ଆୟୁବ ପୁସ୍ତକ 39

1 ଆୟୁବ ତୁମ୍ଭେ ଜାଣିଛ କି କେତବେେଳେ ପାହାଡ଼ୀ ଛଳେି ଜନ୍ମଗ୍ରହଣ କରେ। ତୁମ୍ଭେ କବେେ ଦେଖିଛ କି ମା ହରିଣକୁ ତା'ର ଛୁଆ ଦବୋର।

2 ତୁମ୍ଭେ ଏକଥା ଜାଣିଛ କି କେତେ ମାସ ପାହାଡ଼ୀ ଛଳେି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା? ତୁମ୍ଭେ ଜାଣ କି କେତବେେଳେ ସମାନଙ୍କେ ଜନ୍ମ ହବୋର ଉପୟୁକ୍ତ ସମୟ।

3 ସହେି ପଶୁମାନେ ପଡ଼ିରହି ଗର୍ଭ ୟନ୍ତ୍ରଣା ଭୋଗକରି ତା'ର ପିଲାମାନଙ୍କୁ ଜନ୍ମ ଦିଅନ୍ତି।

4 ସହେି ପଶୁ ଛୁଆମାନେ କ୍ଷତେ ରେ ବଡ଼ ସବଳ ହାଇୟୋନ୍ତି। ତା'ପରେ ସମାନେେ ମା'କୁ ଛାଡ଼ି ଚାଲିୟାଆନ୍ତି, ଆଉ ଫରନ୍େତି ନାହିଁ।

5 ଆୟୁବ, କିଏ ବଣୁଆ ଗଧକୁ ଛାଡ଼ି ଦିଅନ୍ତି ? ସେ ସମାନଙ୍କେର ଦଉଡ଼ିସବୁ ଫିଟାନ୍ତି ଏବଂ ସମାନଙ୍କେୁ ଛାଡ଼ି ଦିଅନ୍ତି।

6 ମୁଁ ସହେି ବଣୁଆ ଗଧ ପାଇଁ ମରୁଭୂମିକୁ ତା'ର ବାସସ୍ଥାନ କରିଛି। ମୁଁ ସହେି ଲୁଣିଆ ସ୍ଥାନକୁ ସମାନଙ୍କେ ବ୍ଯବହାର ପାଇଁ ଛାଡ଼ି ଦଇେଛି।

7 ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି। କହେି ବ୍ଯକ୍ତି ସମାନଙ୍କେୁ ନିଯନ୍ତ୍ରଣ କରିପାରିବେ ନାହିଁ।

8 ବଣୁଆ ଗଧମାନେ ପାହାଡ଼ ରେ ବାସ କରନ୍ତି, ତାହା ସମାନଙ୍କେ ଚରିବା ସ୍ଥାନ। ସହେି ସ୍ଥାନ ରେ ସମାନେେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।

9 ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥା ରେ ରାଜି ହାଇେ ତୁମ୍ଭ କାମ କରିବ କି ? ସେ ତୁମ୍ଭ ଗୁହାଳ ରେ ରହିବ କି ?

10 ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ି ରେ ବାନ୍ଧି ଦବେ କି ? ୟଦ୍ଦ୍ବାରା ତୁମ୍ଭେ ଆପଣା ଭୂମି ଚାଷ କରିବ।

11 ବଣୁଆ ଷଣ୍ଢ ଅତି ବଳଶାଳୀ। ତୁମ୍ଭେ କ'ଣ ତା' ଉପରେ ନିର୍ଭର କରିପାରିବ ତୁମ୍ଭ କାମ କରିବା ପାଇଁ ?

12 ତୁମ୍ଭେ ତା' ଉପରେ ନିର୍ଭର କରିପାରିବ କି ? ତୁମ୍ଭର ଶସ୍ଯ ଅମଳ କରିବା ପାଇଁ ଶସ୍ଯସବୁ ଖଳାକୁ ଆଣିବାକୁ ?

