John 14:15
ମାେତେ ଯଦି ତୁମ୍ଭେ ପ୍ ରମେ କର, ତବେେ ମାରେ ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।
John 14:15 in Other Translations
King James Version (KJV)
If ye love me, keep my commandments.
American Standard Version (ASV)
If ye love me, ye will keep my commandments.
Bible in Basic English (BBE)
If you have love for me, you will keep my laws.
Darby English Bible (DBY)
If ye love me, keep my commandments.
World English Bible (WEB)
If you love me, keep my commandments.
Young's Literal Translation (YLT)
`If ye love me, my commands keep,
| If | Ἐὰν | ean | ay-AN |
| ye love | ἀγαπᾶτέ | agapate | ah-ga-PA-TAY |
| me, | με | me | may |
| keep | τὰς | tas | tahs |
| ἐντολὰς | entolas | ane-toh-LAHS | |
| my | τὰς | tas | tahs |
| commandments. | ἐμὰς | emas | ay-MAHS |
| τηρήσατε | tērēsate | tay-RAY-sa-tay |
Cross Reference
ଯୋହନଙ୍କ ପ୍ରଥମ ପତ୍ର 2:3
ଆମ୍ଭେ ଯଦି ପରମେଶ୍ବରଙ୍କର ଆଜ୍ଞା ପାଳନ କରୁ, ତବେେ ଆମ୍ଭମାନେେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତ ରେ ତାହାଙ୍କୁ ଜାଣିଛୁ।
ଯୋହନଙ୍କ ପ୍ରଥମ ପତ୍ର 5:2
ଆମ୍ଭେ ପରମେଶ୍ବରଙ୍କ ସନ୍ତାନମାନଙ୍କୁ ପ୍ ରମେ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ବରଙ୍କୁ ପ୍ ରମେ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ବରଙ୍କ ସନ୍ତାନ ଅଟୁ।
ଯୋହନଙ୍କ ପ୍ରଥମ ପତ୍ର 4:19
ପରମେଶ୍ବର ଆମ୍ଭକୁ ପ୍ରଥମେ ପ୍ ରମେ କରିବାରୁ ଆମ୍ଭମାନେେ ତାହାଙ୍କୁ ପ୍ ରମେ କରିଲୁା
ଯୋହନଙ୍କ ଦିତୀୟ ପତ୍ 1:6
ପ୍ ରମରେ ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ବରଙ୍କ ଆଜ୍ଞା ଏହି : ତୁମ୍ଭେ ଏକ ପ୍ ରମରେ ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।
ଯୋହନଲିଖିତ ସୁସମାଚାର 14:21
ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।
ଯୋହନଲିଖିତ ସୁସମାଚାର 15:10
ମୁଁ ମାରେ ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ ରମେ ରେ ରହିଛି। ସହେିପରି ତୁମ୍ଭେ ଯଦି ମାରେ ଆଜ୍ଞା ପାଳନ କରିବ, ତୁମ୍ଭେ ମାେ ପ୍ ରମେ ରେ ରହିବ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:6
ଆତ୍ମାଙ୍କ ସାହାୟ୍ଯ ରେ ଆମେ ଏଥି ପାଇଁ ଅପେକ୍ଷା କରି ରହିଛୁ। ଯଦି କହେି ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛି, ତା ହେଲେ ସେ ସୁନ୍ନତ ହାଇେଛି ନା ନାହିଁ, ଏହା ମହତ୍ବପୂର୍ଣ୍ଣ ନୁହେଁ। ମହତ୍ବପୂର୍ଣ୍ଣ ବିଷୟ ହେଲା, ପ୍ ରମଜେନକ ବିଶ୍ବାସ, ଯାହା କାର୍ୟ୍ଯ ରେ ପରିପ୍ରକାଶ ହୁଏ।
ମାଥିଉଲିଖିତ ସୁସମାଚାର 25:34
ତା'ପରେ ରାଜା ତାହାଙ୍କ ଡ଼ାହାଣ ପଟ ରେ ଥିବା ଲୋକମାନଙ୍କୁ କହିବେ, 'ଆସ, ମାରେ ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ବର ତୁମ୍ଭକୁ ଯେଉଁ ରାଜ୍ଯ ଦବୋକୁ ପ୍ରତିଶ୍ରୁତି ଦଇେଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହବୋ କାଳରୁ ତୁମ୍ଭ ପାଇଁ ସେ ରାଜ୍ଯ ପ୍ରସ୍ତୁତ ହାଇେ ସାରିଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:14
ଯଦି ଆମ୍ଭେ ଠିକ୍ ମନ ରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ ରମେ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି।
ମାଥିଉଲିଖିତ ସୁସମାଚାର 10:37
ଯେଉଁ ଲୋକ ମାେ ଅପେକ୍ଷା ତା ବାପା ମାଆଙ୍କୁ ଅଧ୍କ ଭଲ ପାଏ, ତବେେ ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ। ଯେଉଁ ଲୋକ ମାେ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:8
ମୁଁ ତୁମ୍ଭମାନଙ୍କୁ ଦାନ ଦବୋପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତ ରେ ତୁମ୍ଭମାନଙ୍କ ପ୍ ରମେ ସତ୍ଯ ଅଟେ। ଅନ୍ୟ ଲୋକମାନେ ସାହାୟ୍ଯ କରିବା ପାଇଁ ଦଖାେଉଥିବା ଉତ୍ସାହ ବିଷୟ ରେ କହି ଏହା ମୁଁ ଦଖାଇେ ଦବୋକୁ ଚା ହେଁ।
ପିତରଙ୍କ ପ୍ରଥମ ପତ୍ 1:8
ତୁମ୍ଭେ ଯୀଶୁଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ଯ ପ୍ ରମେ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ଯ ବିଶ୍ବାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସହେି ଆନନ୍ଦ ମହିମା ରେ ପରିପୂର୍ଣ୍ଣ।
ଯୋହନଲିଖିତ ସୁସମାଚାର 8:42
ଯୀଶୁ ସହେି ଯିହୂଦୀମାନଙ୍କୁ କହିଲେ, ଯଦି ପରମେଶ୍ବର ପ୍ରକୃତ ରେ ତୁମ୍ଭର ପରମପିତା, ତବେେ ତୁମ୍ଭେ ମାେତେ ଭଲ ପାଇବା ଉଚିତ। ମୁଁ ପରମେଶ୍ବରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠା ରେ ଅଛି। ମୁଁ ମାେ କ୍ଷମତା ଅନୁସାରେ ଆସିନାହିଁ। ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି।
ଯୋହନଲିଖିତ ସୁସମାଚାର 21:15
ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:24
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠା ରେ ଅଶଷେ ପ୍ ରମେ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ହେଉ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:22
ଯଦି କିଏ ପ୍ରଭୁଙ୍କୁ ପ୍ ରମେ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ବରଙ୍କ ଠାରୁ ବିଚ୍ଛିନ୍ନ ହାଇେ ସେ ଅନନ୍ତକାଳ ପାଇଁ ବିନଷ୍ଟ ହବେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:20
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:7
ସମୟ ଥିଲା, ଯେତବେେଳେ ଏଗୁଡ଼ିକ ମାେ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହତେୁ ସଗେୁଡ଼ିକର କିଛି ମୂଲ୍ଯ ନାହିଁ।