Joshua 21 - BBE (Oriya)
1 Then the heads of the families of the Levites came to Eleazar the priest and Joshua, the son of Nun, and to the heads of families of the tribes of the children of Israel;ଏହାପରେ ଲବେୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିଯାସର ଯାଜକ ଓ ନୂନର ପକ୍ସ୍ଟତ୍ର ଯିହାଶୂେୟ ଓ ଇଶ୍ରାୟେଲ ସନ୍ତାନମାନଙ୍କ ବଂଶ ସମକ୍ସ୍ଟହର ପିତୃ ଗୃହର ପ୍ରଧାନମାନଙ୍କ ନିକଟକକ୍ସ୍ଟ ଆସିଲେ।
2 And said to them in Shiloh in the land of Canaan, The Lord gave orders by Moses that we were to have towns for living in, with their grass-lands for our cattle.ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।
3 And the children of Israel out of their heritage gave to the Levites these towns with their grass-lands, by the order of the Lord.ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ଯକକ୍ସ୍ଟ ସମ୍ମାନ ଦେଲେ ଓ ମାନି ନେଲେ। ସମାନେେ ଲବେୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶକ୍ସ୍ଟ ଚରିବା ପାଇଁ ନିଜର ଅଧିକାର ମଧ୍ଯରକ୍ସ୍ଟ।
4 And the heritage came out for the families of the Kohathites: the children of Aaron the priest, who were of the Levites, were given thirteen towns from the tribes of Judah, Simeon, and Benjamin.କାହାତୀଯ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲବେୀୟମାନଙ୍କ ମଧ୍ଯରକ୍ସ୍ଟ ହାରୋଣ ଯାଜକର ସନ୍ତାନଗଣ ୟିହକ୍ସ୍ଟଦା ବଂଶରକ୍ସ୍ଟ, ଶିମିୟୋନ ବଂଶରକ୍ସ୍ଟ ଓ ବିନ୍ଯାମୀନ ବଂଶରକ୍ସ୍ଟ ତରଟେି ନଗର ପାଇଲେ।
5 The rest of the children of Kohath by their families were given ten towns from the tribes of Ephraim and Dan and the half-tribe of Manasseh.କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରଯିମ ବଂଶର ସମସ୍ତ ବଂଶରକ୍ସ୍ଟ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରକ୍ସ୍ଟ ଦଶ ନଗର ପାଇଲେ।
6 The children of Gershon by their families were given thirteen towns from the tribes of Issachar and Asher and Naphtali and the half-tribe of Manasseh which was in Bashan.ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରକ୍ସ୍ଟ ଏବଂ ଅଶରେ ବଂଶ, ନଲ୍ଗାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତରଟେି ନଗର ପାଇଲେ।
7 The children of Merari by their families were given twelve towns from the tribes of Reuben and Gad and Zebulun.ମରାରି ସନ୍ତାନଗଣ ନିଜ ନିଜ ବଂଶାନକ୍ସ୍ଟସା ରେ ରକ୍ସ୍ଟବନେ ବଂଶ, ଗାଦ ବଂଶ ସବୂଲୂନ ବଂଶରକ୍ସ୍ଟ ଏହିପରି ବାରଟି ନଗର ପାଇଲେ।
8 All these towns with their grass-lands the children of Israel gave by the decision of the Lord to the Levites, as the Lord had given orders by Moses.ଏହିପରି ଇଶ୍ରାୟେଲ ସନ୍ତାନଗଣ ମାଶାେଦ୍ବାରା ସଦାପ୍ରଭୁ ଯେପରି ଆଜ୍ଞା ଦଇେଥିଲେ, ସହେିପରି ଭାବରେ ଗକ୍ସ୍ଟଳାବାଣ୍ଟ କରି ଲବେୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ।
9 From the tribes of the children of Judah and the children of Simeon they gave these towns, listed here by name:ଏବଂ ସମାନେେ ୟିହକ୍ସ୍ଟଦା ସନ୍ତାନଗଣ ବଂଶରକ୍ସ୍ଟ ଓଶିମିଯୋନ ସନ୍ତାନଗଣର ବଂଶରକ୍ସ୍ଟ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗକ୍ସ୍ଟଡିକ ଦାନ କଲେ ତାହାର ନାମ ଲିଖିତ ଅଛି।