13 ଓଟ ପକ୍ଷୀ ଉତ୍ତଜେନା ରେ ଡ଼ଣୋ ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ। ଏହାର ଡ଼ଣୋ ବଗ ପରି ନୁହେଁ।

14 ଓଟ ପକ୍ଷୀ ଭୂମିରେ ଅଣ୍ଡା ଦିଏ ଏବଂ ସମାନେେ ବାଲି ରେ ଉଷ୍ଣ ହୁଅନ୍ତି।

15 ଓଟ ପକ୍ଷୀ ଭୁଲିୟାଏ ହୁଏତ ତା'ର ଅଣ୍ଡା ଉପରେ କିଏ ଚଢ଼ିୟିବ କିମ୍ବା କୌଣସି ବଣୁଆ ଜନ୍ତୁ ତା'ର ଅଣ୍ଡାକୁ ଭାଙ୍ଗି ଦବେେ।

16 ଓଟପକ୍ଷୀ ତା'ର ଶାବକମାନଙ୍କୁ ଛାଡ଼ିକି ୟାଏ। ସେ ତା'ର ଶାବକମାନଙ୍କୁ ନିଜର ଛୁଆପରି ବ୍ଯବହାର କରେ ନାହିଁ। ତା'ର ଛୁଆ ମରିଗଲେ ସେ ଖାତିର କରେ ନାହିଁ ଯେପରି ସମସ୍ତ କାମ କିଛି ହେଲା ନାହିଁ।

17 କାହିଁକି ? କାରଣ ମୁଁ ସହେି ଓଟପକ୍ଷୀକୁ ଜ୍ଞାନ ଦଇେ ନାହିଁ। ସହେି ଓଟ ପକ୍ଷୀ ନିର୍ବୋଧ। ମୁଁ ମଧ୍ଯ ତାକୁ ସପରେି କରିଛି।

18 କିନ୍ତୁ ସହେି ଓଟପକ୍ଷୀ ଠିଆ ହୁଏ ଦୌଡ଼ିବାକୁ ଆରମ୍ଭ କରେ। ସେ ଘୋଡ଼ା ଓ ତା'ର ସବାରୀକୁ ଦେଖି ହସି ପଳାଏ। କାରଣ ସେ କୌଣସି ଘାଡ଼ୋଠାରୁ ଅଧିକ ବଗେ ରେ ଦୌଡ଼ିପା ରେ ନାହିଁ।

19 ଆୟୁବ ତୁମ୍ଭେ ସହେି ଘାଡ଼ୋକୁ ଶକ୍ତି ଦଇେଛ କି ? ତୁମ୍ଭେ ଘୋଡ଼ାର ବକରେେ ବଳା ଲଗାଇଛ କି ?

20 ତୁମ୍ଭେ ସହେି ଘାଡ଼ୋକୁ ପତଙ୍ଗପରି କୁଦିବାର ଶକ୍ତି ଦଇେଅଛ କି ? ସହେି ଘାଡ଼ୋ ଲୋକ ଦେଖିଲେ ବଡ଼ ପାଟି ରେ ରବ କରେ।

21 ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସିଥାଏ। ସେ ଭୂମିରେ ତା'ର ଖୁରା ଦ୍ବାରା ରାମ୍ପୁଡ଼ି ପକାଏ। ସେ ୟୁଦ୍ଧ କ୍ଷେତ୍ର ରେ ଖୁବ ୟୋର ରେ ଦୌଡ଼ିପା ରେ।

22 ଘାଡ଼ୋ ଭୟ ରେ ହ ସେ। ସେ ଭୟଭୀତ ନୁହେଁ, ସେ ୟୁଦ୍ଧ ଭୂମିରୁ ପଳାଯନ କରିବ ନାହିଁ।

23 ଯୋଦ୍ଧା ଘୋଡ଼ା ପିଠି ରେ ବସି ତୂଣିର ବାନ୍ଧି ଥାଏ। ବର୍ଚ୍ଛା, ଢ଼ାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ୟ୍ଯ କିରଣ ରେ ଝଲମଲ କରୁଥାଏ।

