ଯୋହନଲିଖିତ ସୁସମାଚାର 20:8 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 20 ଯୋହନଲିଖିତ ସୁସମାଚାର 20:8

John 20:8
ଏହାପରେ ଅନ୍ୟଶିଷ୍ଯ ଜଣକ ମଧ୍ଯ ଭିତରକୁ ଗଲେ, ସହେି ଶିଷ୍ଯ ଜଣକ କବର ପାଖ ରେ ଆଗ ପହନ୍ଚିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ବାସ କଲେ।

John 20:7John 20John 20:9

John 20:8 in Other Translations

King James Version (KJV)
Then went in also that other disciple, which came first to the sepulchre, and he saw, and believed.

American Standard Version (ASV)
Then entered in therefore the other disciple also, who came first to the tomb, and he saw, and believed.

Bible in Basic English (BBE)
Then the other disciple who came there first went in; and he saw and belief came to him.

Darby English Bible (DBY)
Then entered in therefore the other disciple also who came first to the tomb, and he saw and believed;

World English Bible (WEB)
So then the other disciple who came first to the tomb also entered in, and he saw and believed.

Young's Literal Translation (YLT)
then, therefore, entered also the other disciple who came first unto the tomb, and he saw, and did believe;

Then
τότεtoteTOH-tay

οὖνounoon
went
in
εἰσῆλθενeisēlthenees-ALE-thane
also
καὶkaikay

hooh
that
other
ἄλλοςallosAL-lose
disciple,
μαθητὴςmathētēsma-thay-TASE
which
hooh
came
ἐλθὼνelthōnale-THONE
first
πρῶτοςprōtosPROH-tose
to
εἰςeisees
the
τὸtotoh
sepulchre,
μνημεῖονmnēmeionm-nay-MEE-one
and
καὶkaikay
he
saw,
εἶδενeidenEE-thane
and
καὶkaikay
believed.
ἐπίστευσεν·episteusenay-PEE-stayf-sane

Cross Reference

ଯୋହନଲିଖିତ ସୁସମାଚାର 20:4
ସମାନେେ ଦୁ ହେଁ ଦୌଡୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ଯଜଣକ ଜୋର୍ ରେ ଦୌଡୁଥିଲେ। ତେଣୁ ସେ ପ୍ରଥମେ କବର ପାଖ ରେ ପହନ୍ଚିଲେ।

ଯୋହନଲିଖିତ ସୁସମାଚାର 1:50
ଯୀଶୁ ନିଥନିଯଲଙ୍କେୁ କହିଲେ, ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁଛ। କିନ୍ତୁ ତୁମ୍ଭେ ତା'ଠାରୁ ଆହୁରି ଶ୍ ରେଷ୍ଠତର ବିଷୟ ଦେଖିବ।

ଯୋହନଲିଖିତ ସୁସମାଚାର 20:25
ଅନ୍ୟ ଶିଷ୍ଯମାନେ ଥୋମାଙ୍କୁ କହିଲେ, ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ। ଥୋମା କହିଲେ, ମୁଁ ତାହାଙ୍କ ହାତ ରେ କଣ୍ଟାଦାଗ ନ ଦେଖିଲା ପର୍ୟ୍ଯନ୍ତ ବିଶ୍ବାସ କରିବି ନାହିଁ। ମୁଁ ମାରେ ଆଙ୍ଗୁଠି ସହେି କଣ୍ଟାର ଦାଗ ରେ ନରଖିବା ଓ ତାହାଙ୍କ କକ୍ଷଦେଶ ରେ ମାରେ ହାତ ନଦବୋ ପର୍ୟ୍ଯନ୍ତ, ମୁଁ ବିଶ୍ବାସ କରିବି ନାହିଁ।

ଯୋହନଲିଖିତ ସୁସମାଚାର 20:29
ଯୀଶୁ ଥୋମାଙ୍କୁ କହିଲେ, ତୁମ୍ଭେ ମାେତେ ଦେଖିବାରୁ ବିଶ୍ବାସ କରୁଛ। ମାତ୍ର ଯେଉଁ ଲୋକମାନେ ମାେତେ ନ ଦେଖି ବିଶ୍ବାସ କରନ୍ତି, ସମାନେେ ପ୍ରକୃତ ରେ ଆଶୀର୍ବାଦର ଯୋଗ୍ଯ।