ଯୋହନଲିଖିତ ସୁସମାଚାର 14:25 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 14 ଯୋହନଲିଖିତ ସୁସମାଚାର 14:25

John 14:25
ମୁଁ ତୁମ୍ଭ ସହିତ ଥିବା ସମୟରେ ଏହି ସବୁ କଥା ତୁମ୍ଭମାନଙ୍କୁ କହିଛି।

John 14:24John 14John 14:26

John 14:25 in Other Translations

King James Version (KJV)
These things have I spoken unto you, being yet present with you.

American Standard Version (ASV)
These things have I spoken unto you, while `yet' abiding with you.

Bible in Basic English (BBE)
I have said all this to you while I am still with you.

Darby English Bible (DBY)
These things I have said to you, abiding with you;

World English Bible (WEB)
I have said these things to you, while still living with you.

Young's Literal Translation (YLT)
`These things I have spoken to you, remaining with you,

These
things
ΤαῦταtautaTAF-ta
have
I
spoken
λελάληκαlelalēkalay-LA-lay-ka
you,
unto
ὑμῖνhyminyoo-MEEN
being
yet
present
παρ'parpahr
with
ὑμῖνhyminyoo-MEEN
you.
μένων·menōnMAY-none

Cross Reference

ଯୋହନଲିଖିତ ସୁସମାଚାର 13:19
ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏକଥା କହୁଛି। ତେଣୁ ଯେତବେେଳେ ଏହା ଘଟିବ, ତୁମ୍ଭେ ବିଶ୍ବାସ କରିବ, ମୁଁ ସହେି ଅଟେ।

ଯୋହନଲିଖିତ ସୁସମାଚାର 14:29
ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡିକ ବର୍ତ୍ତମାନ ଜଣାଇଦଲେି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ବାସ କରିବ।

ଯୋହନଲିଖିତ ସୁସମାଚାର 15:11
ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା ହେଲେ ମୁଁ ଯେପରି ଆନନ୍ଦ ରେ ଅଛି, ତୁମ୍ଭେ ମଧ୍ଯ ମାେପରି ଆନନ୍ଦ ପାଇବ। ମୁଁ ଚା ହେଁ, ତୁମ୍ଭର ଆନନ୍ଦ ସଂମ୍ପୂର୍ଣ୍ଣ ହେଉ।

ଯୋହନଲିଖିତ ସୁସମାଚାର 16:1
ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ବାସ ନଷ୍ଟ କରି ନପାରନ୍ତି।

ଯୋହନଲିଖିତ ସୁସମାଚାର 16:12
ମାରେ ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ େସତେ ମାତ୍ରା ରେ ସଗେୁଡିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରିପାରିବ ନାହିଁ।

ଯୋହନଲିଖିତ ସୁସମାଚାର 17:6
ତୁମ୍ଭେ ପୃଥିବୀର କେତକେ ଲୋକଙ୍କୁ ମାେତେ ଦଲେ।