Job 5:8
କିନ୍ତୁ ଆୟୁବ ମୁଁ ଯଦି ତୁମ୍ଭ ଜାଗା ରେ ଥାନ୍ତି ନିଶ୍ଚଯ ପରମେଶ୍ବରଙ୍କୁ ଡ଼ାକି ନିଜର ସମସ୍ତ ଦୁଃଖ ତାଙ୍କୁ ଜଣାନ୍ତି।
Job 5:8 in Other Translations
King James Version (KJV)
I would seek unto God, and unto God would I commit my cause:
American Standard Version (ASV)
But as for me, I would seek unto God, And unto God would I commit my cause;
Bible in Basic English (BBE)
But as for me, I would make my prayer to God, and I would put my cause before him:
Darby English Bible (DBY)
But as for me I will seek unto ùGod, and unto God commit my cause;
Webster's Bible (WBT)
I would seek to God, and to God would I commit my cause:
World English Bible (WEB)
"But as for me, I would seek God, To God would I commit my cause;
Young's Literal Translation (YLT)
Yet I -- I inquire for God, And for God I give my word,
| I | אוּלָ֗ם | ʾûlām | oo-LAHM |
| would seek | אֲ֭נִי | ʾănî | UH-nee |
| אֶדְרֹ֣שׁ | ʾedrōš | ed-ROHSH | |
| unto | אֶל | ʾel | el |
| God, | אֵ֑ל | ʾēl | ale |
| unto and | וְאֶל | wĕʾel | veh-EL |
| God | אֱ֝לֹהִ֗ים | ʾĕlōhîm | A-loh-HEEM |
| would I commit | אָשִׂ֥ים | ʾāśîm | ah-SEEM |
| my cause: | דִּבְרָתִֽי׃ | dibrātî | deev-ra-TEE |
Cross Reference
ଗୀତସଂହିତା 50:15
ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।
ଗୀତସଂହିତା 37:5
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ବାସ କର ଓ ସେ ନିଶ୍ଚଯ ୟାହା କରିବା କଥା ସଫଳ କରିବେ।
ପିତରଙ୍କ ପ୍ରଥମ ପତ୍ 4:19
ଅତଏବ ଯେଉଁ ଲୋକମାନେ ପରମେଶ୍ବରଙ୍କ ଇଚ୍ଛାନୁସା ରେ ଯାତନା ଭୋଗ କରୁଛନ୍ତି, ସମାନେେ ତାହାଙ୍କୁ ସମାନଙ୍କେର ଆତ୍ମା ବିଶ୍ବାସପୂର୍ବକ ସମର୍ପଣ କରିଦବୋ ଉଚିତ୍। ପରମେଶ୍ବର ସମାନଙ୍କେୁ ଗଠନ କରିଛନ୍ତି ଓ ତେଣୁ ସମାନେେ ତାହାଙ୍କୁ ବିଶ୍ବାସ କରିପାରିବେ। ଅତଏବ ସମାନେେ ଭଲ କାମ କରିଚାଲିବା ଉଚିତ।
ପିତରଙ୍କ ପ୍ରଥମ ପତ୍ 2:23
ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସମାନଙ୍କେୁ ମନ୍ଦ କଥା କହି ନାହାଁନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦଇେ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନବୋ ପାଇଁ ପରମେଶ୍ବରଙ୍କ ଠା ରେ ନିର୍ଭରଶୀଳ ହେଲେ।
ଗୀତସଂହିତା 77:1
ମୁଁ, ସ୍ବର ସହିତ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ବରଙ୍କ ଠାରେ କ୍ରନ୍ଦନ କରିବି ୟେ, ସେ ମାେ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
ଆୟୁବ ପୁସ୍ତକ 22:27
ତା'ପରେ ତୁମ୍ଭେ ତାଙ୍କୁ ପ୍ରାର୍ଥନା କରିବ ଏବଂ ସେ ତୁମ୍ଭର ଡ଼ାକ ଶୁଣିବେ। ଯାହାସବୁ ପ୍ରତିଜ୍ଞା ତାଙ୍କଠା ରେ କରିଛ, ତାହା ତୁମ୍ଭେ ରଖିବାକୁ ସକ୍ଷମ ହବେ।
ଆୟୁବ ପୁସ୍ତକ 22:21
ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ନିଜକୁ ସମର୍ପି ଦିଅ ତାଙ୍କ ସହିତ ଶାନ୍ତି ରେ ବାସ କର। ଏହା କଲେ ତୁମ୍ଭେ ଅନକେ ଭଲ ବସ୍ତୁ ପାଇବ।
ଆୟୁବ ପୁସ୍ତକ 8:5
କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ ଦେଖ ଏବଂ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପ୍ରାର୍ଥନା କର।
ଦିତୀୟ ବଂଶାବଳୀ 33:12
ତାଙ୍କ ଉପରକୁ ଯେତବେେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କଠାରୁ ସାହାୟ୍ଯ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ସମ୍ମୁଖ ରେ ନମ୍ର କଲେ।
ଆଦି ପୁସ୍ତକ 32:7
ସହେି ବାର୍ତ୍ତା ଯାକୁବକୁ ଭୟଭିତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳ ରେ ବିଭକ୍ତ କଲେ। ଗୋମଷୋଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲା।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:12
ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।
ଯୂନସ 2:1
ଯେତବେେଳେ ୟୂନସ ମାଛର ପାକସ୍ଥଳୀ ରେ ଥିଲା, ସେ ସେତବେେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲା।