ଯୋହନଲିଖିତ ସୁସମାଚାର 12:27 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 12 ଯୋହନଲିଖିତ ସୁସମାଚାର 12:27

John 12:27
ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ'ଣ କହିବି? ' ହେ ପରମପିତା, ମାେତେ ଏ ୟନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର', ଏଭଳି କହି କ'ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ ୟନ୍ତ୍ରଣା ଭୋଗିବି ବୋଲି ଆସିଛି।

John 12:26John 12John 12:28

John 12:27 in Other Translations

King James Version (KJV)
Now is my soul troubled; and what shall I say? Father, save me from this hour: but for this cause came I unto this hour.

American Standard Version (ASV)
Now is my soul troubled; and what shall I say? Father, save me from this hour. But for this cause came I unto this hour.

Bible in Basic English (BBE)
Now is my soul troubled; and what am I to say? Father, keep me from this hour. No: for this purpose have I come to this hour.

Darby English Bible (DBY)
Now is my soul troubled, and what shall I say? Father, save me from this hour. But on account of this have I come to this hour.

World English Bible (WEB)
"Now my soul is troubled. What shall I say? 'Father, save me from this time?' But for this cause I came to this time.

Young's Literal Translation (YLT)
`Now hath my soul been troubled, and what? shall I say -- Father, save me from this hour? -- but because of this I came to this hour;

Now
Νῦνnynnyoon
is
my
ay

ψυχήpsychēpsyoo-HAY
soul
μουmoumoo
troubled;
τετάρακταιtetaraktaitay-TA-rahk-tay
and
καὶkaikay
what
τίtitee
shall
I
say?
εἴπωeipōEE-poh
Father,
ΠάτερpaterPA-tare
save
σῶσόνsōsonSOH-SONE
me
μεmemay
from
ἐκekake
this
τῆςtēstase
hour:
ὥραςhōrasOH-rahs
but
ταύτηςtautēsTAF-tase
cause
for
ἀλλὰallaal-LA
this
διὰdiathee-AH
came
I
τοῦτοtoutoTOO-toh
unto
ἦλθονēlthonALE-thone
this
εἰςeisees
hour.
τὴνtēntane
ὥρανhōranOH-rahn
ταύτηνtautēnTAF-tane

Cross Reference

ଯୋହନଲିଖିତ ସୁସମାଚାର 13:21
ଯୀଶୁ ଏକଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତ ରେ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନଙ୍କ ମଧ୍ଯରୁ ଜଣେ ମାେ ବିରୁଦ୍ଧ ରେ ୟିବ।

ମାଥିଉଲିଖିତ ସୁସମାଚାର 26:38
ଯୀଶୁ ସମାନଙ୍କେୁ କହିଲେ, ମାରହେୃଦୟ ଏତେ ଦୁଃଖ ରେ ଭରି ଯାଇଛି ଯେ, ସତେ ଯେପରି ପ୍ରାଣ ବାହାରି ୟିବା ଉପରେ। ତୁମ୍ଭମାନେେ ମାେ ସହିତ ଏଠା ରେ ଚଇେଁ କରି ରୁହ ଓ ଅପେକ୍ଷା କର।

ଲୂକଲିଖିତ ସୁସମାଚାର 22:44
ଯୀଶୁ ମର୍ମାନ୍ତକ ପୀଡା ରେ ବୁଡି ରହି ଆହୁରି ଦୃଢ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁ ରେ ପଡିଲା।

ଲୂକଲିଖିତ ସୁସମାଚାର 22:53
ମନ୍ଦିର ରେ ମୁଁ ପ୍ରେତ୍ୟକକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭମାନେେ ମାେତେ ସଠାେରେ ବନ୍ଦୀ କରିନବୋକୁ କାହିଁକି ଚେଷ୍ଟା କଲନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତବେେଳେ ଅନ୍ଧକାର ରାଜତ୍ବ କରିଥାଏ।

