Joel 2:6
ଲୋକମାନେ ସହେି ସୈନ୍ଯ ସମ୍ମୁଖ ରେ ଭୟ ରେ ଥରିବେ। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇଯେିବ।
Joel 2:6 in Other Translations
King James Version (KJV)
Before their face the people shall be much pained: all faces shall gather blackness.
American Standard Version (ASV)
At their presence the peoples are in anguish; all faces are waxed pale.
Bible in Basic English (BBE)
At their coming the people are bent with pain: all faces become red together.
Darby English Bible (DBY)
Before them the peoples are in anguish: all faces turn pale.
World English Bible (WEB)
At their presence the peoples are in anguish. All faces have grown pale.
Young's Literal Translation (YLT)
From its face pained are peoples, All faces have gathered paleness.
| Before their face | מִפָּנָ֖יו | mippānāyw | mee-pa-NAV |
| the people | יָחִ֣ילוּ | yāḥîlû | ya-HEE-loo |
| pained: much be shall | עַמִּ֑ים | ʿammîm | ah-MEEM |
| all | כָּל | kāl | kahl |
| faces | פָּנִ֖ים | pānîm | pa-NEEM |
| shall gather | קִבְּצ֥וּ | qibbĕṣû | kee-beh-TSOO |
| blackness. | פָארֽוּר׃ | pāʾrûr | fa-ROOR |
Cross Reference
ନାହୂମ 2:10
ବର୍ତ୍ତମାନ ନୀନିବୀ ଶୂନ୍ଯ ହାଇେ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇେଛି। ଲୋକମାନେ ସମାନଙ୍କେର ସାହସ ହରାଇଛନ୍ତି। ସମାନଙ୍କେର ହୃଦଯ ଭୟ ରେ ବିଚଳିତ। ସମାନଙ୍କେର ଆଣ୍ଠୁ ଓ ଶରୀର ଥରୁଛି। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇୟୋଇଛି।
ଯିଶାଇୟ 13:8
ପ୍ରେତ୍ୟକକ ଲୋକ ଭୟ କରିବେ। ପ୍ରସବକାଳୀନ ସ୍ତ୍ରୀଲୋକର ବଦନୋ ପରି ସମାନଙ୍କେର ଭୟ ସମାନଙ୍କେୁ ଅନୁରୂପ ବଦନୋ ଦବେ। ସମାନଙ୍କେର ମୁଖମଣ୍ଡଳ ନିଆଁ ପରି ଲାଲ ହବେ। ଲୋକମନେ ପରସ୍ପରକୁ ଦେଖିବେ ଏବଂ ଆଶ୍ଚର୍ୟ୍ଯ ହବେେ।
ଯିରିମିୟ 30:6
ପ୍ରେତ୍ୟକକ ଲୋକଙ୍କୁ ପଚାରି ବୁଝ, ସମାନେେ କ'ଣ ପ୍ରସବ ବଦନୋ ପାଉଛନ୍ତି ? ତାହା ନ ହେଲେ ପ୍ରେତ୍ୟକକ ପୁରୁଷ କାହିଁକି ପ୍ରସବ ବଦନୋ ପାଇଲା ପରି ଆପଣା କଟିଦେଶ ରେ ହସ୍ତ ରଖିଛନ୍ତି ଓ ପ୍ରେତ୍ୟକକଙ୍କର ମୁଖ ମଳିନ ପଡ଼ିଛି କାହିଁକି ?
ଗୀତସଂହିତା 119:83
ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଚା ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିଯମ ଭୁଲିବି ନାହିଁ।
ଯିରିମିୟ 8:21
ମାରେ ହୃଦଯ ଭାଙ୍ଗି ୟାଇଛି କାରଣ ମାରେ ଲୋକମାନଙ୍କର ହୃଦଯ ଭାଙ୍ଗି ୟାଇଛି। ମୁଁ ମଳିନ, ବିସ୍ମଯତା ମାେତେ ଆକ୍ରାନ୍ତ କରିଅଛି।
ଯିରିମିୟଙ୍କ ବିଳାପ 4:8
ମାତ୍ର ବର୍ତ୍ତମାନ ସମାନଙ୍କେର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତା ରେ କହେି ସମାନଙ୍କେୁ ଚିହ୍ନନ୍ତି ନାହିଁ। ସମାନଙ୍କେର ଚର୍ମ ଅସ୍ଥି ରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହାଇେଅଛି।