ଯୋହନଲିଖିତ ସୁସମାଚାର 8:18 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 8 ଯୋହନଲିଖିତ ସୁସମାଚାର 8:18

John 8:18
ମୁଁ ମାେ ନିଜ ସମ୍ବନ୍ଧ ରେ ଜଣେ ସାକ୍ଷୀ ଓ ମାେତେ ପଠାଇଥିବା ପରମପିତା ମାରେ ଆଉ ଜଣେ ସାକ୍ଷୀ।

John 8:17John 8John 8:19

John 8:18 in Other Translations

King James Version (KJV)
I am one that bear witness of myself, and the Father that sent me beareth witness of me.

American Standard Version (ASV)
I am he that beareth witness of myself, and the Father that sent me beareth witness of me.

Bible in Basic English (BBE)
I give witness about myself and the Father who sent me gives witness about me.

Darby English Bible (DBY)
I am [one] who bear witness concerning myself, and the Father who has sent me bears witness concerning me.

World English Bible (WEB)
I am one who testifies about myself, and the Father who sent me testifies about me."

Young's Literal Translation (YLT)
I am `one' who is testifying of myself, and the Father who sent me doth testify of me.'

I
ἐγώegōay-GOH
am
εἰμιeimiee-mee
one
that
bear
witness
hooh
of
μαρτυρῶνmartyrōnmahr-tyoo-RONE
myself,
περὶperipay-REE
and
ἐμαυτοῦemautouay-maf-TOO
the
καὶkaikay
Father
μαρτυρεῖmartyreimahr-tyoo-REE
that
περὶperipay-REE
sent
ἐμοῦemouay-MOO
me
hooh
beareth
witness
πέμψαςpempsasPAME-psahs
of
μεmemay
me.
πατήρpatērpa-TARE

Cross Reference

ଏବ୍ରୀମାନଙ୍କ ନିକଟକୁ ପତ୍ର 2:4
କର୍ମ ଦ୍ବାରା ପରମେଶ୍ବର ମଧ୍ଯ ଏହାର ପ୍ରମାଣ ଦେଲେ। ପରମେଶ୍ବର ଆପଣା ଇଚ୍ଛାନୁସା ରେ ପବିତ୍ର ଆତ୍ମାଙ୍କ ଅନ୍ଯାନ୍ଯ ଦାନ ଦ୍ବାରା ଏହା ପ୍ରମାଣିତ କରିଅଛନ୍ତି।

ଯୋହନଲିଖିତ ସୁସମାଚାର 14:6
ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।

ଯୋହନଲିଖିତ ସୁସମାଚାର 8:58
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଅବ୍ରାହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17
ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।

ଯୋହନଙ୍କ ପ୍ରଥମ ପତ୍ର 5:6
ୟିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଯୀଶୁଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ345 ସହିତ ଆସିଥିଲେ। କବଳେ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସହେି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ଯ ସାକ୍ଷ୍ଯ ଦେଲେ। ଆତ୍ମା ହିଁ ସତ୍ଯ।

ଯୋହନଲିଖିତ ସୁସମାଚାର 11:25
ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।

ଯୋହନଲିଖିତ ସୁସମାଚାର 10:30
ପରମପିତା ଓ ମୁଁ ଏକ।

ଯୋହନଲିଖିତ ସୁସମାଚାର 10:14
ମୁଁ ମଷେପାଳକ ୟିଏ କି ମଷେମାନଙ୍କର ଯତ୍ନ ନିଏ। ମୁଁ ମାରେ ମେଣ୍ଢାକୁ ଜାଣେ ଯେପରି ପରମପିତା ମାେତେ ଜାଣନ୍ତି।

ଯୋହନଲିଖିତ ସୁସମାଚାର 10:11
ମୁଁ ଉତ୍ତମ ମଷେପାଳକ। ଉତ୍ତମ ମଷେପାଳକ ମଷେମାନଙ୍କ ପାଇଁ ତା'ର ଜୀବନ ଦିଏ।

ଯୋହନଲିଖିତ ସୁସମାଚାର 10:9
ମୁଁ ଫାଟକ। ଯେଉଁ ବ୍ଯକ୍ତି ମାେ (ଫାଟକ) ଦଇେ ପ୍ରବେଶ କରେ, ସେ ରକ୍ଷା ପାଇବ। ସହେି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା'ର ଯାହା ଦରକାର, ସେ ସବୁ ପାଇବ।

ଯୋହନଲିଖିତ ସୁସମାଚାର 8:51
ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କହେି ମାେ ଉପଦେଶ ମାନେ, ତବେେ ସେ ଲୋକ କବେେ ମରିବ ନାହିଁ।

ଯୋହନଲିଖିତ ସୁସମାଚାର 8:38
ମାେତେ ପରମପିତା ଯାହା ଦଖାଇେଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭମାନେେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।

ଯୋହନଲିଖିତ ସୁସମାଚାର 8:25
ଯିହୂଦୀମାନେ ପଚାରିଲେ, ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।

ଯୋହନଲିଖିତ ସୁସମାଚାର 8:12
ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।

ଯୋହନଲିଖିତ ସୁସମାଚାର 5:31
ମୁଁ ଯଦି ଲୋକମାନଙ୍କୁ ମାେ ନିଜ ବିଷୟ ରେ କୁ ହେ, ଓ ସମାନଙ୍କେୁ ମାରେ ସାକ୍ଷ୍ଯ ଦିଏ, ସମାନେେ ମାରେ ସାକ୍ଷ୍ଯ ଗ୍ରହଣ କରିବେ ନାହିଁ।