10 These were for the children of Aaron among the families of the Kohathites, of the children of Levi: for they came first in the distribution.ପ୍ରଥମ ପସନ୍ଦ ସହର ଭିତ ରେ ଲବେୀୟମାନଙ୍କୁ ଦିଆଗଲା କହାତର ବଂଶୀଯମାନଙ୍କର ହେଲା।
11 They gave them Kiriath-arba, the town of Arba, the father of Anak, (which is Hebron) in the hill-country of Judah, with its grass-lands.ପକ୍ସ୍ଟଣି ସମାନେେ ସମାନଙ୍କେୁ ୟିହକ୍ସ୍ଟଦାର ପର୍ବତମଯ ଦେଶ ରେ କିରିଯଥ୍ ଅର୍ବ ଓ ତହିଁ ଚତର୍କ୍ସ୍ଟଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମ ରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନକ୍ସ୍ଟସା ରେ ଏହା ସ୍ଥାନର ନାମ ଅର୍ବ ରଖାୟାଇ ଥିଲା।
12 But the open country round the town, and its unwalled places, they gave to Caleb, the son of Jephunneh, as his property.ସହେି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସମାନେେ ୟିଫକ୍ସ୍ଟନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ଅଧିକାର କରିବାକୁ ଦେଲେ।
13 And to the children of Aaron the priest they gave Hebron with its grass-lands, the town where the taker of life might be safe, and Libnah with its grass-lands;ତେଣୁ ସମାନେେ ହାରୋଣଙ୍କର ଭବିଷ୍ଯଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସମାନେେ ମଧ୍ଯ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।
14 And Jattir with its grass-lands, and Eshtemoa with its grass-lands;ୟତ୍ତୀର ଓ ତହିଁ ତଳଭୂମି, ଇଷ୍ଟମାେଯ ଓ ତା'ର ତଳଭୂମି।
15 And Holon with its grass-lands, and Debir with its grass-lands;ହୋଲୋନ୍, ତା'ର ତଳଭୂମି, ଦବୀର ଓ ତା'ର ତଳଭୂମି।
16 And Ain, and Juttah, and Beth-shemesh, with their grass-lands; nine towns from those two tribes.ଐନ୍ ଓ ତହିଁର ତଳଭୂମି ୟକ୍ସ୍ଟଟା ଓ ତହିଁର ତଳଭୂମି ବୈଥଶମେଶ୍ ଓ ତା'ର ତଳଭୂମି ସହେି ଦକ୍ସ୍ଟଇ ବଂଶରକ୍ସ୍ଟ ଏହିପରି ନଅଟି ନଗର ଦେଲେ।
17 And from the tribe of Benjamin they gave Gibeon and Geba with their grass-lands;ପକ୍ସ୍ଟଣି ବିଦ୍ଯାମୀନ ବଂଶରକ୍ସ୍ଟ ଗିବିଯୋନ ଓ ତା'ର ତଳଭୂମି, ଗବୋ ଓ ତା'ର ତଳଭୂମି,
18 Anathoth and Almon with their grass-lands, four towns.ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।
19 Thirteen towns with their grass-lands were given to the children of Aaron, the priests.ହାରୋଣର ସନ୍ତାନ ଯାଜକମାନଙ୍କର ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ହେଲା।
20 The rest of the families of the children of Kohath, the Levites, were given towns from the tribe of Ephraim.କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲବେୀୟମାନଙ୍କ ବଂଶ ସମୂହ ଇଫ୍ରଯିମ ବଂଶରକ୍ସ୍ଟ ସମାନଙ୍କେର ନିଜର ନଗର ବାଣ୍ଟି ନେଲେ।
21 And they gave them Shechem with its grass-lands in the hill-country of Ephraim, the town where the taker of life might be safe, and Gezer with its grass-lands;ଇଫ୍ରଯିମ ପର୍ବତମଯ ଦେଶରକ୍ସ୍ଟ ଶିଖିମି, ଗଷେର ସହର ସମାନଙ୍କେୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା।
