ଯୋହନଲିଖିତ ସୁସମାଚାର 4:37 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 4 ଯୋହନଲିଖିତ ସୁସମାଚାର 4:37

John 4:37
କଥା ରେ ଅଛି, 'ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ', ଏହି ଉକ୍ତିଟି ସତ୍ଯ।

John 4:36John 4John 4:38

John 4:37 in Other Translations

King James Version (KJV)
And herein is that saying true, One soweth, and another reapeth.

American Standard Version (ASV)
For herein is the saying true, One soweth, and another reapeth.

Bible in Basic English (BBE)
In this the saying is a true one, One does the planting, and another gets in the grain.

Darby English Bible (DBY)
For in this is [verified] the true saying, It is one who sows and another who reaps.

World English Bible (WEB)
For in this the saying is true, 'One sows, and another reaps.'

Young's Literal Translation (YLT)
for in this the saying is the true one, that one is the sower and another the reaper.

And
ἐνenane
herein
γὰρgargahr
is
τούτῳtoutōTOO-toh
that
hooh

λόγοςlogosLOH-gose
saying
ἐστὶνestinay-STEEN

hooh
true,
ἀληθινὸςalēthinosah-lay-thee-NOSE

ὅτιhotiOH-tee
One
ἌλλοςallosAL-lose

ἐστὶνestinay-STEEN
soweth,
hooh
and
σπείρωνspeirōnSPEE-rone
another
καὶkaikay

ἄλλοςallosAL-lose
reapeth.
hooh
θερίζωνtherizōnthay-REE-zone

Cross Reference

ମୀଖା 6:15
ତୁମ୍ଭେ ଯଦିଓ ଶସ୍ଯ ବୁଣିବ କିନ୍ତୁ ଫସଲ ଅମଳ କରିବ ନାହିଁ। ତୁମ୍ଭେ ଅଲିଭ ଫଳ ପଷେିବ ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ। ଯଦିଓ ଦ୍ରାକ୍ଷାଫଳ ପଷେିବ, ଦ୍ରାକ୍ଷାରସ ପାନୀଯ ପାଇଁ ପାଇବ ନାହିଁ।

ଆୟୁବ ପୁସ୍ତକ 31:8
ତବେେ ଅନ୍ୟ ଲୋକ ସହେି ଶସ୍ଯ ଖାଇଲେ ତାହା ଠିକ୍ ହବେ, ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦଲେି।

ବିଚାରକର୍ତାମାନଙ୍କ ବିବରଣ 6:3
ସମାନେେ ଏହିପରି କଲେ, କାରଣ ମିଦିଯନୀଯ ଓ ଅମାଲକେୀଯ ଓ ପୂର୍ବ ଦେଶିଯ ଗୋଷ୍ଠୀମାନେ ସର୍ବଦା ଆସି ସମାନଙ୍କେର ଫସଲ ନଷ୍ଟ କରି ଦେଉଥିଲେ।

ଲୂକଲିଖିତ ସୁସମାଚାର 19:21
ଆପଣ ଜଣେ କଠାେର ବ୍ଯକ୍ତି ହାଇେଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜ୍ବନ କରି ନଥିବା ଟଙ୍କା ନଇେଥା'ନ୍ତି ଓ ନିଜେ ଉତ୍ପନ୍ନ କରି ନଥିବା ଖାଦ୍ୟଶସ୍ଯ ସଂଗ୍ରହ କରିଥା'ନ୍ତି।'