ଆୟୁବ ପୁସ୍ତକ 38:1 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 38 ଆୟୁବ ପୁସ୍ତକ 38:1

Job 38:1
ତା'ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାଯୁ ମଧ୍ଯରୁ ଉତ୍ତର ଦଇେ କହିଲେ,

Job 38Job 38:2

Job 38:1 in Other Translations

King James Version (KJV)
Then the LORD answered Job out of the whirlwind, and said,

American Standard Version (ASV)
Then Jehovah answered Job out of the whirlwind, and said,

Bible in Basic English (BBE)
And the Lord made answer to Job out of the storm-wind, and said,

Darby English Bible (DBY)
And Jehovah answered Job out of the whirlwind and said,

Webster's Bible (WBT)
Then the LORD answered Job out of the whirlwind, and said,

World English Bible (WEB)
Then Yahweh answered Job out of the whirlwind,

Young's Literal Translation (YLT)
And Jehovah answereth Job out of the whirlwind, and saith: --

Then
the
Lord
וַיַּֽעַןwayyaʿanva-YA-an
answered
יְהוָ֣הyĕhwâyeh-VA

אֶתʾetet
Job
אִ֭יּוֹבʾiyyôbEE-yove
whirlwind,
the
of
out
מִ֥נ׀minmeen
and
said,
הַסְּעָרָ֗הhassĕʿārâha-seh-ah-RA
וַיֹּאמַֽר׃wayyōʾmarva-yoh-MAHR

Cross Reference

ଆୟୁବ ପୁସ୍ତକ 40:6
ତା'ପରେ ସଦାପ୍ରଭୁ ଆୟୁବକୁ ସହେି ଝଡ଼ ଭିତରୁ ଉତ୍ତର ଦେଲେ। ସଦାପ୍ରଭୁ କହିଲେ,

ନାହୂମ 1:3
ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ। ସଦାପ୍ରଭୁ ଅତି ଶକ୍ତିଶାଳୀ। ସେ ଦୋଷୀକୁ ଦଣ୍ତ ନଦଇେ କବେେ ଛାଡିବେ ନାହିଁ। ସେ ଯେଉଁଠାକୁ ୟାଆନ୍ତି ସଠାେ ରେ ଘୂର୍ଣ୍ଣିବାତ୍ଯା ଓ ଝଡ ସୃଷ୍ଟି ହୁଏ। ସଦାପ୍ରଭୁ ଗତି କଲା ବେଳେ ତାଙ୍କ ପାଦ ରେ ମେଘଗୁଡିକ ଧୂଳି ସ୍ବରୂପ ଉେଠ।

ଯିହିଜିକଲ 1:4
ତାପ ରେ ଉତ୍ତର ଦିଗରୁ ଘୂର୍ଣ୍ଣିବାଯୁ ବୃହତ୍ ମେଘ ଓ ଜାଜ୍ବଲ୍ଯମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ ତଜେ ବାହାରୁଥିଲା ଓ ଏହାର ମଧ୍ଯଭାଗ ଏକ ଜ୍ବଳନ୍ତ ଧାତୁ ସଦୃଶ ଦଖାେ ଯାଉଥିଲା।

ଆୟୁବ ପୁସ୍ତକ 37:14
ଆୟୁବ, ଗୋଟିଏ ମୁହୂର୍ତ୍ତ ପାଇଁ ବନ୍ଦକର, ଓ ଥରେ ଭାବିଲ ଯେଉଁ ଅଲୌକିକ କାର୍ୟ୍ଯସବୁ ପରମେଶ୍ବର କରନ୍ତି।

ଆୟୁବ ପୁସ୍ତକ 37:9
ଦକ୍ଷିଣ ଦିଗରୁ ବତାସ ମାଡ଼ି ଆ ସେ। ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆ ସେ।

ଆୟୁବ ପୁସ୍ତକ 37:1
ବିଜୁଳି ଓ ଘଡ଼ଘଡ଼ି ମାେତେ ଭୟଭୀତ କରେ। ଛାତି ଭିତରର ହୃତପିଣ୍ଡ ଭୟ ରେ କମ୍ପି ଉେଠ।

ଦିତୀୟ ରାଜାବଳୀ 2:11
ଏହିପରି ସେ ଦୁ ହେଁ ଏକତ୍ର କଥାବାର୍ତ୍ତା ହାଇେ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମଯ ରଥ ଓ ଅଗ୍ନିମଯ ଅଶ୍ବମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ୍ କଲେ। ତା'ପରେ ଏଲିଯ ଘୂର୍ଣ୍ଣିବାଯୁ ରେ ସ୍ବର୍ଗାରୋହଣ କଲେ।

ଦିତୀୟ ରାଜାବଳୀ 2:1
ଅନନ୍ତର ସଦାପ୍ରଭୁ ଏଲିଯଙ୍କୁ ଘୂର୍ଣ୍ଣିବାଯୁ ରେ ସ୍ବର୍ଗକୁ ଘନେିୟିବାକୁ ଉଦ୍ଯତ ଥିଲେ, ଏଲିଯ ଓ ଇଲୀଶାୟ ଗିଲ୍ଗଲଠାରୁ ସମାନଙ୍କେର ରାସ୍ତା ରେ ଥିଲେ।

ପ୍ରଥମ ରାଜାବଳୀ 19:11
ତା'ପରେ ସଦାପ୍ରଭୁ ଏଲିଯକୁ କହିଲେ, ୟାଅ, ପର୍ବତ ଉପରେ ମାେ ସମ୍ମୁଖ ରେ ଛିଡା ହୁଅ। ମୁଁ ତୁମ୍ଭ ପାଖ ଦଇେ ଅତିକ୍ରମ କରିବି। ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାଯୁ ସଦାପ୍ରଭୁଙ୍କ ସମ୍ମୁଖ ରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସହେି ବାଯୁ ରେ ନଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସହେି ଭୂମିକମ୍ପରେ ନଥିଲେ।

ଦିତୀୟ ବିବରଣ 5:22
ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।

ଦିତୀୟ ବିବରଣ 4:11
ତେଣୁ ସମାନେେ ମାରେ ନିକଟବର୍ତ୍ତୀ ହାଇେ ପର୍ବତ ତଳେ ଛିଡା ହେଲେ। ସହେି ସମୟରେ ସହେି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାର ରେ ବ୍ଯାଲ୍ଗ ହାଇେଥିଲା ଓ ଗଗନର ମଧ୍ଯ ପର୍ୟ୍ଯନ୍ତ ଅଗ୍ନି ରେ ଜଳିଲା।

ଯାତ୍ରା ପୁସ୍ତକ 19:16
ତୃତୀୟ ଦିନ ପ୍ରଭାତ ରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡଘଡି, ବିଜୁଳି ଏବଂ ଏକ ଗମ୍ଭୀର ଶିଙ୍ଗା ଧ୍ବନି ଶୁଣାଗଲା। ଛାଉଣୀର ଲୋକମାନେ ଭୟଭୀତ ହାଇଗେଲେ।