24 ଘୋଡ଼ା ଅତ୍ଯଧିକ ଉତ୍ତଜେିତ ହୁଏ। ସେ ଭୂମି ଉପରେ ଖୁବ୍ ୟୋର ରେ ଦୌଡ଼େ। ସେ ତୂରୀ ଶବ୍ଦ ଶୁଣି ସ୍ଥିର ହାଇେ ଠିଆ ହାଇେ ରହିପା ରେ ନାହିଁ।

25 ଯେତବେେଳେ ତୂରୀ ଆଦି ବାଦ୍ଯ ଶୁଣେ ଘୋଡ଼ା ମଧ୍ଯ ପାଟିକରେ 'ହୁ ରେ !' ସେ ଦୂରରୁ ୟୁଦ୍ଧର ବାସନା ଓ ସନୋପତିମାନଙ୍କର ହୁଙ୍କାର ଜାଣିପା ରେ।

26 ଆୟୁବ, ତୁମ୍ଭେ ଉତ୍କ୍ରୋଶ ପକ୍ଷୀକୁ ଉଡ଼ାଇବା ଶିଖାଇଛ କି ? ତାକୁ ତା'ର ଡ଼ଣୋ କିପରି ମଲୋଇ ଦକ୍ଷିଣ ଦିଗକୁ ଉଡ଼ିବାକୁ ଶିଖାଇଚ କି ?

27 ତୁମ୍ଭେ ସହେି ବ୍ଯକ୍ତି କି ୟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଖୁବ୍ ଉଚ୍ଚ ରେ ଉଡ଼ିବା ପାଇଁ କହିଛି। ତୁମ୍ଭେ ତାକୁ ଉଚ୍ଚ ପର୍ବତ ରେ ବସା ବାନ୍ଧିବାକୁ କହିଛ କି ?

28 ଉତ୍କ୍ରୋଶ ପକ୍ଷୀ ପର୍ବତର ଢ଼ାଲୁତଟ ରେ ବାସ କରେ। ପର୍ବତର ଢ଼ାଲୁତଟ ହେଉଛି ତା'ର ଦୁର୍ଗ।

29 ଉତ୍କ୍ରୋଶ ପକ୍ଷୀ ତା'ର ଶିକାରକୁ ଦୂର ବସାରୁ ଦେଖିପା ରେ। ସେ ବହୁତ ଦୂରରୁ ତା' ଖାଦ୍ୟ ଦେଖିପା ରେ।

30 ଉତ୍କ୍ରୋଶ ପକ୍ଷୀ ଏକତ୍ରୀତ ହୁଅନ୍ତି, ଯେଉଁଠା ରେ ଶବସବୁ ଥାଏ। ଏବଂ ତା'ର ଛୁଆମାନେ ମଧ୍ଯ ରକ୍ତ ଶୋଷନ୍ତି।

