John 10:17
ପରମପିତା ମାେତେ ପ୍ ରମେ କରନ୍ତି କାରଣ ମୁଁ ମାେ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେ ହତେୁ ମୁଁ ପୁନର୍ବାର ସହେି ଜୀବନ ଲାଭ କରିପା ରେ।
John 10:17 in Other Translations
King James Version (KJV)
Therefore doth my Father love me, because I lay down my life, that I might take it again.
American Standard Version (ASV)
Therefore doth the Father love me, because I lay down my life, that I may take it again.
Bible in Basic English (BBE)
For this reason am I loved by the Father, because I give up my life so that I may take it again.
Darby English Bible (DBY)
On this account the Father loves me, because I lay down my life that I may take it again.
World English Bible (WEB)
Therefore the Father loves me, because I lay down my life, that I may take it again.
Young's Literal Translation (YLT)
`Because of this doth the Father love me, because I lay down my life, that again I may take it;
| Therefore | διὰ | dia | thee-AH |
| τοῦτό | touto | TOO-TOH | |
| doth my | ὁ | ho | oh |
| Father | πατὴρ | patēr | pa-TARE |
| love | με | me | may |
| me, | ἀγαπᾷ | agapa | ah-ga-PA |
| because | ὅτι | hoti | OH-tee |
| I | ἐγὼ | egō | ay-GOH |
| down lay | τίθημι | tithēmi | TEE-thay-mee |
| my | τὴν | tēn | tane |
| ψυχήν | psychēn | psyoo-HANE | |
| life, | μου | mou | moo |
| that | ἵνα | hina | EE-na |
| take might I | πάλιν | palin | PA-leen |
| it | λάβω | labō | LA-voh |
| again. | αὐτήν | autēn | af-TANE |
Cross Reference
ଯୋହନଲିଖିତ ସୁସମାଚାର 10:11
ମୁଁ ଉତ୍ତମ ମଷେପାଳକ। ଉତ୍ତମ ମଷେପାଳକ ମଷେମାନଙ୍କ ପାଇଁ ତା'ର ଜୀବନ ଦିଏ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:9
ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ବର୍ଗଦୂତମାନଙ୍କ ଠାରୁ ନିମ୍ନ ସ୍ତର ରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ଯୁ ଅଟେ। ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଯୀଶୁ ପ୍ରେତ୍ୟକକ ଲୋକଙ୍କ ପାଇଁ ମୃତ୍ଯୁ ବରଣ କଲେ।
ଯୋହନଲିଖିତ ସୁସମାଚାର 10:18
ମାେ'ଠାରୁ କହେି ମାେ ଜୀବନ ନଇେ ପାରିବ ନାହିଁ। ମୁଁ ସ୍ବେଚ୍ଛା ରେ ମାେ ଜୀବନ ଦିଏ। ମାରଜେୀବନ ଦବୋର ଅଧିକାର ଅଛି। ଏବଂ ମାରେ ପୁନର୍ବାର ଜୀବନ ଫରେି ପାଇବାର ମଧ୍ଯ ଅଧିକାର ରହିଛି। ଏହି କଥା ମାେତେ ପରମପିତା କହିଛନ୍ତି।
ଯୋହନଲିଖିତ ସୁସମାଚାର 10:15
ମୁଁ ଯେପରି ପରମପିତାଙ୍କୁ ଜାଣେ, ସହେିପରି ମାରେ ମଷେମାନେ ମାେତେ ଜାଣନ୍ତି। ମୁଁ ଏ ମଷେମାନଙ୍କ ପାଇଁ ଜୀବନ ଦିଏ।
ଯିଶାଇୟ 53:7
ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହାଇେ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମଷେ ଶାବକ ତୁଲ୍ଯ ଓ ଲୋମ ଛଦନକୋରୀଙ୍କ ସମ୍ମୁଖ ରେ ନିରୀହ ମଷେ ତୁଲ୍ଯ ସେ ନିଜର ମୁଖ ଫିଟାଇଲେ ନାହିଁ।
ଯୋହନଲିଖିତ ସୁସମାଚାର 17:24
ହେ ପରମପିତା, ତୁମ୍ଭେ ମାେତେ ଯେଉଁ ଲୋକମାନଙ୍କୁ ଦଇେଛ, ମୁଁ ଗ୍ଭ ହେ, ମୁଁ ଥିବା ପ୍ରେତ୍ୟକକ ସ୍ଥାନ ରେ ସମାନେେ ମାେ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସମାନେେ ମାରେ ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମାେତେ ଦଇେଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହବୋ ପୂର୍ବରୁ ମାେତେ ପ୍ ରମେ କଲ।
ଯୋହନଲିଖିତ ସୁସମାଚାର 17:4
ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।
ଯୋହନଲିଖିତ ସୁସମାଚାର 15:9
ମାେ ପରମପିତା ମାେତେ ଯେପରି ପ୍ ରମେ କରୁଥିଲେ, ମୁଁ ତୁମ୍ଭକୁ ସପରେି ପ୍ ରମେ କରିଛି। ବର୍ତ୍ତମାନ ମାେ ପ୍ ରମେ ରେ ସ୍ଥିର ରୁହ।
ଯୋହନଲିଖିତ ସୁସମାଚାର 3:25
ଯୋହନଙ୍କର କେତକେ ଶିଷ୍ଯଙ୍କର ସହିତ ଜଣେ ୟିହୁଦୀଙ୍କର ୟୁକ୍ତିତର୍କ ହେଲା। ସମାନେେ ତାହାଙ୍କ ସହିତ ଧର୍ମ ସଂକ୍ତାନ୍ତୀୟ ଶୁଚିକରଣ ବିଷୟ ରେ ତର୍କ କରୁଥିଲେ।
ଯିଶାଇୟ 42:21
ସଦାପ୍ରଭୁ ନିଜର ଶିକ୍ଷା ବ୍ଯବସ୍ଥାକୁ ମହତ୍ ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।
ଯିଶାଇୟ 42:1
ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।