ଆୟୁବ ପୁସ୍ତକ 4:8
ମୁଁ ଦେଖିଛି କେତକେ ବ୍ଯକ୍ତି ଅନ୍ୟକୁ ବିପଦ ରେ ପକାନ୍ତି ଏବଂ ସମାନଙ୍କେ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି। କିନ୍ତୁ ଶଷେ ରେ ସମାନେେ ହିଁ ଦଣ୍ଡ ପାଆନ୍ତି।
Even as | כַּֽאֲשֶׁ֣ר | kaʾăšer | ka-uh-SHER |
I have seen, | רָ֭אִיתִי | rāʾîtî | RA-ee-tee |
plow that they | חֹ֣רְשֵׁי | ḥōrĕšê | HOH-reh-shay |
iniquity, | אָ֑וֶן | ʾāwen | AH-ven |
and sow | וְזֹֽרְעֵ֖י | wĕzōrĕʿê | veh-zoh-reh-A |
wickedness, | עָמָ֣ל | ʿāmāl | ah-MAHL |
reap | יִקְצְרֻֽהוּ׃ | yiqṣĕruhû | yeek-tseh-roo-HOO |
Cross Reference
ହିତୋପଦେଶ 22:8
ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ଯ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହବେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:7
ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।
ହୋଶେୟ 8:7
ଇଶ୍ରାୟେଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସମାନେେ ବାଯୁ ରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସମାନେେ କବଳେ ହିଁ ଦୁଃଖ ପାଇବେ। ସମାନେେ ଘୂର୍ଣ୍ଣିବାତ୍ଯାକୁ ନିମନ୍ତ୍ରଣ କଲେ। ଜମି ରେ ଉତ୍ପନ୍ନ ହେଉଥିବା ଶସ୍ଯ ଖାଦ୍ୟ ଯୋଗଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତବେେ ତାକୁ ଅଜଣା ଲୋକ ଭକ୍ଷଣ କରିବେ।
ଆୟୁବ ପୁସ୍ତକ 15:35
ଦୁଷ୍ଟ ବୁଦ୍ଧି ଲୋକମାନେ ସବୁବେଳେ ଅନ୍ୟର ମନ୍ଦ ବୁଦ୍ଧି ପାଞ୍ଚିଥାନ୍ତି, କିପରି ଅନ୍ୟର କ୍ଷତି କରି ତାକୁ ବିପଦ ରେ ପକାଇବେ। ସମାନେେ ସବୁବେଳେ ଯୋଜନା କରୁଥାନ୍ତି କିପରି ଲୋକମାନଙ୍କୁ ଠକି ହବେ।
ଗୀତସଂହିତା 7:14
କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ଯସ୍ତ ଥାଆନ୍ତି। ସମାନେେ ଗୋପନ ଯୋଜନା କରନ୍ତି ଓ ମିଥ୍ଯା ମଧ୍ଯ କହନ୍ତି।
ଯିରିମିୟ 4:18
ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିଯାସବୁ ତୁମ୍ଭପ୍ରତି ଦୁଃଖ ଘଟାଇଅଛି। ସହେି ମନ୍ଦ କ୍ରିଯା ତୁମ୍ଭର ଜୀବନକୁ ଦୁଃସହ କରିଛି। ଏହା ଅତ୍ଯନ୍ତ ତିକ୍ତ ଓ ମର୍ମଭଦକେ।
ହୋଶେୟ 10:12
ତୁମ୍ଭେ ଯଦି ଭଲପଣିଆ ବୁଣିବ ତବେେ ପ୍ରକୃତ ପ୍ ରମେ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପ ରେ ଭଲ ଜିନିଷ ବର୍ଷା ପରି ପକାଇବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:6
ଏହି କଥାଟି ମନେ ରଖ ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ।