ଯୋହନଲିଖିତ ସୁସମାଚାର 16:12 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 16 ଯୋହନଲିଖିତ ସୁସମାଚାର 16:12

John 16:12
ମାରେ ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ େସତେ ମାତ୍ରା ରେ ସଗେୁଡିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରିପାରିବ ନାହିଁ।

John 16:11John 16John 16:13

John 16:12 in Other Translations

King James Version (KJV)
I have yet many things to say unto you, but ye cannot bear them now.

American Standard Version (ASV)
I have yet many things to say unto you, but ye cannot bear them now.

Bible in Basic English (BBE)
I have still much to say to you, but you are not strong enough for it now.

Darby English Bible (DBY)
I have yet many things to say to you, but ye cannot bear them now.

World English Bible (WEB)
"I have yet many things to tell you, but you can't bear them now.

Young's Literal Translation (YLT)
`I have yet many things to say to you, but ye are not able to bear `them' now;

I
have
ἜτιetiA-tee
yet
πολλὰpollapole-LA
many
things
them
ἔχωechōA-hoh
to
say
λέγεινlegeinLAY-geen
you,
unto
ὑμῖνhyminyoo-MEEN
but
ἀλλ'allal
ye
cannot
οὐouoo

δύνασθεdynastheTHYOO-na-sthay
bear
βαστάζεινbastazeinva-STA-zeen
now.
ἄρτι·artiAR-tee

Cross Reference

ମାର୍କଲିଖିତ ସୁସମାଚାର 4:33
ଯୀଶୁ ଏହି ଭଳି ଅନକେ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ଉପଦେଶ ପ୍ରଦାନ କରୁଥିଲେ। ସମାନଙ୍କେର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସମାନଙ୍କେୁ କହୁଥିଲେ।

ଯୋହନଲିଖିତ ସୁସମାଚାର 14:30
ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହବେି ନାହିଁ। ଏ ଜଗତର ଶାସକ ଆସୁଛି। ମାେ ଉପରେ ତାର କୌଣସି କ୍ଷମତା ନାହିଁ।

ଯୋହନଲିଖିତ ସୁସମାଚାର 15:15
ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସବେକ ବୋଲି କହୁନାହିଁ। ଜଣେ ସବେକ,ତାର ମୁନିବ କ'ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହା ସବୁ ଶୁଣିଛି ତାହା କହିଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:3
ଏହି ଘଟଣାଟି ଯୀଶୁଙ୍କର ମୃତ୍ଯୁ ପରେ ଘଟିଥିଲା। କିନ୍ତୁ ଅନକେ ଶକ୍ତିୟୁକ୍ତ କାର୍ୟ୍ଯ ଦ୍ବାରା ସେ ପ୍ରମାଣିତ କରି ଦେଖଇେ ଦେଲେ ଯେ, ସେ ଜୀବିତ ଥିଲେ। ମୃତ୍ଯୁ ପରେ ପୁନର୍ଜୀବିତ ହାଇେ ଉଠିଥିବାର ଚାଳିଶ ଦିନ ପର୍ୟନ୍ତ ପ୍ ରରେିତମାନେ ଯୀଶୁଙ୍କୁ ଅନକେ ଥର ଦେଖିଲେ। ଯୀଶୁ ପରମେଶ୍ବରଙ୍କର ରାଜ୍ଯ ବିଷୟ ରେ ପ୍ ରରେିତମାନଙ୍କୁ କହିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:1
ଭାଇ ଓ ଭଉଣୀମାନେ! ପୂର୍ବ ରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠା ରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି।

ଏବ୍ରୀମାନଙ୍କ ନିକଟକୁ ପତ୍ର 5:11
ଏ ବିଷୟ ରେ ଆମ୍ଭର ତୁମ୍ଭମାନଙ୍କୁ ଅନକେ କଥା କହିବା ପାଇଁ ଅଛି। କିନ୍ତୁ ଯେ ହତେୁ ତୁମ୍ଭମାନେେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର।