ଯୋହନଲିଖିତ ସୁସମାଚାର 12:44 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 12 ଯୋହନଲିଖିତ ସୁସମାଚାର 12:44

John 12:44
ତା'ପରେ ଯୀଶୁ ଚିତ୍କାର କରି କହିଲେ, ମାଠାେ ରେ ଯେଉଁ ଲୋକ ବିଶ୍ବାସ ରେଖ, ସେ ପ୍ରକୃତ ରେ ମାେ ଠା ରେ ନୁହେଁ ମାତ୍ର ଯେ ମାେତେ ପଠାଇଛନ୍ତି, ତାହାଙ୍କଠା ରେ ବିଶ୍ବାସ ରେଖ।

John 12:43John 12John 12:45

John 12:44 in Other Translations

King James Version (KJV)
Jesus cried and said, He that believeth on me, believeth not on me, but on him that sent me.

American Standard Version (ASV)
And Jesus cried and said, He that believeth on me, believeth not on me, but on him that sent me.

Bible in Basic English (BBE)
Then Jesus said with a loud voice, He who has faith in me, has faith not in me, but in him who sent me.

Darby English Bible (DBY)
But Jesus cried and said, He that believes on me, believes not on me, but on him that sent me;

World English Bible (WEB)
Jesus cried out and said, "Whoever believes in me, believes not in me, but in him who sent me.

Young's Literal Translation (YLT)
And Jesus cried and said, `He who is believing in me, doth not believe in me, but in Him who sent me;


Ἰησοῦςiēsousee-ay-SOOS
Jesus
δὲdethay
cried
ἔκραξενekraxenA-kra-ksane
and
καὶkaikay
said,
εἶπενeipenEE-pane
He
hooh
that
believeth
πιστεύωνpisteuōnpee-STAVE-one
on
εἰςeisees
me,
ἐμὲemeay-MAY
believeth
οὐouoo
not
πιστεύειpisteueipee-STAVE-ee
on
εἰςeisees
me,
ἐμὲemeay-MAY
but
ἀλλ'allal
on
εἰςeisees
him
τὸνtontone
that
sent
πέμψαντάpempsantaPAME-psahn-TA
me.
μεmemay

Cross Reference

ମାଥିଉଲିଖିତ ସୁସମାଚାର 10:40
ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।

ପିତରଙ୍କ ପ୍ରଥମ ପତ୍ 1:21
ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ବିଶ୍ବାସ କର। ପରମେଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ। ତା'ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ବାସ ଓ ଭରସା ପରମେଶ୍ବରଙ୍କ ଠା ରେ ଅଛି।

ଯୋହନଲିଖିତ ସୁସମାଚାର 13:20
ମୁଁ ତୁମ୍ଭକୁ ସତ୍ଯ କହୁଛି, ମାେତେ ପଠାଇଥିବା ବ୍ଯକ୍ତିକୁ ୟିଏ ଗ୍ରହଣ କରେ ସେ ମାେତେ ଗ୍ରହଣ କରେ। ମାେତେ ଯେଉଁ ଲୋକ ଗ୍ରହଣ କରେ, ସେ ମାରେ ପ୍ ରରଣକେର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।

ଯୋହନଲିଖିତ ସୁସମାଚାର 5:24
ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ, ଯଦି କୌଣସି ବ୍ଯକ୍ତି ମାରେ କହିବା କଥା ଶୁଣେ ଓ ମାେତେ ୟିଏ ପଠାଇଛନ୍ତି ତାହାଙ୍କଠା ରେ ବିଶ୍ବାସ କରେ, ତବେେ ସେ ବ୍ଯକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ ନାହିଁ। ସେ ମୃତ୍ଯୁକୁ ପାର ହାଇେ ଜୀବନ ଭିତ ରେ ପ୍ରବେଶ କରି ମାରିଛି।

ଯୋହନଲିଖିତ ସୁସମାଚାର 11:43
ଏହା ପରେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଲାଜାର, ବାହାରି ଆସ।

ଯୋହନଲିଖିତ ସୁସମାଚାର 7:28
ଯୀଶୁ ମନ୍ଦିର ରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ବର ରେ କହିଲେ, ହଁ, ତୁମ୍ଭେ ମାେତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ଯ ଜାଣ। କିନ୍ତୁ ମୁଁ ମାରେ ନିଜ ଅଧିକାର ବଳ ରେ ଆସି ନାହିଁ। ମୁଁ ସତ୍ଯ ପରମେଶ୍ବରଙ୍କ ଦ୍ବାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ।

ମାର୍କଲିଖିତ ସୁସମାଚାର 9:37
ମାେ ନାମ ରେ ଯେଉଁ ଲୋକ ଗୋଟିଏ ପିଲାକୁ ଏହିଭଳି ଗ୍ରହଣ କରେ, ସେ ମାେତେ ଗ୍ରହଣ କରେ। ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ଯେ, କବଳେ ମାେତେ ଗ୍ରହଣ କରେ, ତା ନୁହେଁ, ବରଂ ସେ ମାରେ ପ୍ ରରଣେ କର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।

ଯିଶାଇୟ 55:1
ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।

ହିତୋପଦେଶ 8:1
ଶୁଣ ! ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡ଼ାକୁଛନ୍ତି।

ହିତୋପଦେଶ 1:20
ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପ ରେ ଉଚ୍ଚ ସ୍ବର ରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା'ର ସ୍ବର ଶୁଣାଏ।