1 Knowest thou the time when the wild goats of the rock bring forth? or canst thou mark when the hinds do calve?

2 Canst thou number the months that they fulfil? or knowest thou the time when they bring forth?

3 They bow themselves, they bring forth their young ones, they cast out their sorrows.

4 Their young ones are in good liking, they grow up with corn; they go forth, and return not unto them.

5 Who hath sent out the wild ass free? or who hath loosed the bands of the wild ass?

6 Whose house I have made the wilderness, and the barren land his dwellings.

7 He scorneth the multitude of the city, neither regardeth he the crying of the driver.

8 The range of the mountains is his pasture, and he searcheth after every green thing.

9 Will the unicorn be willing to serve thee, or abide by thy crib?

10 Canst thou bind the unicorn with his band in the furrow? or will he harrow the valleys after thee?

11 Wilt thou trust him, because his strength is great? or wilt thou leave thy labour to him?

12 Wilt thou believe him, that he will bring home thy seed, and gather it into thy barn?

13 Gavest thou the goodly wings unto the peacocks? or wings and feathers unto the ostrich?

14 Which leaveth her eggs in the earth, and warmeth them in dust,

15 And forgetteth that the foot may crush them, or that the wild beast may break them.

16 She is hardened against her young ones, as though they were not hers: her labour is in vain without fear;

17 Because God hath deprived her of wisdom, neither hath he imparted to her understanding.

18 What time she lifteth up herself on high, she scorneth the horse and his rider.

19 Hast thou given the horse strength? hast thou clothed his neck with thunder?

20 Canst thou make him afraid as a grasshopper? the glory of his nostrils is terrible.

21 He paweth in the valley, and rejoiceth in his strength: he goeth on to meet the armed men.

22 He mocketh at fear, and is not affrighted; neither turneth he back from the sword.

23 The quiver rattleth against him, the glittering spear and the shield.

24 He swalloweth the ground with fierceness and rage: neither believeth he that it is the sound of the trumpet.

25 He saith among the trumpets, Ha, ha; and he smelleth the battle afar off, the thunder of the captains, and the shouting.

26 Doth the hawk fly by thy wisdom, and stretch her wings toward the south?

27 Doth the eagle mount up at thy command, and make her nest on high?

28 She dwelleth and abideth on the rock, upon the crag of the rock, and the strong place.

29 From thence she seeketh the prey, and her eyes behold afar off.

30 Her young ones also suck up blood: and where the slain are, there is she.

1 But now they that are younger than I have me in derision, whose fathers I would have disdained to have set with the dogs of my flock.

2 Yea, whereto might the strength of their hands profit me, in whom old age was perished?

3 For want and famine they were solitary; fleeing into the wilderness in former time desolate and waste.

4 Who cut up mallows by the bushes, and juniper roots for their meat.

5 They were driven forth from among men, (they cried after them as after a thief;)

6 To dwell in the clifts of the valleys, in caves of the earth, and in the rocks.

7 Among the bushes they brayed; under the nettles they were gathered together.

8 They were children of fools, yea, children of base men: they were viler than the earth.

9 And now am I their song, yea, I am their byword.

10 They abhor me, they flee far from me, and spare not to spit in my face.

11 Because he hath loosed my cord, and afflicted me, they have also let loose the bridle before me.

12 Upon my right hand rise the youth; they push away my feet, and they raise up against me the ways of their destruction.

13 They mar my path, they set forward my calamity, they have no helper.

14 They came upon me as a wide breaking in of waters: in the desolation they rolled themselves upon me.

15 Terrors are turned upon me: they pursue my soul as the wind: and my welfare passeth away as a cloud.

16 And now my soul is poured out upon me; the days of affliction have taken hold upon me.

17 My bones are pierced in me in the night season: and my sinews take no rest.

18 By the great force of my disease is my garment changed: it bindeth me about as the collar of my coat.

19 He hath cast me into the mire, and I am become like dust and ashes.

20 I cry unto thee, and thou dost not hear me: I stand up, and thou regardest me not.

21 Thou art become cruel to me: with thy strong hand thou opposest thyself against me.

22 Thou liftest me up to the wind; thou causest me to ride upon it, and dissolvest my substance.

23 For I know that thou wilt bring me to death, and to the house appointed for all living.

24 Howbeit he will not stretch out his hand to the grave, though they cry in his destruction.

25 Did not I weep for him that was in trouble? was not my soul grieved for the poor?

26 When I looked for good, then evil came unto me: and when I waited for light, there came darkness.

27 My bowels boiled, and rested not: the days of affliction prevented me.

28 I went mourning without the sun: I stood up, and I cried in the congregation.

29 I am a brother to dragons, and a companion to owls.

30 My skin is black upon me, and my bones are burned with heat.

31 My harp also is turned to mourning, and my organ into the voice of them that weep.