ଯୋହନଲିଖିତ ସୁସମାଚାର 12:23
ଯୀଶୁ ସମାନଙ୍କେୁ କହିଲେ, ବର୍ତ୍ତମାନ ମନୁଷ୍ଯ ପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି।

ଯୋହନଲିଖିତ ସୁସମାଚାର 18:37
ପୀଲାତ କହିଲେ, ତବେେ ତୁମ୍ଭେ ଜଣେ ରାଜା।

ଏବ୍ରୀମାନଙ୍କ ନିକଟକୁ ପତ୍ର 5:7
ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:5
ଅତଏବ ଯେତବେେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ :

ଏବ୍ରୀମାନଙ୍କ ନିକଟକୁ ପତ୍ର 2:14
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:15
ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।

ଯୋହନଲିଖିତ ସୁସମାଚାର 11:41
ତେଣୁ ସମାନେେ ପଥର ବାହାର କଲେ। ତା'ପରେ ଯୀଶୁ ଉର୍ଦ୍ଧ୍ବକୁ ଚାହିଁ କହିଲେ, ହେ ପରମପିତା, ତୁମ୍ଭକୁ ଧନ୍ଯବାଦ ଦେଉଅଛି, କାରଣ ତୁମ୍ଭେ ମାେ କଥା ଶୁଣିଛ।

ଯୋହନଲିଖିତ ସୁସମାଚାର 11:33
ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସମାନେେ ମଧ୍ଯ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତର ରେ ଅତ୍ଯଧିକ ବ୍ଯଥା ଅନୁଭବ କଲେ।

ଗୀତସଂହିତା 88:3
ମାରେ ପ୍ରାଣ ଦୁଃଖରେ ଭରପୁର। ମୁଁ ଶୀଘ୍ର ମରିୟିବି।

ଯିଶାଇୟ 38:15
ମୁଁ କ'ଣ କହିବି ? ଯେତବେେଳେ ସେ ମାେତେ କହି ଅଛନ୍ତି ଓ ତାହା ନିଜେ ସାଧନ କରିଛନ୍ତି। ମାରେ ଆତ୍ମା ତିକ୍ତତା ସକାେଶ ମୁଁ ବର୍ଷୟାକ ଧୀ ରେ ଧୀ ରେ ଚାଲିବି।

ଯିଶାଇୟ 53:3
ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।

ମାଥିଉଲିଖିତ ସୁସମାଚାର 11:25
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

ମାଥିଉଲିଖିତ ସୁସମାଚାର 26:42
ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, ହେ ପରମପିତା, ଯଦି ୟନ୍ତ୍ରଣାର ଏ ପାତ୍ର ମାେ ଠାରୁ ଦୂର ହାଇେ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତବେେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।

ମାଥିଉଲିଖିତ ସୁସମାଚାର 26:53
ତୁମ୍ଭେ କ'ଣ ଜାଣିନାହଁ ଯେ ମୁଁ ମାରେ ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମାେତେ ବାରଟି ସନୋ ବାହିନୀରୁ ଅଧିକ ୟୋଗଇବେେ।

ମାର୍କଲିଖିତ ସୁସମାଚାର 14:33
ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ଯଧିକ ବିଚଳିତ ଓ ଦୁଃଖ ରେ ପୂର୍ଣ୍ଣ ହବୋକୁ ଲାଗିଲେ,

ଲୂକଲିଖିତ ସୁସମାଚାର 12:49
ଯୀଶୁ କହି ଚାଲିଲେ, ମୁଁ ଏ ପୃଥିବୀ ରେ ନିଆଁ ଜଳଇବୋକୁ ଆସିଛି। ମୁଁ ଚାହୁଁଛି ଏହା ଆଗରୁ ଜଳୁଥାନ୍ତା।

ଗୀତସଂହିତା 69:1
ହେ ପରମେଶ୍ବର, ମାେତେ ମାରେ ସମସ୍ତ ବିପଦରୁ ବଞ୍ଚାଅ। ମାରେ ପ୍ରାଣ ପର୍ୟ୍ଯନ୍ତ ଜଳରାଶି ମାଡ଼ି ୟାଇଛି।