ଯୋହନଲିଖିତ ସୁସମାଚାର 8:34 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 8 ଯୋହନଲିଖିତ ସୁସମାଚାର 8:34

John 8:34
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା'ର ପ୍ରଭୁ।

John 8:33John 8John 8:35

John 8:34 in Other Translations

King James Version (KJV)
Jesus answered them, Verily, verily, I say unto you, Whosoever committeth sin is the servant of sin.

American Standard Version (ASV)
Jesus answered them, Verily, verily, I say unto you, Every one that committeth sin is the bondservant of sin.

Bible in Basic English (BBE)
And this was the answer Jesus gave them: Truly I say to you, Everyone who does evil is the servant of sin.

Darby English Bible (DBY)
Jesus answered them, Verily, verily, I say to you, Every one that practises sin is the bondman of sin.

World English Bible (WEB)
Jesus answered them, "Most assuredly I tell you, everyone who commits sin is the bondservant of sin.

Young's Literal Translation (YLT)
Jesus answered them, `Verily, verily, I say to you -- Every one who is committing sin, is a servant of the sin,


ἀπεκρίθηapekrithēah-pay-KREE-thay
Jesus
αὐτοῖςautoisaf-TOOS
answered
hooh
them,
Ἰησοῦςiēsousee-ay-SOOS
Verily,
Ἀμὴνamēnah-MANE
verily,
ἀμὴνamēnah-MANE
I
say
λέγωlegōLAY-goh
unto
you,
ὑμῖνhyminyoo-MEEN

ὅτιhotiOH-tee
Whosoever
πᾶςpaspahs

hooh
committeth
ποιῶνpoiōnpoo-ONE

τὴνtēntane
sin
ἁμαρτίανhamartiana-mahr-TEE-an
is
δοῦλόςdoulosTHOO-LOSE
servant
the
ἐστινestinay-steen
of

τῆςtēstase
sin.
ἁμαρτίαςhamartiasa-mahr-TEE-as

Cross Reference

ପିତରଙ୍କ ଦିତୀୟ ପତ୍ର 2:19
ଏହି ଭଣ୍ଡ ଶିକ୍ଷକମାନେ ସହେି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାଁନ୍ତି। ସମାନେେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ଯକ୍ତି ଯାହା ଦ୍ବାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:16
ଏହା ନିଶ୍ଚିତ ଭାବରେ ତୁମ୍ଭମାନେେ ଜାଣ ଯେ ଯେତବେେଳେ ତୁମ୍ଭମାନେେ ଦାସ ଭଳି ନିଜକୁ ସମର୍ପଣ କର, ସେତବେେଳେ ତୁମ୍ଭମାନେେ ପ୍ରକୃତ ରେ ସହେି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭମାନେେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭମାନେେ ପାପର ଚ଼ାକର ହାଇେ ପାରିବ ବା ପରମେଶ୍ବରଙ୍କୁ ମାନିବ। ପାପ ଆଧ୍ଯାତ୍ମିକ ମୃତ୍ଯୁ ଆଣି ଦିଏ। କିନ୍ତୁ ପରମେଶ୍ବରଙ୍କୁ ମାନିଲେ, ପରମେଶ୍ବରଙ୍କଠା ରେ ତୁମ୍ଭମାନେେ ଧାର୍ମିକ ବୋଲି ଗଣିତ ହୁଅ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:3
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।

ହିତୋପଦେଶ 5:22
ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ି ରେ ବନ୍ଧା ହବେ।