22 And Kibzaim and Beth-horon with their grass-lands, four towns.କିବସଯିମ୍ ଓ ତା'ର ତଳଭୂମି ବୈଥହାରଣେ ଓ ତା'ର ତଳଭୂମି ଏହିପରି ସମାନଙ୍କେ ଗ୍ଭରିଟି ନଗର ଦେଲେ।
23 And from the tribe of Dan, Elteke and Gibbethon with their grass-lands;ଦାନ ପରିବାରବର୍ଗ ଇଲତକୀ ଓ ଗିଦ୍ଦଥୋନ୍ ସମାନଙ୍କେୁ ଦେଲେ।
24 Aijalon and Gath-rimmon with their grass-lands, four towns.ଆଯାଲୋନ ଓ ତା'ର ତଳଭୂମି, ଗାଥରିେମ୍ମାନ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।
25 And from the half-tribe of Manasseh, Taanach and Gath-rimmon with their grass-lands, two towns.ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତାନକ୍ ଓ ତା'ର ତଳଭୂମି, ଗାଥରିମ୍ମାେନ୍ ଓ ତା'ର ତଳଭୂମି ଏହିପରି ଦକ୍ସ୍ଟଇଟି ନଗର ଦେଲେ।
26 All the towns of the rest of the families of the children of Kohath were ten with their grass-lands.କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସକ୍ସ୍ଟଧା ତଳଭୂମି ସମତେ ଦଶଟି ନଗର ହେଲା।
27 And to the children of Gershon, of the families of the Levites, they gave from the half-tribe of Manasseh, Golan in Bashan with its grass-lands, the town where the taker of life might be safe, and Ashtaroth with its grass-lands, two towns.ଗେର୍ଶୋନ୍ ପରିବାର ମଧ୍ଯ ଲବେୀୟ ପରିବାରବର୍ଗରକ୍ସ୍ଟ ଥିଲେ।
28 And from the tribe of Issachar, Kishion and Daberath with their grass-lands;ଇଷାଖର ପରିବାରବର୍ଗରକ୍ସ୍ଟ କିଣିଯୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,
29 Jarmuth and En-gannim with their grass-lands, four towns.ୟମୂର୍ତ୍ ଓ ତା'ର ତଳଭୂମି ଐନ-ଗନ୍ନିମ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
30 And from the tribe of Asher, Mishal and Abdon, with their grass-lands:ଏବଂ ଆଶରେ ବଂଶରକ୍ସ୍ଟ ମିଶାଲ୍ ଓ ତା'ର ତଳଭୂମି, ଅବଦୋନ୍ ଓ ତା'ର ତଳଭୂମି।
31 Helkath and Rehob with their grass-lands, four towns.ହିଲକତ୍ ଓ ତା'ର ତଳଭୂମି, ରହୋବ୍ ଓ ତା'ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।
32 And from the tribe of Naphtali, Kedesh in Galilee with its grass-lands, the town where the taker of life might be safe, and Hammoth-dor and Kartan with their grass-lands, three towns.ନଲ୍ଗାଲି ବଂଶରକ୍ସ୍ଟ ଗାଲିଲି ଅନ୍ତର୍ଗତ ନରହତ୍ଯାକାରୀର ଆଶ୍ରଯ ନଗର କଦେଶ ଓ ତା'ର ତଳଭୂମି, ହମାେତ୍-ଦୋର ଓ ତା'ର ତଳଭୂମି, କର୍ତ୍ତନ ଓ ତା'ର ତଳଭୂମି, ଏହିପରି ଭାବରେ ସହେି ତିନୋଟି ନଗର ଦେଲେ।
33 All the towns of the Gershonites with their families were thirteen with their grass-lands.ନିଜ ନିଜ ବଂଶାନକ୍ସ୍ଟସା ରେ ଗେର୍ଶୋନୀଯ ଲୋକମାନେ ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ପାଇଲେ।
34 And to the rest of the Levites, that is, the families of the children of Merari, they gave from the tribe of Zebulun, Jokneam and Kartah with their grass-lands;ଏହାପରେ ସମାନେେ ମରାରି ସନ୍ତାନଗଣର ପରିବାରବର୍ଗନକ୍ସ୍ଟସା ରେ ଅବଶିଷ୍ଟ ଲବେୀୟ ଗୋଷ୍ଠୀଙ୍କକ୍ସ୍ଟ
