John 18:32
ଏହାଦ୍ବାରା ସେ କିପରି ମରିବେ, ସେ ବିଷୟ ରେ ଯୀଶୁଙ୍କର ବାଣୀ ସତ୍ଯ ହେଲା।
John 18:32 in Other Translations
King James Version (KJV)
That the saying of Jesus might be fulfilled, which he spake, signifying what death he should die.
American Standard Version (ASV)
that the word of Jesus might be fulfilled, which he spake, signifying by what manner of death he should die.
Bible in Basic English (BBE)
(That the word of Jesus might come true, pointing to the sort of death he would have.)
Darby English Bible (DBY)
that the word of Jesus might be fulfilled which he spoke, signifying what death he should die.
World English Bible (WEB)
that the word of Jesus might be fulfilled, which he spoke, signifying by what kind of death he should die.
Young's Literal Translation (YLT)
that the word of Jesus might be fulfilled which he said, signifying by what death he was about to die.
| That | ἵνα | hina | EE-na |
| the | ὁ | ho | oh |
| saying | λόγος | logos | LOH-gose |
| of | τοῦ | tou | too |
| Jesus | Ἰησοῦ | iēsou | ee-ay-SOO |
| might be fulfilled, | πληρωθῇ | plērōthē | play-roh-THAY |
| which | ὃν | hon | one |
| he spake, | εἶπεν | eipen | EE-pane |
| signifying | σημαίνων | sēmainōn | say-MAY-none |
| what | ποίῳ | poiō | POO-oh |
| death | θανάτῳ | thanatō | tha-NA-toh |
| he should | ἤμελλεν | ēmellen | A-male-lane |
| die. | ἀποθνῄσκειν | apothnēskein | ah-poh-THNAY-skeen |
Cross Reference
ମାଥିଉଲିଖିତ ସୁସମାଚାର 26:2
ଦୁଇଦିନ ପରେ ନିସ୍ତାରପର୍ବ ହବୋ କଥା ତୁମ୍ଭେ ଜାଣ। ସହେି ଦିନ କୃଶ ରେ ଚ଼ଢ଼ାଇ ମନୁଷ୍ଯପୁତ୍ରଙ୍କୁ ମାରି ଦବୋ ପାଇଁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦିଆୟିବ।
ମାଥିଉଲିଖିତ ସୁସମାଚାର 20:19
ସମାନେେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତ ରେ ଦଇେ ଦବେେ। ସହେି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ା ରେ ପିଟିବେ ଏବଂ ଗୋଟିଏ କୃଶ ରେ ଚ଼ଢ଼ଇେ ତାହାଙ୍କୁ ମାରି ଦବେେ। କିନ୍ତୁ ମୃତ୍ଯୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।
ଯୋହନଲିଖିତ ସୁସମାଚାର 12:32
ମୁଁ ଜଗତରୁ ଉର୍ଦ୍ଧ୍ବକୁ ଉତ୍ଥିତ ହବେି। ଯେତବେେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମାେ ନିକଟକୁ ନଇେ ୟିବି।
ଯୋହନଲିଖିତ ସୁସମାଚାର 3:14
ମାଶାେ ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। ଠିକ୍ ସହେିପରି ମନୁଷ୍ଯପୁତ୍ର ମଧ୍ଯ ଉପରକୁ ଉଠାଯିବେ।
ଲୂକଲିଖିତ ସୁସମାଚାର 18:32
ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତ ରେ ଦଇେ ଦବେେ। ତାହାଙ୍କୁ ଉପହାସ କରାୟିବ। ଲୋକେ ତାହାଙ୍କୁ ଅପମାନ ଦବେେ ଓ ତାହାଙ୍କୁ ଉପରକୁ ଛପେ ପକାଇବେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:13
ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277
ରେରିତମାନଙ୍କ କାର୍ଯ୍ୟର ବିବରଣ 7:59
ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମାେ ଆତ୍ମାକୁ ଗ୍ରହଣ କର।
ଯୋହନଲିଖିତ ସୁସମାଚାର 10:33
ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିଥିବାରୁ ମାରୁନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛ। ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ବର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥର ରେ ମାରି ଦବୋପାଇଁ ଚାହୁଁଛୁ।
ଯୋହନଲିଖିତ ସୁସମାଚାର 10:31
ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉେଠଇଲେ।
ଯୋହନଲିଖିତ ସୁସମାଚାର 8:28
ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କୁ ଉର୍ଦ୍ଧ୍ବକୁ(ବଧକରିବାକୁ) ଉଠାଇବ। ସେତବେେଳେ ମୁଁ ଯେ ସହେି ବ୍ଯକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମାେ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମାେତେ ଯାହା ଶିକ୍ଷା ଦଇେଛନ୍ତି ସହେି କଥା ଯେ କବଳେ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ।
ଲୂକଲିଖିତ ସୁସମାଚାର 24:7
ଯୀଶୁ କହିଥିଲେ ଯେ, ମନୁଷ୍ଯୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତ ରେ କୃଶ ରେ ମାରି ଦିଆୟିବା ପାଇଁ ଅବଶ୍ଯ ଦଇେ ଦିଆୟିବ। କିନ୍ତୁ ସେ ପୁଣି ମୃତ୍ଯୁରୁ ତୃତୀୟ ଦିନ ଜୀବିତ ହାଇେ ଉଠିବେ।
ମାର୍କଲିଖିତ ସୁସମାଚାର 10:33
ଯୀଶୁ କହିଲେ, ଶୁଣ, ଆମ୍ଭମାନେେ ୟିରୁଶାଲମକୁ ଯାଉଛୁ। ମନୁଷ୍ଯପୁତ୍ରଙ୍କୁ ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତ ରେ ଦଇେ ଦିଆୟିବ ଏବଂ ସମାନେେ ତାହାଙ୍କୁ ମୃତ୍ଯୁ ଦଣ୍ଡଦବୋ ପାଇଁ ଅଣଯୀହୂଦୀମାନଙ୍କୁ ସମର୍ପି ଦବେେ।
ଗୀତସଂହିତା 22:16
କୁକୁରମାନେ ମାରେ ଚାରିକଡ଼ରେ ଘରେି ରହିଛନ୍ତି। ସହେି ଦୁଷ୍ଟ ଲୋକମାନେ ଦଳବଦ୍ଧ ହାଇେ ମାେତେ ୟନ୍ତାରେ ପକାଇଛନ୍ତି। ସମାନେେ ମାରେ ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।
ଦିତୀୟ ବିବରଣ 21:23
କିନ୍ତୁ ତା'ର ମୃତ ଶରୀରକକ୍ସ୍ଟ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନକ୍ସ୍ଟହଁ। ତା'ର ମୃତ ଶରୀରକକ୍ସ୍ଟ ସହେି ଏକା ଦିନ ରେ କବର ଦିଆୟିବା ଉଚିତ୍। କାରଣ, କହେି ବ୍ଯକ୍ତି ଗଛ ରେ ଝକ୍ସ୍ଟଲା ହାଇେ ରହିଲେ ପରମେଶ୍ବରଙ୍କ ଦ୍ବରା ଅଭିଶାପ ଗ୍ରସ୍ତ ହକ୍ସ୍ଟଏ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଭୂମି ଦଇେଛନ୍ତି ତୁମ୍ଭେ ତାହାକକ୍ସ୍ଟ ଅଶକ୍ସ୍ଟଚି କର ନାହିଁ।