ଯୋହନଙ୍କ ପ୍ରଥମ ପତ୍ର 3:8
ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ବଂସ କରିବା ପାଇଁ ପରମେଶ୍ବରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:19
ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦଇେ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହାଇେଥିବା କାରଣରୁ ମୁଁ ଏହି ଭଳି ବୁଝାଉଛି। ଅତୀତ ରେ ତୁମ୍ଭମାନେେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହବୋକୁ ଓ ମନ୍ଦ କର୍ମ ରେ ନିୟୁକ୍ତ କରିଥିଲ। ଫଳ ସ୍ବରୂପ ତୁମ୍ଭମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନ ଯାପନ କରୁଥିଲ। ଠିକ୍ ସହେି ଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତବେେ ତୁମ୍ଭମାନେେ କବଳେ ପରମେଶ୍ବରଙ୍କ ପାଇଁ ବଞ୍ଚିବ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:12
କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:6
ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କୃଶ ଉପରେ ତାହାଙ୍କ ସହିତ ମୃତ ହାଇେ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ବ ନକରିବା ପାଇଁ ଏପରି ଘଟିଲା। ତା'ପରେ ଆମ୍ଭେ ପାପର ଦାସ ହବେୁ ନାହିଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:2
ଅତୀତ ରେ ତୁମ୍ଭେ ସହେି ପାପ କାର୍ୟ୍ଯ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀ ରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସହେି ମନ୍ଦ ଶକ୍ତି ଏବେ ମଧ୍ଯ ପରମେଶ୍ବରଙ୍କୁ ଅମାନ୍ଯ କରୁଥିବା ଲୋକଙ୍କ ଭିତ ରେ କାମ କରୁଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:21
ଯେପରି ପରମେଶ୍ବର ସୃଷ୍ଟି କରିଥିବା ପ୍ରେତ୍ୟକକ ବସ୍ତୁ ବିନାଶରୁ ମୁକ୍ତ ହବେ। ଏହି ଭରସା ଥିଲା ଯେ ପରମେଶ୍ବରଙ୍କ ସନ୍ତାନମାନଙ୍କ ପାଇଁ ଯାହା କିଛି ନିର୍ମିତ ହାଇେଛି ସଗେୁଡିକ ସହେି ସ୍ବାଛନ୍ଦ ଓ ମହିମାର ଭାଗୀ ହବେେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:25
ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଧନ୍ଯବାଦ ହେଉ। ଅତଏବ-ମାେ ମନ ସହିତ ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାର ଦାସ। କିନ୍ତୁ ପାପପୂର୍ଣ ସ୍ବଭାବରେ ମୁଁ ପାପୟୁକ୍ତ ନିୟମର ଦାସ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:14
ମୁଁ ଜାଣେ ଯେ ବ୍ଯବସ୍ଥା ହେଉଛି ଆତ୍ମିକ। କନ୍ତୁ ମୁଁ ଆତ୍ମକ ନୁହେଁ। ପାପର ଦାସ ଭଳି ମୁଁ ତା' ପାଖ ରେ ବିକ୍ରି ହାଇେ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:23
ମୁଁ ଦେଖୁଛି, ତୁମ୍ଭ ମନ ରେ ତିକ୍ତତା ପୁରି ରହିଛ ଓ ପାପ ତୁମ୍ଭ ଉପରେ କତ୍ତୃର୍ତ୍ବ କରୁଛି।

ଯୋହନଲିଖିତ ସୁସମାଚାର 3:3
ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।

ପ୍ରଥମ ରାଜାବଳୀ 21:25
ଆହାବ୍ ନିଜର ପତ୍ନୀ ଈଷବଲେ ଦ୍ବାରା ପ୍ରବର୍ତ୍ତିତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଯେତେ ମନ୍ଦକର୍ମ କଲେ, ସପରେି ଆଉ କହେି କରି ନଥିଲେ।

ମାଥିଉଲିଖିତ ସୁସମାଚାର 5:18
ମୁଁ ତୁମ୍ଭକୁ ସତ୍ଯ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହବୋ ପର୍ୟ୍ଯନ୍ତ ଓ ସବୁ କଥା ନ ଘଟିବା ପର୍ୟ୍ଯନ୍ତ ଏହି ନିୟମରୁ ଅକ୍ଷରଟିଏ କି ବନ୍ଦୁଟିଏ ହେଲେ ମଧ୍ଯ ଲୋପ ପାଇବନାହିଁ।