35 Dimnah and Nahalal with their grass-lands, four towns.ଦିମ୍ନା ନହଲୋଲ୍ ଓ ସବୂଲୂନର ସମସ୍ତ ପରିବାରବର୍ଗ ସମାନଙ୍କେୁ ଗ୍ଭ ରୋଟି ସହର ଓ କ୍ଷେତ୍ର ଦେଲେ।
36 And from the tribe of Reuben, Bezer and Jahaz with their grass-lands;ରକ୍ସ୍ଟବନେ ବଂଶରକ୍ସ୍ଟ ବେତ୍ସର ତଳଭୂମି ୟହସ ଓ ତା'ର ତଳଭୂମି।
37 Kedemoth and Mephaath with their grass-lands, four towns.କଦମୋେତ୍ ଓ ତା'ର ତଳଭୂମି, ମଫୋତ୍ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
38 And from the tribe of Gad, Ramoth in Gilead, the town where the taker of life might be safe, and Mahanaim with their grass-lands;ଗାଦ ପରିବାରବର୍ଗ ସମାନଙ୍କେୁ ଗିଲିଯଦ ଅନ୍ତର୍ଗତ ରାମାେତ୍, ନିରାପଦ ନଗରୀ ଓ ତା' ପାଶର୍ବବର୍ତ୍ତୀ କ୍ଷେତ୍ର ଏବଂ ମହନୀଯ ଓ ତା'ର ପାଶର୍ବବର୍ତ୍ତୀ କ୍ଷେତ୍ର ଦେଲେ।
39 Heshbon and Jazer with their grass-lands, four towns.ହିଷବୋନ୍, ୟା ସରେ ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।
40 All these towns were given to the children of Merari by their families, that is, the rest of the families of the Levites; and their heritage was twelve towns.ଏହିପରି ଭାବରେ ଲବେୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନକ୍ସ୍ଟସା ରେ ସମାନେେ ବାରଟି ନଗର ପାଇଲେ।
41 All the towns of the Levites, among the heritage of the children of Israel, were forty-eight towns with their grass-lands.ଏହିପରି ଭାବରେ ଲବେୀୟମାନେ ଅଠଗ୍ଭଳିଷଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାର ରେ ଥିଲା।
42 Every one of these towns had grass-lands round it.ଏହି ପ୍ରେତ୍ୟକକ ସହର ସହିତ ତା'ର ଚତକ୍ସ୍ଟଃପାଶର୍ବ ରେ ତଳଭୂମି ଥିଲା। ଏହା ସମସ୍ତ ପଶକ୍ସ୍ଟମାନଙ୍କ ପାଇଁ କ୍ଷତେ ଥିଲା।
43 So the Lord gave to Israel all the land which he gave by oath to their fathers; so it became their heritage and their living-place.ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇଶ୍ରାୟେଲୀୟବାସୀଙ୍କ ସମ୍ମକ୍ସ୍ଟଖ ରେ ତାକକ୍ସ୍ଟ ପକ୍ସ୍ଟରଣ କଲେ। ସେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସମାନଙ୍କେୁ ଦେଲେ। ଲୋକମାନେ ସେ ଜମିକକ୍ସ୍ଟ ନିଜ ଅଧିକାରକକ୍ସ୍ଟ ନେଲେ ଓ ସଠାେରେ ବାସ କଲେ।
44 And the Lord gave them peace on every side, as he had said to their fathers: all those who were against them gave way before them, for the Lord gave them all up into their hands.ସଦାପ୍ରଭୁ ସମାନଙ୍କେ ପୂର୍ବପୁରୁଷଗଣଙ୍କ ନକଟ ରେ କରିଥିବା ତାଙ୍କର ସମସ୍ତ ଶପଥ ଅନକ୍ସ୍ଟସା ରେ ଗ୍ଭରିଆଡେ ସମାନଙ୍କେୁ ବିଶ୍ରାମ ଦେଲେ। ପକ୍ସ୍ଟଣି ସମାନଙ୍କେ ଶତୃମାନଙ୍କ ମଧ୍ଯରକ୍ସ୍ଟ କହେି ସମାନଙ୍କେର ଆଗ ରେ ଠିଆ ହାଇେ ପାରିଲେ ନାହିଁ। ସଦାପ୍ରଭୁ ସମାନଙ୍କେର ସମସ୍ତ ଶତୃଙ୍କକ୍ସ୍ଟ ସମାନଙ୍କେ ହସ୍ତ ରେ ସମର୍ପଣ କଲେ।
45 The Lord kept faith with the house of Israel about all the good which he said he would do for them, and all his words came true.ସଦାପ୍ରଭୁ ଇଶ୍ରାୟେଲ ବଂଶକକ୍ସ୍ଟ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ଯରକ୍ସ୍ଟ ଗୋଟିଏ ହେଲ କଥା ବିଫଳ ହେଲାନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।
Oriya Bible