ବିନଯ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।
ଗୀତସଂହିତା 76:6
ୟାକୁବର ପରମେଶ୍ବର, ଯେତବେେଳେ ତୁମ୍ଭେ ଆପଣାର ୟୁଦ୍ଧରବ କଲ, ସମାନଙ୍କେର ଅଶ୍ବଗଣ ଏବଂ ରଥା ରୋହୀଗଣ ପଡ଼ି ମୃତ୍ଯୁବରଣ କଲେ।
ଗୀତସଂହିତା 89:7
ପବିତ୍ର ଦୂତଗଣର ସମାନ ପରମେଶ୍ବରଙ୍କୁ ବହୁତ ଭୟ କରନ୍ତି। ସିଂହାସନ ଚତୁଃପାଶର୍ବରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ଯିରିମିୟ 10:6
ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ, ତୁମ୍ଭ ତୁଲ୍ଯ ଆଉ କହେି ନାହାଁନ୍ତି। ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।
ଯିରିମିୟ 32:40
ପୁଣି ସମାନଙ୍କେର ମଙ୍ଗଳ ପାଇଁ ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ଯସ୍ଥାଯୀ ନିଯମ ସମାନଙ୍କେ ସଙ୍ଗେ କରିବା। ସମାନେେ ଯେପରି ଆମ୍ଭଠାରୁ ଦୂ ରଇେ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷଯକ ଭୟ ସମାନଙ୍କେ ଅନ୍ତର ରେ ସ୍ଥାପନ କରିବା।
ଯାତ୍ରା ପୁସ୍ତକ 9:16
କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।