Joshua 13:33
ମାଶାେ ଲବେୀ ବଂଶଧରମାନଙ୍କୁ ଆଦୌ ଭୂମି ଦଇନେଥିଲେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସମାନଙ୍କେର ଉତ୍ତରାଧିକାରୀ।
Joshua 13:33 in Other Translations
King James Version (KJV)
But unto the tribe of Levi Moses gave not any inheritance: the LORD God of Israel was their inheritance, as he said unto them.
American Standard Version (ASV)
But unto the tribe of Levi Moses gave no inheritance: Jehovah, the God of Israel, is their inheritance, as he spake unto them.
Bible in Basic English (BBE)
But to the tribe of Levi Moses gave no heritage: the Lord, the God of Israel, is their heritage, as he said to them.
Darby English Bible (DBY)
But to the tribe of Levi Moses gave no inheritance: Jehovah the God of Israel is their inheritance, as he said to them.
Webster's Bible (WBT)
But to the tribe of Levi Moses gave not any inheritance: the LORD God of Israel was their inheritance, as he said to them.
World English Bible (WEB)
But to the tribe of Levi Moses gave no inheritance: Yahweh, the God of Israel, is their inheritance, as he spoke to them.
Young's Literal Translation (YLT)
and to the tribe of Levi Moses gave not an inheritance; Jehovah, God of Israel, Himself `is' their inheritance, as He hath spoken to them.
| But unto the tribe | וּלְשֵׁ֙בֶט֙ | ûlĕšēbeṭ | oo-leh-SHAY-VET |
| of Levi | הַלֵּוִ֔י | hallēwî | ha-lay-VEE |
| Moses | לֹֽא | lōʾ | loh |
| gave | נָתַ֥ן | nātan | na-TAHN |
| not | מֹשֶׁ֖ה | mōše | moh-SHEH |
| any inheritance: | נַֽחֲלָ֑ה | naḥălâ | na-huh-LA |
| Lord the | יְהוָ֞ה | yĕhwâ | yeh-VA |
| God | אֱלֹהֵ֤י | ʾĕlōhê | ay-loh-HAY |
| of Israel | יִשְׂרָאֵל֙ | yiśrāʾēl | yees-ra-ALE |
| inheritance, their was | ה֣וּא | hûʾ | hoo |
| as | נַֽחֲלָתָ֔ם | naḥălātām | na-huh-la-TAHM |
| he said | כַּֽאֲשֶׁ֖ר | kaʾăšer | ka-uh-SHER |
| unto them. | דִּבֶּ֥ר | dibber | dee-BER |
| לָהֶֽם׃ | lāhem | la-HEM |
Cross Reference
ଯିହୋଶୂୟ 18:7
ଏଥି ରେ ଲବେୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସମାନଙ୍କେର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସବୋ କରିବା। ଏବଂ ଗାଦ୍, ରକ୍ସ୍ଟବନ୍େ, ମନଃଶିର ଓ ଅର୍ଦ୍ଧବଂଶ ୟର୍ଦ୍ଦନ ପୂର୍ବ ପାରି ରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସବେକ ମାଶାେ ୟିଏ ସମାନଙ୍କେୁ ଏ ଭୂମି ଦେଲେ।
ଯିହୋଶୂୟ 13:14
କବଳେ ଲବେୀ ଏକ ବଂଶଧର ଯେ କି ଜମା ଭୂମି ପାଇନଥିଲେ। ଲବେୀୟମାନେ ଶସ୍ଯ ନବୈେଦ୍ଯ ଓ ହାମବେଳି ପାଇଲେ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶଓରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନକ୍ସ୍ଟସା ରେ ଥିଲା।
ଗଣନା ପୁସ୍ତକ 18:20
ସଦାପ୍ରଭୁ ହାରୋଣଙ୍କୁ କହିଲେ, ସମାନଙ୍କେ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସମାନଙ୍କେ ମଧିଅରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।
ଦିତୀୟ ବିବରଣ 10:9
ଏଥିପାଇଁ ଲବେୀର ଆପଣା ପରିବାରବର୍ଗ ମଧିଅରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତାହାକକ୍ସ୍ଟ ଯାହା କହିଅଛନ୍ତି, ତଦନକ୍ସ୍ଟସା ରେ ସଦାପ୍ରଭୁ ହିଁ ତାହାର ଅଧିକାର।
ଦିତୀୟ ବିବରଣ 18:1
ଲବେୀୟ ପରିବାରବର୍ଗର ଇଶ୍ରାୟେଲଙ୍କଠାରକ୍ସ୍ଟ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହବେେ, ସମାନେେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ଯ ଭୋଗ କରବେ।