ଯିହୋଶୂୟ 11:17
ସଯେୀରଗାମୀ ହାଲକ୍ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତର ନୀଚସ୍ଥ ଲିବା ନୋନ୍ ସମସ୍ଥଳୀ ରେ ଥିବା ବାଲଗାଦ ପର୍ୟ୍ଯନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପକ୍ସ୍ଟଣି ସମାନଙ୍କେର ସମସ୍ତ ରାଜାଙ୍କକ୍ସ୍ଟ ହତ୍ଯା କଲେ।
Even from | מִן | min | meen |
the mount | הָהָ֤ר | hāhār | ha-HAHR |
Halak, | הֶֽחָלָק֙ | heḥālāq | heh-ha-LAHK |
that goeth up | הָֽעוֹלֶ֣ה | hāʿôle | ha-oh-LEH |
Seir, to | שֵׂעִ֔יר | śēʿîr | say-EER |
even unto | וְעַד | wĕʿad | veh-AD |
Baal-gad | בַּ֤עַל | baʿal | BA-al |
in the valley | גָּד֙ | gād | ɡahd |
Lebanon of | בְּבִקְעַ֣ת | bĕbiqʿat | beh-veek-AT |
under | הַלְּבָנ֔וֹן | hallĕbānôn | ha-leh-va-NONE |
mount | תַּ֖חַת | taḥat | TA-haht |
Hermon: | הַר | har | hahr |
and all | חֶרְמ֑וֹן | ḥermôn | her-MONE |
their kings | וְאֵ֤ת | wĕʾēt | veh-ATE |
took, he | כָּל | kāl | kahl |
and smote | מַלְכֵיהֶם֙ | malkêhem | mahl-hay-HEM |
them, and slew | לָכַ֔ד | lākad | la-HAHD |
them. | וַיַּכֵּ֖ם | wayyakkēm | va-ya-KAME |
וַיְמִיתֵֽם׃ | waymîtēm | vai-mee-TAME |
Cross Reference
ଦିତୀୟ ବିବରଣ 7:24
ଆଉ ସେ ସମାନଙ୍କେର ରାଜାଗଣକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ଯାହାଫଳ ରେ ତୁମ୍ଭେ ଆକାଶ ମଣ୍ତଳର ତଳକ୍ସ୍ଟ ସମାନଙ୍କେ ନାମ ପୋଛି ଦବେ। ଯେତବେେଳେ ତୁମ୍ଭେ ସମାନଙ୍କେୁ ବିନାଶ କରିବ କହେି ତୁମ୍ଭମାନଙ୍କୁ ଅଟକାଇବାକକ୍ସ୍ଟ ସମର୍ଥ ହବେ ନାହିଁ।
ଯିହୋଶୂୟ 11:3
ୟାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀଯ କିଣାନୀଯମାନଙ୍କ ଓ ଇମାରେୀୟମାନଙ୍କ ଓ ହିତ୍ତୀଯମାନଙ୍କ ଓ ପରିଷୀଯମାନଙ୍କ ଓ ପର୍ବତସ୍ଥ ୟିବୂଷୀଯମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀଯ ହିଦ୍ଦୀଯମାନଙ୍କ ନିକଟକକ୍ସ୍ଟ ବାର୍ତ୍ତା ପଠାଇଲେ।
ଯିହୋଶୂୟ 13:5
ତୁମ୍ଭେ ଏପର୍ୟ୍ଯନ୍ତ ଗିବଲିଯମାନଙ୍କ ଦେଶକକ୍ସ୍ଟ ପରାସ୍ତ କରି ନାହିଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବାଲଗାଦ୍ଠାରକ୍ସ୍ଟ ହମାତ ରେ ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବା ନୋନ୍। ଏମାନଙ୍କୁ ପରାସ୍ତ କରିବ।
ଆଦି ପୁସ୍ତକ 32:3
ଯାକୁବ ଭାଇ ଏଷୌ ସଯେୀର ଅଞ୍ଚଳ ରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମଯ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।
ଦିତୀୟ ବିବରଣ 2:1
ଏହାପରେ ସଦାପ୍ରଭୁ ଯେପରି କହିଲେ, ଆମ୍ଭମାନେେ ସହେିପରି କଲକ୍ସ୍ଟ। ଆମ୍ଭମାନେେ ସୂଫ ସମକ୍ସ୍ଟଦ୍ର ମଧ୍ଯଦଇେ ମରକ୍ସ୍ଟଭୂମି ଆଡେ ୟାତ୍ରା କଲକ୍ସ୍ଟ। ଆମ୍ଭମାନେେ ସଯେୀର ପର୍ବତ ରେ ବହକ୍ସ୍ଟତ ଦିନ ଧରି ଭ୍ରମଣ କଲକ୍ସ୍ଟ।
ଦିତୀୟ ବିବରଣ 33:2
ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,
ଯିହୋଶୂୟ 1:4
ହିତ୍ତୀଯମାନଙ୍କ ସମସ୍ତ ଦେଶ, ସହିତ ଭୂମଧ୍ଯ ସାଗର ପର୍ୟ୍ଯନ୍ତ ଓ ପଶ୍ଚିମ ରେ ମହାନ ଫରାତ୍ ନଦୀ ପାଖର ମରକ୍ସ୍ଟଭୂମି ଓ ଲିବା ନୋନ୍ର ସମସ୍ତ ଭୂମି ତୁମ୍ଭର ହବେ।
ଯିହୋଶୂୟ 12:7
ଇଶ୍ରାୟେଲର ଲୋକମାନେ ମଧ୍ଯ ୟର୍ଦ୍ଦନର ପଶ୍ଚିମ ପାଶର୍ବସ୍ଥ ଦେଶର ରାଜାମାନଙ୍କୁ ପରାସ୍ତ କରିଥିଲେ। ଯିହାଶୂେୟ ଏହି ଆକ୍ରମଣର ନତେୃତ୍ବ ନଇେଥିଲେ। ଯିହାଶୂେୟ ସହେି ଦେଶଗୁଡିକୁ ବାରଟି ପରିବାରବର୍ଗ ମଧିଅରେ ବାଣ୍ଟି ଦଇେଥିଲେ। ସେ ଦେଶଗକ୍ସ୍ଟଡିକ ସଦାପ୍ରଭୁ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସହେି ଲୋବାନନ୍ର ବାଲ୍ଗାଦ୍ଠାରକ୍ସ୍ଟ ସଯେୀରର ହାଲକ ପର୍ୟ୍ଯନ୍ତ ଉପତ୍ୟକାଗକ୍ସ୍ଟଡିକ ଥିଲା।