ଯୋହନଲିଖିତ ସୁସମାଚାର 12:12 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 12 ଯୋହନଲିଖିତ ସୁସମାଚାର 12:12

John 12:12
ତହିଁ ଆରଦିନ ଲୋକମାନେ ୟିରୂଶାଲମ ରେ ଶୁଣିଲେ ଯେ, ଯୀଶୁ ସଠାେକୁ ଆସୁଛନ୍ତି। ଏହି ଲୋକମାନେ ଅନକେ ସଂଖ୍ଯା ରେ ନିସ୍ତାରପର୍ବ ପାଇଁ ଆସିଥିଲେ।

John 12:11John 12John 12:13

John 12:12 in Other Translations

King James Version (KJV)
On the next day much people that were come to the feast, when they heard that Jesus was coming to Jerusalem,

American Standard Version (ASV)
On the morrow a great multitude that had come to the feast, when they heard that Jesus was coming to Jerusalem,

Bible in Basic English (BBE)
The day after, a great number of people who were there for the feast, when they had the news that Jesus was coming to Jerusalem,

Darby English Bible (DBY)
On the morrow a great crowd who came to the feast, having heard that Jesus is coming into Jerusalem,

World English Bible (WEB)
On the next day a great multitude had come to the feast. When they heard that Jesus was coming to Jerusalem,

Young's Literal Translation (YLT)
On the morrow, a great multitude that came to the feast, having heard that Jesus doth come to Jerusalem,

On
the
next
Τῇtay
day
ἐπαύριονepaurionape-A-ree-one
much
ὄχλοςochlosOH-hlose
people
πολὺςpolyspoh-LYOOS
that
hooh
were
come
ἐλθὼνelthōnale-THONE
to
εἰςeisees
the
τὴνtēntane
feast,
ἑορτήνheortēnay-ore-TANE
when
they
heard
ἀκούσαντεςakousantesah-KOO-sahn-tase
that
ὅτιhotiOH-tee

ἔρχεταιerchetaiARE-hay-tay
Jesus
hooh
was
coming
Ἰησοῦςiēsousee-ay-SOOS
to
εἰςeisees
Jerusalem,
Ἱεροσόλυμαhierosolymaee-ay-rose-OH-lyoo-ma

Cross Reference

ମାର୍କଲିଖିତ ସୁସମାଚାର 11:7
ଶିଷ୍ଯମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା' ଉପରେ ବସିଲେ।

ଲୂକଲିଖିତ ସୁସମାଚାର 19:35
ତା'ପରେ ଶିଷ୍ଯମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ଗଧ ପିଠି ଉପରେ ସମାନଙ୍କେର ଲୁଗା ପକଇେଲେ। ତା'ପରେ ସମାନେେ ଯୀଶୁଙ୍କୁ ଗଧ ଉପରେ ବସାଇଲେ।

ମାଥିଉଲିଖିତ ସୁସମାଚାର 21:4
ଭବିଷ୍ଯଦ୍ବକ୍ତା ଯାହା କହିଥିଲେ, ତାହା ସଫଳ ହବୋ ପାଇଁ ଏସବୁ ଘଟିଲା। ଭବିଷ୍ଯଦ୍ବକ୍ତା କହିଥିଲେ:

ଯୋହନଲିଖିତ ସୁସମାଚାର 11:55
ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖଇେ ଆସିଲା। ଅନକେ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ୟିରୂଶାଲମ ରେ ଆସି ପହନ୍ଚିଲେ, ସମାନେେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ଯ ରେ ବିଶଷେ କର୍ମ କରିବାକୁ ଗଲେ।