ଆୟୁବ ପୁସ୍ତକ 7:3 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 7 ଆୟୁବ ପୁସ୍ତକ 7:3

Job 7:3
ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।

Job 7:2Job 7Job 7:4

Job 7:3 in Other Translations

King James Version (KJV)
So am I made to possess months of vanity, and wearisome nights are appointed to me.

American Standard Version (ASV)
So am I made to possess months of misery, And wearisome nights are appointed to me.

Bible in Basic English (BBE)
So I have for my heritage months of pain to no purpose, and nights of weariness are given to me.

Darby English Bible (DBY)
So am I made to possess months of vanity, and wearisome nights are appointed to me.

Webster's Bible (WBT)
So am I made to possess months of vanity, and wearisome nights are appointed to me.

World English Bible (WEB)
So am I made to possess months of misery, Wearisome nights are appointed to me.

Young's Literal Translation (YLT)
So I have been caused to inherit months of vanity, And nights of misery they numbered to me.

So
כֵּ֤ןkēnkane
am
I
made
to
possess
הָנְחַ֣לְתִּיhonḥaltîhone-HAHL-tee
months
לִ֭יlee
vanity,
of
יַרְחֵיyarḥêyahr-HAY
and
wearisome
שָׁ֑וְאšāwĕʾSHA-veh
nights
וְלֵיל֥וֹתwĕlêlôtveh-lay-LOTE
are
appointed
עָ֝מָ֗לʿāmālAH-MAHL
to
me.
מִנּוּminnûmee-NOO
לִֽי׃lee

Cross Reference

ଗୀତସଂହିତା 6:6
ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।

ଆୟୁବ ପୁସ୍ତକ 16:7
କିନ୍ତୁ ବର୍ତ୍ତମାନ ପରମେଶ୍ବର ପ୍ରକୃତ ରେ ମାେତେ ନିଃଶଷେ କରି ଦଇେଛନ୍ତି। ତୁମ୍ଭେ ମାରେ ପରିବାରକୁ ଧ୍ବଂସ କରିଛ।

ଆୟୁବ ପୁସ୍ତକ 29:2
ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମାରଜେୀବନ ଯେପରି ଥିଲା ସହେିପରି ରହନ୍ତା। ପରମେଶ୍ବର ମାେ ଉପରେ ଦୃଷ୍ଟି ରଖିଲେ, ମାରେଯତ୍ନ ନେଉଥିଲେ।

ଗୀତସଂହିତା 39:5
ହେ ସଦାପ୍ରଭୁ, ତୁମ୍ଭେ ମାେତେ ଗୋଟିଏ କ୍ଷଣସ୍ଥାଯୀ ଜୀବନ ଦଇେଛ। ମାରେ କ୍ଷଣସ୍ଥାଯୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରେତ୍ୟକକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ୟାହାକି ଖୁବ୍ ଶୀଘ୍ର ଭାସିୟାଏ, କହେି ଚିରଦିନ ବଞ୍ଚିରହେ ନାହିଁ।

ଉପଦେଶକ 1:14
ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।